Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରିଲିଜ ହେଲା ପଙ୍କଜ ତ୍ରିପାଠୀଙ୍କ ଫିଲ୍ମ ‘କଡକ ସିଂ’ର ପୋଷ୍ଟର

ମୁମ୍ବାଇ: ବଲିଉଡ଼ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଅଭିନିତ ଫିଲ୍ମ 'କଡକ୍ ସିଂ'ର ଫାଷ୍ଟ ଲୁକ୍ ପୋଷ୍ଟର ରିଲିଜ୍ ହୋଇଛି । ଯାହା ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ଓଟିଟି ପ୍ଲାଟଫର୍ମ ରେ 'କଡକ୍ ସିଂ'ର ପୋଷ୍ଟରକୁ ଏହାର ଅଫିସିଆଲ୍ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରାଯାଇଛି । ପଙ୍କଜ…

ଟିଭିରେ ଆସିବନି ଦି କପିଲ ଶର୍ମା ଶୋ’, ଏବେ ଓଟିଟିରେ

ମୁମ୍ବାଇ: ଛୋଟପରଦାରେ ସବୁଠୁ ଲୋକପ୍ରିୟ କମେଡ଼ି ଶୋ ହେଉଛି ଦି କପିଲ ଶର୍ମା ଶୋ । ଏହି ଶୋକୁ ଲୋକେ ଖୁବ୍ ପସନ୍ଦ କରିଥାନ୍ତି । ଏହା ଦୀର୍ଘ ସମୟ ଧରି ପରଦାରେ ଆଉ ଦେଖିବାକୁ ମିଳୁନାହିଁ । ଏହି ଶୋ ବର୍ତ୍ତମାନ ଟିଭିରେ ପ୍ରସାରିତ ହେବ ନୁହେଁ ବରଂ ଓଟିଟି ପ୍ଲାଟଫର୍ମରେ ଟେଲିକାଷ୍ଟ ହେବ ।…

ପୁଣି ଜଣେ ଅଭିନେତ୍ରୀଙ୍କ ପ୍ରେମରେ କ୍ରିକେଟର

ମୁମ୍ବାଇ: ବଲିଉଡ୍ ଓ କ୍ରିକେଟ ଦୁନିଆର ସଂଯୋଗ ବିଷୟରେ ସମସ୍ତେ ଜାଣନ୍ତି । ପୂର୍ବରୁ ଅନେକ ଅଭିନେତ୍ରୀ କ୍ରିକେଟରମାନଙ୍କୁ ବିବାହ କରି ଘର ସଂସାର କରିସାରିଛନ୍ତି । ଅଧିକାଂଶ ସମୟରେ କ୍ରିକେଟରମାନେ ଅଭିନେତ୍ରୀମାନଙ୍କୁ ଡେଟ୍ କରୁଥିବା କଥା ଆମେ ଶୁଣିଛନ୍ତି । ଏବେ ପୁଣି ଏକ କ୍ରିକେଟର ଓ…

‘ଲିଭ୍‌-ଇନ୍‌’ରେ ରହି ଖୁସିରେ ଥିଲୁ, ଗୋଟିଏ କାରଣ ପାଇଁ ବିବାହ କଲୁ: କରୀନା

ମୁମ୍ବାଇ: ଲିଭ୍ ଇନ୍‌ରେ ଥିଲୁ । ବର୍ଷେ କି ଦୁଇ ବର୍ଷ ନୁହେଁ ୫ ବର୍ଷ ଲିଭ୍ ଇନ୍‌ରେ ଥିଲୁ । ବହୁତ ଖୁସିରେ ଥିଲୁ । କିନ୍ତୁ କେବଳ ସନ୍ତାନ ପ୍ରାପ୍ତ କରିବାକୁ ଚାହୁଁଥିବାରୁ ବିବାହ କରିବାକୁ ନିଷ୍ପତ୍ତି ନେଲୁ ଓ ବିବାହ ବି କଲୁ । ଏମିତି କିଛି କହିଛନ୍ତି ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ…

୨ ଦିନରେ ୧୦୦ କୋଟି ଟପିଲା ଟାଇଗର-୩

ମୁମ୍ବାଇ: ଦୀପାବଳି ଅବସରରେ ରିଲିଜ୍ ହୋଇଯାଇଛି ବଲିଉଡ଼ ଭାଇଜାନ ସଲମନ ଖାନଙ୍କ ଅଭିନିତ ଫିଲ୍ମ ‘ଟାଇଗର ୩' । ଏହି ଫିଲ୍ମର ପ୍ରଥମ ଦିନ ଆୟ ଶାହାରୁଖଙ୍କ ଅଭିନିତ ଫିଲ୍ମ ‘ଯବାନ' ଓ ‘ପଠାନ'ଠାରୁ କମ୍ ରହିଛି ସତ, କିନ୍ତୁ ଦ୍ୱିତୀୟ ଦିନରେ ଏହା କମାଲ୍ ପ୍ରଦର୍ଶନ କରିଛି । ମାତ୍ର ଦୁଇ ଦିନରେ ଏହି…

