Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବର୍ଷାଙ୍କ ଆବେଦନକୁ ମଞ୍ଜୁର କଲେ ହାଇକୋର୍ଟ, ୬ରେ ଚୂଡ଼ାନ୍ତ ଶୁଣାଣି

କଟକ: ଓଡ଼ିଶାର ଚର୍ଚ୍ଚିତ ଷ୍ଟାର ଦମ୍ପତ୍ତି ଅନୁଭବ ଓ ବର୍ଷା ପ୍ରିୟଦର୍ଶିନୀଙ୍କ ଛାଡ଼ପତ୍ର ମାମଲା । ଆଜି (ଗୁରୁବାର) ବର୍ଷାଙ୍କ ଆବେଦନକୁ ଗ୍ରହଣ କରିଛନ୍ତି ହାଇକୋର୍ଟ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଡିସେମ୍ବର ମାସ ୬ ତାରିଖରେ ହେବ । ପୂର୍ବରୁ ସାଂସଦ ଅନୁଭବ ମହାନ୍ତି କରିଥିବା…

ଡିପଫେକ୍ ଫଟୋ ନେଇ ରାଗିଲେ ସାରା ତେନ୍ଦୁଲକର, କହିଲେ ଟକ୍ନୋଲୋଜିର କରାଯାଉଛି ଦୂରୁପଯୋଗ

ନୂଆଦିଲ୍ଲୀ: ଏବେ ସମଗ୍ର ବିଶ୍ୱ ତଥା ଦେଶରେ ଡିପଫେକ ମାମଲା ଗୁରୁତର ଭାବେ ସମସ୍ୟା ସୃଷ୍ଟି କରିବାରେ ଲାଗିଛି। ଡିପଫେକକୁ ନେଇ ଏବେ ଉଦବେଗ ପ୍ରକାଶ ପାଇଛି। ବର୍ତ୍ତମାନ କ୍ରିକେଟ କମ୍ବଦନ୍ତୀ ସଚିନଙ୍କ ଝିଅ ସାରା ତେନ୍ଦୁଲକର ଡିପଫେକର ଶିକାର ହୋଇଛନ୍ତି। ଏହାକୁ ନେଇ ଚିନ୍ତା ପ୍ରକଟ କରିବା ସହ…

ସୁଟିଂ ସେଟରେ ଆହତ ହେଲେ ଅଭିନେତା ଶ୍ରୀତମ ଦାସ, ହସ୍ପିଟାଲରେ ହେଲେ ଭର୍ତ୍ତି

ଭୁବନେଶ୍ଵର: ସୁଟିଂ ସେଟରେ ଆହତ ହେଲେ ଓଲିଉଡ୍ ଅଭିନେତା ଶ୍ରୀତମ ଦାସ । ଆହତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଭୁବନେଶ୍ଵରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ତଙ୍କ ଗୋଡରେ ଓ ଡାହାଣ ହାତରେ ଆଘାତ ଲାଗିଥିବା ନେଇ ସୂଚନା ମିଳିଛି । ସୂଚନା ଅନୁସାରେ, ଆସୁଥିବା ନୂତନ ଓଡିଆ…

ଓଟିଟି ଡେବ୍ୟୁ କରିବେ ଜ୍ୟାକ୍‌ଲିନ

ମୁମ୍ବାଇ: ଆଜିକାଲି ପ୍ରତ୍ୟେକ କଳାକାର ଡିଜିଟାଲ ପ୍ଲାଟଫର୍ମ ଆଡ଼େ ମୁହାଁଉଛନ୍ତି । ଏହି ରେସ୍‌ରେ ଏବେ ସାମିଲ ହୋଇଛନ୍ତି ବଲିଉଡ଼ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ୍ । ସେ ଖୁବ୍‌ଶୀଘ୍ର ଓଟିଟିରେ ଡ଼େବ୍ୟୁ କରିବାକୁ ଯାଉଛନ୍ତି । ଓଟିଟିରେ ସେ ନିଜର ଯାଦୁ ଦେଖାଇବେ । ନିର୍ଦ୍ଦେଶକ…

ଐଶ୍ୱର୍ଯ୍ୟା ନୁହେଁ, ଜିନତ୍ ଅମାନଙ୍କୁ ବିବାହ କରିବାକୁ ଚାହୁଁଥିଲେ ଅଭିଷେକ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନ ଏକ ସୁଖମୟ ଦାମ୍ପତ୍ୟ ଜୀବନ ବିତାଉଛନ୍ତି । ବିବାହ ପରେ ଉଭୟ କନ୍ୟା ସନ୍ତାନର ମାତାପିତା ହୋଇଛନ୍ତି । ବିବାହ ପୂର୍ବରୁ ଦୁହିଁଙ୍କ ଜୀବନର ରାସ୍ତା ଅଲଗା ଥିଲା । ଐଶ୍ୱର୍ଯ୍ୟ, ଦବଙ୍ଗ ଖାନ୍ ସଲମାନଙ୍କୁ ଡେଟ୍ କରୁଥିବା…

