Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସତ୍ୟକାହାଣୀ ଉପରେ ଆଧାରିତ ‘ଅଜମେର ୯୨’ର ଟ୍ରେଲର ରିଲିଜ

ମୁମ୍ବାଇ: ଚଳଚ୍ଚିତ୍ର ନିର୍ଦ୍ଦେଶକ ସୁଦୀପ୍ତୋ ସେନଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଦ କେରଳ ଷ୍ଟୋରୀ' ରିଲିଜ୍‌ ହେବାର ପ୍ରଥମ ଦିନରୁ ହିଁ ବିବାଦ ଭିତରକୁ ଆସିଥିଲା। ଏହି ଚଳଚ୍ଚିତ୍ରକୁ ନେଇ ସାରା ଦେଶରେ ଅନେକ ଅସନ୍ତୋଷ ଦେଖାଦେଇଥିଲା, ତଥାପି ଫିଲ୍ମର ବକ୍ସ ଅଫିସ ରୋଜଗାର ସମସ୍ତଙ୍କ ହୋସ୍ ଉଡାଇ…

ଚିରଞ୍ଜୀବୀ ବ୍ଲଡ ବ୍ୟାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ: ଜେଲ ଗଲେ ସାଉଥ ଅଭିନେତା ଓ ତାଙ୍କ ପତ୍ନୀ

ମୁମ୍ବାଇ: ଚିରଞ୍ଜୀବୀ ବ୍ଲଡ ବ୍ୟାଙ୍କ ବିରୋଧରେ ଅଭିଯୋଗ କରି ବର୍ଷେ ଜେଲ ଗଲେ ସାଉଥ ଅଭିନେତା । ସାଉଥ ଫିଲ୍ମର ପ୍ରସିଦ୍ଧ ଅଭିନେତା ରାଜଶେଖର ଏବଂ ତାଙ୍କ ପତ୍ନୀ ଜୀବିତାଙ୍କୁ କୋର୍ଟ ୧ବର୍ଷ ଜେଲଦଣ୍ଡ ଦଣ୍ଡିତ କରିଛନ୍ତି । ନାମପଲିର ୧୭ତମ ଅତିରିକ୍ତ ମୁଖ୍ୟ ମହାନଗର ନିଗମ ମାଜିଷ୍ଟ୍ରେଟ୍ ଏହି…

ଷ୍ଟେଜ ଉପରକୁ ଉଠିଗଲେ ପ୍ରଶଂସକ: ଭୟରେ ଦୌଡ଼ିଲେ ବିଜୟ ଦେବରକୋଣ୍ଡା

ମୁମ୍ବାଇ: ସାଉଥର ସୁପରଷ୍ଟାର ବିଜୟ ଦେବରାକୋଣ୍ଡା ଏବେ ଚର୍ଚ୍ଚାରେ । ଆଗକୁ ଆସୁଛି ତାଙ୍କ ଅଭିନିତ ପିଲ୍ମ ‘ହେ ନନା’ । ଏଥିରେ ତାଙ୍କର ନାୟିକା ସାଜିଛନ୍ତି ଅଭିନେତ୍ରୀ ମୁରୁନାଲ ଠାକୁର । ଏହି ଯୋଡ଼ିକୁ ପ୍ରଥମ ଥର ପାଇଁ ଦର୍ଶକ ପରଦାରେ ଦେଖିବାକୁ ପାଇବେ । ଏହି ସମୟରେ ବିଜୟଙ୍କ ଏକ ଭିଡିଓ…

ଜାହ୍ନବୀଙ୍କ କାନ କାମୁଡ଼ି ଟ୍ରୋଲ ହେଲେ ବରୁଣ

ମୁମ୍ବାଇ: ବଲିଉଡ ଅଭିନେତା ବରୁଣ ଧୱନ ଏବେ ଚର୍ଚ୍ଚାରେ । ସେ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ କାନ କାମୁଡ଼ୁଥିବାର ଏକ ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଛି । ତାଙ୍କର ଏହି ଫଟୋକୁ ନେଇ ତାଙ୍କୁ ଟ୍ରୋଲର ସାମ୍ନା କରିବାକୁ ପଡ଼ିଛି । ନିଜର ଅଭିନୟକୁ ନେଇ ବରୁଣ ବଲିଉଡରେ ଏକ…

ଭାଇରାଲ ହେଉଛି ସାମନ୍ଥାଙ୍କ ଧ୍ୟାନ ଫଟୋ

ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୂ କିଛି ଦିନ ତଳେ ଫିଲ୍ମରୁ ସାମୟିକ ଭାବେ ବ୍ରେକ ନେବେ ବୋଲି ଘୋଷଣା କରିଥିଲେ । ସିଟାଡେଲର ଶୁଟିଂ ଶେଷ ହେବା ପରେ ସେ କହିଥିଲେ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ମୁଁ କିଛି ଦିନ ପାଇଁ ଏଥିରୁ ଦୂରେଇ ରହିବି ବୋଲି…