ଅଟଲୀଙ୍କ ଆଗାମୀ ଫିଲ୍ମରେ ଏକତ୍ର ଅଭିନୟ କରିବେ ଶାହାରୁଖ, ବିଜୟ

ମୁମ୍ବାଇ: ଯବାନ ଫିଲ୍ମର ସଫଳତା ପରେ ନିର୍ଦ୍ଦେଶକ ଅଟଲୀ କୁମାର ତାଙ୍କର ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ଫିଲ୍ମରେ ଥଲପତି ବିଜୟ ଓ ଶାହାରୁଖ ଖାଁଙ୍କୁ ଏକତ୍ର ଅଭିନୟ କରିବେ । ଅଟଲୀ ତାଙ୍କ ଜନ୍ମ ଦିନରେ ଏହି ଘୋଷଣା କରିଛନ୍ତି । ଉଭୟ ସୁପରଷ୍ଟାର ଏଥିନେଇ ରାଜି…

ବାଦଶାହଙ୍କ ହାତ ଧରି ପାର୍ଟିକୁ ଗଲେ ମୃଣାଲ, ଭିଡ଼ିଓ ଭାଇରାଲ

ମୁମ୍ବାଇ: ବିବାହ ଚର୍ଚ୍ଚା ମଧ୍ୟରେ ବଲିଉଡର ଲୋକପ୍ରିୟ ରାପର ବାଦଶାହଙ୍କ ହାତ ଧରି ପାର୍ଟିକୁ ଗଲେ ଅଭିନେତ୍ରୀ ମୃଣାଲ ଠାକୁର । ଜୋର ଧରିଲା ଡେଟିଂ ଚର୍ଚ୍ଚା । କିଛି ଦିନ ହେବ ମୃଣାଲଙ୍କ ବିବାହକୁ ନେଇ ଚର୍ଚ୍ଚା ଚାଲିଥିଲା । ହେଲେ ସେ କାହାକୁ ଓ କେବେ ବିବାହ କରିବେ, ତାହା ସାମ୍ନାକୁ…

ସ୍ୱାମୀ ବିକିଙ୍କୁ ଗୋଇଠା ମାରିଲେ ଅଙ୍କିତା

ମୁମ୍ବାଇ: ଛୋଟପରଦାର ସୁବୁଠୁ ବେଶୀ ଲୋକପ୍ରିୟ ଓ ବିବାଦୀୟ ଶୋ ହେଉଛି ବିଗ୍ ବସ୍ । ବିଗ୍‌ବସ୍ ସିଜିନ୍‌୧୭ ପ୍ରଥମ ସପ୍ତାହରୁ ହିଁ ଚର୍ଚ୍ଚାକୁ ଆସିଛି । ଶୋ’ ଆରମ୍ଭରୁ ହିଁ ଘରଲୋକଙ୍କ ମଧ୍ୟରେ ଝଗଡା ହେଉଥିବା ଦେଖିବାକୁ ମିଳିଛି । ଏଥର ଟିଭି ସେଲିବ୍ରିଟିମାନଙ୍କ ସହିତ କଣ୍ଟେଣ୍ଟ କ୍ରିଏଟରମାନେ…

‘କହୋ ନା ପ୍ୟାର୍ ହେ’ ମିଳିଥିଲେ ମୁଁ ଅମିଷାଙ୍କଠାରୁ ଭଲ ଅଭିନୟ କରିଥାନ୍ତି: ଏମିିତି କହିଲେ କରୀନା

ମୁମ୍ବାଇ: ‘କହୋ ନା ପ୍ୟାର୍ ହେ’ରେ ମୋତେ ଅଭିନୟ ପାଇଁ ସୁଯୋଗ ମିଳି ନ ଥିଲା । ହେଲେ ଏହି ସୁଯୋଗ ମିଳିଥିଲେ ମୁଁ ଅଭିନେତ୍ରୀ ଅମିଷା ପଟେଲଙ୍କଠାରୁ ବହୁତ ଭଲ କରିପାରିଥାନ୍ତି । ଦର୍ଶକ ବି ମୋ ଅଭିନୟକୁ ବେଶ୍ ପସନ୍ଦ କରିଥାନ୍ତେ । ନିକଟରେ ଏକ ସାକ୍ଷାତକାରରେ ଏମିତି କିଛି କହିଛନ୍ତି ବଲିଉଡ଼…

ୱାର-୨ରେ ଆଲିଆଙ୍କ ଏଣ୍ଟ୍ରି, ଖୁବ୍‌ଶୀଘ୍ର ହେବ ସୁଟିଂ ଆରମ୍ଭ

ମୁମ୍ବାଇ : ବଲିଉଡରେ ଜୁନିୟର ଏନଟିଆର ଏବଂ ହ୍ରିତିକ ରୋଶନଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଦୁହେଁ ହିନ୍ଦୀ ଫିଲ୍ମ ୱାରର ସିରିଜ ୱାର-୨ରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହା ସହିତ ଫିଲ୍ମରେ ଚୁଲବୁଲି ନାୟିକା ଆଲିଆ ଭଟ୍ଟଙ୍କ ଏଣ୍ଟ୍ରି ହୋଇଛି । କୁହାଯାଉଛି ଟ୍ରିପଲ ଆର ପରେ ଆଲିଆ ଏବଂ…