Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘ଆଶିକ୍-୩’ରେ କାର୍ତ୍ତିକଙ୍କ ସହ ନଜର ଆସିବେ ସାଉଥ ନାୟିକା ଆକାଂକ୍ଷା

ନୂଆଦିଲ୍ଲୀ: ଫିଲ୍ମ 'ଆଶିକ୍ -୩' ଘୋଷଣା ହେବା ପରେ ଏହାର ନିର୍ମାତା ହିରୋଇନ ଖୋଜିବାରେ ଲାଗିପଡ଼ିଥିଲେ । ଫିଲ୍ମ ପାଇଁ ନିର୍ମାତାଙ୍କୁ ନୂଆ ଚେହେରା ଖୋଜୁଥିଲେ । ତେବେ ଦୀର୍ଘ ଦିନ ପରେ ଫିଲ୍ମ ଲାଗି ଅଭିନେତ୍ରୀଙ୍କ ନାଁ ଫାଇନାଲ ହୋଇଛି ।'ଆଶିକ୍ -୩'ରେ କାର୍ତ୍ତିକ ଆର୍ଯ୍ୟନଙ୍କ ଅପୋଜିଟରେ…

ପ୍ରଭାସ ଅଭିନୀତ ସାଲାର ଫିଲ୍ମର ଘୁଂଚିଲା ରିଲିଜ ତାରିଖ

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସ ଅଭିନୀତ ସାଲାର ଫିଲ୍ମର ରିଲିଜ ତାରିଖ ଘୁଂଚାଇ ଦିଆଯାଇଛି । ଏହା ପ୍ରଥମେ ସେପ୍ଟମ୍ବର ୨୮ରେ ରିଲିଜ ହେବ ବୋଲି ସ୍ଥିର ହୋଇଥିଲା । ପୋଷ୍ଟ ପ୍ରଡକ୍ସନ କାମ ବାକିଥିବାରୁ ମେକର୍ସ ବାଧ୍ୟ ହୋଇ ଏହି ନିଷ୍ପତି ନେଇଥିବା ଟ୍ରେଡ ଆନାଲିଷ୍ଟ ତରନ ଆଦର୍ଶ କହିଛନ୍ତି ।…

ରିଲିଜ୍ ହୋଇଛି ଫିଲ୍ମ ‘ପୁଷ୍କରା’ର ଟ୍ରେଲର, ଚଳଚ୍ଚିତ୍ର ସଫଳତା ନେଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ସବ୍ୟସାଚୀ

ପୁରୀ: ଆଧୁନିକ ସମାଜ ମଧ୍ୟରେ ଅନେକ ପରମ୍ପରା ଏବେ ବିଲୁପ୍ତ ହେବାରେ ଲାଗିଛି । ଜଣେ ବ୍ୟକ୍ତି ମୃତ୍ୟୁବରଣ କଲେ ପୁଷ୍କର ଛଡାଇବା ପାଇଁ ଜଣେ ପୁଷ୍କରାର ଆବଶ୍ୟକ ପଡିଥାଏ । ଯାହାକୁ ପୁରୀ ଲୋକକଥାରେ ଭୈରବ ବୋଲି କୁହାଯାଇଥାଏ । ବିଭିନ୍ନ  ସ୍ଥାନରେ ଭିନ୍ନଭିନ୍ନ ନାମରେ ପୁଷ୍କରାକୁ ନାମିତ…

ଓଏମଜି ୨କୁ ୟୁଏ ସାର୍ଟିଫିକେଟ୍ ଦେବା ପାଇଁ ସିବିଏଫସି ସଦସ୍ୟଙ୍କୁ ଗୁହାରି କରିଥିଲେ ଅମିତ ରାୟ

ମୁମ୍ବାଇ: ଭଗବାନ ଏବଂ ଭକ୍ତଙ୍କ ସମ୍ପର୍କକୁ ଆଧାର କରି ଅକ୍ଷୟ କୁମାର ଓ ପଙ୍କଜ ତ୍ରିପାଠୀଙ୍କ ‘ଓଏମଜି ୨' ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ଥିଲା । ଏହି ଫିଲ୍ମଟି ଅକ୍ଷୟ ଏବଂ ପରେଶ ରାୱଲଙ୍କ ଅଭିନୀତ ୨୦୧୨ ମସିହାର ହିଟ୍ ଫିଲ୍ମ 'ଓଏମଜି - ଓ ମାଇଁ ଗଡ଼'ର ସିକ୍ୱେଲ ଅଟେ । ୧୧ ବର୍ଷ ପରେ…

ଭୋଜପୁରୀ ଅଭିନେତ୍ରୀଙ୍କୁ ବିବାହର ପ୍ରତିଶୃତି ଦେଇ ଦୁଷ୍କର୍ମ କଲେ ଅଭିନେତା

ନୂଆଦିଲ୍ଲୀ: ବିବାହ କଥା ଦେଇ ଭୋଜପୁରୀ ଅଭିନେତ୍ରୀଙ୍କ ସହ ଦୁଷ୍କର୍ମ କଲେ ଅଭିନେତା। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଭୋଜପୁରୀ ଇଣ୍ଡଷ୍ଟ୍ରୀର ଅଭିନେତ୍ରୀ ପ୍ରିୟାନ୍ସୁ ସିଂ। ସେ ତାଙ୍କ ସହ-କଳାକାର ତଥା ଘନିଷ୍ଠ ବନ୍ଧୁ ପୁନୀତ ସିଂଙ୍କ…

