Latest Odisha News

BREAKING NEWS

Browsing Category

ମନୋରଞ୍ଜନ

୬ ମାସ ବିରତି ନେବେ ପ୍ରଭାସ

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସ ଏବେ ଚର୍ଚ୍ଚାରେ । ସେ ଅଭିନୟରୁ ୬ ମାସ ବିରତି ନେବେ ବୋଲି ଜଣାଯାଇଛି । ଆଣ୍ଠୁ ସର୍ଜରୀ ପାଇଁ ସେ ଏହି ବିରତି ନେବେ । ନଭେମ୍ବର ସୁଦ୍ଧା ନିଜର ସମସ୍ତ ଶୁଟିଂ ଶେଷ କରି ଡିସେମ୍ବରରେ ବିରତି ନେବେ ବୋଲି କୁହାଯାଉଛି । ଟଲିଉଡ ଇଣ୍ଡଷ୍ଟ୍ରିର ପ୍ରଭାବଶାଳୀ…

ଗୀତ ଗାଉଥିବା ବେଳେ ଷ୍ଟେଜ୍ ତଳକୁ ଖସିପଡ଼ିଲେ ନିକ୍ ଜୋନସ

ମୁମ୍ବାଇ:ନ୍ୟୁୟର୍କର ୟାଙ୍କି ଷ୍ଟାଡିୟମରେ ଜୋନସ୍ ବ୍ରଦର୍ସ କନସର୍ଟ ଚାଲିଥିବା ବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମରେ ଗାୟକ ତଥା ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ନିକ୍ ଜୋନସ ଗୀତ ଗାଉଥିବା ବେଳେ ଷ୍ଟେଜ୍ ତଳକୁ ଖସିପଡ଼ିଲେ । ଫଳରେ ସେ ସାମାନ୍ୟ…

କୋର୍ଟର ବିନା ଅନୁମତିରେ ବିଦେଶ ଯାତ୍ରା କରିପାରିବେନି ଜ୍ୟାକଲିନ

ମୁମ୍ବାଇ: କୋର୍ଟର ବିନା ଅନୁମତିରେ ବିଦେଶ ଯାତ୍ରା କରିପାରିବେନି ବଲିଉନ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ । ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ କୋର୍ଟଏହି ରାୟ ଦେଇଛନ୍ତିି । ପଟିଆଲା ହାଉସ କୋର୍ଟ ଜ୍ୟାକଲିନଙ୍କ…

ଗୀତା ଗୋବିନ୍ଦଙ୍କୁ ପୂରିଲା ୫ ବର୍ଷ, ରଶ୍ମିକାଙ୍କ ସହ ଫଟୋ ସେୟାର କରି ଶୁଭେଚ୍ଛା ଜଣାଇଲେ ବିଜୟ

ମୁମ୍ବାଇ: ସାଉଥ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଯୋଡି ହେଉଛନ୍ତି ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ ଅଭିନେତା ବିଜୟ ଦେବରକୋଣ୍ଡା । ଏମାନଙ୍କ ଯୋଡ଼ିକୁ ଲୋକେ ଖୁବ୍ ପସନ୍ଦ କରନ୍ତି । ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଜୋର ଧରିଥିଲା । ହେଲେ କିଛି ଦିନ ତଳେ…

ଡ଼େଙ୍ଗୁରେ ଆକ୍ରାନ୍ତ ହେଲେ ବଲିଉଡ ଅଭିନେତ୍ରୀ ଜରିନ୍ ଖାନ୍‌, ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ: ଡ଼େଙ୍ଗୁରେ ଆକ୍ରାନ୍ତ ହେଲେ ବଲିଉଡ଼ ଅଭିନେତ୍ରୀ ଜରିନ୍ ଖାନ୍ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ଦେହରେ ଜ୍ୱର ରହିଥିବା ବେଳେ ଯନ୍ତ୍ରଣା ଅଧିକ ହେଉଥିବା ନେଇ ଜରିନ୍ ଜଣାଇଛନ୍ତି । ଏନେଇ ସୋସିଆଲ ମିଡିଆରେ ଜରିନ୍ ଏହି ସୂଚନା…

