Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଜେଲରର ସଫଳତା ନେଇ ଦାମୀ କାର ବାଣ୍ଟିଲେ ପ୍ରଯୋଜକ

ମୁମ୍ବାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମ ‘ଜେଲର’ ଏବେ ଖୁବ୍ ଚର୍ଚ୍ଚାରେ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫିଲ୍ମ ସାରା ବିଶ୍ୱରେ ୬୦୦ କୋଟିରୁ ଅଧିକ ଟଙ୍କା ବ୍ୟବସାୟ କରିସାରିଲାଣି । ‘ଜେଲର’ର ସଫଳତାକୁ ନେଇ ଫିଲ୍ମର ନିର୍ମାତା କାଲାନିଥୀ ମାରାନ ରଜନୀକାନ୍ତଙ୍କୁ…

ଅମିତାଭ ବଚ୍ଚନଙ୍କୁ ଆଇସିସି ଦିନିକିଆ ବିଶ୍ୱକପର ଗୋଲ୍ଡେନ ଟିକେଟ ପ୍ରଦାନ କଲେ ଜୟ ଶାହ

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କୁ ବୁଧବାର ବିସିସିଆଇ ଅଧ୍ୟକ୍ଷ ଜୟ ଶାହ ଆଇସିସି ଦିନିକିଆ ବିଶ୍ୱକପ କ୍ରିକେଟର ଗୋଲ୍ଡେନ ଟିକେଟ ପ୍ରଦାନ କରିଛନ୍ତି । ୮୦ ବର୍ଷୀୟ ଏହି ମହାନ କଳାକାରଙ୍କୁ ଜୟ ଶାହ ନିଜ ହାତରେ ଟିକେଟ ପ୍ରଦାନ କରିଥିଲେ । ସେ ଜଣେ କ୍ରିକେଟପ୍ରେମୀ ହୋଇଥିବାରୁ…

ଅଭିନେତ୍ରୀଙ୍କୁ ଚୁମ୍ବନ ଦେଇ ବିବାଦୀୟ ହୋଇପଡ଼ିଲେ ନିର୍ଦ୍ଦେଶକ, ପ୍ରତିକ୍ରିୟା ରଖିଲେ ମନାରା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସମ୍ପର୍କୀୟ ଭଉଣୀ ମନାରା ଚୋପ୍ରା ଏବେ ଖୁବ୍ ଚର୍ଚ୍ଚାରେ । କିଛି ଦିନ ତଳେ ଦକ୍ଷିଣ ଭାରତୀୟ ନିର୍ଦ୍ଦେଶକ ଏଏସ ରବି କୁମାର ଚୌଧୁରୀ ମନାରାଙ୍କୁ ପାଖକୁ ଟାଣି ନେଇ ଚୁମ୍ବନ ଦେଇଥିଲେ । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି…

ଟାଇମ ସ୍କ୍ୱାୟରରେ ଗୀତ ଲଂଚ କରିବାରେ ପ୍ରଥମ ଭାରତୀୟ ଫିଲ୍ମ ହେଲା ଦି ଭ୍ୟାକ୍ସିନ ୱାର

ନୂଆଦିଲ୍ଲୀ: ବିବେକ ରଞ୍ଜନ ଅଗ୍ନିହୋତ୍ରୀ ଓ ପଲ୍ଲବୀ ଯୋଶୀଙ୍କ ବହୁ ପ୍ରତୀକ୍ଷିତ ଦି ଭ୍ୟାକ୍ସିନ ୱାରର ପ୍ରଚାର ଟାଇମ୍ସ ସ୍କ୍ୱାୟରରେ ହୋଇଛି । ପ୍ରଥମ ଭାରତୀୟ ଫିଲ୍ମ ଭାବେ ଏହାର ଗୀତ ଏଠାରେ ଲଂଚ କରାଯାଇଥିଲା । ଫ୍ଲାଶ ମବର ଚମତ୍କାର କୋରିଓଗ୍ରାଫି ଯୋଗୁ ଏହାର ପ୍ରଦର୍ଶନ ଜୀବନ୍ତ ହୋଇ…

ଶ୍ୱଶୁରଙ୍କ ଜନ୍ମଦିନରେ ଭାବବିହ୍ୱଳ ହେଲେ ଆଲିଆ, ଫଟୋ କଲେ ସେୟାର

ମୁମ୍ବାଇ: ସୋମବାର ଦିବଂଗତ ଅଭିନେତା ଋଷି କପୁରଙ୍କ ୭୧ତମ ଜନ୍ମବାର୍ଷିକୀ ଥିଲା । ତାଙ୍କ ଜନ୍ମଦିନକୁ ପରିବାର ସଦସ୍ୟ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ତାଙ୍କ ସ୍ତ୍ରୀ ନୀତୁ କପୁର, ଝିଅ ରିଦ୍ଧିମରଙ୍କ ସମେତ ପରିବାରର ସମସ୍ତ ସଦସ୍ୟ ସାମିଲ ହୋଇଥିଲେ । ହେଲେ ଶ୍ୱଶୁରଙ୍କୁ ମନେପକାଇ…

