Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପ୍ରଧାନମନ୍ତ୍ରୀଙ୍କ ୭୩ତମ ଜନ୍ମଦିନ: ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଲେ ବଲିଉଡ ସେଲିବ୍ରିଟି

ମୁମ୍ବାଇ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୭୩ତମ ଜନ୍ମଦିନ  । ଏହି ଅବସରରେ ଦେଶର କୋଣ ଅନୁକୋଣରୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟୁଛି  । ବଲିଉଡ ତାରକା ମାନେ ମଧ୍ୟ ସୋସିଆଲ ମିଡିଆ ମାଧ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ପଠାଉଛନ୍ତି । କଙ୍ଗନା ରାନାୱତ, ଅନୁପମ ଖେର,…

ବିବାହର ୫ବର୍ଷ ପରେ ମା’ ହେବେ ରୁବିନା

ମୁମ୍ବାଇ: ବିବାହର ୫ବର୍ଷ ପରେ ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ ରୁବିନା ଦିଲେକ । ବହୁଶୀଘ୍ର ନୂଆ ଅତିଥିଙ୍କ ଆଗମନ ହେବ । ନୂଆ ଅତିଥିଙ୍କୁ ସ୍ୱାଗତ କରିବା ପାଇଁ ରୁବିନା ଓ ତାଙ୍କ ସ୍ୱାମୀ ଅଭିନେତା ଅଭିନବ ଶୁକ୍ଳା ଜୋରସୋର ପ୍ରସ୍ତୁତି ଚଳାଇଛନ୍ତିି । ଏହି ଖୁସି ଖବରକୁ ରୁବିନା ନିଜେ…

ସେଲଫି ନେବା ପରେ ଅଭିନେତାଙ୍କୁ ବୋତଲ ମାଡ଼ କଲେ ଫ୍ୟାନ୍ସ

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତା ଆକାଶ ଚୌଧୁରୀଙ୍କ ଉପରକୁ ବୋତଲ ମାଡ଼ । ସେଲଫି ନେବା ପରେ ତାଙ୍କ ଉପରକୁ ବୋତଲ ମାଡ଼ କରିଛନ୍ତି ଫ୍ୟାନ୍ସ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଆକାଶଙ୍କ ସହିତ ଜଣେ…

ଗଣେଶ ପୂଜାରେ ପରଦାକୁ ଆସିବ ‘ପୁଷ୍କରା’: ସିନେମାଟୋଗ୍ରାଫରରୁ ନିର୍ଦ୍ଦେଶକ ସାଜିଲେ ଶୁଭ୍ରାଂଶୁ

ଭୁବନେଶ୍ୱର: ଯୁବ ଓଡ଼ିଆ ସିନେମାଟୋଗ୍ରାଫର ଶୁଭ୍ରାଂଶୁ ଦାସଙ୍କ ସଫଳତା । ନିକଟରେ ମୁକ୍ତିଲାଭ କରିବାକୁ ଯାଉଥିବା ଫିଲ୍ମ ପୁଷ୍କରାରେ ପ୍ରଥମ କରି ନିର୍ଦ୍ଦେଶନା ଦେଇଛନ୍ତି ସିନେମାଟୋଗ୍ରାଫର ଶୁଭ୍ରାଂଶୁ । ଯାହାକୁ ନେଇ ଏବେ ଚର୍ଚ୍ଚା ଢେର । ଔପୋନ୍ୟାସିକ ଶଙ୍କର ତ୍ରିପାଠୀଙ୍କ ଲିଖିତ ଓଡ଼ିଆ ନଭେଲ…

ହୀରୋ ନଂ ୧ରେ ଟାଇଗରଙ୍କ ସହ ରୋମାନ୍ସ କରିବେ ପଶ୍ମିନା

ମୁମ୍ବାଇ: ହୀରୋ ନଂ ୧ ଫିଲ୍ମରେ ଟାଇଗର ଶ୍ରଫଙ୍କ ସହ ରୋମାନ୍ସ କରିବେ ପଶ୍ମିନା ରୋଶନ । ମିଶନ ମଙ୍ଗଳ ଫେମ ନିର୍ଦ୍ଦେଶକ ଜଗନ ଶକ୍ତି ଏହାର ନିର୍ଦ୍ଦେଶନା ଦେବେ । ଟାଇଗରଙ୍କ ସହ ପଶ୍ମିନା ଏବଂ ସାରା ଅଲୀ ଖାଁ ଏଥିରେ ଅଭିନୟ କରିବା ଚୂଡାନ୍ତ ହୋଇଛି । ଆସନ୍ତା ବର୍ଷ ଆରମ୍ଭରେ ଫିଲ୍ମ ଫ୍ଲୋରକୁ…

