Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପ୍ରଥମଥର ପାଇଁ ସ୍କ୍ରିନ୍ ସେୟାର କରିବେ ସଞ୍ଜୟ-ଟାଇଗର

ମୁମ୍ବାଇ: ପ୍ରଥମଥର ପାଇଁ ସ୍କ୍ରିନ୍ ସେୟାର କରିିବେ ବଲିଉଡ଼ ଅଭିନେତା ସଞ୍ଜୟ ଦତ୍ତ ଓ ଟାଇଗର ଶ୍ରଫ । ବଲିଉଡର ଦୁଇ ଭିନ୍ନ ପିଢିର ଆକ୍ସନ ହିରୋଙ୍କୁ ଏକାଠି ନେଇ ଫିଲ୍ମ ନିର୍ମାଣ କରିବାକୁ ଯୋଜନା କରିିଛନ୍ତି ନିର୍ମାତା ଫିରୋଜ ଏ ନାଡିଆଡୱାଲା । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ନିକଟରେ…

ମୁହଁ ଖୋଲିଲେ ଫରହାନ, କାହାଣୀ ନେଇ ଡନ ୩ରୁ ଅଲଗା ହେଲେ ଶାହାରୁଖ

ମୁମ୍ବାଇ: ଫରହାନ ଅଖତର ନିକଟରେ ଡନ ୩ ଫିଲ୍ମର ଘୋଷଣା କରିଛନ୍ତି । ଏଥିରେ ସେ ଶାହାରୁଖ ଖାଁଙ୍କ ବଦଳରେ ରଣବୀର ସିଂଙ୍କୁ ହୀରୋ ଭାବେ ଘୋଷଣା କରିବା ପରେ ସମସ୍ତେ ଆଶ୍ଚର୍ଯ୍ୟଚିକତ ହୋଇ ଯାଇଥିଲେ । ଏବେ ଶାହାରୁଖଙ୍କ ବଦଳରେ ଫରହାନ କାହିଁକି ରଣବୀରଙ୍କୁ ଚୟନ କଲେ ତାର ଖୁଲାସା କରିଛନ୍ତି ।…

ହେବନି ଅନୁଭବ-ବର୍ଷାଙ୍କ ବିବାହ ବିଚ୍ଛେଦ, ଏକାଠି ବି ରହି ପାରିବେନି: ଉଭୟଙ୍କ ମାମଲା କୋର୍ଟରେ ଖାରଜ

ଭୁବନେଶ୍ୱର: ସାଂସଦ ଅନୁଭବ ଓ ବର୍ଷାଙ୍କୁ ଅଦାଲତ ଝଟକା । ଅନୁଭବ କରିଥିବା  ବିବାହ ବିଚ୍ଛେଦ ମାମଲାକୁ ଅଗ୍ରାହ୍ୟ କରି ଦେଇଛନ୍ତି କଟକ ଫ୍ୟାମିଲି କୋର୍ଟ । ସେହିପରି ପତ୍ନୀ ବର୍ଷା କରିଥିବା ମାମଲାକୁ ମଧ୍ୟ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି । ପତ୍ନୀ ବର୍ଷା ଏକାଠି ପତି-ପତ୍ନୀ ଭାବେ ରହିବା…

ମାଆ ହେଲେ ଦିଶା ପରମାର

ମୁମ୍ବାଇ: ମାଆ ହେଲେ ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ଦିଶା ପରମାର । ସେ ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି । ଟିଭି ଦୁନିଆର ପ୍ରିୟ ଦମ୍ପତ୍ତି ଦିଶା ଏବଂ ରାହୁଲ ବୈଦ୍ୟ ପିତାମିତା ହୋଇଥିବାରୁ ବେଶ୍ ଖୁସି ଅଛନ୍ତି । ଏନେଇ ସେମାନେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏହା ଜାଣିବା ପରେ…

ଆଦି ଶଙ୍କରାଚାର୍ଯ୍ୟଙ୍କ ଉପରେ ଫିଲ୍ମ ନିର୍ମାଣ କରିବେ ନ୍ୟାସ ଓ ଆଶୁତୋଷ ଗୋୱାରିକର

ମୁମ୍ବାଇ: ଲଗାନ, ଯୋଧା ଆକବର ଓ ପାନୀପତ ପରି ଫିଲ୍ମ କରିଥିବା ଖ୍ୟାତନାମା ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର ଆଉ ଏକ ଚମତ୍କାର ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ନ୍ୟାସ ଏବଂ ଆଶୁତୋଷ ହିନ୍ଦୁ ଦାର୍ଶନିକ ଶଙ୍କରାଚାର୍ଯ୍ୟଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ଶଙ୍କର ନିର୍ମାଣ କରିବେ ।…

