Latest Odisha News

BREAKING NEWS

Browsing Category

ମନୋରଞ୍ଜନ

୧୮ ବର୍ଷ ପରେ ଅଲଗା ହେବାକୁ ଯାଉଛନ୍ତି ଫରଦୀନ ଓ ନତାଶା

ମୁମ୍ବାଇ: ବଲିଉଡରେ ଛାଡପତ୍ର ଏକ ସାଧାରଣ ଘଟଣାରେ ପରିଣତ ହୋଇଗଲାଣି । ତାଜା ରିପୋର୍ଟ ଅନୁସାରେ ୧୮ ବର୍ଷ ପରେ ଫରଦୀନ ଖାଁ ଓ ନତାଶା ମାଧବନୀ ପରସ୍ପରଠାରୁ ଅଲଗା ହେବାକୁ ଯାଉଛନ୍ତି । ତେବେ ଛାଡପତ୍ର ନେବା ସମ୍ପର୍କରେ ସେମାନେ ବିଧିବଦ୍ଧ ଭାବେ କୌଣସି ଘୋଷଣା କରି ନାହାନ୍ତି । ମିଡିଆ ରିପୋର୍ଟ…

ରିଲିଜ୍ ହେଲା ତାଲି’ର ଟିଜର, କିନ୍ନର ଭୂମିକାରେ ନଜର ଆସିଲେ ସୁସ୍ମିତା ସେନ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ତାଙ୍କ ଆଗାମୀ ଫିଲ୍ମ ‘ତାଲି’କୁ ନେଇ ଖୁବ୍ ଚର୍ଚ୍ଚାରେ । ନିକଟରେ ଏହି ଫିଲ୍ମର ଟିଜର ରିଲିଜ ହୋଇଯାଇଛି । ଏଥିରେ ଅଭିନେତ୍ରୀ ସୁସ୍ମିତା କିନ୍ନର ଭୂମିକାରେ ନଜର ଆସିଛନ୍ତି । ଏହି ଫିଲ୍ମର ପୋଷ୍ଟର ମଧ୍ୟ ରିଲିଜ ହୋଇସାରିଛି । ଏହାର ଟିଜରକୁ ଲୋକେ…

‘ବୱାଲ’ର କିଛି ସିନ୍‌କୁ ନେଇ ଉଠିଲା ବିବାଦ

ମୁମ୍ବାଇ: ନିକଟରେ ବଲିଉଡ଼ ଅଭିନେତ୍ରୀ ଜାହ୍ନବୀ କପୁର ଓ ଅଭିନେତା ବରୁଣ ଧୱନଙ୍କ ଅଭିନିତ ଫିଲ୍ମ ‘ବୱାଲ’ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଯାଇଛି । ଏବେ ଏହାର କିଛି ସିନ୍‌କୁ ନେଇ ବିବାଦ ଦେଖାଦେବା ସହ ଆପତ୍ତି ଉଠାଇଛିି ଇସ୍ରାଏଲ ଦୂତାବାସ । ଏହି ଫିଲ୍ମରେ ଉଭୟ ଜାହ୍ନବୀ ଓ ବରୁଣଙ୍କ…

‘ରକି ଔର ରାନୀ କି ପ୍ରେମକାହାନୀ’ରେ ଶବାନାଙ୍କୁ ଚୁମ୍ବନ ଦେଇ ଚର୍ଚ୍ଚାରେ ଅଭିନେତା ଧର୍ମେନ୍ଦ୍ର

ମୁମ୍ବାଇ: ଗତ ଶୁକ୍ରବାର ରିଲିଜ୍ ହୋଇଛି ଫିଲ୍ମ ‘ରକି ଔର ରାନୀ କି ପ୍ରେମକାହାନୀ’ । ଏଚର୍ଚ୍ଚାରେ ବଲିଉଡ ଅଭିନେତା ଧର୍ମେନ୍ଦ୍ର । ଅଭିନେତା ରଣବୀର ସିଂହ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଏହି ଫିଲ୍ମକୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତିି । ଏହି ଫିଲ୍ମର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର…

ହଲିଉଡ଼ କଳାକାରଙ୍କ ଆନ୍ଦୋଳନ ଯୋଗୁ ସ୍ଥଗିତ ହେଲା ଏମି ଆୱାର୍ଡ

ମୁମ୍ବାଇ: ଦୀର୍ଘଦିନ ହେଲାଣି ହଲିଉଡରେ ଲେଖକ ଏବଂ ଅଭିନେତାମାନେ ଆନ୍ଦୋଳନ ଚଳାଇଛନ୍ତି । ସମଗ୍ର ହଲିଉଡ଼ର ଫିଲ୍ମ ଓ ଟେଲିଭିଜନ ଶିଳ୍ପ ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଏହି ଆନ୍ଦୋଳନ ଯୋଗୁ ଏବେ ଟିଭି ଜଗତର ସବୁଠାରୁ ଲୋକପ୍ରିୟ ଏମି ଆୱାର୍ଡ଼ କାର୍ଯ୍ୟକ୍ରମ ବେଶ୍ ପ୍ରଭାବିତ କରିଛି ।…