ଇଣ୍ଡଷ୍ଟ୍ରିରେ ୧୮ ବର୍ଷ ପୂରଣ କଲେ ତମନ୍ନା, ଭଲପାଇବା ଦେଇଥିବାରୁ ଦର୍ଶକଙ୍କୁ ଦେଲେ ଧନ୍ୟବାଦ

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିରେ ୧୮ ବର୍ଷ ପୂରଣ କଲେ ଅଭିନେତ୍ରୀ ତମନ୍ନା ଭାଟିଆ । ନିଜର ଚମତ୍କାର ଅଭିନୟ ପ୍ରଦର୍ଶନ କରି ପ୍ରଶଂସକଙ୍କ ହୃଦୟରେ ଘର କରିଛନ୍ତି ତମନ୍ନା । ତାଙ୍କ ଅଭିନୟକୁ ଲୋକେ ବି ଖୁବ୍ ପସନ୍ଦ କରିଥାନ୍ତି । ଇଣ୍ଡଷ୍ଟ୍ରିରେ ୧୮ ବର୍ଷ ପୂରଣ କରିଥିବା ନେଇ ସେ ନିଜେ ସୋସିଆଲ…

ଏଫଟିଆଇଆଇର ସଭାପତି ହେଲେ ମାଧବନ

ନୂଆଦିଲ୍ଲୀ: ପ୍ରତିଷ୍ଠିତ ଅଭିନେତା ଆର.ମାଧବନଙ୍କୁ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ(ଏଫଟିଆଇଆଇ)ର ସଭାପତି ଏବଂ ଗଭର୍ଣ୍ଣିଂ କାଉନ୍ସିଲର ଚେୟାରମ୍ୟାନ ଭାବେ ନିଯୁକ୍ତ ହୋଇଛନ୍ତି । ତାଙ୍କ ଅଭିନୀତ ରକେଟ୍ରି: ଦି ନାମ୍ବି ଇଫେକ୍ଟ ଫିଲ୍ମ ନିକଟରେ ଜାତୀୟ ପୁରଷ୍କାର ପାଇଛି ।…

ଭାରତରେ ଆରମ୍ଭ ହେଲା ‘ଜୱାନ’ର ଆଡଭାନ୍ସ ବୁକିଂ

ମୁମ୍ବାଇ: ଫିଲ୍ମ ଜୱାନକୁ ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡର କିଙ୍ଗ୍ ଖାନ୍ ଶାହାରୁଖ ଖାନ୍ । ଏହି ଫିଲ୍ମ ଆସନ୍ତା ସେପ୍ଟେମ୍ବର ୭ ତାରିଖରେ ରିଲିଜ ହେବାକୁ ଯାଉଛି । ପ୍ରଶଂସକମାନେ ଶାହରୁଖଙ୍କ ଏହି ଫିଲ୍ମ ‘ଜୱାନ’କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ଫିଲ୍ମକୁ ନେଇ ଶାହାରୁଖ ଏବେ…

ମାଆ ହେବେ ରୁବିନା, ବେବି ବମ୍ପର ଫଟୋ କଲେ ସେୟାର

ମୁମ୍ବାଇ: ମାଆ ହେବେ ବଲିଉଡ଼ ଅଭିନେତ୍ରୀ ରୁବିନା ଦଲେକ । ଏହାକୁ ନେଇ ସେ ଓ ତାଙ୍କ ପରିବାର ଲୋକ ବହୁତ ଖୁସି ଅଛନ୍ତି । ଏନେଇ ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ଏହି ଖୁସି ଖବର ପ୍ରଶଂସକଙ୍କ ସହ ସେୟାର କରିଛନ୍ତି । ଏଥିସହିତ ସେ ବେବି ବମ୍ପର ଫଟୋ ମଧ୍ୟ ସେୟାର କରିଛନ୍ତି । ଏହି ଖବର ପାଇବା…

ଏକତା ପାଇବେ ଏମି ପୁରସ୍କାର: ପ୍ରଥମ ଭାରତୀୟ ଟେଲିକାର୍ଯ୍ୟକ୍ରମ ନିର୍ମାତା ଭାବେ ପାଇବେ ଏହି ସମ୍ମାନ

ମୁମ୍ବାଇ: ପ୍ରଥମ ଭାରତୀୟ ଟେଲି କାର୍ଯ୍ୟକ୍ରମ ନିର୍ମାତା ଭାବେ ଏମି ପୁରସ୍କାର ପାଇବେ ଏକତା କପୁର । ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ୫୧ତମ ଏମି ପୁରସ୍କାର ଉତ୍ସବରେ ତାଙ୍କୁ ‘ଇଣ୍ଟରନାସନାଲ୍ ଏମି ଡାଇରେକ୍ଟରେଟ୍‌’ ପୁରସ୍କାର ପ୍ରଦାନ କରାଯିବ । ଭାରତୀୟ ଟେଲିଭିଜନ୍ ଶିଳ୍ପ ପ୍ରତି…