ବିବାହ ପାଇଁ ଉଦୟପୁରରେ ବଲିଉଡ୍ ଅଭିନେତ୍ରୀ ପରିଣୀତି-ରାଘବ: ଏୟାରପୋର୍ଟରେ ଦୁହିଁଙ୍କୁ ଗ୍ରାଣ୍ଡ ଓ୍ବେଲକମ୍

ମୁମ୍ବାଇ: ଆଉ ଦୁଇ ଦିନ ପରେ ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ  ଆପ୍‌ର ରାଜ୍ୟସଭା ସାଂସଦ ରାଘବ ଚଢା। ଦୁହେଁ ରାଜସ୍ଥାନର ଉଦୟପୁରରେ ବିବାହ କରିବାକୁ ଯାଉଛନ୍ତି। ଏ ନେଇ ଆଜି ଉଭୟ ଉଦୟପୁରରେ ନିଜ ପରିବାର ସହିତ ପହଞ୍ଚିଛନ୍ତି  । ଉଭୟଙ୍କ ଫଟୋ…

ଏଆଇ ଟେକ୍ନୋଲୋଜିରେ ଏଂଟ୍ରି ହେଲା ଫୁକରେର ଚୂଚା

ମୁମ୍ବାଇ: ଏକ୍ସେଲ ଏଂଟରଟେନମେଂଟର ଫୁକରେ ଫ୍ରାଚାଂଇଜ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥାଏ । ପ୍ରଥମ ୨ଟି ସଂସ୍କରଣ ହିଟ ହେବା ପରେ ମେକର୍ସ ଏବେ ଏହାର ତୃତୀୟ ପାର୍ଟ ନେଇ କରି ଆସିଛନ୍ତି । ପୂର୍ବରୁ ଏହି ଫିଲ୍ମର ଚରିତ୍ର ହନୀ, ଭୋଲୀ ପଂଜାବନ, ଚୂଚା, ଲାଲି ଓ ପଣ୍ଡିତ ଜୀଙ୍କୁ ଦର୍ଶକଙ୍କ ପାଇଁ…

କରୀନା କପୁର @ 43: ହାପି ବାର୍ଥ ଡେ ଲାଇଫ୍ ଲାଇନ୍ ଲେଖି ଶୁଭେଚ୍ଛା ଜଣାଇଲେ କରିସ୍ମା

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ  କରୀନା କପୁର ଖାନ୍ ଙ୍କର ଆଜି ୪୩ତମ ଜନ୍ମଦିନ  । ପଟଉଦି ପ୍ୟାଲେସରେ ସେ ତାଙ୍କ ଜନ୍ମ ଦିନ ସେଲିବ୍ରେସନ କରୁଛନ୍ତି  । ଜନ୍ମଦିନ ଅବସରରେ କରୀନାଙ୍କ ଭଉଣୀ କରିସ୍ମା କପୁର ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି  ।…

୫୮ ବର୍ଷ ବୟସରେ ୩ ଇଡିଅଟ୍ସ ଫିଲ୍ମ ଅଭିନେତା ଅଖିଲ ମିଶ୍ରାଙ୍କ ପରଲୋକ

ମୁମ୍ବାଇ: ବଲିଉଡ୍ ଅଭିନେତା ଅଖିଲ ମିଶ୍ରାଙ୍କର ପରଲୋକ ଘଟିଛି  । ଅଖିଲ ଆମୀର ଖାନଙ୍କ ଫିଲ୍ମ ୩ ଇଡିଅଟ୍ସରେ ଲାଇବ୍ରେରିଆନ ଡୁବି ଭୂମିକାରେ ଅଭିନୟ କରିଥିଲେ  । କାମ କରୁଥିବା ସମୟରେ ବିଲଡିଂରୁ ଖସିଯିବା ପରେ ଅଭିନେତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଅଖିଲ ମିଶ୍ରଙ୍କ ଆକସ୍ମିକ…

ବିବାହ ବନ୍ଧନରେ ବାନ୍ଧି ହେଲେ କି ସାଉଥ୍ ଅଭିନେତ୍ରୀ ସାଇପଲ୍ଲବୀ ! ଭାଇରାଲ ହେଉଛି ଫଟୋ

ମୁମ୍ବାଇ :  ସାଉଥ୍ ସିନେମା ଜଗତର ଜଣାଶୁଣା  ଅଭିନେତ୍ରୀ ସାଇ ପଲ୍ଲବୀ । ପ୍ରତ୍ୟେକ ଦିନ ତାଙ୍କ ସହିତ ଜଡିତ ଅନେକ ଖବର ସାମ୍ନାକୁ ଆସିଥାଏ  ।  ନିକଟରେ ସେ ନାଗା ଚୈତନ୍ୟଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି ।  କିନ୍ତୁ ଏହି ସମୟରେ ତାଙ୍କର ଏକ ଫଟୋ…