Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସରିଲା ଚର୍ଚ୍ଚିତ କପଲଙ୍କ ବିବାହ : ସାମ୍ନାକୁ ଆସିଲା ପରିଣୀତି –ରାଘବଙ୍କ ବାହାଘର ଫଟୋ

ମୁମ୍ବାଇ: ସରିଲା ଚର୍ଚ୍ଚିତ କପଲଙ୍କ ବିବାହ  । ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି । ପଂଜାବୀ ରିତିନୀତିରେ ଉଦ୍ର ପୁରରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଛି । ବଲିଉଡର ବହୁ ବଡ ବଡ କଳାକାର ଏବଂ କିଛି ରାଜନେତା ଏହି ବିବାହ ଉତ୍ସବରେ ସାମିଲ…

ବିବାହ ପୂର୍ବରୁ ଗର୍ଭବତୀ ହେଲେ ରିତିକଙ୍କ ପ୍ରେମିକା ସବା

ମୁମ୍ବାଇ: ବିବାହ ପୂର୍ବରୁ ଗର୍ଭବତୀ ହେଲେ ବଲିଉଡ଼ ଅଭିନେତା ରିତିକ ରୋଶନଙ୍କ ପ୍ରେମିକା ସବା ଆଜାଦ । ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସବାଙ୍କର ଇନଷ୍ଟା ପୋଷ୍ଟ ଭାଇରାଲ ହେବା ପରେ ସେ ଗର୍ଭବତୀ ଥିବା କୁହାଯାଉଛି । ରିତିକ ପ୍ରଥମ ପତ୍ନୀ ସୁଜାନେଙ୍କଠାରୁ ଅଲଗା ହେବା ପରେ…

ବନ୍ୟାବିପନ୍ନଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ଅମୀର, ଦେଲେ ୨୫ ଲକ୍ଷ ଟଙ୍କା

ମୁମ୍ବାଇ: ବଲିଉଡ ଅଭିନେତା ଅମୀର ଖାନ୍ କିଛିଦିନ ହେବ ପରଦାରୁ ଦୂରେଇ ରହିଛନ୍ତିି । ଏବେ ସେ ନିଜ ପରିବାର ଓ ପିଲାଙ୍କ ସହିତ ସମୟ ବିତାଉଛନ୍ତି । ଏଥିସହିତ ଝିଅର ବିବାହ ପାଇଁ ବି ଅମୀର ବ୍ୟସ୍ତ ଥିବା କୁହାଯାଉଛି । ଏସବୁ ବ୍ୟସ୍ତତା ଭିତରେ ବି ଅମୀର ବନ୍ୟା ବିପନ୍ନଙ୍କୁ ସାହାଯ୍ୟର ହାତ…

ଗଦର ୨ ପରେ ସନୀଙ୍କ ସହ ଫିଲ୍ମ କରିବା ପାଇଁ ନାମୀ ନିର୍ଦ୍ଦେଶକଙ୍କ ଲମ୍ବା ଲାଇନ

ମୁମ୍ବାଇ: ଗଦର ୨ର ସଫଳତା ପରେ ସନୀ ଦେଓଲ ଏବେ ପରିବାର ସହ ଆମେରିକାରେ ଛୁଟି କାଟୁଛନ୍ତି । ରିପୋର୍ଟ ମୁତାବକ ସନୀଙ୍କ ସହ କାମ କରିବା ପାଇଁ ନାମୀ ଦାମୀ ନିର୍ଦ୍ଦେଶକଙ୍କ ଲମ୍ବା ଲାଇନ ଲାଗିଛି । ୬୫ ବର୍ଷ ବୟସରେ ସନୀ ବଲିଉଡ ଇତିହାସର ତୃତୀୟ ସର୍ବାଧିକ ଆୟ କରିଥିବା ଫିଲ୍ମ ଭେଟି ଦେଇଛନ୍ତି ।…

ମୋତେ ହତ୍ୟା କରିବାକୁ ଯୋଜନା କରାଯାଉଛି, ଏମିତି କହିଲେ ଡ଼୍ରାମା କୁଇନ୍ ରାଖୀ ସାୱନ୍ତ

ମୁମ୍ବାଇ: ବଲିଉଡର ଡ୍ରାମା କୁଇନ୍ ଭାବେ ପରିଚିତ ରାଖି ସାୱନ୍ତ ଅଧିକାଂଶ ସମୟ କୌଣସି ନା କୌଣସି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କ ବ୍ୟକ୍ତିଗତ ଜୀବନ ହେଉ କି ପ୍ରୋଫେସନାଲ ଜୀବନ, ସବୁବେଳେ ଚର୍ଚ୍ଚାରେ ଥାନ୍ତି ରାଖି । ଏବେ ତାଙ୍କ ଜୀବନ ପ୍ରତି ବିପଦ ରହିଛିି । ମୋତେ ହତ୍ୟା…

