Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଲାହୋର ୧୯୪୭ ପାଇଁ ହାତ ମିଳାଇଲେ ଅମୀର ଓ ସନୀ: ରାଜକୁମାର ସନ୍ତୋଷୀ ଦେବେ ନିର୍ଦ୍ଦେଶନା

ମୁମ୍ବାଇ: ଗଦର ୨ର ସଫଳତା ପରେ ସନୀ ଦେଓଲ ତାଙ୍କ ଷ୍ଟାରଡମ ଫେରି ପାଇଛନ୍ତି । ସେ ଏହା ପରେ କେଉଁ ଫିଲ୍ମ ସାଇନ କରିବେ ସେ ନେଇ ଆଲୋଚନା ଜୋର ଧରିଥିଲା । ଏବେ ଅମୀର ଖାଁଙ୍କ ସହ ସେ ହାତ ମିଳାଇଛନ୍ତି । ଲାହୋର ୧୯୪୭ ନାମକ ଏହି ଫିଲ୍ମରେ ସନୀ ଅଭିନୟ କରିବେ ଏବଂ ଅମିର ପ୍ରଡ୍ୟୁସର ରହିବେ ।…

ଦ୍ୱିତୀୟ ବିବାହ କଲେ ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ

ମୁମ୍ବାଇ: ଦ୍ୱିତୀୟ ବିବାହ କରିଛନ୍ତି ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ୍ । ମାହିରା ତାଙ୍କ ପ୍ରେମିକ ତଥା ବ୍ୟବସାୟୀ ସଲିମ କରିମଙ୍କୁ ବିବାହ କରିଛନ୍ତି । ଏହି ବିବାହ ସମୟର ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ବିବାହ ସମୟରେ ମାହିରା ହ୍ୱାଇଟ୍ ରଙ୍ଗର…

ବିବାହ ପୂର୍ବରୁ ରାଘବ ଓ ପରିଣୀତିଙ୍କ ପରିବାର ମଧ୍ୟରେ ହୋଇଥିଲା କ୍ରିକେଟ୍ ମ୍ୟାଚ୍‌; ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢ଼ା ଏବେ ପତି-ପତ୍ନୀ ହୋଇସାରିଛନ୍ତି । ଗତ ୨୪ ତାରିଖରେ ରାଜସ୍ଥାନର ଉଦୟପୁରରେ ଥିବା ‘ଦି ଲୀଲା ପ୍ୟାଲେସ’ରେ ଉଭୟଙ୍କ ବିବାହ ଧୂମ୍‌ଧାମ୍‌ରେ ଆୟୋଜିତ ହୋଇଥିଲା । ବିବାହ ପରେ ରାଘବ ଓ ପରିଣୀତିଙ୍କ ଗୋଟିଏ ପରେ ଗୋଟିଏ ଫଟୋ…

ଫ୍ଲାଇଙ୍ଗ କିସ୍ ଦେଇ ପ୍ରଶଂସକଙ୍କ ହୃଦୟ ଜିତିଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଫ୍ଲାଇଙ୍ଗ କିସ୍ ଦେଇ ପ୍ରଶଂସକଙ୍କ ହୃଦୟ ଜିତିଲେ ବଲିଉଡ଼ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ପ୍ୟାରିସ୍‌ରେ ରବିବାର ଆୟୋଜିତ ପ୍ୟାରିସ୍ ଫ୍ୟାଶନ ୱିକ୍‌ରେ ଐଶ୍ୱର୍ଯ୍ୟା ସାମିଲ ହୋଇ ସମସ୍ତଙ୍କ ମନ ଜିଣିଛନ୍ତି । ଲ’ରିଅଲ୍‌ର ଭାରତୀୟ ଆମ୍ବାସାଡ଼ାର ହୋଇ ଐଶ୍ୱର୍ଯ୍ୟା ପ୍ରତିବର୍ଷ ଏହି…

‘ସ୍କାଏ ଫୋର୍ସ’ରେ ନଜର ଆସିବେ ଅକ୍ଷୟ, ଆସନ୍ତା ବର୍ଷା ମୁକ୍ତିଲାଭ କରିବ ଫିଲ୍ମ

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ଆଉ ଏକ ଫିଲ୍ମ ପାଇଁ ପ୍ରସ୍ତୁତ ଅଛନ୍ତି। ଅକ୍ଷୟ କୁମାରଙ୍କ ‘ଓଏମଜି ୨’ ହେଉଛି ୨୦୨୩ ବର୍ଷର ସୁପର-ଡୁପର ହିଟ ଫିଲ୍ମ। ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ-ଶାସ୍ତ୍ରୀ ଜୟନ୍ତୀ ଅବସରରେ ଅକ୍ଷୟ କୁମାର ତାଙ୍କର ନୂଆ ପ୍ରୋଜେକ୍ଟ ‘ସ୍କାଏ ଫୋର୍ସ’ର…

