Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘ଗଦର ୩’କୁ ନେଇ ଭିନ୍ନ ପ୍ରତିକ୍ରିୟା ରଖିଲେ ଅମିଶା

ମୁମ୍ବାଇ: ଫିଲ୍ମ ଗଦର-୨କୁ ନେଇ ବଲିଉଡର ନାୟିକା ଅମିଶା ପଟେଲ ଏବେ ଖୁବ୍ ଚର୍ଚ୍ଚାରୋ ଅଭିନେତା ସନ୍ନି ଦେୱଲ ଓ ଅମିଶାଙ୍କ ଅଭିନୀତ ଏହି ଫିଲ୍ମ ବକ୍ସ ଅଫିସରେ ଧମାକା ମଚାଉଛି । ଫିଲ୍ମଟି ଏତେ ସଫଳତା ପାଇବ ବୋଲି ପ୍ରଯୋଜନା ସଂସ୍ଥା ବି ଆଶା କରି ନ ଥିଲା । କେବଳ ଆମ ଦେଶରେ ନୁହେଁ ବିଦେଶରେ ବି…

ଫ୍ରେଞ୍ଚ ରୋଲ୍‌ରେ ତିଆରି ପୋଷାକ ପରିଧାନ କଲେ ଉର୍ଫି

ମୁମ୍ବାଇ: ନିଜର ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଅଭିନେତ୍ରୀ ଉର୍ଫି ଜାଭେଦ । ସେ କଦାପି କାହାକୁ ଭୟ କରନ୍ତି ନାହିଁ । ଯାହା କରିବାକୁ ସେ ଠିକ୍ ଭାବନ୍ତି, ତାହା ହିଁ କରିଥାନ୍ତି । ଏବେ ପୁଣି ସେମିତି ଅଜବ ପୋଷାକକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ ସେ…

ପଙ୍କଜ ତ୍ରିପାଠୀଙ୍କ ବାପାଙ୍କ ପରଲୋକ

ମୁମ୍ବାଇ: ବଲିଉଡ଼ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ବାପା ବନାରସ ତ୍ରିପାଠୀଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା । ବିହାରର ପୈତୃକ ଗାଁ ବଲସଣ୍ଡରେ ତାଙ୍କର ମୃତ୍ୟୁ ହୋଇଛି । ବୟସାଧିକ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ବାପାଙ୍କ ମୃତ୍ୟୁରେ ପଙ୍କଜ…

ଫିଲ୍ମ ଓଏମ୍‌ଜି-୨ର ପ୍ରଭାବ: ମହାରାଷ୍ଟର ଏକ ସ୍କୁଲରେ ଯୌନ ଶିକ୍ଷା ହେଲା ବାଧ୍ୟତାମୂଳକ

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଯାଇଛି ବଲିଉଡ଼ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ଓଏମ୍‌ଜି-୨’ । ଫିଲ୍ମଟି ବକ୍ସ ଅଫିସରେ ୧୦୦ କୋଟି କ୍ଲବରେ ପ୍ରବେଶ କରିବାରେ ସଫଳ ହୋଇଛି । ଏଥିସହିତ ଏହି ଫିଲ୍ମ ବକ୍ସ ଅଫିସରେ ଅଭିନେତା ସନ୍ନି ଦେଓଲଙ୍କ ଫିଲ୍ମ ଗଦର-୨ କୁ ଟକ୍କର ମଧ୍ୟ ଦେଉଛି । ଏହି…

ଦିଶାଙ୍କ ଫଟୋର ଟାଟୁ କଲେ ଆଲେକ୍ସଜାଣ୍ଡର

ବମ୍ବେ: ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିଶା ପାଟନୀ ଫିଲ୍ମ ଅପେକ୍ଷା ତାଙ୍କ ବ୍ୟକ୍ତିଗତ ଲାଇଫକୁୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେ ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କୁ ଡେଟ କରୁଥିବା ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଜୋର ଧରିଥିଲା । କାରଣ ଉଭୟଙ୍କୁ ଅନେକ ଇଭେଣ୍ଟ ଓ ହୋଟେଲରେ ଏକାଠି…

