Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘ଡନ୍‌-୩’ରେ ରଣବୀରଙ୍କ ଏଣ୍ଟ୍ରି, ଆସିଲା ଦମଦାର ଟିଜର

ମୁମ୍ବାଇ: ଫ୍ୟାନ୍ସଙ୍କ ଅପେକ୍ଷାର ହେଲା ଅନ୍ତ। ଆସିଲା ‘ଡନ୍‌-୩’ର ଦମଦାର ଟିଜର। ଡନ୍ ଭୂମିକାରେ ନଜର ଆସିବେ ବଲିଉଡ ସୁପରଷ୍ଟାର ରଣବୀର ସିଂ। ଫିଲ୍ମର ଟିଜର ସହ ରଣବୀରଙ୍କ ପ୍ରଥମ ଲୁକ୍ ହେଲା ରିଲିଜ। ଫିଲ୍ମକୁ ନେଇ ଥିଲା ଅନେକ ସସପେନ୍ସ। ଚାଲିଥିଲା ଅନେକ ବାଦ ବିବାଦ। ଏବେ ଟିଜର ରିଲଜ ହେବା…

ଦ୍ୱିତୀୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହେଲେ ଅଙ୍କିତା ଲୋଖଣ୍ଡେ, ଲିପଲକ୍ ଭିଡିଓ ଭାଇରାଲ

ମୁମ୍ବାଇ: ଛୋଟ ପରଦାର ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌। ଅଙ୍କିତା ଲୋଖଣ୍ଡେ-ବିକି ଜୈନ ଆଜିକାଲି ସେମାନଙ୍କ ବିବାହକୁ ନେଇ ଖୁବ ଚର୍ଚ୍ଚିତ। ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଯାହାକୁ ନେଇ ଜୋରଦାର ଆଲୋଚନା ଚାଲିଛି। ଅଙ୍କିତା…

“ଫିଲ୍ମ ଅପରେସନ ୧୨/୧୭’ର ଶୁଭ ମହୁରତ

ଭୁବନେଶ୍ୱର: ଆଗକୁ ଆସୁଛି ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମ "ଅପରେସନ ୧୨/୧୭’ । ଏଥିରେ ମୁଖ୍ୟ ଚରିତ୍ରରେ ଭୂମିକା ଦାଶ ଏବଂ ଶ୍ରେୟାନ ଅଛନ୍ତି । ଏହି ଫିଲ୍ମର ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବ । ଏହି ଫିଲ୍ମର ଶୁଭ ମହୁରତ ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ଶିରିଡି ସାଇ…

ସିନେମା ହଲରେ ଧମାଲ କରୁଛି ‘ରକି ଔର ରାନି କି ପ୍ରେମ କାହାନୀ’, ୧୦ ଦିନରେ ୧୦୦ କୋଟି ଡେଇଁଲା

ମୁମ୍ବାଇ: ସିନେମା ହଲରେ ଧମାଲ କରୁଛି କରନ ଜୋହରଙ୍କ ଫିଲ୍ମ ‘ରକି ଔର ରାନି କି ପ୍ରେମ କାହାନୀ’ । ଏହି ଫିଲ୍ମରେ ରଣବୀର ସିଂହ ଏବଂ ଆଲିଆ ଭଟ୍ଟଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଏହା ବକ୍ସ ଅଫିସରେ ଏବେ ଭଲ ବ୍ୟବସାୟରେ କରୁ଼ୁଛି । ଏହା ରିଲିଜ ପ୍ରଥମ ସପ୍ତାହରେ ଭଲ ରୋଜଗାର…

ସୁରକ୍ଷା ବଳୟ ଭାଙ୍ଗି ତମନ୍ନାଙ୍କ ହାତ ଧରିଲେ ଯୁବକ

ମୁମ୍ବାଇ: ସୁରକ୍ଷା ବଳୟ ଭାଙ୍ଗି ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ହାତ ଧରିଲେ ଯୁବକ । ଏହା ଦେଖି ତମନ୍ନା ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ସମୟରେ ତମନ୍ନାଙ୍କ ସୁରକ୍ଷା କର୍ମୀମାନେ ଯୁବକଙ୍କୁ କାବୁ କରି ବାହାରକୁ ନେବା ବେଳେ ଅଭିନେତ୍ରୀ ଅଟକାଇଥିଲେ । ପରେ ଯୁବକଙ୍କ ସହ ହାତ ମିଶାଇବା ସହ…

