Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପୁଣି ଚର୍ଚ୍ଚାରେ ପ୍ରଯୋଜକ ଟୁଟୁ ନାୟକ: ମହିଳା ସାମ୍ୱାଦିକାଙ୍କୁ ଚାପୁଡ଼ା ମାରିଲେ, କ୍ଷମା ମାଗିଲେ

ଭୁବନେଶ୍ୱର: ମନୋଜ ମିଶ୍ରଙ୍କ ଫିଲ୍ମକୁ ବ୍ୟାନ କରିବାକୁ ନେଇ ଚର୍ଚ୍ଚାରେ ଥିବା ଟୁଟୁ ନାୟକଙ୍କ ନାମରେ ସାଂଘାତିକ ଅଭିଯୋଗ । ଜଣେ ମହିଳା ସାମ୍ବାଦିକାଙ୍କୁ ଦୁର୍ବବ୍ୟହାର ଦେଖାଇବା ସହ ମାଡି ମାରିଥିବା ଅଭିଯୋଗ ଆସିଛି । ରାଜଧାନୀ ଭୁବନେଶ୍ୱରରେ ଏହି ଘଟଣା ଘଟିଛି । ଏ ନେଇ ସଂପୃ୍କ୍ତ…

ରାଜନୀତିରେ ଏଣ୍ଟ୍ରି ମାରିବେ ବଲିଉଡ ଅଭିନେତ୍ରୀ କଙ୍ଗନା ରନୌତ ! ଦେଲେ ଏମିତି ସୂଚନା

ମୁମ୍ବାଇ: ରାଜନୀତିରେ ଏଣ୍ଟ୍ରି ମାରିବେ ବଲିଉଡ ଅଭିନେତ୍ରୀ କଙ୍ଗନା ରନୌତ ! ବଲିଉଡ ଫାୟାର ଆକ୍ଟ୍ରିସ କଙ୍ଗନା ସବୁବେଳେ ଚର୍ଚ୍ଚାରେ । କେତେବେଳେ ନିଜ ସ୍ପଷ୍ଟ ବୟାନକୁ ନେଇ ତ କେତଳେବେଳେ ନିଜ ଅଭିନୟକୁ ନେଇ   । ଯେ କୌଣସି ପ୍ରସଙ୍ଗ ହେଉ ଖୋଲାଖୋଲି ଭାବେ ନିଜର ସ୍ପଷ୍ଟ ମତ ରଖି…

ଅଶାଳୀନ ପୋଷାକ ପିନ୍ଧିବା ପଡ଼ିଲା ମହଙ୍ଗା, ଉର୍ଫିଙ୍କୁ ଉଠାଇନେଲା ପୋଲିସ

ମୁମ୍ବାଇ: ସୋସିଆଲ ମିଡିଆ ସେନସେସନ ଉର୍ଫି ଜାଭେଦ୍ । ଅଭିନେତ୍ରୀ ଉର୍ଫି ଜାଭେଦ୍ ଜଣେ ଟିଭି ତାରକା ହେବା ସହ ସୋସିଆଲ୍ ମିଡି଼ଆ ଦୁନିଆରେ ଏକ ବଡ ନାଁ । ନିଜର ଅଜବ ପୋଷାକ ପରିଧାନ ନେଇ ଅଧିକାଂଶ ସମୟରେ ଟ୍ରୋଲ ହୁଅନ୍ତି ଉର୍ଫି ।  କିଛି ଲୋକଙ୍କୁ ଉର୍ଫିଙ୍କ ଅନ୍ଦାଜ ଖୁବ ପସନ୍ଦ ହେଉଥିବା…

ଓଲିଉଡ କଳାକାର କଳି: ବ୍ୟାନ ହଟାଇବାକୁ ରାଜି ହେଲେ ପ୍ରଯୋଜକ ସଂଘ, ହେଲେ ବୈଠକକୁ ଆସିଲେନି ମନୋଜ ମିଶ୍ର

ଭୁବନେଶ୍ୱର: ଛିଣ୍ଡିବ କଳାକାର କଳି । ଓଡ଼ିଉଡ ବିବାଦର ସମାଧାନ ହେବ । ଓଡ଼ିଶା ଚଳଚ୍ଚିତ୍ର ନିଗମ ବୈଠକ ଶେଷ ହେବା ପରେ ଏମିତି ସୂଚନା ଦେଇଛନ୍ତି ଅଧ୍ୟକ୍ଷ କୁନା ତ୍ରିପାଠୀ ।  ପ୍ରଯୋଜକ ଟୁଟୁ ନାୟକ ମନୋଜ ମିଶ୍ରଙ୍କ ଉପରେ ଲାଗିଥିବା ବ୍ୟାନକୁ ହଟାଇବେ ବୋଲି ବୈଠକରେ ରାଜି ହୋଇଛନ୍ତି ।…

ଜନ୍ମଦିନ ଅବସରରେ କିଙ୍ଗଖାନଙ୍କ ବଡ ଉପହାର, ରିଲିଜ୍ ହେଲା ଫିଲ୍ମ ‘ଡଙ୍କି’ର ଟିଜର

ମୁମ୍ବାଇ: ଆଜି ଶାହାରୁଖ ଖାନଙ୍କର ୫୮ ତମ ଜନ୍ମଦିନ । ଆଜିର ଏହି ଖାସ ଦିନରେ ଶାହାରୁଖ ତାଙ୍କ ଫ୍ୟାନ୍ସଙ୍କୁ ଦେଇଛନ୍ତି ଏକ ସୁନ୍ଦର ଉପହାର । ଏପଟେ ଶାହାରୁଖଙ୍କ ସବୁଠାରୁ ବଡ ଚଳଚ୍ଚିତ୍ର 'ଜୱାନ୍' ଆଜି OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଥିବା ବେଳେ ଆଗାମୀ ଚଳଚ୍ଚିତ୍ର 'ଡଙ୍କି'ର…