ପୁଣି ଚର୍ଚ୍ଚାରେ ରିକି କେଜ: ଗାଇଲେ ଜାତୀୟ ସଙ୍ଗୀତର ନୂଆ ଭର୍ସନ

ନୂଆଦିଲ୍ଲୀ: କିଛି ଦିନର ଅନ୍ତରାଳ ପରେ ପୁଣି ଚର୍ଚ୍ଚାରେ ଗ୍ରାମି ବିଜେତା ତଥା ବିଶ୍ୱ ପ୍ରସିଦ୍ଧ ସଂଗୀତଜ୍ଞ ରିକି କେଜ । ସ୍ୱାଧୀନତା ଦିବସ ଅବସରରେ ଜାତୀୟ ସଙ୍ଗୀତର ଏକ ନୂତନ ଇନ୍‌ଷ୍ଟ୍ରୁମେଣ୍ଟ ଭର୍ସନ ଜାରି କରିଛନ୍ତି ରିକି । ଏହାକୁ ଲଣ୍ଡନ ସ୍ଥିତ ୧୦୦ ସଦସ୍ୟ ବିଶିଷ୍ଟ ରୟାଲ…

ସିନେମା ଇତିହାସରେ ନୂଆ ରେକର୍ଡ କଲା ଗଦର-୨, ୨୦୦ କୋଟି କ୍ଲବରେ ସାମିଲ

ମୁମ୍ବାଇ: ଅଭିନେତା ସନ୍ନି ଦେଓଲଙ୍କ ବହୁ ପ୍ରତୀକ୍ଷିତ ମସାଲା ଆକ୍ସନ ଏଣ୍ଟରଟେନର୍‌ ‘ଗଦର-୨’ ବକ୍ସ ଅଫିସରେ ଜବରଦସ୍ତ ପ୍ରଦର୍ଶନ କରିଛି। ପରଦାରେ ତାରା-ସାକିନାଙ୍କ ଯୋଡିକୁ ଦେଖି ପ୍ରଶଂସକମାନେ ଖୁସି ଅଛନ୍ତି। ଦର୍ଶକ ଫିଲ୍ମକୁ ବହୁତ ଭଲ ପାଇବା ଦେଇଛନ୍ତି। ‘ଗଦର-୨’ ରିଲିଜ ସପ୍ତାହରେ ମେଗା…

ସ୍ୱାଧୀନତା ଦିବସରେ ଉର୍ଫିଙ୍କ ପୋଷାକ ଦେଖି ଲୋକେ ଆଶ୍ଚର୍ଯ୍ୟ

ମୁମ୍ବାଇ: ନିଜ ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ଉର୍ଫି ଜାଭେଦ । ଅନେକ ଲୋକ ତାଙ୍କର ଷ୍ଟାଇଲକୁ ପସନ୍ଦ କରୁଥିବା ବେଳେ ଆଉ କିଛି ଟ୍ରୋଲ କରିଥାନ୍ତି । ହେଲେ ସ୍ୱାଧୀନତା ଦିବସ ଅବସରରେ ଉର୍ଫି ଏଭଳି ପୋଷାକ ପିନ୍ଧିଛନ୍ତି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ…

ତାରା ସିଂ ବେଶରେ ସଜ୍ଜିତ ହୋଇ ପତାକା ଉତ୍ତୋଳନ କଲେ ଗଦର -୨ ଅଭିନେତା

ମୁମ୍ବାଇ: ବଲିଉଡ଼ ଅଭିନେତା ସନ୍ନି ଦେଓଲ ତାଙ୍କ ଫିଲ୍ମ ‘ଗଦର ୨’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ମଙ୍ଗଳବାର ସ୍ୱାଧୀନତା ଦିବସ ଅବସରରେ ସନ୍ନି ଦେଓଲ ଇନ୍ଦୋରର ମୁହୋ ଶିଶୁ ସଂଗ୍ରହାଳୟରେ ପହଞ୍ଚିିଥିଲେ । ତାରା ସିଂ ବେଶରେ ସଜ୍ଜିତ ହୋଇ ପତାକା ଉତ୍ତୋଳନ କଲେ ସନ୍ନି ଦେଓଲ । ଏହି ସମୟରେ ସେ…

୪ ଦିନରେ ୩୦୦ କୋଟି ଟପିଲା ‘ଜେଲର’, ରଜନୀକାନ୍ତଙ୍କୁ ଶୁଭେଚ୍ଛା ଜଣାଇଲେ କମଲ ହାସନ

ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ଏବେ ବକ୍ସ ଅଫିସରେ ଧମାଲ କରୁଛି । ଏହି ଫିଲ୍ମକୁ ଲୋକେ ବହୁ ମାତ୍ରାରେ ପସନ୍ଦ କରିଛନ୍ତି । ଫିଲ୍ମଟି ମାତ୍ର ୪ ଦିନରେ ୩୦୦ କୋଟି ଟଙ୍କା ରୋଜଗାର କରିସାରିଲାଣି । ଫୁଲ ଆକ୍ସନ ପ୍ୟାକ ଫିଲ୍ମ ‘ଜେଲର’ ପାଇଁ କ୍ରେଜ ବଢିବାରେ ଲାଗିଛି । ଅନେକ…