Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସେପ୍ଟେମ୍ବର ୨୫ରେ ବିବାହ ବନ୍ଧନରେ ବାନ୍ଧିହେବେ ପରିଣୀତି-ରାଘବ

ମୁମ୍ବାଇ: ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଏମ୍‌ପି ରାଘବ ଚଢା । ଆସନ୍ତା ସେପ୍ଟେ୍ଟମ୍ବର ୨୫ରେ ଉଭୟ ବିବାହ କରିବେ । ବିବାହ କମ୍ ଦିନ ଥିବାରୁ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଛି । ରାଜସ୍ଥାନରେ ଧୁମ୍‌ଧାମ୍‌ରେ ସେମାନଙ୍କ ବିବାହ ଆୟୋଜିତ ହେବ…

ଲିକ ହେଲା ଟାଇଗର ୩ର କ୍ଲିପ

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାଁ ଏବେ ଟାଇଗର ୩ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ୨୧ ଏପ୍ରିଲରେ ରିଲିଜ ହୋଇଥିବା କିସି କେ ଭାଇ କିସି ଜେ ଜାନ ଫିଲ୍ମ ଫ୍ଲପ ହେବା ପରେ ସଲମାନଙ୍କ ଏହି ଫିଲ୍ମ ଉପରେ ସମସ୍ତଙ୍କ ନଜର ରହିଛି । ଟାଇଗର ୩ରେ କ୍ୟାଟ୍ରିନା କୈଫ ମଧ୍ୟ ନଜର ଆସିବେ । ଇତି…

ଆସନ୍ତୁ ଜାଣିବା ସାମନ୍ଥାଙ୍କ ନୂଆ ଆଗ୍ରହ ସମ୍ପର୍କରେ

ମୁମ୍ବାଇ: ସାଉଥର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୂଙ୍କ ଖୁସୀ ରିଲିଜ ହେବାକୁ ଯାଉଛି । ଏଥିରେ ବିଜୟ ଦେବରକୋଣ୍ଡାଙ୍କ ସହ ସେ ଅଭିନୟ କରୁଛନ୍ତି । ଫିଲ୍ମର ଟ୍ରେଲରକୁ ପ୍ରଶଂସକମାନେ ବେଶ ପସନ୍ଦ କରିଛନ୍ତି । ସାମନ୍ଥା ଏବେ କିଛି ଦିନ ପାଇଁ ଫିଲ୍ମ ଶୁଟିଂରୁ ବ୍ରେକ ନେଇଛନ୍ତି । ସେ…

ଆଗକୁ ଆସୁଛି ଆଉ ଏକ ଧାରାବାହିକ ‘ଶ୍ରୀମଦ୍ ରାମାୟଣ’

ମୁମ୍ବାଇ: ଓମ୍ ରାଉତଙ୍କ ରାମାୟଣକୁ ନେଇ ଆଧାରିତ ଫିଲ୍ମ ‘ଆଦିପୁରୁଷ’ ଫ୍ଲପ୍ ହୋଇଥିଲା । ଏବେ ପୁଣି ରାମାୟଣକୁ ନେଇ ଆଉ ଏକ ଧାରାବାହିକ ‘ଶ୍ରୀମଦ୍ ରାମାୟଣ’ ସୋନି ଟିଭିରେ ପ୍ରସାରଣ ହେବ । ୨୦୨୪ ମସିହା ଜାନୁୟାରୀରେ ଏହା ରିଲିଜ୍ ହେବ । ଏହି ଧାରାବାହିକ ପୌରାଣିକ ମହାକାବ୍ୟ ରାମାୟଣର ସଦ୍ୟତମ…

ଦ୍ୱିତୀୟ ବିବାହ କରିବେ ପାକିସ୍ତାନୀ ଅଭିନେତ୍ରୀ ମାହିିରା ଖାନ୍‌

ମୁମ୍ବାଇ: ଦ୍ୱିତୀୟ ବିବାହ କରିବେ ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ । ଏହି ବିବାହ ଖବରକୁ ନେଇ ସେ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ସେ ଆସନ୍ତା ମାସରେ ପାକିସ୍ତାନର ପ୍ରସିଦ୍ଧ ବ୍ୟବସାୟୀ ସଲିମ କରିମଙ୍କୁ ବିବାହ କରିବେ । ମାହିରା ପୂର୍ବରୁ ଅଲି ଆସ୍କରିଙ୍କୁ ବିବାହ କରିଥିଲେ । କିନ୍ତୁ…

