Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପୁଣି ଏକାଠି ନଜର ଆସିବେ ଜାହ୍ନବୀ-ରାଜକୁମାର

ମୁମ୍ବାଇ: ପୁଣି ଏକାଠି ନଜର ଆସିବେ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଓ ଅଭିନେତା ରାଜକୁମାର ରାଓ । ହରର କମେଡି ଥ୍ରିଲର ଫିଲ୍ମ ରୁହି ପରେ ପୁଣି ଜାହ୍ନବୀ-ରାଜକୁମାର ଖୁବଶୀଘ୍ର ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି । । ଫିଲ୍ମ ‘ମିଷ୍ଟର ଆଣ୍ଡ ମିସେସ ମାହି’ରେ ଉଭୟେ ଅଭିନୟ କରିଛନ୍ତି । ଏହି…

କରଣଙ୍କୁ ବିବାହ କରିବାର ଯୋଜନା ନାହିଁ ବୋଲି ଏପରି କହିଲେ ଅଭିନେତ୍ରୀ ତେଜ୍ୱସୀ

ମୁମ୍ବାଇ: ଛୋଟ ପରଦାର ଅଭିନେତ୍ରୀ ତେଜ୍ୱସୀ ପ୍ରତାପ ଏବେ ଖୁବ୍ ଚର୍ଚ୍ଚାରେ । ଅଭିନେତା କରଣ କୁନ୍ଦ୍ରାଙ୍କୁ ବିବାହ କରିବାର କୌଣସି ଯୋଜନା ନାହିଁ ବୋଲି ରୋକଠୋକ୍ କହିଲେ ତେଜ୍ୱସୀ । ନିକଟରେ ଏକ ସାକ୍ଷାତକାରରେ ଅଭିନେତ୍ରୀ ତେଜ୍ୱସୀ ଏପରି କହିଛନ୍ତି । ଛୋଟପରଦାର ଲୋକପ୍ରିୟ ରିଅଲିଟି ଶୋ’…

ସଲମାନଙ୍କ ବିବାହ ପାଇଁ ମାନସିକ ରଖିଲେ ରାକ୍ଷୀ: ଚପଲ ପିନ୍ଧିବା ଛାଡିଦେଲେ

ମୁମ୍ବାଇ: ବଳିଉଡ଼ର ବିବାଦୀୟ ଅଭିନେତ୍ରୀ ଭାବେ ପରିଚିତ ରାକ୍ଷୀ ସାୱନ୍ତ ଏବେ ଖୁବ୍ ଚର୍ଚ୍ଚାରେ । ନିକଟରେ ସେ ମୁମ୍ବାଇ ବିମାନବନ୍ଦରରେ ନଜର ଆସିଥିଲେ । ତାହାପୁଣି ଖାଲି ପାଦରେ । ଦର୍ଶକ ଓ ପାପାରାଜିମାନେ ଖାଲିପାଦରେ ଯିବାର କାରଣ ପଚାରିବାରୁ ସେ ଅଜବ ଉତ୍ତର ଦେଇଥିଲେ । ସେ ସଲମାନ ଖାନ୍‌ଙ୍କ…

ଘୋଷଣା ହେଲା କାର୍ତ୍ତିକ ଆର୍ଯ୍ୟନଙ୍କ ଅପ୍‌କମିଂ ଫିଲ୍ମ ଟାଇଟଲ୍ ଓ ରିଲିଜ ଡେଟ୍

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀ ଆଜିକାଲି ସେମାନଙ୍କର ଚଳଚ୍ଚିତ୍ର 'ସତ୍ୟପ୍ରେମ କି କଥା' ପାଇଁ ଚର୍ଚ୍ଚାର ଶୀର୍ଷରେ ଅଛନ୍ତି। ଜୁନ୍ ୨୯ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ୫ ଦିନରେ ମୋଟ ୪୨.୫୦ କୋଟି ଟଙ୍କା ସଂଗ୍ରହ କରିଛି। ପ୍ରାୟ ୬୦ କୋଟି ବଜେଟରେ…

‘କେଜିଏଫ୍ ୩’ ସହ ଫିଲ୍ମ ‘ସଲାର’ର ରହିଛି କି କନେକଶନ ! ଟିଜର ରିଲିଜ୍ ପୂର୍ବରୁ ମିଳିଲା…

ମୁମ୍ୱାଇ: ଫିଲ୍ମ 'ସାଲାର୍' ଓ ଫିଲ୍ମ 'କେଜିଏଫ୍ ୩' ସହ କଣ ରହିଛି ସମ୍ପର୍କ? ଏହି ପ୍ରଶ୍ନଟି ସୋସିଆଲ ମିଡିଆରେ ଘୁରି ବୁଲୁଛି। କାରଣ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ତାଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର 'କେଜିଏଫ୍ ୧' ଏବଂ 'କେଜିଏଫ୍ ୨' ଦ୍ୱାରା ଦର୍ଶକଙ୍କୁ ଦିୱାନା କରିଦେଇଛନ୍ତି। ଏଥିସହିତ…

