Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଭିକିଙ୍କଠାରୁ ଯଥେଷ୍ଟ ଅଧିକ ଟଙ୍କାର ମାଲିକାଣୀ କ୍ୟାଟ୍ରିନା

ମୁମ୍ବାଇ: ଦୀପାବଳି ଅବସରରେ ରିଲିଜ ହୋଇଯାଇଛି ସଲମାନ ଖାନଙ୍କ ଅଭିନିତ ଫିଲ୍ମ 'ଟାଇଗର-୩ ' । ଏଥିରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏଥିରେ ଜୋୟା ଭୂମିକାରେ ନଜର ଆସିଥିବା କ୍ୟାଟ୍ରିନା କୈଫ୍ ତାଙ୍କ ସ୍ୱାମୀ ଭିକିଙ୍କଠାରୁ ଯଥେଷ୍ଟ ଅଧିକ ଟଙ୍କାର…

‘ଟାଇଗର-୩’ରେ ଚୁମ୍ବନ ଦୃଶ୍ୟ ରଖିବାକୁ ନିର୍ଦ୍ଦେଶକଙ୍କୁ ଅନୁରୋଧ କରିଥିଲେ ଇମ୍ରାନ ହାସମୀ

ମୁମ୍ବାଇ: ଦୀପାବଳି ଅବସରରେ ରିଲିଜ୍ ହୋଇଯାଇଛି ବଲିଉଡର ଭାଇଜାନ ସଲମାନ ଖାନଙ୍କ ଫିଲ୍ମ ଟାଇଗର-୩ । ଏହି ଫିଲ୍ମର ଟିଜର ରିଲିଜ୍ ପରଠାରୁ ଏହା ଚର୍ଚ୍ଚାରେ ରହିଥିଲା । ଏବେ ଫିଲ୍ମଟି ୨୦୦ କୋଟି ଆୟ କରି ସାରିଥିବା ବେଳେ ଫିଲ୍ମର ଖଳନାୟକ ଇମ୍ରାନ ହାସମୀଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।…

ବୁର୍ଜ ଖଲିଫାରେ ରିଲିଜ ହେଲା ‘ଆନିମଲ’ର ଟିଜର

ମୁମ୍ବାଇ: ଦୁବାଇର ବୁର୍ଜ ଖଲିଫାରେ ଫିଲ୍ମ ଆନିମଲର ଟିଜର ରିଲିଜ୍ ହୋଇଯାଇଛି । ଏଥିଲାଗି ରଣବୀର,ବବି ଦେଓଲ ଓ ଫିଲ୍ମର ନିର୍ମାତା ଭୂଷଣ କୁମାରଦୁବାଇରେ ମଧ୍ୟ ପହଞ୍ଚିଥିଲେ । ବଲିଉଡ଼ ଅଭିନେତା ରଣବୀର କପୁରଙ୍କ ଅଭିନିତ ଫିଲ୍ମ ‘ଆନିମଲ’କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।…

ସାଇକୋଲୋଜିକାଲ ଥ୍ରୀଲର ଫିଲ୍ମରେ ପୁନର୍ବାର ଏକତ୍ର ଅଭିନୟ କରିବେ କଙ୍ଗନା-ମାଧବନ

ମୁମ୍ବାଇ: ତନୁ ୱେଡ୍ସ ମନୁ ଯୋଡି କଙ୍ଗନା ରାନାୱତ ଓ ଆର ମାଧବନ ପୁନର୍ବାର ଆଉ ଏକ ପ୍ୟାନ ଇଣ୍ଡିଆ ଫିଲ୍ମରେ ଏକତ୍ର ଅଭିନୟ କରିବାକୁ ଯାଉଛନ୍ତି । କୁଇନ କଙ୍ଗନା ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଫିଲ୍ମର ନିର୍ଦ୍ଦେଶନା ବିଜୟ ଦେବେ । ଏହା ସମ୍ପୂର୍ଣ୍ଣ ଭାବେ ଏକ ନୂତନ ଧରଣର…

ଧାର୍ମିକ ଫିଲ୍ମ କରିବାକୁ ଚାହୁଁଛି: ବାବା ବିଶ୍ୱନାଥଙ୍କ ଦର୍ଶନ ପରେଏମିତି କଲେ ସନ୍ନି ଲିଓନି

ମୁମ୍ୱାଇ: ବଲିଉଡ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ସନ୍ନି ଲିଓନି । ନିକଟରେ ସେ ବାରାଣାସୀରେ ବାବା ବିଶ୍ୱନାଥଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ଏଥିସହିତ ସେ ଗଙ୍ଗା ଆଳତୀରେ ଭାଗ ନେଇଥିଲେ, ଯାହାର ଭିଡିଓ ସନ୍ନି ନିଜେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏହା ବ୍ୟତୀତ…

