Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରିଲିଜ୍ ହେଉ ହେଉ ଫିଲ୍ମ ‘ଆଦିପୁରୁଷ’କୁ ନେଇ ବିବାଦ: ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାଖଲ

ନୂଆଦିଲ୍ଲୀ: ‘ରାମାୟଣ’ କାହାଣୀ ଆଧାରିତ ଫିଲ୍ମ ‘ଆଦିପୁରୁଷ’ ଶୁକ୍ରବାର ରିଲିଜ ହୋଇଛି । ଏହି ଫିଲ୍ମ ରିଲିଜ୍ ହେଉ ହେଉ ଦେଖାଦେଇଛି ବିବାଦ । ଫିଲ୍ମରେ ରାମାୟଣ ଓ ପ୍ରଭୁ ରାମଙ୍କୁ ଅପମାନିତ କରାଯାଇଥିବା ଅଭିଯୋଗ ହୋଇଛିା ଏହା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଛି ।…

ପ୍ରଶଂସକଙ୍କ ସହ ସେଲ୍‌ଫି ନେଉଥିବା ବେଳେ ପଡ଼ିଗଲେ ଉର୍ଫି

ମୁମ୍ବାଇ: ନିଜ ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ଅଭିନେତ୍ରୀ ଉର୍ଫି ଜାଭେଦ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ଏବେ ତାଙ୍କର ଏକ ଭିଡ଼ିଓ ଓ ଫଟୋ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଉର୍ଫି ପ୍ରଶଂସକଙ୍କ ସହ ସେଲଫି ନେଉଥିବା…

୮୩ ବର୍ଷ ବୟସରେ ବାପା ହେଲେ ଅଭିନେତା ଆଲ ପାସିନୋ

ମୁମ୍ବାଇ: ୮୩ ବର୍ଷ ବୟସରେ ବାପା ହେଲେ ହଲିଉଡ୍‌ର ଲୋକପ୍ରିୟ ବରିଷ୍ଠ ଅଭିନେତା ଆଲ୍ ପାସିନୋ । ଆଲ୍‌ଙ୍କ ୨୯ ବର୍ଷୀୟା ପ୍ରେମିକା ନୁର୍ ଆଲଫାଲ୍ଲା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ଏହି ଖବର ପାଇବା ପରେ ତାଙ୍କ ପ୍ରଶଂସକମାନେ ଆନନ୍ଦିତ ହେବା ସହ ଶୁଭେଚ୍ଛା ଜଣାଇଛନ୍ତି । ସେ ୪ର୍ଥ ଥର ପାଇଁ…

ଛୋଟ ପରଦାରେ ନଜର ଆସିବେ ରେଖା

ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତ୍ରୀ ରେଖା ଖୁବ୍‌ଶୀଘ୍ର ଛୋଟପରଦାରେ ନଜର ଆସିବେ । ଷ୍ଟାରପ୍ଲାସରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ଗୁମ ହୈ କିସି କେ ପ୍ୟାର ମେଁ’ ରେ ପ୍ରବେଶ କରିବାକୁ ଯାଉଛନ୍ତି । ଛୋଟ ପରଦାରେ ରେଖାଙ୍କୁ ଦେଖିବା ପାଇଁ ତାଙ୍କ ପ୍ରଶଂସକମାନେ ବେଶ୍ ଉତ୍ସାହିତ…

ପ୍ରଭୁ ହନୁମାନଙ୍କ ପାଇଁ ସିଟ୍ ରିଜର୍ଭ କରି ଟ୍ରୋଲ ହେଲେ ଫିଲ୍ମ ‘ଆଦିପୁରୁଷ’ର ନିର୍ମାତା

ମୁମ୍ବାଇ: ରିଲିଜ୍ ହେଲା ବହୁ ପ୍ରତିକ୍ଷିତ ଫିଲ୍ମ ଆଦିପୁରୁଷ। ବଡ଼ ପରଦାରେ ଶ୍ରୀରାମ ଭୂମିକାରେ ଆସିଛନ୍ତି ପ୍ରଭାସ। ସୀତା ଭୂମିକାରେ ନଜର ଆସିଛନ୍ତି କ୍ରୀତି ସାନନ୍। ସେହିପରି ରାବଣ ଭୂମିକାରେ ସୈଫ୍ ଅଲ୍ଲୀ ଖାନ୍‌ ନଜର ଆସିଛନ୍ତି । 2ଡି ଏବଂ 3ଡିରେ ସିଲଭର ସ୍କ୍ରିନରେ ରିଲିଜ ହୋଇଛି ଏହି…