ଆମେରିକାରେ ଶୁଟିଂ ଅବସରରେ ଶାହାରୁଖ ଆହତ, ମୁମ୍ବାଇ ଫେରିଲେ

ମୁମ୍ବାଇ: ଯବାନ ଫିଲ୍ମ ନେଇ ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ପୁନର୍ବାର ଚର୍ଚ୍ଚାରେ ଅଛନ୍ତି । ଲସ ଏଞ୍ଜେଲ୍ସରେ ଶାହାରୁଖ ତାଙ୍କର ଏକ ଫିଲ୍ମ ଶୁଟିଂ କରୁଥିବା ଅବସରରେ ଆହତ ହୋଇଛନ୍ତି । ତାଙ୍କ ନାକ ଫାଟି ଯାଇ ରକ୍ତ ବାହାରିଥିଲା । ଶାହାରୁଖଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଡାକ୍ତରଖାନାରେ…

କିଏ ସେ କହିଲେ ବିକ୍ରମଙ୍କ ସହ ପ୍ରେମ ସମ୍ପର୍କ ମୋ କ୍ୟାରିୟରକୁ ବର୍ବାଦ କରିଦେଲା

ମୁମ୍ବାଇ: ଗଦର ୨ ଫିଲ୍ମକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସନୀ ଦେଓଲ ଓ ଅମୀଷା ପଟେଲ ଅଭିନୀତ ଏହି ଫିଲ୍ମର ପ୍ରଥମ ସଂସ୍କରଣ ଐତିହାସିକ ବ୍ୟବସାୟ କରିଥିଲା । ଏବେ ଏହାର ସିକ୍ୱେଲ ମଧ୍ୟ ଦର୍ଶକଙ୍କୁ ଆକୃଷ୍ଟ କରିଛି । ଦୀର୍ଘ ଦିନ ପରେ ସାକିନା ଭୂମିକାରେ ଅମୀଷା ଅଭିନୟ କରୁଛନ୍ତି । ନିକଟରେ…

ଦମଦାର ଚରିତ୍ରରେ ନଜର ଆସିବେ ଓଲିଉଡ୍ କୁଇନ୍ ବର୍ଷା

ଭୁବନେଶ୍ୱର:ଫିଲ୍ମ ନିମକୀ, କୁଇନ୍‌, ବିଜୟିନୀ ପରେ ପୁଣି ଥରେ କିଛି ଭିନ୍ନ ଅନ୍ଦାଜରେ, ଏକ ଦମଦାର ଚରିତ୍ରରେ ପୁଣି ନଜର ଆସୁଛନ୍ତି ଓଲିଉଡ୍ କୁଇନ୍ ବର୍ଷା ପ୍ରିୟଦର୍ଶିନୀ । ସମ୍ପୂୂର୍ଣ୍ଣ ଭିନ୍ନ ଧରଣର କାହାଣୀକୁ ନେଇ ନିର୍ମାଣ ହେବାକୁ ଯାଉଥିବା ନାରୀକୈନ୍ଦ୍ରିକ ଫିଲ୍ମ ‘ବସ’ ରେ ବର୍ଷା…

ଓଡ଼ିଆ ଫିଲ୍ମ “ନିୟତି’ର ଟ୍ରେଲର ଓ ଅଡିଓ ଲୋକାର୍ପଣ

ଭୁବନେଶ୍ୱର: ଜୁଲାଇ ୨୧ରେ ରିଲିଜ୍ ହେବାକୁ ଯାଉଛି ଓଡ଼ିଆ ଫିଲ୍ମ ‘ନିୟତି’ । ଏହି ଫିଲ୍ମରେ ମୁଖ୍ୟ ଭୂମିକା ରେ ଅଭିନେତା ସାନୁ, ଅଭିନେତ୍ରୀ ଦିବ୍ୟା ମହାନ୍ତି ଓ ଅଭିନେତା ସମରେଶ ରାଉତରାୟ ଅଛନ୍ତି । ଏକ ମୌଳିକ କାହାଣୀ କୁ ନେଇ ନିର୍ମାଣ ହୋଇଛି ଏହି ଭିନ୍ନ ସ୍ୱାଦର ଫିଲ୍ମ "ନିୟତି’ । ଏହାକୁ…

ବିବାହ ବନ୍ଧନରେ ବାନ୍ଧିହେଲେ ଅଭିନେତ୍ରୀ ଶ୍ରୀଜିତା ଦେ

ମୁମ୍ବାଇ:ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଜିତା ଦେ । ସେ ତାଙ୍କ ବିଦେଶୀ ପ୍ରେମିକ ମାଇକେଲ୍ ହେମ୍ବ୍ରମ୍‌ଙ୍କୁ ବିବାହ କରିଛନ୍ତି । ୟୁରୋପରେ ଏକ ଚର୍ଚ୍ଚରେ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ଦୁହେଁ ବିବାହ କରିଛନ୍ତି । ବିବାହ ସମୟର ଫଟୋ ଓ ଭିଡ଼ିଓ…