Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘ତୋତେ ଗାଁକୁ ପଠାଇଦେବି,ତୋ କେଶ କାଟିଦେବି’ ଏମିତି କହି ପଲକଙ୍କୁ ଧମକ ଦିଅନ୍ତି ଶ୍ୱେତା

ମୁମ୍ବାଇ: ଉଭୟ ବଡ଼ ଏବଂ ଛୋଟ ପରଦାରେ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି ଅଭିନେତ୍ରୀ ଶ୍ୱେତା ତିୱାରୀ । ତାଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରନ୍ତି । ବଡ ପରଦାରେ ହିଟ୍ ହୋଇ ନ ଥିଲେ ମଧ୍ୟ ଛୋଟ ପରଦାରେ ଜଣେ ପ୍ରମୁଖ ଅଭିନେତ୍ରୀ ଭାବେ ବେଶ୍ ପରିଚିତ । ଶ୍ୱେତାଙ୍କ ଝିଅ ପଲକ ତିୱାରୀ ମଧ୍ୟ…

୨୬ ବର୍ଷ ପରେ ଛାଡପତ୍ର ନେଇ ମୁହଁ ଖୋଲିଲେ ଅଦନାନ୍ ସାମିଙ୍କ ପ୍ରଥମ ପତ୍ନୀ

ମୁମ୍ବାଇ: ଅଦନାନ୍ ସାମି ଭାରତର ସର୍ବୋତ୍ତମ ଗାୟକମାନଙ୍କ ମଧ୍ୟରୁ ଜଣେ। ଲଣ୍ଡନରେ ଜନ୍ମ ହୋଇଥିବା ଅଦନାନଙ୍କ ପିତା ଜଣେ ପଶତୁନ ହୋଇଥିବାବେଳେ ତାଙ୍କ ମାଆ ଜାମ୍ମୁ କାଶ୍ମୀରର ଥିଲେ। ସେ ତାଙ୍କର ସଂଗୀତ କ୍ୟାରିଅର୍ ୧୯୮୬ରେ ଆରମ୍ଭ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଅଦନାନଙ୍କ ବୃତ୍ତିଗତ ଜୀବନ…

ଅକ୍ଷୟ କୁମାରଙ୍କ ଓଏମଜି ୨କୁ ମିଳିଲା ଏ ସାର୍ଟିଫିକେଟ

ମୁମ୍ବାଇ: ଅକ୍ଷୟ କୁମାର ଅଭିନୀତ ଓଃ ମାଇ ଗଡ ୨ ଫିଲ୍ମକୁ ସେନ୍ସର ବୋର୍ଡ ଏ ସାର୍ଟିଫିକେଟ ପ୍ରଦାନ କରିଛନ୍ତି । ଫିଲ୍ମରେ ଅନେକ ବିବାଦୀୟ ଦୃଶ୍ୟ ଅଛି ଏଥି ନିମନ୍ତେ ୨୦ କଟ ସହ ଏହାକୁ ଏ ସାର୍ଟିିଫିକେଟ ପ୍ରଦାନ କରାଯାଇଛି ବୋଲି ସେନ୍ସର ବୋର୍ଡ ପକ୍ଷରୁ କୁହାଯାଇଛି । ଗଦର ୨ ସହିତ ଏହା ୧୧…

ତମନ୍ନାଙ୍କ ପାଖରେ ଅଛି ସବୁଠାରୁ ବଡ ହୀରାର ମୁଦି, ଏହାକୁ ଉପହାର ଦେଇଥିଲେ ରାମଚରଣଙ୍କ ପତ୍ନୀ ଉପାସନା

ମୁମ୍ବାଇ: ସାଉଥ ଓ ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ତମନ୍ନା ଭାଟିଆ । ତାଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରନ୍ତି । ତାଙ୍କର ସ୍ୱତନ୍ତ୍ର ଷ୍ଟାଇଲ ଓ ଜୁଏଲାରୀ କଲେକ୍ସନକୁ ନେଇ ସବୁବେଳେ ସେ ଚର୍ଚ୍ଚାରେ ରହିଥାନ୍ତି । ସେ ତାଙ୍କ ପାଖରେ ବିଶେଷ ଧରଣର ଜୁଏଲାରୀ ରଖିବାକୁ ପସନ୍ଦ କରନ୍ତି…

ଅନିଲଙ୍କ ପୋଷାକର ଦାମ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ସଲମାନ

ମୁମ୍ବାଇ: ମୋର ପୋଷାକର ଦାମ୍ ଦେଖି ସଲମାନ ଖାନ୍ ଆଶ୍ଚର୍ଯ୍ୟ ହେବା ସହ ମୁଣ୍ଡରେ ହାତ ଦେଇଥିଲେ । କହିଥିଲେ କିଏ ଏତେ ଟଙ୍କା ନିଜ ଡ଼୍ରେସ ପାଇଁ ଖର୍ଚ୍ଚ କରନ୍ତି । ମୁଁ ମୋର ପୁରା କ୍ୟାରିୟରରେ ପୋଷାକ ପାଇଁ ଏତେ ଖର୍ଚ୍ଚ କରି ନାହିଁ ପୋଲି ସଲମାନ କହିଥିଲେ । ଏହା କହିଛନ୍ତି ବଲିଉଡ଼ ଅଭିନେତା…

