Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଦୁଇ ଘଣ୍ଟା ମଧ୍ୟରେ ୧୩୦ଟି ଡ୍ରେସ ପିନ୍ଧିଥିଲେ କରିନା, ଜାଣନ୍ତୁ ପରଦା ପଛର କାହାଣୀ

ନୂଆଦିଲ୍ଲୀ: ଜବ୍ ୱି ମେଟ୍, ଓମକାରା, ଚମେଲି ଏବଂ ହିରୋଇନ୍ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା କରିନା କପୁରଙ୍କର ବଲିଉଡରେ ଭିନ୍ନ ଭିନ୍ନ ଆଭିମୁଖ୍ୟ ରହିଛି। ନିଜର ସୌନ୍ଦର୍ଯ୍ୟ, ଷ୍ଟାଇଲ ଏବଂ ଅଭିନୟ ସହିତ ସେ ଦୀର୍ଘ ବର୍ଷ ଧରି ପ୍ରଶଂସକଙ୍କ ହୃଦୟ ଜିତି ଆସୁଛନ୍ତି। ଯେକୌଣସି ଗମ୍ଭୀର…

‘ଜରା ହଟକେ ଜରା ବଚକେ’କୁ ମିଳୁଛି ଭଲ ରେସପନ୍ସ, ୫ଦିନରେ କଲାଣି ଏତିକି ଆୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବକ୍ସ ଅଫିସରେ ବିକି କୌଶଲ ଓ ସାରା ଅଲି ଖାନଙ୍କ ଫିଲ୍ମ 'ଜରା ହଟକେ ଜରା ବଚକେ'କୁ ମିଳୁଛି ଭଲ ରେସପନ୍ସ। ଚଳଚ୍ଚିତ୍ରଟି ରିଲିଜ ହେବାର କିଛି ଦିନ ମଧ୍ୟରେ ଭଲ ରୋଜଗାର କରିଛି। ୱିକେଏଣ୍ଡ ଅପେକ୍ଷା ସୋମବାର ଓ ମଙ୍ଗଳବାର ଫିଲ୍ମର ରୋଜଗାରରେ ହ୍ରାସ ଘଟିଛି। ଏହା…

ବାପାଙ୍କ ମୃତ୍ୟୁ ପରେ ମାଆଙ୍କୁ ମୁମ୍ବାଇ ଆଣିଲେ ଅଭିନେତା ଆୟୁଷ୍ମାନ

ମୁମ୍ବାଇ:ନିଜ ପ୍ରିୟଜନଙ୍କୁ ହରାଇବାର ଦୁଃଖ କ’ଣ ତାକୁ ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ । ଆଉ ଯିଏ ଆମ ସହ ଅଛନ୍ତି ତାଙ୍କୁ ନେଇ ଆଗକୁ ବଢିବାକୁ ପଡ଼ିବ ବୋଲି କହିଛନ୍ତି ଅଭିନେତା ଆୟୁଷ୍ମାନ ଖୁରାନା । ତାଙ୍କ ବାପାଙ୍କ ମୃତ୍ୟୁ ପରେ ନିକଟରେ ସେ ପ୍ରଥମ ଥର କ୍ୟାମେରା ସାମ୍ନାକୁ ଆସି…

ତବୁଙ୍କ ସହ କାମ କରିବାକୁ ମୁଁ ଉତ୍ସାହିତ ଥିଲି: ଏମିତି କିଛି କହିଲେ କରିନା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ କରୀନା କପୁର ଆଜିକାଲି ଫିଲ୍ମ ‘ଦ କ୍ରୁ'ର ସୁଟିଂରେ ବ୍ୟସ୍ତ ଅଛନ୍ତି । ତାଙ୍କ ବ୍ୟତୀତ ଅଭିନେତ୍ରୀ ତବୁ ଏବଂ କ୍ରିତି ସାନନ୍ ମଧ୍ୟ ଏହି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ମାର୍ଚ୍ଚ ମାସରୁ ଫିଲ୍ମର ସୁଟିଂ ଆରମ୍ଭ ହୋଇଛି । ସୁଟିଂ ସମୟରେ…

ଆସୁଅଛି ଶେଖର କାପୁରଙ୍କ କ୍ଲାସିକ ଫିଲ୍ମ ମାସୁମର ସିକ୍ୱେଲ

ମୁମ୍ବାଇ:ଭାରତୀୟ ସିନେମା ଇତିହାସରେ ଫିଲ୍ମମେକର ଶେଖର କାପୁର ଦର୍ଶକଙ୍କୁ ଅନେକ ଭଲ ଫିଲ୍ମ ଭେଟି ଦେଇଛନ୍ତି । ଏହା ମଧ୍ୟରେ ୧୯୮୩ରେ ରିଲିଜ ହୋଇଥିବା ମାସୁମ ଅନ୍ୟତମ । ଦର୍ଶକଙ୍କୁ ଏହି ଫିଲ୍ମ ସର୍ବଦା ପସନ୍ଦ ଆସିଅଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଶେଖର କାପୁର ଏହାର…

