Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପରଲୋକରେ କମେଡିଆନ୍ ମଲ୍ଲମପଲ୍ଲୀ

ହାଇଦ୍ରାବାଦ: ପରଲୋକରେ ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତା ତଥା କମେଡିଆନ୍ ମଲ୍ଲମପଲ୍ଲୀ ଚନ୍ଦ୍ର ମୋହନ । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ଚନ୍ଦ୍ର ମୋହନ ଦୀର୍ଘଦିନ ଧରି ହୃଦ୍‌ରୋଗରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ହେଲେ ଦୀପାବଳିର ଗୋଟିଏ ଦିନ…

ଧନତେରାସରେ ନୂଆ ଘର କିଣିଲେ ଅନନ୍ୟା

ମୁମ୍ବାଇ: ଧନତେରାସ ଅବସରରେ ବଲିଉଡ଼ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ମୁମ୍ବାଇରେ ଏକ ନୂଆ ଘର କିଣିଛନ୍ତି । ସେ ତାଙ୍କ ନୂଆ ଘରର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତାଙ୍କ ନୂଆ ଘରକୁ ଦେଖି ତାଙ୍କର ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବଲିଉଡର ଲୋକପ୍ରିୟ ଅଭିନେତ୍ରୀ…

ରଶ୍ମିକାଙ୍କ ଡିପଫେକ୍ ଭିଡିଓ ଘଟଣା; ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଡିପଫେକ୍ ଭିଡିଓକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଏନେଇ ଆଜି ଦିଲ୍ଲୀ ପୋଲିସ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏକ ଏଫଆଇଆର ପଞ୍ଜିକରଣ କରିଛି । ଏହି ମାମଲାରେ ଦିଲ୍ଲୀ ପୋଲିସ୍ ଆଇପିସିର ଧାରା ୪୬୫, ୪୬୯ ଏବଂ ଆଇଟି ଆକ୍ଟର ଧାରା ୬୬C ଓ ୬୬E ଅନୁଯାୟୀ…

ଓଟିଟିରେ ରିଲିଜ ହେବ ପଙ୍କଜ ତ୍ରିପାଠୀଙ୍କ ମିଷ୍ଟ୍ରି ଥ୍ରୀଲର ଫିଲ୍ମ

ମୁମ୍ବାଇ: ଓଟିଟିରେ ରିଲିଜ ହେବ ବଲିଉଡ଼ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ମିଷ୍ଟ୍ରି ଥ୍ରୀଲର ଫିଲ୍ମ କଡ଼କ ସିଂ । ଏହାକୁ ନେଇ ପଙ୍କଜ ଓ ତାଙ୍କ ପ୍ରଶଂସକମାନେ ବେଶ୍ ଉତ୍ସାହିତ ଅଛନ୍ତି । ରହସ୍ୟ ଏବଂ ସସପେନ୍ସରେ ପରିପୂର୍ଣ୍ଣ ଏହି ରୋମାଞ୍ଚକର ଥ୍ରୀଲର ମୁଭିରେ ସଞ୍ଜନା ସାଙ୍ଗୀ, ପାର୍ବତୀ…

ହିନ୍ଦୁ ସଂପ୍ରଦାୟକୁ ସହିଷ୍ଣୁ କହି ପ୍ରଶଂସାରେ ପୋତି ପକାଇଲେ ଜାଭେଦ ଅଖତର

ମୁମ୍ବାଇ: ହିନ୍ଦୁ ସଂପ୍ରଦାୟର ଲୋକଙ୍କୁ ସହିଷ୍ଣୁ କହି ପ୍ରଶଂସାରେ ପୋତି ପକାଇଛନ୍ତି ଭେଟରାନ କବି ତଥା ବଲିଉଡର ଲୋକପ୍ରିୟ ଗୀତିକାର ଜାଭେଦ ଅଖତର । ହିନ୍ଦୁ ସଂସ୍କୃତି ଓ ପରମ୍ପରା ପାଇଁ ଭାରତରେ ଗଣତନ୍ତ୍ର ରହିଛି ବୋଲି ମଧ୍ୟ ସେ କହିଛନ୍ତି । ବର୍ତ୍ତମାନ ସମାଜରେ ଅସହିଷ୍ଣୁତା ବଢ଼ିବାରେ…