‘ଗଦର-୨’ରେ ଓଡିଆ ପୁଅଙ୍କ କମାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ଭୁବନେଶ୍ୱର: ବଲିଉଡ ଫିଲ୍ମ ‘ଗଦର-୨’ରେ ଓଡ଼ିଆ ପୁଅଙ୍କ କମାଲ । କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିର ବରୁଣ ବିଷୋୟୀ ସନ୍ନି ଦେଓଲଙ୍କ ଅଭିନୀତ ‘ଗଦର-୨’ ଫିଲ୍ମରେ କାମ କରି ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମରେ ସେ ଫଲି ଆର୍ଟିଷ୍ଟ ଭାବେ କାମ କରିବାର ସୁଯୋଗ ପାଇଛନ୍ତି । ଏନେଇ ବରୁଣଙ୍କ ପାଖକୁୁ…

ହୃଦଘାତରେ ତାମିଲ ଅଭିନେତା ପୱନଙ୍କ ମୃତ୍ୟୁ

ମୁମ୍ବାଇ : ଆଉ ନାହାନ୍ତି ତାମିଲ ଟିଭି ଦୁନିଆର ଜଣାଶୁଣା ଅଭିନେତା ପୱନ । ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୫ ବର୍ଷ ବୟସ ହୋଇଥିଲା । ଏହି ଖବର ପାଇବା ପରେ ଅନେକ କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ ମୁମ୍ବାଇସ୍ଥିତ ବାସଭବନକୁ ଯାଇ ତାଙ୍କର ଶେଷ ଦର୍ଶନ…

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଫିଲ୍ମ ‘ଜେଲର’ ଦେଖିବେ ରଜନୀକାନ୍ତ

ଲକ୍ଷ୍ନୌ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ଗତ ୧୦ ତାରିଖରେ ରିଲିଜ୍ ହୋଇଥିଲା । ଫିଲ୍ମଟିକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଥିବା ବେଳେ ବକ୍ସ ଅଫିସରେ ବି ଭଲ ବ୍ୟବସାୟ କରୁଛି । ତେବେ ଫିଲ୍ମର ସଫଳତାକୁ ନେଇ ରଜନୀକାନ୍ତ ବେଶ୍ ଖୁସି ଅଛନ୍ତି । ଏହାର ଏତେ ଚାହିଦା ଥିବାରୁ…

‘ଗଦର-୨’ ଦେଖିଲା ପୁରା ଗାଁ, କାରଣ ଜାଣିଲେ ହୋଇଯିବେ ଆର୍ଶ୍ଚଯ୍ୟ!

ଉଜୈନ: ସନ୍ନି ଦେଓଲଙ୍କ ଅଭିନୀତ 'ଗଦର ୨' କୁ ନେଇ ଚର୍ଚ୍ଚା ଜୋର ଧରିଛି । ଦିନ ଗଡ଼ିବା ସହ ପ୍ରଶଂସକଙ୍କ ମଧ୍ୟରେ 'ଗଦର ୨'କୁ ନେଇ କ୍ରେଜ୍ ବଢି ବଢି ଚାଲୁଥିବା ବେଳେ ବକ୍ସ ଅଫିସରେ ଫିଲ୍ମଟି ମଧ୍ୟ ଭଲ ବ୍ୟବସାୟ କରୁଥିବା ଦେଖିବାକୁ ମିଳିଛି । 'ଗଦର ୨' ଦେଖିବା ପାଇଁ ହଲରେ ଲୋକଙ୍କ ପ୍ରବଳ…

ଖୁବଶିଘ୍ର ମୁକ୍ତିଲାଭ କରିବ NMA ଦିଦିଙ୍କ ଆତ୍ମଜୀବନି ଉପରେ ଆଧାରିତ ଚଳଚ୍ଚିତ୍ର ତେଜସ୍ଵିନୀ

ଗଞ୍ଜାମ: ଓଡିଆ ସିନେମା ଜଗତକୁ ନୁଆ ଏକ ଆଶା ଓ ଦିଗଦର୍ଶନ ଦେଖାଇଛି ମହିଳା ସ୍ଵାସ୍ଥ୍ୟକର୍ମୀ କେ.କ୍ରୀଷ୍ଣାଙ୍କ ଆତ୍ମଜୀବନି ଉପରେ ଆଧାରିତ ଚଳଚ୍ଚିତ୍ର ତେଜସ୍ଵିନୀ । ଏହି ସିନେମା ଲୋକମାନଙ୍କ ପାଖରେ ଆଦୃତ ହେଉଥିବା ବେଳେ ଆନ୍ତର୍ଯ୍ୟାତିକ ସ୍ତରରେ ପୁରଷ୍କୃତ ମଧ୍ୟ ହେଉଛି । ୨୦୧୬ ମସିହାରେ…