ସାଉଥ ସିନେମାରେ ଖଳନାୟକ ରୋଲ କରିବେ ଇମ୍ରାନ ହାସମୀ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ହୀରୋ ଇମ୍ରାନ ହାସମୀ ଖୁବ ଶୀଘ୍ର ଦକ୍ଷିଣ ଭାରତ ସିନେମାରେ ପାଦ ଥାପିବାକୁ ଯାଉଛନ୍ତି । ନିର୍ଦ୍ଦେଶକ ସୁଜିତ ତାଙ୍କର ଆଗାମୀ ଗ୍ୟାଙ୍ଗଷ୍ଟାର ଫିଲ୍ମ ଓଜିରେ ଇମ୍ରାନଙ୍କୁ ଖଳନାୟକ ଭୂମିକା ଅଫର କରିଛନ୍ତି । ପବନ କଲ୍ୟାଣ ହୀରୋ ଭୂମିକାରେ ଅବତୀର୍ଣ୍ଣ ହେବେ । ଏହି…

ବିଗ୍ ବସ୍ ଓଟିଟି ୨: ପ୍ରତିଯୋଗୀଙ୍କୁ ମିଳିବ ବିଳାସପୂର୍ଣ୍ଣ ଜୀବନଯାପନ କରିବାର ସୁଯୋଗ, ଘରର ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ ଏବଂ ଛୋଟ ପରଦାରେ ଧମାଲ କଲା ପରେ ଏବେ ସଲମାନ ଖାନ ଓଟିଟି (OTT) ରେ ମଧ୍ୟ ନିଜର ଜଲୱା ଦେଖାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ସଲମାନ ଖାନ ବିଗ୍ ବସ୍ ଓଟିଟି ର ଦ୍ୱିତୀୟ ସିଜନରେ ଆସୁଛନ୍ତି। ଏହି ସୋ ଓଟିଟିରେ ପ୍ରସାରିତ ହେବା ପୂର୍ବରୁ ମଧ୍ୟ କ୍ରମାଗତ ଲାଇମଲାଇଟରେ…

ଲୋକପ୍ରିୟ କଣ୍ଠଶିଳ୍ପୀ ଶାରଦା ରାଜନଙ୍କ ପରଲୋକ

ମୁମ୍ବାଇ: ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ସ୍ୱର ସଂଯୋଜିକା ଶାରଦା ରାଜନଙ୍କ ୮୬ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଗତ କିଛି ଦିନ ହେଲାଣି କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ । ଚଳଚ୍ଚିତ୍ର ‘ସୂରଜ’ରେ ଥିବା ‘ତିତଲୀ ଉଡି’ ଗୀତ ତାଙ୍କୁ ବେଶୀ ଲୋକପ୍ରିୟ କରିପାରିିଥିଲା । ତାମିଲ…

ସମସ୍ତଙ୍କ ଆଗରେ ଶାହରୁଖଙ୍କୁ ଚୁମ୍ବନ ଦେଲେ ଯୁବତୀ

ମୁମ୍ବାଇ: ବଲିଉଡ଼ର କିଙ୍ଗ ଖାନ୍ ଶାହରୁଖଙ୍କ ଲୋକପ୍ରିୟତା ସବୁଆଡ଼େ ରହିଛି । ଶାହରୁଖ ଯୁଆଡ଼େ ଗଲେ ବି ତାଙ୍କ ପ୍ରଶଂସକମାନେ ତାଙ୍କ ପିଛା ଛାଡ଼ନ୍ତି ନାହିଁ । ତାଙ୍କର ଟିକେ ଝଲକ ଦେଖିବା ଓ ତାଙ୍କ ସହ ସେଲଫି ନେବାକୁ ଠେଲାପେଲା ହୋଇଥାନ୍ତି । ମଙ୍ଗଳବାର ଦୁବାଇରେ ଏକ କାର୍ଯ୍ୟକ୍ରମରେ ଯୋଗ…

ଦିଲ୍ଲୀରେ ୨୨୦୦ ଟଙ୍କାରେ ବିକ୍ରି ହେଲା ଫିଲ୍ମ ‘ଆଦିପୁରୁଷ’ର ଟିକେଟ୍

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମ ଆସନ୍ତା ୧୬ ତାରିଖରେ ରିଲିଜ୍ ହେବ । ରାମାୟଣର କାହାଣୀକୁ ବଡ଼ ପରଦାରେ ଦେଖିବାକୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା…