Latest Odisha News

BREAKING NEWS

Browsing Category

ମନୋରଞ୍ଜନ

୫୮ ବର୍ଷ ବୟସରେ ୩ ଇଡିଅଟ୍ସ ଫିଲ୍ମ ଅଭିନେତା ଅଖିଲ ମିଶ୍ରାଙ୍କ ପରଲୋକ

ମୁମ୍ବାଇ: ବଲିଉଡ୍ ଅଭିନେତା ଅଖିଲ ମିଶ୍ରାଙ୍କର ପରଲୋକ ଘଟିଛି  । ଅଖିଲ ଆମୀର ଖାନଙ୍କ ଫିଲ୍ମ ୩ ଇଡିଅଟ୍ସରେ ଲାଇବ୍ରେରିଆନ ଡୁବି ଭୂମିକାରେ ଅଭିନୟ କରିଥିଲେ  । କାମ କରୁଥିବା ସମୟରେ ବିଲଡିଂରୁ ଖସିଯିବା ପରେ ଅଭିନେତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଅଖିଲ ମିଶ୍ରଙ୍କ ଆକସ୍ମିକ…

ବିବାହ ବନ୍ଧନରେ ବାନ୍ଧି ହେଲେ କି ସାଉଥ୍ ଅଭିନେତ୍ରୀ ସାଇପଲ୍ଲବୀ ! ଭାଇରାଲ ହେଉଛି ଫଟୋ

ମୁମ୍ବାଇ :  ସାଉଥ୍ ସିନେମା ଜଗତର ଜଣାଶୁଣା  ଅଭିନେତ୍ରୀ ସାଇ ପଲ୍ଲବୀ । ପ୍ରତ୍ୟେକ ଦିନ ତାଙ୍କ ସହିତ ଜଡିତ ଅନେକ ଖବର ସାମ୍ନାକୁ ଆସିଥାଏ  ।  ନିକଟରେ ସେ ନାଗା ଚୈତନ୍ୟଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି ।  କିନ୍ତୁ ଏହି ସମୟରେ ତାଙ୍କର ଏକ ଫଟୋ…

ଓଡ଼ିଶାର ପାର୍ସଲ ବୋମା ଘଟଣାକୁ ନେଇ ନିର୍ମିତ ହେଲା ଫିଲ୍ମ ‘ମାଇଣ୍ଡ ଗେମ୍‌’ , ଅକ୍ଟୋବର ୬ରେ ରିଲିଜ୍

ଭୁବନେଶ୍ୱର: ଆଗକୁ ଆସୁଛି ବହୁଚର୍ଚ୍ଚିତ ଓଡ଼ିଆ ଫିଲ୍ମ "ମାଇଣ୍ଡ ଗେମ୍‌’ , ଯାହା ଓଡ଼ିଶାରେ ଘଟିଥିବା ଏକ ଚାଞ୍ଚଲ୍ୟକର ପାର୍ସଲ ବୋମା ଘଟଣା କୁ ନେଇ ନିର୍ମିର୍ତ ହୋଇଛି । ନିକଟରେ ଭୁବନେଶ୍ୱରର ଏକ ତାରକା ହୋଟେଲର ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଏହି ଫିଲ୍ମର ରିଲିଜ୍ ତାରିଖ ଘୋଷଣା ହୋଇଯାଇଛି ।…

ନ୍ୟାୟ ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅନିଲ କପୁର

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅନିଲ କପୁର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ନିଜର ବ୍ୟକ୍ତିଗତ ଅଧିକାରର ସୁରକ୍ଷା ପାଇଁ ସେ ଅଦାଲତରେ ଏକ ଆବେଦନ କରିଛନ୍ତି । ସୋସିଆଲ ମିଡିଆରେ ତାଙ୍କ ନାମ ଓ ପରିଚୟକୁ ନେଇ ଅପବ୍ୟବହାର କରାଯାଉଥିବା ଆବେଦନରେ ଦର୍ଶାଇଛନ୍ତି । ଫଳରେ ତାଙ୍କର…

ଫିଲ୍ମ ପ୍ରମୋସନ୍ ପାଇଁ ସଂସଦ ଭବନରେ ପହଞ୍ଚିଲେ ଅଭିନେତ୍ରୀ, ଲୋକେ କଲେ ନାପସନ୍ଦ

ନୂଆଦିଲ୍ଲୀ: ନୂଆ ସଂସଦ ଭବନରେ କିଛି ଦିନ ହେବ ମହିଳାମାନଙ୍କୁ ଦେଖିବାକୁ ମିଳୁଛି । ନାରୀ ସଶକ୍ତିକରଣଙ୍କୁ ପ୍ରୋତ୍ସାହନ ଦେବା ସକାଶେ ଅନେକ ଅଭିନେତ୍ରୀମାନଙ୍କୁ ସଂସଦ ଭବନ ଭିତରକୁ ନିମନ୍ତ୍ରିତ କରାଯାଇଛି । ଏହି ଅବସରରେ ‘ଥ୍ୟାଙ୍କ୍ ୟୁ ଫର କମିଂ’ ଫିଲ୍ମର ସଦସ୍ୟାମାନଙ୍କୁ ବି ସଂସଦ ଭବନରେ…