ପୁଣ୍ୟତିଥିରେ ମନେପଡନ୍ତି ଭଜନ ସମ୍ରାଟ, ଆଜି ବି ପ୍ରତିଟି ଓଡିଆଙ୍କ ମନରେ ଅଛନ୍ତି ଜୀବନ୍ତ

ଭୁବନେଶ୍ଵର: ପ୍ରଭୂ ଜଗନ୍ନାଥଙ୍କ ପାଖରେ ଥିଲା ଭାବ, ଭକ୍ତି । ଥିଲା ପୁଣି କାଳିଆ ଠାକୁରଙ୍କ ପ୍ରତି ସମର୍ପଣ ଭାବ । ବାସ୍ ଏତିକିରେ ସେ ବନିଗଲେ ସମ୍ରାଟ୍ । ସେ ଥିଲେ ଭାବ ଓ ଭକ୍ତିର ଭିକାରୀ । ସେ ଆଉ କେହି ନୁହଁନ୍ତି ସେ ହଉଛନ୍ତି ଭଜନ ସମ୍ରାଟ ଭିକାରୀ ବଳ । ଏବେ ଆଜି ପରପାରିରେ ଏହି କଳାକାର…

୫୮ ବର୍ଷରେ କିଙ୍ଗଖାନ୍ : ଅଧରାତିରେ ଛାତ ଉପରକୁ ଆସି ଫ୍ୟାନ୍ସଙ୍କୁ ଜଣାଇଲେ ଅଭିବାଦନ

ମୁମ୍ବାଇ : ଆଜି ବଲିଉଡର କିଙ୍ଗଖାନ୍ ଶାହରୁଖ ଖାନଙ୍କ ଜନ୍ମଦିନ । ୫୮ ବର୍ଷ ବୟସରେ ପାଦ ଥାପିଛନ୍ତି  ବାଦଶାହ । ୧୯୬୫ ମସିହା ଆଜିର ଦିନରେ ଦିଲ୍ଲୀର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ଶାହରୁଖ୍ । ଜୀବନରେ ଅନେକ ସଂଘର୍ଷର ପାହାଡ ଅତିକ୍ରମ କରି ସେ ଆଜି ସଫଳତାର ଶୀର୍ଘରେ…

ଦୀପାବଳିରେ ଧମାଲ କରିବ ଟାଇଗର-୩, ଆସନ୍ତା ୫ରୁ ଆରମ୍ଭ ହେବ ଆଡଭାନ୍ସ ବୁକିଂ

ମୁମ୍ବାଇ: ବଲିଉଡ଼ର ଭାଇଜାନ ସଲମାନ ଖାନ ତାଙ୍କର ଆଗାମୀ ଫିଲ୍ମ ଟାଇଗର-୩କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଦୀପାବଳିରେ ଧମାଲ କରିବାକୁ ଆସୁଛି ତାଙ୍କ ଫିଲ୍ମ ଟାଇଗର-୩ । ଦୀପାବଳିରେ ଏହି ଫିଲ୍ମ ରିଲିଜ୍ ହେବ । ଏହାର ଆଡଭାନ୍ସ ବୁକିଂ ଆସନ୍ତା ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ଫିଲ୍ମରେ…

ଜନ୍ମଦିନରେ ଗ୍ରାଣ୍ଡ ପାର୍ଟି ଦେବେ ଶାହାରୁଖ

ମୁମ୍ବାଇ: ବଲିଉଡର କିଙ୍ଗ୍‌ଖାନ ଶାହାରୁଖ ଖାନ୍‌ଙ୍କ ଚଳିତ ବର୍ଷ ଶୁଭ ଥିଲା । କାରଣ ଏହି ବର୍ଷ ରିଲିଜ୍ ହୋଇଥିବା ପଠାନ ଓ ଯବାନ ବକ୍ସ ଅଫିସରେ ରେକର୍ଡ଼ କରିଛି । ଏହି ଦୁଇଟି ଫିଲ୍ମ ଆଶା ବାହାରେ ବ୍ୟବସାୟ କରିଛି । ଏହାକୁ ନେଇ ଶାହାରୁଖ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏସବୁ ଖୁସିରେ ସେ ତାଙ୍କ…

ସମସ୍ତଙ୍କ ଆଗରେ ଦୀପିକାଙ୍କୁ ଚୁମ୍ବନ ଦେଲେ ରଣବୀର, ଲୋକେ ଆଶ୍ଚର୍ଯ୍ୟ

ମୁମ୍ବାଇ: ସର୍ବ ସମ୍ମୁଖରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଚୁମ୍ବନ ଦେଲେ ଅଭିନେତା ରଣବୀର ସିଂହ । ନିକଟରେ ଅମ୍ବାନିଙ୍କ ପାରିବାରିକ ପାର୍ଟିରେ ଏହା ଦେଖିବାକୁ ମିଳିଛି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।…