Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପ୍ରେମିକାଙ୍କ ପାଇଁ ଶାହାରୁଖଙ୍କୁ ମାଗଣା ‘ଯବାନ’ର ଟିକେଟ ମାଗିଲେ ପ୍ରଶଂସକ

ମୁମ୍ବାଇ: ଫିଲ୍ମ ‘ଯବାନ’କୁ ନେଇ ବଲିଉଡ଼ର କିଙ୍ଗ୍ ଖାନ୍ ତଥା ଶାହରୁଖ ଖାନ୍ ଆଜିକାଲି ଖୁବ୍ ଚର୍ଚ୍ଚାରେ । ଅଗଷ୍ଟ ୩୧ ତାରିଖରେ ଏହି ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି । ଏହି ଫିଲ୍ମ ଆସନ୍ତା ୭ ତାରିଖରେ ରିଲିଜ ହେବ । ଏହାକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି । ଫିଲ୍ମ…

‘ବିଗବସ୍‌’ ଓ ‘କପିଲ ଶର୍ମା ଶୋ’କୁ ଯିବେନି ପାକିସ୍ତାନୀ ନାଗରିକ ସୀମା

ମୁମ୍ବାଇ: ‘ବିଗବସ୍‌’ ଓ ‘କପିଲ ଶର୍ମା ଶୋ’କୁ ଯିବେନି ପାକିସ୍ତାନୀ ନାଗରିକ ସୀମା ହାଇଦର । ଏହି ଅଫରକୁ ସେ ପ୍ରତ୍ୟାଖାନ କରିଛନ୍ତି ବୋଲି ଏକ ଭିଡ଼ିଓ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି । ଏବେ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଜରିଆରେ ସୀମା…

ଫଟୋଗ୍ରାଫରଙ୍କ ଉପରେ ରାଗିଗଲେ ଶାହିଦ: ଭିଡ଼ିଓ ଭାଇରାଲ

ମୁମ୍ବାଇ: ସାଧାରଣତଃ ବଲିଉଡ୍‌ର ସେଲିବ୍ରିଟିମାନେ ଯେଉଁଆଡ଼େ ଯାଆନ୍ତି, ଫଟୋଗ୍ରାଫରମାନେ ତାଙ୍କ ପଛରେ ପଡ଼ିଯାନ୍ତି । ସେମାନେ ଖୁସିର ସହ ଫଟୋଗ୍ରାଫରଙ୍କୁ ବିଭିନ୍ନ ପୋଜ ଦେଇଥାନ୍ତି । ବେଳେ ବେଳେ ଆଉ କିଛି ସେଲିବ୍ରିଟି ଫଟୋ ପୋଜ ଦେବା ପାଇଁ ଅସନ୍ତୋଷ ପ୍ରକାଶ କରିଥାନ୍ତି । ନିକଟରେ ମୁମ୍ବାଇରେ…

ରିଲିଜ୍ ହେଲା ଚନ୍ଦ୍ରମୁଖୀ-୨ର ଟ୍ରେଲର: ନୃତ୍ୟଶିଳ୍ପୀ ଭୂମିକାରେ ନଜର ଆସିଲେ କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଏଥର ବଲିଉଡର ବିବାଦୀୟ ରାଣୀ ତାଙ୍କ ଆଗାମୀ କମେଡି ଫିଲ୍ମ ‘ଚନ୍ଦ୍ରମୁଖୀ ୨'କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମର ଟ୍ରେଲର ରବିବାର ରିଲିଜ୍ ହୋଇଯାଇଛି ।…

କରୀନାଙ୍କୁ କହୋ ନା ପ୍ୟାର ହେରୁ ବାହାର କରାଯାଇଥିଲା:ଅମୀଷା

ମୁମ୍ବାଇ: ଗଦର ୨ର ନାୟିକା ଅମୀଷା ପଟେଲ ରବିବାର କରୀନା କାପୁରଙ୍କୁ ନେଇ ଏକ ବଡ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, କହୋ ନା ପ୍ୟାର ହେ ଫିଲ୍ମ କରୀନା କାପୁର ନିଜେ ଛାଡି ନ ଥିଲେ । ତାଙ୍କୁ ରାକେଶ ରୋଶନ ବାହାର କରିଥିଲେ ବୋଲି ଅମୀଷା କହିଛନ୍ତି । ୨୦୦୦ରେ ଆସିଥିବା ଏହି ଫିଲ୍ମ…