ଏହି ଦିନ ଓଟିଟିରେ ରିଲିଜ୍ ହେବ ‘ଗଦର ୨’

ମୁମ୍ବାଇ: ଖୁବ୍‌ଶୀଘ୍ର ଓଟିଟିରେ ରିଲିଜ୍ ହେବାକୁ ଯାଉଛି ବଲିଉଡ଼ ଅଭିନେତା ସନ୍ନି ଦେଓଲଙ୍କ ଅଭିନିତ ଫିଲ୍ମ ‘ଗଦର ୨’ । ଏହି ଫିଲ୍ମକୁ ଲୋକେ ବହୁତ ପସନ୍ଦ କରିଛନ୍ତି । ଏଥିରେ ଅଭିନେତା ସନ୍ନି ଦେଓଲ, ଅମିଷା ପଟେଲ ଓ ଉତ୍କର୍ଷ ଶର୍ମା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହା ବକ୍ସ ଅଫିସ୍‌ରେ…

କେବଳ ‘ପୁ’ ନୁହେଁ, କରୀନା କପୁରଙ୍କ ଏହି ଚରିତ୍ର ମଧ୍ୟ ଆଜି ବି ଶୀର୍ଷରେ

ମୁମ୍ବାଇ: ବଲିଉଡ଼ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ କରୀନା କପୁର ଆଜିକାଲି ତାଙ୍କ ୱେବ୍ ସିରିଜ୍ 'ଜାନେ ଜାନ୍' କୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି। ଏହି ୱେବ୍ ସିରିଜ୍ ସହିତ ଅଭିନେତ୍ରୀ ତାଙ୍କର ଓଟିଟି ଡେବ୍ୟୁ କରିଛନ୍ତି। କରୀନା କପୁର ତମନ୍ନା ଭାଟିଆଙ୍କ ଗୁଜବ ପ୍ରେମିକା ବିଜୟ ବର୍ମାଙ୍କ…

ଭେଣ୍ଟିଲେଟରରେ ଥାଇ ‘ଯବାନ’ ଫିଲ୍ମ ଦେଖିଲେ ପ୍ରଶଂସକ, ଶାହରୁଖ ଦେଲେ ଏମିତିି ପ୍ରତିକ୍ରିୟା

ମୁମ୍ବାଇ: ବଲିଉଡ଼ର କିଙ୍ଗ୍ ଖାନ ଶାହାରୁଖ ଖାନଙ୍କ ଅଭିନିତ ଫିଲ୍ମ ‘ଯବାନ’ ଏବେ ସାରା ବିଶ୍ୱରେ ଧମାଲ କରୁଛି । ଏହା ଗତ ୭ ତାରିଖରେ ରିଲିଜ୍ ହୋଇଥିଲା । ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଫିଲ୍ମ ଯବାନର କ୍ରେଜ ଦେଖିବାକୁ ମିଳିଛି । ନିକଟରେ…

‘ନାଟୁ-ନାଟୁ’ ଗୀତର ତାଳେ ତାଳେ ରିଙ୍ଗ୍‌ରେ ନାଚିଲେ ଡବ୍ଲ୍ୟୁଡବ୍ଲ୍ୟୁଇ ରେସଲର

ହାଇଦ୍ରାବାଦ: ‘ନାଟୁ-ନାଟୁ’ ଗୀତର ତାଳେ ତାଳେ ରିଙ୍ଗ୍‌ରେ ନାଚିଲେ ଡବ୍ଲ୍ୟୁଡବ୍ଲ୍ୟୁଇ ରେସଲର । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ରେସ୍‌ଲରମାନେ ନାଟୁ ନାଟୁ ଗୀତରେ ଡ଼୍ୟାନ୍ସ କରୁଥିବା ନଜର ଆସିଛିି । ଦୀର୍ଘ ୬ ବର୍ଷର ଅପେକ୍ଷା ପରେ ହାଇଦ୍ରାବାଦରେ…

ପୁଣି ନାଗାଙ୍କ ପ୍ରେମରେ ସାମନ୍ଥା, ଇନଷ୍ଟାରେ ନାଗାଙ୍କ ସହ ଫଟୋ କଲେ ସେୟାର

ମୁମ୍ବାଇ: ଚାରି ବର୍ଷର ବୈବାହିକ ଜୀବନ ପରେ ଅଲଗା ହୋଇଥିଲେ ଲୋକପ୍ରିୟ ଦକ୍ଷିଣ ଭାରତୀୟ ଦମ୍ପତ୍ତି ନାଗା ଚୈତନ୍ୟ ଓ ସାମନ୍ଥା ରୁଥ୍ ପ୍ରଭୁ । ଅଲଗା ହେବା ପରେ ଦୁହେଁ ଏବେ ନିଜ ନିଜ କାମକୁ ନେଇ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି । ଏବେ ଛାଡ଼ପତ୍ରର ୨ବର୍ଷ ପରେ ନାଗା ଓ ସାମନ୍ଥା ପୁଣି ଥରେ…