ଶାହାରୁଖଙ୍କ ବିନା ଡନ ୩ କରିବେ ଫରହାନ, ପ୍ରଶଂସକ ଅସନ୍ତୁଷ୍ଟ

ମୁମ୍ବାଇ: ଫରହାନ ଅଖତାର ତାଙ୍କ ଡନ ଫ୍ରାଚାଇଜକୁ ଆଉ ପାଦେ ଆଗକୁ ନେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ସେ ଶାହାରୁଖ ଖାଁଙ୍କ ବଦଳରେ ଡନ ୩ ଆରମ୍ଭ କରିବାକୁ ଯାଉଛନ୍ତି । ଏହା ମଧ୍ୟ ସେ ସ୍ପଷ୍ଟ କରିଛନ୍ତି । ଅମିତାଭ ବଚ୍ଚନ ଓ ଶାହାରୁଖ ଖାଁଙ୍କ ପରେ ଆପଣମାନେ ନୂତନ ଡନକୁ ବି ସ୍ୱାଗତ କରିବେ ବୋଲି…

୧୧ରେ ରିଲିଜ୍ ହେବ ‘ଗଦର-୨’: ପ୍ରମୋସନ ପାଇଁ ୱାଘା ସୀମାରେ ପହଞ୍ଚିଲେ ସନ୍ନି ଓ ଅମିଷା

ମୁମ୍ବାଇ: ମୁମ୍ବାଇ: ଆଉ ମାତ୍ର ୨ ଦିନ ପରେ ରିଲିଜ୍ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଦର-୨’ । ଦର୍ଶକ ମଧ୍ୟ ଏହି ଫିଲ୍ମର ରିଲିଜକୁ ଆଗ୍ରହର ସହ ଅପେକ୍ଷା କରି ରହିଛନ୍ତି । ଏହାପୂର୍ବରୁ ସପ୍ତାହେ ହେଲା ଏହାର ଆଡଭାନ୍ସ ବୁକିଂ ମଧ୍ୟ ଆରମ୍ଭ ହୋଇସାରିଛି । ଗୁରୁବାର ରାତି ସୁଦ୍ଧା ଆଡ଼ଭାନ୍ସ…

ରାହୁଲ ଗାନ୍ଧୀଙ୍କୁ ବିବାହ କରିବାକୁ ଚାହାଁନ୍ତି ଅଭିନେତ୍ରୀ ଶେର୍ଲିନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶେର୍ଲିନ ଚୋପ୍ରା ନିଜ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେମିତି ଏକ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି । ଏହା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ…

ରାହୁଲ ଗାନ୍ଧିଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ବଲିଉଡ ଅଭିନେତ୍ରୀ; ରଖିଲେ ଏଭଳି ସର୍ତ୍ତ

ନୂଆଦିଲ୍ଲୀ:ନିକଟରେ ସୋନିଆ ଗାନ୍ଧି ରାହୁଲଙ୍କ ପାଇଁ ଝିଅ ଖୋଜିବାକୁ ହରିଆନାରୁ ଆସିଥିବା ମହିଳାଙ୍କୁ କହିଥିଲେ । ଏହାପରେ ରାହୁଲଙ୍କୁ ବିବାହ ଲାଗି ରାଜି ହୋଇଛନ୍ତି ବଲିଉଡ ଅଭିନେତ୍ରୀ ।   ଅଭିନେତ୍ରୀ ସର୍ଲିନ୍ ଚୋପ୍ରା  ରାହୁଲଙ୍କୁ ବିବାହ କରିବା ପାଇଁ ରାଜି ଅଛନ୍ତି ବୋଲି କହିଛନ୍ତି…

ଓସ୍କାର ବିଜେତା ନିର୍ଦ୍ଦେଶକ ୱିଲିୟମ୍ ଫ୍ରିଡକିନ୍‌ଙ୍କ ପରଲୋକ

ମୁମ୍ବାଇ: 'ଦ ଏକ୍ସୋର୍ସିଷ୍ଟ' ଏବଂ 'ଫ୍ରେଞ୍ଚ କନେକ୍ସନ୍'ର ଆମେରିକୀୟ ନିର୍ଦ୍ଦେଶକ ୱିଲିୟମ୍ ଫ୍ରିଡକିନ୍‌ଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ପୂର୍ବତନ ହଲିଉଡ୍ ରିପୋର୍ଟରର ଷ୍ଟିଫେନ୍ ଗାଲୋୱାଇ ତାଙ୍କର ମୃତ୍ୟୁ ସୂଚନା ଦେଇଛନ୍ତି। ୱିଲିୟମଙ୍କର ଦୀର୍ଘଦିନ…