ପ୍ରତିଶ୍ରୃତି ରକ୍ଷା କଲେ ବିଜୟ, ୧୦୦ ପରିବାରକୁ ଲକ୍ଷେ ଟଙ୍କା ଲେଖାଏଁ ଦେଲେ

ମୁମ୍ବାଇ: ପ୍ରତିଶ୍ରୁତି ରକ୍ଷା କଲେ ସାଉଥ୍ ସୁପରଷ୍ଟାର ବିଜୟ ଦେବରକୋଣ୍ଡା । ଫିଲ୍ମ ‘ଖୁସି’ର ପାରିଶ୍ରମିକରୁ ୧ କୋଟି ଟଙ୍କା ତାଙ୍କ ପ୍ରଶଂସକଙ୍କୁ ପ୍ରଦାନ କରିବେ ବୋଲି ନିକଟରେ ଘୋଷଣା କରିଥିଲେ । ଆଜି ସେହି ପ୍ରତିଶ୍ରୁତି ପୂରଣ କରିଛନ୍ତି । ନିକଟରେ ବିଜୟ ୧୦୦ଟି ପରିବାରକୁ ୧ଲକ୍ଷ ଟଙ୍କା…

ପୁନମଙ୍କ ଘରେ ଅଗ୍ନିକାଣ୍ଡ; ଅଳ୍ପକେ ବର୍ତ୍ତିଲେ ଅଭିନେତ୍ରୀଙ୍କ ଚାକର,କୁକୁର

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ଘରେ ଅଗ୍ନିକାଣ୍ଡ ହୋଇଛି । ଫଳରେ ପୁନମଙ୍କ ଘରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଘରେ ଥିବା କୁକୁର ଓ ଚାକର ବର୍ତ୍ତି ଯାଇଛନ୍ତି । ଏହି ସମୟରେ କୌଣସି କାମରେ ପୁନମ ବାହାରକୁ ଯାଇଥିବାରୁ ସେ ବି ବର୍ତ୍ତି ଯାଇଥିବା କୁହାଯାଇଛି ।…

SIIMA Award 2023: ଜୁନିୟର ଏନଟିଆର୍ ଶେଷ୍ଠ ଅଭିନେତା, ମୃଣାଳ ଠାକୁର ବେଷ୍ଟ ଡେବ୍ୟୁଟେଣ୍ଟ

ମୁମ୍ବାଇ: ସାଉଥ ଇଣ୍ଡିଆନ ଇଣ୍ଟରନ୍ୟାସନାଲ ମୁଭି ଆଓ୍ବାର୍ଡ(SIIMA) ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ରାତିରେ SIIMA ୨୦୨୩ର ୧୧ତମ ସଂସ୍କରଣ ଇଭେଣ୍ଚ ଅନୁଷ୍ଠିତ ହୋଇଯାଇଛି । ଏହି ଇଭେଣ୍ଚରେ ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟଲମ ଚଳଚ୍ଚିତ୍ର ଜଗତର ବହୁ ସେଲିବ୍ରେଟି ଏହି…

ବଡଦିନରେ ବକ୍ସଅଫିସରେ ଧମାଲ କରିବା କିଙ୍ଗ ଖାନଙ୍କ ଡଙ୍କି, ଜାଣନ୍ତୁ ରିଲିଜ ଡେଟ

ମୁମ୍ବାଇ: ବକ୍ସ ଅଫିସରେ ଧମାଲ ମଚାଉଛି ଶାହାରୁଖ୍ ଖାନଙ୍କ ଫିଲ୍ମ 'ଜଓ୍ବାନ୍' । ଏହି ଫିଲ୍ମଟି ରିଲିଜ୍ ହେବାର ୯ ଦିନ ବିତି ଯାଇଥିଲେ ବି ଏପର୍ଯ୍ୟନ୍ତ ଏହାର କ୍ରେଜ୍ କମିନି। 'ଜୱାନ'ରେ ଶାହାରୁଖ ଖାନ୍ଏବଂ ନୟନତାରାଙ୍କ ଯୋଡିକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ। ଏହାରି ଭିତରେ ଫ୍ୟାନ୍ସ…

ଶାହୀଦ-କରୀନା ଅଭିନୀତ ଜବ ୱି ମେଟର ସୀକ୍ୱେଲ ଖୁବ ଶୀଘ୍ର

ମୁମ୍ବାଇ: ଗଦର ୨ର ସଫଳତା ପରେ ୧୯୯୦ରୁ ୨୦୧୦ ମଧ୍ୟରେ ଭଲ ବ୍ୟବସାୟ କରିଥିବା ଫିଲ୍ମର ସୀକ୍ୱେଲ ପାଇଁ ନିର୍ମାତାମାନେ ଅଂଟା ଭିଡିବା ଆରମ୍ଭ କରିଛନ୍ତି । ଏହି ତାଲିକାରେ ସାମିଲ ହୋଇଛି ଜବ ୱି ମେଟ । ୨୦୦୭ରେ ରିଲିଜ ହୋଇଥିବା ରୋମାଂଟିକ କମେଡି ଜବ ୱି ମେଟ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା…