Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସୁଜେନ ଖାନ ଓମିକ୍ରନ୍‌ ପଜିଟିଭ

ନୂଆଦିଲ୍ଲୀ: ହ୍ରିତିକ ରୋଶନଙ୍କ ପୂର୍ବତନ ପତ୍ନୀ ସୁଜେନ ଖାନ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ନିଜେ ଏହି ସୂଚନା ସୋସିଆଲ ମିଡିଆରେ ଦେଇଛନ୍ତି। ସେ ନିଜେ ଏକ ଫଟୋ ସେୟାର କରି ସେ ସମସ୍ତଙ୍କୁ ନିରାପଦରେ ରହିବାକୁ ଏବଂ ନିଜ ପ୍ରିୟଜନଙ୍କ ଯତ୍ନ ନେବାକୁ କହିଛନ୍ତି। ସୁଜେନ…

ଆଜି ଦେଶରେ କମିଛି ସଂକ୍ରମିତଙ୍କ ସଂଖ୍ୟା, ଗତକାଲି ଅପେକ୍ଷା ୬.୫% କମ୍

ନୂଆଦିଲ୍ଲୀ: ଦେଶରେ ଆଜି କମିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ଅପେକ୍ଷା ୬.୫ ପ୍ରତିଶତ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ସାରା ଦେଶରୁ ବାହାରିଛନ୍ତି ୧ଲକ୍ଷ ୬୮ହଜାର ୬୩ ନୂଆ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୧ଲକ୍ଷ ୭୯ହଜାର ୭୨୩ । ଅର୍ଥାତ୍ ପାଖାପାଖି ୧୦…

ଖୁସି କପୁର କରୋନା ପଜିଟିଭ

ନୂଆଦିଲ୍ଲୀ: ନିକଟରେ ଅର୍ଜୁନ କପୁର ଏବଂ ତାଙ୍କ ଭଉଣୀ କୋଭିଡ-୧୯ ସଂକ୍ରମିତ ହୋଇଥିଲେ। ଏହା ପରେ ସେମାନେ ହୋମ୍‌ କ୍ବାରେଣ୍ଟାଇନ୍‌‌ରେ ମଧ୍ୟ ଥିଲେ। ରିପୋର୍ଟ ଅନୁଯାୟୀ ବୋନି କପୁରଙ୍କ ଝିଅ ଖୁସି କପୁର କରୋନା ସଂକ୍ରମିତ ‌ହୋଇଥିବା ଜଣାପଡ଼ିଛି। ତେବେ ବୋନି  କପୁର ଏବଂ ଜାନଭି କପୁର ଙ୍କ…

ନିଜ ଜନ୍ମଦିନରେ କାହିଁକି ଏପରି ଅବତାର୍ ନେଲେ ହ୍ରିତିକ ରୋଶନ୍‌?

ମୁମ୍ବାଇ: ଆଜି ବଲିଉଡର ଗ୍ରୀକ୍‌ଗଡ୍ ଓରଫ୍ ହ୍ରିତିକ୍ ରୋଶନ୍‌ଙ୍କ ୪୮ତମ ଜନ୍ମଦିନ । ଖାସ ଏହି ମଉକାରେ ହ୍ରିତିକ୍ ଏକ ଭିନ୍ନ ଧରଣର ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି । ଏହି ଫଟୋରେ ସେ କିଛି ହିଣ୍ଟ ଦେବାକୁ ଯାଇ କେବଳ ୱେଧା ବୋଲି ଲେଖିଛନ୍ତି । वेधा . VEDHA#vikramvedha…

ହାପି ବାର୍ଥ ଡ଼େ’ ହ୍ରିତିକ

ମୁମ୍ବାଇ: ବଲିଉଡ଼ର ମୋଷ୍ଟ୍ ହ୍ୟାଣ୍ଡସମ୍ ହଙ୍କ୍ ଓ ଡ଼୍ୟାସିଙ୍ଗ୍ ଷ୍ଟାରଭାବେ ପରିଚିତ ହ୍ରିତିକ୍ ରୋଶନ୍ । ଆଜି ସେ ତାଙ୍କର ୪୮ତମ ଜନ୍ମଦିନ ପାଳନ କରୁଛନ୍ତି । ହ୍ରିତିକ୍ ରୋଶନଙ୍କ ଷ୍ଟାଇଲ୍, ଫ୍ୟାସନ ଓ ଫିଟନେସକୁ ଆଜିବି ଲୋକେ ଅନୁସରଣ କରିବାକୁ ପସନ୍ଦ କରନ୍ତି । ଫ୍ୟାନ୍ସ, ସେଲିବ୍ରିଟି…

ଅଭିନେତ୍ରୀ କିଶ୍ବର ମର୍ଚାଣ୍ଟଙ୍କ ୪ ମାସର ପୁଅକୁ କରୋନା

ମୁମ୍ବାଇ: ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତ୍ରୀ କିଶ୍ବର ମର୍ଚାଣ୍ଟ ଏବଂ ସୁୟାଶ ରାୟଙ୍କ ୪ ମାସର ପୁଅକୁ କରୋନା। କିଶ୍ବର ଏକ ପୋଷ୍ଟ ଲେଖି ଏ ବିଷୟରେ ସୂଚନା ଦେଇଛନ୍ତି। ୫ ଦିନ ପୂର୍ବରୁ ନିର୍‌ବୈର୍‌ଙ୍କ ନାନୀ କୋଭିଡ୍‌ ସଂକ୍ରମିତ ହୋଇଥିଲେ। ଏହାପରେ ପୁଅ ନିର୍‌ବୈର୍‌ ମଧ୍ୟ କରୋନା…

‘ଭୁଲ୍‌ ଭୁଲେୟା ୨’ରେ ପୁଣି ଥରେ ମଞ୍ଜୁଲିକା ହେବେ ବିଦ୍ୟା!

ନୂଆଦିଲ୍ଲୀ: ୨୦୦୭ରେ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ଭୁଲ୍‌ ଭୁଲେୟା' ବକ୍ସ ଅଫିସରେ ବେଶ୍‌ ସଫଳତା ହାସଲ କରିଥିଲା। ବର୍ତ୍ତମାନ ଖୁବ୍ ଶୀଘ୍ର ଦର୍ଶକ ଏହି ଚଳଚ୍ଚିତ୍ରର ସିକ୍ୱେଲ୍ ଦେଖିବାକୁ ପାଇବେ। 'ଭୁଲ୍‌ ଭୁଲେୟା ୨'ର ଚଳିତ ରିଲିଜ ହେବାକୁ ଯାଉଛି। ଯେଉଁଥିରେ କାର୍ତ୍ତିକ…

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ କଟାପ୍ପା

ନୂଆଦିଲ୍ଲୀ: ବାହୁବଳୀ ଫେମ୍‌ ଆକ୍ଟର କଟାପ୍ପା ଅର୍ଥାତ୍‌ ଅଭିନେତା ସତ୍ୟରାଜ କରୋନା ସଂକ୍ରମିତ ହୋଇଛନ୍ତି। ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ଚେନ୍ନାଇର ଏକ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତିି କରାଯାଇଥିବା ଜଣାପଡ଼ିଛି। କରୋନା ହେବା ପରେ ସେ ଘରେ…

କନ୍‌ମ୍ୟାନ ସୁକେଶଙ୍କୁ ନେଇ ନୀରବତା ଭାଙ୍ଗି‌ଲେ ଜ୍ୟାକଲିନ୍‌

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏବଂ କନମାନ ସୁକେଶ ଚନ୍ଦ୍ରଶେଖରଙ୍କା ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ନିକଟରେ ଭୟଙ୍କର ଏକ ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା। ତାଙ୍କ ନାଁରେ ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲା ମଧ୍ୟ ସାମ୍‌ନାକୁ…

କନମାନ୍ ସୁକେଶଙ୍କୁ ନେଇ ନୀରବତା ଭାଙ୍ଗିଲେ ଜ୍ୟାକଲିନ୍‌

ନୂଆଦିଲ୍ଲୀ: କାଲି ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏବଂ କନମାନ ସୁକେଶ ଚନ୍ଦ୍ରଶେଖରଙ୍କ ଏକ ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା। ଏହାର କିଛି ଘଣ୍ଟା ପରେ, ଜ୍ୟାକଲିନ୍‌ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ବିବୃତ୍ତି ଜାରି କରିଥିଲେ। ନିକଟରେ ଜ୍ୟାକଲିନ୍‌ଙ୍କ ନାଁରେ ୨୦୦ କୋଟି ଟଙ୍କାର…