ପୂର୍ବତନ ମିସ୍ ଇଣ୍ଡିଆଙ୍କୁ ବିବାହ କଲେ କୋଟିପତି ବ୍ୟାଙ୍କର ଉଦୟ କୋଟାକଙ୍କ ପୁଅ

ନୂଆଦିଲ୍ଲୀ: ପୂର୍ବତନ ମିସ୍ ଇଣ୍ଡିଆଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି କୋଟିପତି ବ୍ୟାଙ୍କର ଉଦୟ କୋଟାକ୍‌ଙ୍କ ପୁଅ ଜୟ କୋଟାକ । ମଙ୍ଗଳବାର ଜିଓ କନ୍‌ଭେନ୍‌ଶନ ସେଣ୍ଟରରେ ଆୟୋଜିତ ବିବାହ ସମାରୋହରେ ପୂର୍ବତନ ମିସ୍ ଇଣ୍ଡିଆ ଅଦିତି ଆର଼୍ୟାଙ୍କ ହାତ ଧରିଛନ୍ତି ସେ । ଏହାପରେ ଉଦୟପୁରରେ…

ଦିପାବଳୀରେ ରିଲିଜ୍ ହେବ ‘ଟାଇଗର-୩’, ପ୍ରଥମଦିନରୁ ହିଁ ରେକର୍ଡ କରିବ

ମୁମ୍ବାଇ: ଦିପାବଳୀରେ ରିଲିଜ୍ ହେବ ବଲିଉଡ଼ ଭାଇଜାନ ସଲମାନ ଖାନ୍ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଫିଲ୍ମ ‘ଟାଇଗର-୩’ । ଏହି ଯୋଡ଼ିକୁ ଲୋକେ ଖୁବ୍ ପସନ୍ଦ କରନ୍ତି । ତେଣୁ ଏହି ଫିଲ୍ମର ରିଲିଜକୁ ନେଇ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ବିଶେଷକ ବ୍ୟବସାୟ ପ୍ରତି ଆଗ୍ରହୀମାନେ ମଧ୍ୟ…

ପ୍ରେମିକା ହେବା ପରେ ସଲମାନଙ୍କ ଭାଉଜ ହେବି ନାହିଁ, ଏମିତି କହିଥିଲେ ମାଧୁରୀ

ମୁମ୍ବାଇ: ପ୍ରେମିକା ହେବା ପରେ ସଲମାନଙ୍କ ଭାଉଜ ହେବେ ନାହିଁ ବୋଲି ରୋକ୍‌ଠୋକ୍ ମନା କରିଦେଇଥିଲେ । ଏହି କାରଣରୁ ସେ ଅନେକ ଫିଲ୍ମ ପ୍ରତ୍ୟାଖାନ କରିଛନ୍ତି ବୋଲି କହିଛନ୍ତି ବଲିଉଡ଼ ଅଭିନେତ୍ରୀ ମାଧୁରୀ ଦିକ୍ଷିତ । ନିକଟରେ ଏକ ସାକ୍ଷାତକାରରେ ସେ ଏହା କହିଛନ୍ତି । ‘ହମ୍ ଆପକେ ହେଁ କୌନ୍‌’ରେ…

ଗୁଜବ ସତ ହେଲା, ବେବି-ବମ୍ପ୍ ଦେଖାଇଲେ ଅନୁଷ୍କା

ମୁମ୍ବାଇ: କିଛି ଦିନ ଧରି ଚାଲିଥିବା ଗୁଜବ ଶେଷରେ ସତ ହୋଇଛି । ବେବି ବମ୍ପ ଦେଖାଇଲେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା । ନିଜର ଦ୍ୱିତୀୟ ଗର୍ଭଧାରଣକୁ ନେଇ ସେ କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି । ଏହି ଖବର ମଧ୍ୟରେ ଅନୁଷ୍କା ମଧ୍ୟ ଲାଇମଲାଇଟଠାରୁ ଦୂରେଇ ରହୁଥିବା ନଜର ଆସୁଛି ।…

ଅନୀତା ଏଣ୍ଟରଟେନମେଣ୍ଟ ପ୍ରସ୍ତୁତ ଓଡିଆ ସିନେମା ‘ଅନ୍ଧ ପୁଟୁଳି’ର ଶୁଭ ମହୁରତ

ଭୁବନେଶ୍ଵର: ଆସୁଛି ନୂଆ ଓଡିଆ ସିନେମା ଅନ୍ଧ ପୁଟୁଳି । ଅନୀତା ଏଣ୍ଟରଟେନମେଣ୍ଟ ବ୍ୟାନରରେ ନବୀନ ମହାନ୍ତିଙ୍କ ପ୍ରଯୋଜନାରେ ପ୍ରସ୍ତୁତ ଓଡିଆ ଫିଲ୍ମ ଅନ୍ଧ ପୁଟୁଳିର ଶୁଭ ମହୁରତ ଆଜି ରଙ୍ଗବଜାର ସ୍ଥିତ ସାଇ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି । ଫିଲ୍ମରେ ମୁଖ୍ୟ ଭୁମିକାରେ ନଜର ଆସିବେ…