ଆସନ୍ତା ୨୭ରେ ରିଲିଜ୍ ହେବ ଫିଲ୍ମ ଗଣପତର ଟିଜର

ମୁମ୍ବାଇ : ବଲିଉଡ଼ ଅଭିନେତା ଟାଇଗର ଶ୍ରଫ ତାଙ୍କର ଆଗାମୀ ଫିଲ୍ମ ଗଣପତ: ଏ ହିରୋ ଇଜ ବର୍ନ କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଆସନ୍ତା ୨୭ ତାରିଖରେ ଏହି ଫିଲ୍ମର ଟିଜର ରିଲିଜ ହେବାକୁ ଯାଉଛି । ଏଥିରେ ନିଜର ପାୱାର ପ୍ୟାକ ହୋଇଥିବା ଲୁକ୍ ସହିତ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିବାକୁ ଅଭିନେତା…

ଫିଲ୍ମ ‘ଆନିମଲ’ରେ ରଶ୍ମିକାଙ୍କ ଫାଷ୍ଟ ଲୁକ୍ ରିଲିଜ୍‌, ରଣବୀରଙ୍କ ସହ ସ୍କ୍ରିନ୍ ସେୟାର କରିବେ ଏହି ଅଭିନେତ୍ରୀ

ମୁମ୍ବାଇ: ସାଉଥର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଧାନା ଏବେ ଖୁବ୍ ଚର୍ଚ୍ଚାରେ । ଖୁବଶୀଘ୍ର ତାଙ୍କୁ ଏକ ବଲିଉଡ ଫିଲ୍ମରେ ଦେଖିବାକୁ ମିଳିବ । ଏଥର ସେ ବଲିଉଡ ଅଭିନେତା ରଣବୀର କପୁରଙ୍କ ସହ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି । ଉଭୟ ରଶ୍ମିକା ଓ ରଣବୀର ଆଗାମୀ ଫିଲ୍ମ ଆନିମଲରେ ନଜର…

ବରଯାତ୍ରୀଙ୍କ ସହ ନୌକାରେ ଆସିଲେ ରାଘବ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢ଼ା । ରାଜସ୍ଥାନର ଉଦୟପୁରରେ ଥିବା ‘ଦି ଲୀଲା ପ୍ୟାଲେସ’ରେ ଆଜି ଉଭୟଙ୍କ ବିବାହ ଧୂମ୍‌ଧାମ୍‌ରେ ଆୟୋଜିତ ହୋଇଯାଇଛି । ଏଥିଲାଗି ପ୍ୟାଲେସକୁ ବହୁ ସୁନ୍ଦର ଭାବେ ସଜା ଯାଇଛି । ଆଉ ରାଘବ ବରବେଶରେ…

ଖୁବ୍‌ ଶୀଘ୍ର ବାପା ହେବେ ଅଭିନେତା ବିକ୍ରାନ୍ତ, ସୋସିଆଲ ମିଡିଆରେ ଖିୁସି ସେୟାର କଲେ ଦମ୍ପତି

ମୁମ୍ବାଇ: ବଲିଉଡ଼ ଅଭିନେତା ବିକ୍ରାନ୍ତ ମେସି ନିଜର ଦମଦାର ଅଭିନୟ ପାଇଁ ଖୁବ କମ ସମୟରେ ଲୋକଙ୍କ ମଧ୍ୟରେ ପ୍ରିୟ ହୋଇପାରିଛନ୍ତି। ସେ ବଲିଉଡରେ ହେଉ କିମ୍ବା ଓଟିଟି ପ୍ଲାଟଫର୍ମରେ ଚମତ୍କାର ଅଭିନୟ ପାଇଁ ବେଶ୍‌ ଜଣାଶୁଣା। ଛୋଟ ପରଦାରୁ ଆରମ୍ଭ କରି ସେ ବଡ଼ ପରଦାରେ ନିଜର ସ୍ଥାନ ସୃଷ୍ଟି…

ସାମ୍ନାକୁ ଆସିଲା ମେହେନ୍ଦି କାର୍ଯ୍ୟକ୍ରମ ଝଲକ, ନଜର ପକାନ୍ତୁ ପରିଣୀତିଙ୍କ ହାତରେ ରାଘବଙ୍କ ନାମର ମେହେନ୍ଦି ଉପରେ

ଉଦୟପୁର: ଆଜି ବଲିଉଡ଼ ଅଭିନେତ୍ରୀ ପରିଣିତି ଚୋପ୍ରା ଓ ଆପ୍ ସାଂସଦ ରାଘବ ଚଢାଙ୍କ ବାହାଘର । ଏହି ସେଲିବ୍ରେଟିଙ୍କ ବିବାହ ନେଇ ସଜେଇ ହୋଇଛି ରାଜସ୍ଥାନ ଉଦୟପୁରର ଲିଲା ପ୍ୟାଲେସ୍ । ଶନିବାର ଦିନ ଏହି ଲବ୍ ବାର୍ଡଙ୍କର ହଳଦୀ ଓ ମେହେନ୍ଦୀ ରଶମ ଶେଷ ହୋଇଥିବା ବେଳେ ଆଜି ସେମାନଙ୍କ ବାହାଘର ।…