ନିଜର ପାରିଶ୍ରମିକରୁ ୧୦୦ ପ୍ରଶଂସକଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ଦେବେ ବିଜୟ

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଯାଇଛି ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ସାମନ୍ଥା ରୁଥ୍ ପ୍ରଭୁଙ୍କ ଅଭିନୀତ ଫିଲ୍ମ ‘ଖୁସି’ । ଏହି ଫିଲ୍ମଟି ବକ୍ସ ଅଫିସରେ ଭଲ ରୋଜଗାର କରୁଛି । ଏଥିରେ ବିଜୟ ଓ ସାମନ୍ଥାଙ୍କ ଯୋଡ଼ିକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଫିଲ୍ମର ସଫଳତାକୁୁ ନେଇ ବିଜୟ ବହୁତ…

‘ଜବାନ୍’ ସିନେମାର ସଫଳତା ପାଇଁ ପ୍ରାର୍ଥନା: ଭେଙ୍କଟେଶ୍ୱର ମନ୍ଦିରରେ ପହଞ୍ଚିଲେ ସାହାରୁଖ୍ ଖାନ୍

ଭୁବନେଶ୍ୱର: ବଲିଉଡ୍ ବାଦ୍ସା ଶାହାରୁଖ୍ ଖାନ୍ ନିଜର ଆଗାମୀ ଚଳଚିତ୍ର ‘ଜବାନ’ ପାଇଁ ବେଶ୍ ଚର୍ଚ୍ଚାରେ ଅଛନ୍ତି । ରିଲିଜ ଅପେକ୍ଷାରେ ଥିବା ‘ଜବାନ’ ସିନେମାର ସଫଳତା ପାଇଁ ଶାହାରୁଖ୍ ସମ୍ପୁର୍ଣ୍ଣ ଉଦ୍ୟମ ଜାରି ରଖିଛନ୍ତି । ପ୍ରମୋସନ ପାଇଁ ଭିନ୍ନ ଭିନ୍ନ ମନ୍ଦିର ଯାଇ ସିନେମାର ସଫଳତା ପାଇଁ…

ସୁସ୍ମିତାଙ୍କ ପରେ ଉଜ୍ଜ୍ୱଲାଙ୍କ ପ୍ରେମରେ ଲଳିତ ମୋଦୀ

ମୁମ୍ବାଇ: ଆଇପିଏଲର ପ୍ରତିଷ୍ଠାତା ଲଳିତ ମୋଦୀ ପୁନର୍ବାର ପ୍ରେମରେ ପଡିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ୫୯ ବର୍ଷୀୟ ମୋଦୀ ସୁସ୍ମିତା ସେନଙ୍କ ପରେ ଲୋକପ୍ରିୟ ସୁପର ମଡେଲ ଉଜ୍ଜ୍ୱଲା ରାଉତ ଓ ତାଙ୍କୁ ଏକତ୍ର ଦେଖିବାକୁ ମିଳୁଛି । ପଦ୍ମ ଭୂଷଣ ପୁରସ୍କାର ପ୍ରାପ୍ତ ସଲିସିଟର ଜେନେରାଲ ହରିଶ…

ଏକ୍ସ ବୟଫ୍ରେଣ୍ଡଙ୍କୁ ଆଲିଙ୍ଗନ କଲେ ସାରା

ମୁମ୍ବାଇ: ବଲିଉଡ଼ ଅଭିନେତା ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ‘ଗଦର ୨’ ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମ ବକ୍ସ ଅଫିସରେ ନୂଆ ରେକର୍ଡ କରୁଛି । ଏହା ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୫୦୦ କୋଟି ବ୍ୟବସାୟ କରିସାରିଲାଣି । ପ୍ରଶଂସକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ଏହି ଫିଲ୍ମକୁ…

୧୦୦ କୋଟି ବ୍ୟବସାୟ କଲା ଆୟୁଷ୍ମାନଙ୍କ ଅଭିନୀତ ଫିଲ୍ମ ‘ଡ୍ରିମ ଗର୍ଲ ୨’

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଯାଇଛି ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ଡ୍ରିମ ଗର୍ଲ ୨’ । ଫିଲ୍ମରେ ଆୟୁଷ୍ମାନଙ୍କ ବିପକ୍ଷରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଏଥିରେ ଆୟୁଷ୍ମାନ ଖୁରାନାଙ୍କୁ ହଟ ଏବଂ ଗ୍ଲାମରସ ଲୁକରେ ଦେଖିବାକୁ ମିଳିଛି…