Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବାବା ଅମରନାଥଙ୍କୁ ଦର୍ଶନ କଲେ ସାରା, ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ମୁସଲମାନ ସମ୍ପ୍ରଦାୟ ହୋଇ ମଧ୍ୟ ହିନ୍ଦୁ ଧର୍ମକୁ ବହୁ ଗୁରୁତ୍ୱ ଦିଅନ୍ତି l ଏବେ ଶ୍ରାବଣ ମାସ ଚାଲିଥିବା ବେଳେ ସାରା ଭଗବାନ ଶିବଙ୍କ ଦର୍ଶନ ପାଇଁ ଜମ୍ମୁ କଶ୍ମୀରର ଅମରନାଥ ଧାମ ପରିଦର୍ଶନ କରିଥିବା ଦେଖାଯାଇଛି। ଏହାର ଏକ ଭିଡିଓ ବର୍ତ୍ତମାନ…

ବିଗ ବଜେଟ ସାଇକୋଲୋଜିକାଲ ଥ୍ରୀଲରରେ ଏକତ୍ର ଅଭିନୟ କରିବେ କଙ୍ଗନା, ବିଜୟ ସେତୁପତି

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରାନାୱତ ଓ ସାଉଥର ଲୋକପ୍ରିୟ କଳାକାର ବିଜୟ ସେତୁପତି ଏକ ବିଗ ବଜେଟ ଫିଲ୍ମରେ ଏକତ୍ର ଅଭିନୟ କରିବେ । ଅହିଂସା ଏଂଟରଟେନମେଂଟ ଓ ଟ୍ରିଡେଂଟ ଆର୍ଟ୍ସ ପକ୍ଷରୁ ଏହି ଫିଲ୍ମ ନିର୍ମାଣ କରାଯାଉଛି । ଏହି ସାଇକୋଲୋଜିକାଲ ଥ୍ରୀଲର ଫିଲ୍ମର ନିର୍ଦ୍ଦେଶକଙ୍କ ନାମ ଘୋଷଣା…

ଦୋନୋ ଫିଲ୍ମ ମାଧ୍ୟମରେ ମନୋରଞ୍ଜନ ଦୁନିଆରେ ପାଦ ଥାପିବେ ସୂରଜଙ୍କ ପୂଅ ଅବନୀଶ ବଡଜାତ୍ୟା

ମୁମ୍ବାଇ: ପାରିବାରିକ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇ ରାଜଶ୍ରୀ ପ୍ରଡକ୍ସନ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ମହାନ ନିର୍ଦ୍ଦେଶକ ସୂରଜ ବଡଜାତ୍ୟାଙ୍କ ପୁଅ ଅବନୀଶ ଏହି ବ୍ୟାନର ତଳେ ମନୋରଞ୍ଜନ ଦୁନିଆରେ ପାଦ ଥାପିବେ । ସେ ନିର୍ଦ୍ଦେଶକ ଭାବେ ତାଙ୍କ କ୍ୟାରିୟର ଆରମ୍ଭ କରିବାକୁ…

ସତ୍ୟକାହାଣୀ ଉପରେ ଆଧାରିତ ‘ଅଜମେର ୯୨’ର ଟ୍ରେଲର ରିଲିଜ

ମୁମ୍ବାଇ: ଚଳଚ୍ଚିତ୍ର ନିର୍ଦ୍ଦେଶକ ସୁଦୀପ୍ତୋ ସେନଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଦ କେରଳ ଷ୍ଟୋରୀ' ରିଲିଜ୍‌ ହେବାର ପ୍ରଥମ ଦିନରୁ ହିଁ ବିବାଦ ଭିତରକୁ ଆସିଥିଲା। ଏହି ଚଳଚ୍ଚିତ୍ରକୁ ନେଇ ସାରା ଦେଶରେ ଅନେକ ଅସନ୍ତୋଷ ଦେଖାଦେଇଥିଲା, ତଥାପି ଫିଲ୍ମର ବକ୍ସ ଅଫିସ ରୋଜଗାର ସମସ୍ତଙ୍କ ହୋସ୍ ଉଡାଇ…

ଚିରଞ୍ଜୀବୀ ବ୍ଲଡ ବ୍ୟାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ: ଜେଲ ଗଲେ ସାଉଥ ଅଭିନେତା ଓ ତାଙ୍କ ପତ୍ନୀ