ଆଲିଆ-ରଣବୀରଙ୍କ ସମ୍ପର୍କରେ ଫାଟ : ପ୍ରତିକ୍ରିୟା ରଖିଲେ ଆଲିଆ

ମୁମ୍ବାଇ: ନିକଟରେ ଆଲିଆ ଭଟ୍ଟ କରଣ ଜୋହରଙ୍କ ଶୋ କଫି ୱିଥ୍ କରଣରେ ଅଂଶଗ୍ରହଣ କରିଥିଲେ । ଏହି ଶୋ’ରେ ଆଲିଆ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ବିଷୟରେ କହିଥିଲେ । ଏହି ଶୋ’ରେ ସେ ତାଙ୍କ ବିବାହିତ ଜୀବନ ବିଷୟରେ କହିଥିଲେ । ତାଙ୍କ ସହିତ ଏହି ଶୋକୁ ଆସିଥିଲେ ନଣନ୍ଦ କରୀନା କପୁର ।…

ଆଉ ନାହାନ୍ତି ଯାତ୍ରା କମେଡିଆନ୍ ରବି ଶତପଥୀ

ଜଗତସିଂହପୁର: ଆଉ ନାହାନ୍ତି ଘରେ ଘରେ ପରିଚିତ ଓଡିଆ ଯାତ୍ରା କଳାକାର ତଥା କମେଡିଆନ୍ ରବି ଶତପଥୀ। ଜଗତସିଂହପୁର ଜିଲ୍ଲାର ଏହି ନାମକରା ଓଡିଆ ଯାତ୍ରା କଳାକାରଙ୍କର ଶୁକ୍ରବାର ଦିନ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 68 ବର୍ଷ ବୟସ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ରବି…

ରଜନୀକାନ୍ତ କଲେ ଭବିଷ୍ୟବାଣୀ: ବିଶ୍ୱକପ୍ ଜିତିବ ଭାରତ

ମୁମ୍ବାଇ: ବୁଧବାର ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ରନ୍ ଝଡ଼ ଭିତରେ ନ୍ୟୁଜିଲାଣ୍ଡ୍‌କୁ ବୁଡ଼ାଇ ଦେଇ ମ୍ୟାଚ୍ ଜିତିଛି ଭାରତ । ଏବେ ସମସ୍ତେ ଉତ୍ସାହର ସହିତ ନଭେମ୍ବର ୧୯ ତାରିଖକୁ ଅପେକ୍ଷା କରିଛନ୍ତି । କାରଣ ଏହି ଦିନ ଅପରାହ୍ନ ୨ଟାରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱକପ-୨୦୨୩ ର…

ସୋନମଙ୍କ ପାର୍ଟିରେ ଫୁଟବଲ ତାରକା ଡେଭିଡ୍ ବେକ୍‌ହାମ୍‌

ମୁମ୍ବାଇ: ମୁମ୍ବାଇ ଗସ୍ତରେ ଆସିଛନ୍ତି ଆନ୍ତର୍ଜାତିକ କିଂବଦନ୍ତି ଫୁଟ୍‌ବଲ୍ ତାରକା ଡେଭିଡ୍ ବେକହାମ୍ । ସେ ଅଭିନେତ୍ରୀ ସୋନମ କପୁରଙ୍କ ଘରେ ଅତିଥି ଭାବେ ଯୋଗ ଦେଇଥିଲେ । ଦୀପାବଳି ପର୍ବ ଅବସରରେ ଏକ ରାତ୍ରିଭୋଜନରେ ଆପ୍ୟାୟିତ କରିବା ଲାଗି ଅଭିନେତ୍ରୀ ସୋନମ ଓ ତାଙ୍କ ଉଦ୍ୟୋଗୀ ସ୍ୱାମୀ…

ଡିପ୍‌ଫେକର ଶିକାର ହେଲେ କାଜୋଲ, ଅଭିନେତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ

ମୁମ୍ବାଇ: ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନା , ବଲିଉଡ଼ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ପରେ ଏବେ ଡିପ୍‌?ଫେକ୍ ଟେକ୍ନୋଲୋଜିର ଶିକାର ହୋଇଛନ୍ତି ଅଭିନେତ୍ରୀ କାଜୋଲ । କାଜୋଲଙ୍କ ଏକ ନକଲି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।…