‘ଗଦର ୩’ରେ ନଜର ଆସିବେନି ; ଏମିତି କିଛି କହିଲେ ଅମିଷା ପଟେଲ

ମୁମ୍ବାଇ: ତିନି ସପ୍ତାହରୁ ଅଧିକ ହେଲାଣି ବକ୍ସ ଅଫିସ୍‌ରେ ଦର୍ଶକଙ୍କ ମନୋରଞ୍ଜନ କରି ଚାଲିଛି ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ‘ଗଦର-୨’ । ଫିଲ୍ମଟି ବେଶ୍ ଭଲ ରୋଜଗାର ମଧ୍ୟ କରୁଛି । ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଭିନେତ୍ରୀ ଅମିଷା ପଟେଲ ଏବଂ ସନି ଦେଓଲଙ୍କ…

ଆଖିବୁଜିଲେ ବରିଷ୍ଠ ହାସ୍ୟାଭିନେତା ଆର.ଏସ. ଶିବାଜୀ

ମୁମ୍ବାଇ: ଆଖିବୁଜିଲେ ତାମିଲ ସିନେମାର ଲୋକପ୍ରିୟ ବରିଷ୍ଠ ହାସ୍ୟାଭିନେତା ଆରଏସ ଶିବାଜୀ । ୬୬ବର୍ଷ ବୟସରେ ଶନିବାର ସକାଳେ ଚେନ୍ନାଇରେ ତାଙ୍କର ପରଲୋକ ହୋଇଛି । ଏନେଇ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଟ୍ରେଡ ଏନାଲିଷ୍ଟ ରମେଶ ବାଲା ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି । ଏହି ଖବର…

ରାମ ଚରଣଙ୍କ ଝିଅ ପାଳିଲେ ପ୍ରଥମ ବରଲକ୍ଷ୍ମୀ ବ୍ରତ

ଚେନ୍ନାଇ: ପ୍ରଥମ ବରଲକ୍ଷ୍ମୀ ବ୍ରତ ଧୁମ୍‌ଧାମ୍‌ରେ ପାଳନ କଲେ ସାଉଥ ସୁପରଷ୍ଟାର ରାମଚରଣଙ୍କ ଝିଅ । ସେ ତାଙ୍କ ଘରେ ଏକ ପୂଜାର ଆୟୋଜନ କରିଥିଲେ । ଏହି ପୂଜାରେ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଏବେ ଏହାର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ରାମଚରଣଙ୍କ ପତ୍ନୀ ଉପାସନା…

ରିଲିଜ୍ ହେଲା ବିଜୟ ମହାନ୍ତିଙ୍କ ଅଭିନୀତ ଶେଷ ଫିଲ୍ମ ‘କର୍ତ୍ତବ୍ୟ’

ଭୁବନେଶ୍ୱର: ରିଲିଜ୍ ହେଲା ବିଜୟ ମହାନ୍ତିଙ୍କ ଅଭିନୀତ ଶେଷ ଫିଲ୍ମ ‘କର୍ତ୍ତବ୍ୟ’ । ଗୁରୁ, ଶିଷ୍ୟ ଓ ଗୁରୁ ଦକ୍ଷିଣାର କାହାଣୀକୁ ନେଇ ନିର୍ମିତ ହୋଇଛି ଏହି ଫିଲ୍ମ   । ଶ୍ରୀ ଜଗନ୍ନାଥ ମୁଭିଜ୍ ଓ ମୁକ୍ତି ଏକ୍ସପ୍ରେସ ପକ୍ଷରୁ ନିର୍ମିତ ‘କର୍ତ୍ତବ୍ୟ’ର କେନ୍ଦ୍ରରେ ଜଣେ କର୍ତ୍ତବ୍ୟପରାୟଣ…

ସାମ୍ନାକୁ ଆସିଲା ‘ଟାଇଗର-୩’ର ପ୍ରଥମ ପୋଷ୍ଟର, ଦିପାବଳୀରେ ହେବ ରିଲିଜ୍

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଟାଇଗର ୩’ର ପ୍ରଥମ ପୋଷ୍ଟର ରିଲିଜ ହୋଇଛି । ଏଥିସହିତ ଫିଲ୍ମ ରିଲିଜର ତାରିଖ ମଧ୍ୟ ଘୋଷଣା ହୋଇଛି । ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଆଗାମୀ ଚଳଚ୍ଚିତ୍ର ଟାଇଗର ୩ ଚଳିତ ବର୍ଷ ଦିପାବଳୀରେ ପ୍ରେକ୍ଷାଳୟକୁ…