ମୁମ୍ବାଇ: ଚିରଞ୍ଜୀବୀ ବ୍ଲଡ ବ୍ୟାଙ୍କ ବିରୋଧରେ ଅଭିଯୋଗ କରି ବର୍ଷେ ଜେଲ ଗଲେ ସାଉଥ ଅଭିନେତା । ସାଉଥ ଫିଲ୍ମର ପ୍ରସିଦ୍ଧ ଅଭିନେତା ରାଜଶେଖର ଏବଂ ତାଙ୍କ ପତ୍ନୀ ଜୀବିତାଙ୍କୁ କୋର୍ଟ ୧ବର୍ଷ ଜେଲଦଣ୍ଡ ଦଣ୍ଡିତ କରିଛନ୍ତି । ନାମପଲିର ୧୭ତମ ଅତିରିକ୍ତ ମୁଖ୍ୟ ମହାନଗର ନିଗମ ମାଜିଷ୍ଟ୍ରେଟ୍ ଏହି…

ଷ୍ଟେଜ ଉପରକୁ ଉଠିଗଲେ ପ୍ରଶଂସକ: ଭୟରେ ଦୌଡ଼ିଲେ ବିଜୟ ଦେବରକୋଣ୍ଡା

ମୁମ୍ବାଇ: ସାଉଥର ସୁପରଷ୍ଟାର ବିଜୟ ଦେବରାକୋଣ୍ଡା ଏବେ ଚର୍ଚ୍ଚାରେ । ଆଗକୁ ଆସୁଛି ତାଙ୍କ ଅଭିନିତ ପିଲ୍ମ ‘ହେ ନନା’ । ଏଥିରେ ତାଙ୍କର ନାୟିକା ସାଜିଛନ୍ତି ଅଭିନେତ୍ରୀ ମୁରୁନାଲ ଠାକୁର । ଏହି ଯୋଡ଼ିକୁ ପ୍ରଥମ ଥର ପାଇଁ ଦର୍ଶକ ପରଦାରେ ଦେଖିବାକୁ ପାଇବେ । ଏହି ସମୟରେ ବିଜୟଙ୍କ ଏକ ଭିଡିଓ…

ଜାହ୍ନବୀଙ୍କ କାନ କାମୁଡ଼ି ଟ୍ରୋଲ ହେଲେ ବରୁଣ

ମୁମ୍ବାଇ: ବଲିଉଡ ଅଭିନେତା ବରୁଣ ଧୱନ ଏବେ ଚର୍ଚ୍ଚାରେ । ସେ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ କାନ କାମୁଡ଼ୁଥିବାର ଏକ ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଛି । ତାଙ୍କର ଏହି ଫଟୋକୁ ନେଇ ତାଙ୍କୁ ଟ୍ରୋଲର ସାମ୍ନା କରିବାକୁ ପଡ଼ିଛି । ନିଜର ଅଭିନୟକୁ ନେଇ ବରୁଣ ବଲିଉଡରେ ଏକ…

ଭାଇରାଲ ହେଉଛି ସାମନ୍ଥାଙ୍କ ଧ୍ୟାନ ଫଟୋ

ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୂ କିଛି ଦିନ ତଳେ ଫିଲ୍ମରୁ ସାମୟିକ ଭାବେ ବ୍ରେକ ନେବେ ବୋଲି ଘୋଷଣା କରିଥିଲେ । ସିଟାଡେଲର ଶୁଟିଂ ଶେଷ ହେବା ପରେ ସେ କହିଥିଲେ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ମୁଁ କିଛି ଦିନ ପାଇଁ ଏଥିରୁ ଦୂରେଇ ରହିବି ବୋଲି…

ଅହମ୍ମଦାବାଦରେ ଆୟୋଜିତ ହୋଇପାରେ ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡା

ଅହମ୍ମଦାବାଦ: ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନରୁ ଅଷ୍ଟ୍ରେଲିଆ ଓହରି ଯାଇଛି । ରିପୋର୍ଟ ମୁତାବକ ଭାରତୀୟ ଅଲିମ୍ପିକ କମିଟି ଗୁଜରାଟ ସରକାରଙ୍କ ସହ ଆଲୋଚନା କରି ଏହି ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନ ପାଇଁ ବିଡ ଦାଖଲ କରିପାରିବା ପାଇଁ ଯୋଜନା କରାଯାଉଛି । ଯଦି ଏହା ହୁଏ ତାହାହେଲେ ଦ୍ୱିତୀୟ…

ଆଲିଆଙ୍କୁ ଆଲିଙ୍ଗନ କର, ମୋତେ କାନଫୁଲ ଦିଅ : ଏମିତି କହିଲେ ରଣବୀର

ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର ସିଂ ଓ ଅଭିନେତ୍ରୀ ଆଲିଆ ଭଟ୍ଟ ସେମାନଙ୍କର ଆଗାମୀ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’କୁ ନେଇ ଖୁବ୍ ବ୍ୟସ୍ତ ଅଛନ୍ତି । ଏବେ ରଣବୀର ଓ ଆଲିଆ ସେମାନଙ୍କ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ନିକଟରେ ଫିଲ୍ମର ଗୀତଗୁଡ଼ିକ ରିଲିଜ ହୋଇଯାଇଛି । ଏହି…