ରିଲିଜ ହେଲା କଙ୍ଗନାଙ୍କ ‘ତେଜସ୍’ର ଟିଜର: ପାଇଲଟ ଲୁକରେ ନଜର ଆସିଲେ କଙ୍ଗନା

ମୁମ୍ବାଇ: ଗାନ୍ଧି ଜୟନ୍ତୀ ଅବସରରେ କଙ୍ଗନାଙ୍କ ଫିଲ୍ମ 'ତେଜସ୍'ର ଏକ ଦମଦାର ଟିଜର୍ ରିଲିଜ୍ ହୋଇଯାଇଛି । ରିଲିଜ ହେଉ ହେଉ ସୋସିଆଲ ମିଡିଆରେ ଏହା ବେଶ୍ ଭାଇରାଲ ହେବାରେ ଲାଗିଛି । କଙ୍ଗନା ନିଜେ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ଟିଜର ସେୟାର କରିଛନ୍ତି । ଭିଡିଓରେ ସେ ବାୟୁସେନା…

ଖୁବ୍‌ଶୀଘ୍ର ବିବାହ କରିବେ ଶିବମ ଶର୍ମା

ମୁମ୍ବାଇ: ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ରିଆଲିଟି ସୋ ‘ଲକ୍ ଅପ୍‌’ ଫେମ୍ ଶିବମ୍ ବର୍ମା । ନଭେମ୍ବର ୭ରେ ଶିବମ ତାଙ୍କ ପ୍ରେମିକା ସମାୟରା ଠାକୁରଙ୍କୁ ବିବାହ କରିବେ । ବିବାହ ଅଳ୍ପ ଦିନ ଥିବାରୁ ପ୍ରସ୍ତୁତି ଜୋରସୋର ଚାଲିଛି । ନିଜ ବିବାହକୁ ନେଇ…

ଫିଲ୍ମ ଗେମ୍ ଚେଞ୍ଜରକୁ ନେଇ ବେଶ୍ ଉତ୍ସାହିତ କିଆରା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ କିଆରା ଆଡ଼ଭାନୀ ଫିଲ୍ମ ‘ଗେମ୍ ଚେଞ୍ଜର’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମକୁ ନେଇ କିଆରା ବେଶ୍ ଉତ୍ସାହିତ ଅଛନ୍ତି । ଏଥିରେ ତାଙ୍କର ନାୟକ ସାଜିଛନ୍ତି ସାଉଥ୍ ସୁପରଷ୍ଟାର ରାମଚରଣ । ଏଥିରେ ନିର୍ଦ୍ଦେଶନା ଦେବେ ଦକ୍ଷିଣ ଭାରତୀୟ ଫିଲ୍ମର ଜଣାଶୁଣା…

ହିନ୍ଦୀରେ ରିଲିଜ ହେଲା ‘ଘୋଷ୍ଟ’ର ଟ୍ରେଲର

ମୁମ୍ବାଇ : କନ୍ନଡ ସୁପରଷ୍ଟାର ଶିବ କୁମାରଙ୍କ ବହୁ ପ୍ରତୀକ୍ଷିତ ଆକ୍ସନ ଥ୍ରୀଲର ଫିଲ୍ମ ‘ଘୋଷ୍ଟ’ର ଟ୍ରେଲର ହିନ୍ଦୀରେ ରିଲିଜ ହୋଇଛି । ଟ୍ରେଲର ରିଲିଜ ହେବା ମାତ୍ରେ ପ୍ରଶଂସକଙ୍କୁ ଏହା ଖୁବ୍ ପସନ୍ଦ ଆସିଛି । ଏହି ଫିଲ୍ମ ଆସନ୍ତା ଅକ୍ଟୋବର ୧୯ ରେ ପ୍ରେକ୍ଷାଳୟରେ ରିଲିଜ୍ ହେବ । ଶିବ…

ଅମିତାଭଙ୍କ ୮୧ ତମ ଜନ୍ମଦିନ ପୂର୍ବରୁ ନିଲାମ ହେବ ତାଙ୍କ ସ୍ମୃତିର ଜିନିଷ

ମୁମ୍ବାଇ: ବିଗ୍ ବି ଅମିତାଭ ବଚ୍ଚନ ୨୦୨୩ ଅକ୍ଟୋବର ୧୧ରେ ୮୧ ବର୍ଷରେ ପଦାର୍ପଣ କରିବେ । ଏହି ଅବସରରେ ଏକ ଭିନ୍ନ ଢଙ୍ଗରେ ତାଙ୍କ ସ୍ମୃତିର କିଛି ଜିନିଷକୁ ନିଲାମ କରାଯିବ । ଏହି ଉତ୍ସବ ପୂର୍ବରୁ ଦେଶର ସର୍ବକନିଷ୍ଠ ତଥା ଦ୍ରୁତତମ ବୃଦ୍ଧି ପାଉଥିବା ନାମ ଡେରିଭେଟିଭ ଆଣ୍ଡ ଉଭେସ ତାଙ୍କ…