ଆସନ୍ତୁ ଜାଣିବା ଗଦର ୨ ସଫଳତା ପରେ ସନୀ କେଉଁ ଫିଲ୍ମ ସାଇନ କରିଛନ୍ତି

ମୁମ୍ବାଇ: ଗଦର ୨ର ଅଦ୍ଭୁତପୂର୍ବ ସଫଳତା ପରେ ସନୀ ଦେଓଲଙ୍କୁ ଅନେକ ଫିଲ୍ମ ଅଫର ହେଉଥିବା ବିଭିନ୍ନ ୱେବସାଇଟରେ ଖବର ପ୍ରକାଶ ପାଉଛି । ପ୍ରଥମେ ବର୍ଡର ୨ ଓ ଏବେ ମା ତୁଝେ ସଲାମକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏପରିକି ମା ତୁଝେ ସଲାମର ସିକ୍ୱେଲ ଫଟୋ ମଧ୍ୟ ପ୍ରକାଶ ପାଇଛି । ଅବଶ୍ୟ ଏଥିରେ…

‘ଗଦର ୨’ ଦେଖି ଖୁବ୍ ପ୍ରଶଂସା କଲେ ସନ୍ନି ଦେଓଲଙ୍କ ସାବତ ମାଆ

ମୁମ୍ବାଇ: ବଲିଉଡ଼ ଅଭିନେତା ସନ୍ନି ଦେଓଲଙ୍କ ଫିଲ୍ମ ‘ଗଦର ୨’ ଏବେ ଚର୍ଚ୍ଚାରେ । ଏହି ଫିଲ୍ମକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ବକ୍ସ ଅଫିସରେ ମଧ୍ୟ ରେକର୍ଡ଼ କରିଛି । ଫିଲ୍ମ ରିଲିଜ୍ ହେବାର ୯ ଦିନରେ ୩୩୬.୧୩ କୋଟି ଟଙ୍କା ସଂଗ୍ରହ କରି ସାରିଲାଣି । ପ୍ରଶଂସକଙ୍କ ଠାରୁ ଆରମ୍ଭ କରି…

ସେପ୍ଟେମ୍ବର ୨୫ରେ ବିବାହ ବନ୍ଧନରେ ବାନ୍ଧିହେବେ ପରିଣୀତି-ରାଘବ

ମୁମ୍ବାଇ: ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଏମ୍‌ପି ରାଘବ ଚଢା । ଆସନ୍ତା ସେପ୍ଟେ୍ଟମ୍ବର ୨୫ରେ ଉଭୟ ବିବାହ କରିବେ । ବିବାହ କମ୍ ଦିନ ଥିବାରୁ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଛି । ରାଜସ୍ଥାନରେ ଧୁମ୍‌ଧାମ୍‌ରେ ସେମାନଙ୍କ ବିବାହ ଆୟୋଜିତ ହେବ…

ଲିକ ହେଲା ଟାଇଗର ୩ର କ୍ଲିପ

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାଁ ଏବେ ଟାଇଗର ୩ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ୨୧ ଏପ୍ରିଲରେ ରିଲିଜ ହୋଇଥିବା କିସି କେ ଭାଇ କିସି ଜେ ଜାନ ଫିଲ୍ମ ଫ୍ଲପ ହେବା ପରେ ସଲମାନଙ୍କ ଏହି ଫିଲ୍ମ ଉପରେ ସମସ୍ତଙ୍କ ନଜର ରହିଛି । ଟାଇଗର ୩ରେ କ୍ୟାଟ୍ରିନା କୈଫ ମଧ୍ୟ ନଜର ଆସିବେ । ଇତି…

ଆସନ୍ତୁ ଜାଣିବା ସାମନ୍ଥାଙ୍କ ନୂଆ ଆଗ୍ରହ ସମ୍ପର୍କରେ

ମୁମ୍ବାଇ: ସାଉଥର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୂଙ୍କ ଖୁସୀ ରିଲିଜ ହେବାକୁ ଯାଉଛି । ଏଥିରେ ବିଜୟ ଦେବରକୋଣ୍ଡାଙ୍କ ସହ ସେ ଅଭିନୟ କରୁଛନ୍ତି । ଫିଲ୍ମର ଟ୍ରେଲରକୁ ପ୍ରଶଂସକମାନେ ବେଶ ପସନ୍ଦ କରିଛନ୍ତି । ସାମନ୍ଥା ଏବେ କିଛି ଦିନ ପାଇଁ ଫିଲ୍ମ ଶୁଟିଂରୁ ବ୍ରେକ ନେଇଛନ୍ତି । ସେ…