ଅଯୋଦ୍ଧା ଯିବା ପରେ ମୋଦିଙ୍କ ପ୍ରଶଂସା କଲେ ଦୀପିକା

ମୁମ୍ବାଇ: ରମାନନ୍ଦ ସାଗରଙ୍କ ରାମାୟଣ ଧାରାବାହିକରେ ସୀତା ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ଅଭିନେତ୍ରୀ ଦୀପିକା ଚିଖାଲିଆ ନିକଟରେ ଅଯୋଧ୍ୟା ଗସ୍ତ କରିଛନ୍ତି । ସେଠାରେ ସେ ରାମଲଲାଙ୍କ ଦର୍ଶନ କରିଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏମିତି କି…

ପୋଷାକ ପରିଧାନକୁ ନେଇ ବିମାନବନ୍ଦରରେ ଉର୍ଫିଙ୍କୁ ଗାଳିକଲେ ବ୍ୟକ୍ତି

ମୁମ୍ବାଇ: ନିଜ ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ତଥା ମଡ଼େଲ ଉର୍ଫି ଜାଭେଦ୍ ତିନି ଦିନ ତଳେ ବିମାନରେ ଅସଦାଚରଣର ଶିକାର ହୋଇଥିବା ବେଳେ ସୋମବାର ପୁଣି ବିମାନବନ୍ଦରରେ ଆକ୍ରୋଶର ଶୀକାର ହୋଇଛନ୍ତି । ବିମାନବନ୍ଦରରେ ତାଙ୍କ ପୋଷାକକୁ ନେଇ ସମସ୍ତଙ୍କ ଆଗରେ ଜଣେ…

ଆସନ୍ତୁ ଜାଣିବା କିଏ କହିଲେ ହ୍ରିତିକ ପରେ ବୀର ଦାସଙ୍କୁ ମୁଁ ଦୁଷ୍କର୍ମ କରିଛି…ଏହା କେବେ ହେଲା

ମୁମ୍ବାଇ: ବଲିଉଡ କୁଇନ ଭାବେ ପରିଚିତ କଙ୍ଗନା ରାନାୱତଙ୍କ ଘର ଏବେ ଉତ୍ସବ ମୁଖରିତ ରହିଛି । ତାଙ୍କ ଭାଉଜ ମାଆ ହେବାକୁ ଯାଉଥିବାରୁ କଙ୍ଗନା ବେଶ ଖୁସି ଅଛନ୍ତି । ଇତି ମଧ୍ୟରେ ସୋସିଆଲ ମିଡିଆରେ ଏକ ଖବର କଙ୍ଗନାଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲା । ଏଥିରେ ଲେଖା ହୋଇଥିଲା ରିଭଲଭର ରାନୀ…

ଅନ୍‌ଲାଇନ୍‌ରୁ ଖାଦ୍ୟ ଅର୍ଡ଼ର କରି ଠକାମୀର ଶିକାର ହେଲେ ଆକାଂକ୍ଷା

ମୁମ୍ବାଇ: ସାଧାରଣତଃ ଲୋକେ ଅନଲାଇନରେ ଅନେକ ଜିନିଷ ଅର୍ଡର କରିଥାନ୍ତି । କାରଣ ଘରେ ବସି ପ୍ରତ୍ୟେକ ଜିନିଷ ହାତପାହାନ୍ତାରେ ପହଞ୍ଚିଯାଏ । ସେଥିଲାଗି ଲୋକେ ଅନ୍‌ଲାଇନ୍‌ରୁ ଡ଼୍ରେସଠାରୁ ଆରମ୍ଭ କରି ତେଜରାତି, ଖାଦ୍ୟ ଆଦି ବିଭିନ୍ନ ଜିନିଷ ଅର୍ଡ଼ର କରନ୍ତି । ଏବେ ଅନ୍‌ଲାଇନରୁ ଅର୍ଡ଼ର କରିବା…

ପଲକ-ଇବ୍ରାହିମଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା: ଧରା ପକାଇଦେଲା ଜ୍ୟାକେଟ୍‌

ମୁମ୍ବାଇ: ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ଝିଅ ପଲକ୍ ଏବେ ଖୁବ୍ ଚର୍ଚ୍ଚାରେ । ସେ ଅଭିନେତା ସୈଫ ଅଲ୍ଲି ଖାଁଙ୍କ ପୁଅ ଇବ୍ରାହିମ ଅଲ୍ଲୀ ଖାଁଙ୍କୁ ଡ଼େଟ କରୁଥିବା ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଜୋର ଧରିଛି । ଉଭୟଙ୍କୁ ସବୁବେଳେ ଏକାଠି ଦେଖିବାକୁ ମିଳୁଛି । ଏନେଇ ପଚାରିଲେ ଦୁହେଁ ବନ୍ଧୁ ବୋଲି…