ଅହମ୍ମଦାବାଦରେ ଆୟୋଜିତ ହୋଇପାରେ ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡା

ଅହମ୍ମଦାବାଦ: ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନରୁ ଅଷ୍ଟ୍ରେଲିଆ ଓହରି ଯାଇଛି । ରିପୋର୍ଟ ମୁତାବକ ଭାରତୀୟ ଅଲିମ୍ପିକ କମିଟି ଗୁଜରାଟ ସରକାରଙ୍କ ସହ ଆଲୋଚନା କରି ଏହି ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନ ପାଇଁ ବିଡ ଦାଖଲ କରିପାରିବା ପାଇଁ ଯୋଜନା କରାଯାଉଛି । ଯଦି ଏହା ହୁଏ ତାହାହେଲେ ଦ୍ୱିତୀୟ…

ଆଲିଆଙ୍କୁ ଆଲିଙ୍ଗନ କର, ମୋତେ କାନଫୁଲ ଦିଅ : ଏମିତି କହିଲେ ରଣବୀର

ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର ସିଂ ଓ ଅଭିନେତ୍ରୀ ଆଲିଆ ଭଟ୍ଟ ସେମାନଙ୍କର ଆଗାମୀ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’କୁ ନେଇ ଖୁବ୍ ବ୍ୟସ୍ତ ଅଛନ୍ତି । ଏବେ ରଣବୀର ଓ ଆଲିଆ ସେମାନଙ୍କ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ନିକଟରେ ଫିଲ୍ମର ଗୀତଗୁଡ଼ିକ ରିଲିଜ ହୋଇଯାଇଛି । ଏହି…

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଓ ଡ୍ରଗ୍ସ ମାମଲାରେ ରିୟାଙ୍କୁ ଆଶ୍ୱସ୍ତି

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ସୁଶାନ୍ତ ସିଂହ ରାଜପୁତଙ୍କ ଅପମୃତ୍ୟୁ ସହ ଜଡ଼ିତ ଡ୍ରଗ୍ସ ମାମଲାରେ ରିୟାଙ୍କୁ ଅକ୍ଟୋବର ୨୦୨୨ରେ ଜାମିନ ମିଳିଥିଲା । ଏହି ଜାମିନକୁ ଚାଲେଞ୍ଜ କରିଥିଲା…

ଟମାଟୋ ଦାମ୍ ବଢ଼ିବା ପରେ କାନଫୁଲ ତିଆରି କରି ପିନ୍ଧିଲେ ଉର୍ଫି

ମୁମ୍ବାଇ: ନିଜ ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଅଭିନେତ୍ରୀ ଉର୍ଫି ଜାଭେଦ । ଉର୍ଫି କେତେବେଳେ ପିଜା ତ ଆଉ କେତେବେଳେ ଚୁଇଂଗମରେ ତିଆରି ପୋଷାକ ପିନ୍ଧୁଥିବା ନଜର ଆସନ୍ତି । କିଛି ଦିନ ତଳେ ସେ ନମକିନ୍ ପ୍ୟାକେଟରେ ପୋଷାକ ତିଆରି କରି ପିନ୍ଧିଥିଲେ । ଯାହାକୁ ଲୋକେ ଖୁବ୍…

ଟଙ୍କା ନେଇ କପିଲଙ୍କ ଶୋ’କୁ ଆସନ୍ତି ଅକ୍ଷୟ କୁମାର, ମୁଁ ମାଗଣାରେ ଆସେ: ଏମିତି କିଛି କହିଲେ ଅନିଲ କପୁର

ମୁମ୍ବାଇ: ଟଙ୍କା ନେଇ କପିଲଙ୍କ ଶୋ’କୁ ଆସନ୍ତି ଅକ୍ଷୟ କୁମାର, ମୁଁ ମାଗଣାରେ ଆସେ । ଏହା କହିଛନ୍ତି ବଲିଉଡ଼ ଅଭିନେତା ଅନିଲ କପୁର । ଏପରି ମନ୍ତବ୍ୟ ଦେଇ ଅନିଲ କପୁର ଏବେ ଖୁବ୍ ଚର୍ଚ୍ଚାରେ । ଛୋଟପରଦାର ସବୁଠୁ ଲୋକପ୍ରିୟ କମେଡ଼ି ଶୋ’ ହେଉଛି କପିଲ ଶର୍ମା ଶୋ’ । ଏହି ଶୋ’ ଖୁବ୍ ଶୀଘ୍ର…