ରକୀ ଔର ରାନୀ କି ପ୍ରେମ କାହାନୀ ରିଲିଜ ପରେ କରନଙ୍କୁ ପରୋକ୍ଷରେ ସମାଲୋଚନା କଲେ କଙ୍ଗନା

ମୁମ୍ବାଇ: ରଣବୀର ସିଂ ଓ ଆଲିୟା ଭଟ୍ଟ ଅଭିନୀତ ରକୀ ଔର ରନୀ କି ପ୍ରେମ କାହାନୀ ରିଲିଜ ହୋଇଯାଇଛି । ପ୍ରଥମ ଦିବସରେ ଫିଲ୍ମ ଉତ୍ସାହଜନକ କଲେକ୍ସନ କରି ନାହିଁ । ଇତି ମଧ୍ୟରେ କୁଇନ କଙ୍ଗନା ରାନାୱତଙ୍କ ସୋସିଆଲ ମିଡିଆ ମେସେଜ ଚର୍ଚ୍ଚାର କାରଣ ସାଜିଛି । ସେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ…

ସାମ୍ବାଦିକ ସମ୍ମିଳନୀ ବେଳେ ସିନେ ଇଣ୍ଡଷ୍ଟ୍ରିର ଦୁଇ ଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ୱର: ଶୁକ୍ରବାର ଭୁବନେଶ୍ୱରରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରଯୋଜକଙ୍କ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବାରୁ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହାକୁ ପୋଲିସ ଆସି ମଧ୍ୟସ୍ଥି କରିବା ପରେ ସ୍ଥିତି…

ବାଲିରେ ଗର୍ଲସ ଟ୍ରିପ ଏନଜୟ କରୁଛନ୍ତି ସାମନ୍ଥା

ମୁମ୍ବାଇ: ବାଲିରେ ଗର୍ଲସ ଟ୍ରିପ ଏନଜୟ କରୁଛନ୍ତି ସାଉଥର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ । ସାମନ୍ଥା ଏବେ ତାଙ୍କ ବାନ୍ଧବି ଅନୁଷା ସ୍ୱାମୀଙ୍କ ସହ ଏହି ଟ୍ରିପରେ ଯାଇଛନ୍ତି । ସେ ତାଙ୍କ ବାନ୍ଧବୀଙ୍କ ସହ ଡ୍ୟାନ୍ସ କରୁଥିବା ନଜର ଆସଛନ୍ତିି । ଉଭୟଙ୍କ ଏହି ଡ଼୍ୟାନ୍ସକୁ ଦେଖି…

ପ୍ରେମିକାଙ୍କ ସହ ଆର୍ଜେଣ୍ଟିନାରେ ଛୁଟି କାଟୁଛନ୍ତି ହ୍ରିତିକ : ରୋମାଣ୍ଟିକ୍ ଫଟୋ ସେୟାର କଲେ ସବା

ମୁମ୍ବାଇ: ଆର୍ଜେଣ୍ଟିନାରେ ଛୁଟି କାଟୁଛନ୍ତି ଅଭିନେତା ହ୍ରିତିକ ରୋଶନ ଓ ତାଙ୍କ ପ୍ରେମିକା ସବା ଆଜାଦ । ଉଭୟ ଆର୍ଜେଣ୍ଟିିନାର ବୁଏନ୍ସ ଆୟରିସରେ ସମୟ ବିତାଉଛନ୍ତି । ଏହି ସମୟର କିଛି ରୋମାଣ୍ଟିକ୍ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ନିଜେ ସବା । ଯାହା ଏବେ ସୋସିଆଲ ମିଡିଆରେ ଖୁବ୍…

ବିଳାସପୂର୍ଣ୍ଣ କାର୍ ଛାଡ଼ି ରିକ୍ସାରେ ବୁଲିଲେ,ରାସ୍ତା କଡ଼ ଦୋକାନରେ ଖାଇଲେ ନବ୍ୟା

ମୁମ୍ବାଇ: ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦା ଏବେ ଖୁବ୍ ଚର୍ଚ୍ଚାରେ । ବିଳାସପୂର୍ଣ୍ଣ କାର୍ ଛାଡ଼ି ରିକ୍ସାରେ ବୁଲିଲେ ନବ୍ୟା । ସ୍ୱାସ୍ଥ୍ୟ କମ୍ପାନି ଆରା ହେଲ୍ଥର ସହ-ପ୍ରତିଷ୍ଠାତା ନବ୍ୟା ଜୟପୁର ଯାଇଥିବା ବେଳେ ସେଠାରେ ବିଳାସପୂର୍ଣ୍ଣ କାର୍ ଛାଡ଼ି…