ନାମ ବଦଳାଇଲେ ବଲିଉଡ ଅଭିନେତା ପ୍ରତୀକ ବାବର

ମୁମ୍ବାଇ: ରାଜ ବାବର ଓ ସ୍ମିତା ପାଟିଲଙ୍କ ପୁତ୍ର ପ୍ରତୀକ ବାବର ନିଜ ନାମରେ ବଡ ଧରଣର ପରିବର୍ତନ କରିଛନ୍ତି । ପ୍ରତୀକ ତାଙ୍କ ନାମରେ ମାଆଙ୍କ ନାମ ଯୋଡିଛନ୍ତି । ଏବେ ସେ ନିଜ ନାମ ପ୍ରତୀକ ପାଟିଲ ବାବର ରଖିଛନ୍ତି । ସେ କହିଛନ୍ତି ମୁଁ କିଛି ମାତ୍ରାରେ ଅନ୍ଧବିଶ୍ୱାସୀ ଓ ଭାବୁକ । ମାଆଙ୍କ…

ଖାଲି ପାଦରେ ପ୍ରଶଂସକଙ୍କୁ ଭେଟନ୍ତି ବିଗ୍ ବି : ଏହା ପଛର କାରଣ କ’ଣ ଜବାବ ରଖିଲେ ଅମିତାଭ

ମୁମ୍ବାଇ: ଖାଲି ପାଦରେ ପ୍ରଶଂସକଙ୍କୁ ଭେଟନ୍ତି ବଲିଉଡ଼ର ବିଗ୍ ବି ଅମିତାଭ ବଚ୍ଚନ । ଏହା ପଛର କାରଣ କ’ଣ ହୋଇପାରେ ବୋଲି ଅନେକଙ୍କ ମନରେ ପ୍ରଶ୍ନ ଉଙ୍କିଥାଏ । ଏହାକୁ ନେଇ କେହି ସ୍ପଷ୍ଟ ନ ଥିବା ବେଳେ ଏବେ ବିଗ୍ ବି ନିଜେ ଏହାର ଜବାବ ରଖିଛନ୍ତି । ବଲିଉଡର ବିଗ୍ ବି ଅମିତାଭଙ୍କ ଟିକେ ଝଲକ…

‘ଆଦିପୁରୁଷ’ର ପ୍ରି-ରିଲିଜ ପୂର୍ବରୁ ତିରୁପତି ବାଲାଜୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ପ୍ରଭାସ

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’କୁ ସାଉଥ୍ ସୁପରଷ୍ଟାର ପ୍ରଭାସ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ସେ ତିରୁପତି ବାଲାଜୀ ମନ୍ଦିରରେ ପହଞ୍ôଚଥିଲେ । ଫିଲ୍ମ ‘ଆଦିପୁରୁଷ’ ପ୍ରି-ରିଲିଜ ହେବା ପୂର୍ବରୁ ତିରୁପତି ବାଲାଜୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ପ୍ରଭାସ । ପ୍ରଭାସ ମନ୍ଦିରରେ…

ଆଦିପୁରୁଷ: ପ୍ରତ୍ୟେକ ଥିଏଟରରେ ପ୍ରଭୁ ହନୁମାନଙ୍କ ପାଇଁ ଗୋଟିଏ ସିଟ୍ ଖାଲି ରଖିବାକୁ ଘୋଷଣା

ମୁମ୍ବାଇ: ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଆଦିପୁରୁଷ'କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ପ୍ରଭାସଙ୍କ ଫ୍ୟାନ୍ସ। ରାମାୟଣ ଉପରେ ଆଧାରିତ ଏହି ଚଳଚ୍ଚିତ୍ରକୁ ଦେଖିବା ପାଇଁ ଲୋକଙ୍କ ଉତ୍ସାହ ସୃଷ୍ଟି ହୋଇଛି। ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଉତ୍ସାହ ଦ୍ବିଗୁଣି ବଢିଯାଇଛି।…

ଖୁଲାସା ହେଲା ୱେବ୍ ସିରିଜ୍ ମିର୍ଜାପୁର-୩ ର ରହସ୍ୟ !

ନୂଆଦିଲ୍ଲୀ: ଦର୍ଶକଙ୍କ ମଧ୍ୟରେ ଜାରି ରହିଛି ୱେବ୍ ସିରିଜ୍ 'ମିର୍ଜାପୁର'ର କ୍ରେଜ୍। ଆମାଜନ୍ ପ୍ରାଇମ ଭିଡିଓର ୱେବ୍ ସିରିଜର ପ୍ରଥମ ଦୁଇଟି ସିଜନ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି ଏବଂ ବର୍ତ୍ତମାନ ଏହାର ତୃତୀୟ ସିଜନର ଅପେକ୍ଷାରେ ଅଛନ୍ତି ଦର୍ଶକ। ମିର୍ଜାପୁର-୩ ର ସୁଟିଂ ପ୍ରାୟ ସଂପୂର୍ଣ୍ଣ…