ନାତିଙ୍କୁ ଝୁରୁଛନ୍ତି ଅନୀଲ, ଫଟୋ କଲେ ସେୟାର

ମୁମ୍ବାଇ: ନିଜ ନାତିଙ୍କୁ ଝୁରୁଛନ୍ତି ବଲିଉଡ଼ ଅଭିନେତା ଅନୀଲ କପୁର । ନାତିଙ୍କୁ ମନେ ପକାଇ ସେ ନାତି ବାୟୁଙ୍କ ସହ ଦୁଇଟି ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଆଉ ଏମିତି କିଛି ଲେଖିଛନ୍ତି, ଯାହାକୁ ଲୋକେ ଖୁବ ପସନ୍ଦ କରିଛନ୍ତି । ଏହି ଦୁଇଟି ଫଟୋ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।…

ଫିଲ୍ମ ‘ଡଙ୍କି’ ପାଇବା ପାଇଁ ରାଜକୁମାର ହିରାନୀଙ୍କ ଘର ଆଗରେ ବସିଥିଲେ ଶାହରୁଖ

ମୁମ୍ବାଇ: ବଲିଉଡର କିଙ୍ଗ୍ ଶାହାରୁଖ ଖାନ ଏବେ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ‘ଡଙ୍କି’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମ ଆସନ୍ତା ଡିସେମ୍ବର ୨୨ତାରିଖରେ ରିଲିଜ୍ ହେବ । ଫିଲ୍ମର ଟିଜର ରିଲିଜ୍ ହେବା ପରେ ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢି ଚାଲିଛି । ଶାହାରୁଖଙ୍କ…

ଲୋକଙ୍କ ଆଗରେ ମହିଳାଙ୍କୁ କିସ୍ କଲେ ସଲମାନ, ଭିଡ଼ିଓ ଭାଇରାଲ

ମୁମ୍ବାଇ: ଦୀପାବଳି ଅବସରରେ ସଲମାନ ଖାନଙ୍କ ଅଭିନିତ ଫିଲ୍ମ ଟାଇଗର-୩ ରିଲିଜ ହୋଇଯାଇଛି । ଏହି ଫିଲ୍ମକୁ ନେଇ ଅଭିନେତା ସଲମାନ ଖାନ ଚର୍ଚ୍ଚାରେ ଅଛନ୍ତି । ନିକଟରେ ସେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଭାଗ ନେବାକୁ ଗୋଆରେ ପହଞ୍ଚିିଥିଲେ । ସଲମାନ ଖାନଙ୍କୁ ଦେଖିବା ପାଇଁ କାର୍ଯ୍ୟକ୍ରମରେ…

‘ସାରାଙ୍କ ବିବାହ କରାଇବା କରଣ ଜୋହରଙ୍କର ପରବର୍ତ୍ତୀ ମିଶନ’

ମୁମ୍ବାଇ: ଷ୍ଟାର କିଡସ୍‌ଙ୍କ ନାଁ ଆସିଲେ ସାରା ଅଲ୍ଲୀ ଖାନଙ୍କ ନାଁ ମଧ୍ୟ ଆସିଥାଏ। ପ୍ରଶଂସକଙ୍କୁ ବହୁତ ଗୁଡିଏ ଫିଲ୍ମ ଭେଟି ଦେଇ ସେ ମଧ୍ୟ ଦର୍ଶକଙ୍କ ହୃଦୟରେ ଘର କରିଛନ୍ତି। ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ଏବଂ ଅଭିନେତ୍ରୀ ସାରା ଅଲି ଖାନ ୫୪ତମ 'ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ'ରେ…

ଜନ୍ମଦିନରେ ବଡ଼ ଘୋଷଣା: କାର୍ତ୍ତିକଙ୍କ ସହ ଫିଲ୍ମ କରିବାକୁ ଯାଉଛନ୍ତି କରଣ ଜୋହର

ମୁମ୍ବାଇ: ଆଜି ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଜନ୍ମଦିନ। ଏହି ଅବସରରେ ତାଙ୍କ ପ୍ରଶଂସଙ୍କ ପାଇଁ ଖୁସି ଖବର। ଏହି ଖାସ୍‌ ଦିନରେ ତାଙ୍କର ଅପ୍‌କମିଂ ଫିଲ୍ମକୁ ନେଇ ବଡ଼ ଘୋଷଣା କରାଯାଇଛି, ଯାହାକି ଅନେକଙ୍କୁ ଚକିତ କରିଛି। କରଣ ଜୋହରଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରରେ ନଜର ଆସିବେ ଅଭିନେତା…