Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବିନା ମେକ୍‌ଅପ୍‌ରେ ବାହାରକୁ ଆସିଲେ ଉର୍ଫି; ଫଟୋଗ୍ରାଫରଙ୍କୁ ଦେଖି ମୁହଁ ଲୁଚାଇଲେ

ମୁମ୍ବାଇ: ନିଜ ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଅଭିନେତ୍ରୀ ଉର୍ଫି ଜାଭେଦ । ତାଙ୍କର ଅଜବ ବିବୃତି ହେଉ ବା ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଉର୍ଫିି । ଏଥିଲାଗି ଅନେକ ଉର୍ଫିଙ୍କୁ ସମାଲୋଚନା କରୁଥିବା ବେଳେ ଆଉ କିଛି ତାଙ୍କର ପ୍ରଶଂସକ ବି ରହିଛନ୍ତି…

ସ୍ୱାମୀଙ୍କ ପାଦ ଛୁଇଁ ପୂଜାର୍ଚ୍ଚନା କଲେ ପ୍ରଣିତା

ମୁମ୍ବାଇ: ସ୍ୱାମୀଙ୍କ ପାଦ ଛୁଇଁ ପୂଜାର୍ଚ୍ଚନା କଲେ ସାଉଥ୍ ଅଭିନେତ୍ରୀ ପ୍ରଣିତା ସୁଭାଷ ଭୀମନା । ଅମାବାସ୍ୟାରେ ସେ ଏହି ପୂଜା କରିଛନ୍ତି । ପ୍ରଣିତା ନିଜେ ପୂଜା କରିବାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତାଙ୍କର ଏପରି ପୂଜା ଦେଖି ତାଙ୍କ ପ୍ରଶଂସକମାନେ ବେଶ୍ ପସନ୍ଦ କରିବା ସହ…

ଅଟଲୀଙ୍କ ଆଗାମୀ ଫିଲ୍ମରେ ବରୁଣଙ୍କ ସହ ଅଭିନୟ କରିବେ କୀର୍ତି ସୁରେଶ

ମାଡ୍ରାସ:ଜୱାନ ପରେ ଅଟଲୀ କୁମାର ତାଙ୍କର ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏହି ଫିଲ୍ମର ନାମକରଣ କରାଯାଇ ନାହିଁ । ବରୁଣ ଧାୱନଙ୍କ ସହ ସାଉଥର ଲୋକପ୍ରିୟ ଅଭିନେତ୍ରୀ କୀର୍ତି ସୁରେଶ ଏକତ୍ର ଅଭିନୟ କରିବେ । ଏଟଲୀଙ୍କ ପ୍ରଡକ୍ସନ କମ୍ପାନୀ ଓ ସେନ ୧ ଷ୍ଟୁଡିଓ ମିଳିତ…

ବିଜ୍ଞାପନରୁ ମିଳିଥିବା ପ୍ରଥମ ପାରିଶ୍ରମିକକୁ ଦାନ କରିଦେଲେ ମହେଶ ବାବୁଙ୍କ ଝିଅ

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ମହେଶ ବାବୁଙ୍କ ଝିଅ ସୀତାରା ଆଜିକାଲି ଖୁବ୍ ଚର୍ଚ୍ଚାରେ । ପ୍ରଥମ ବିଜ୍ଞାପନରୁ ମିଳିଥିବା ୧କୋଟି ଟଙ୍କାକୁ ସେ ଦାନ କରି ଦେଇଛନ୍ତି । ଲୋକଙ୍କ ପାଇଁ କାମ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ଏହି ଅର୍ଥକୁ ସେ ଦାନ କରିଦେଇଛନ୍ତି । ଏନେଇ ବିଭିନ୍ନ ମହଲରୁ…

ବଲିଉଡ଼ ତାରକାଙ୍କୁ କଙ୍ଗନାଙ୍କ ଟାର୍ଗେଟ, ରଣବୀର-ଆଲିଆଙ୍କୁ କହିଲେ ନକଲି ଦମ୍ପତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଟାର୍ଗେଟରେ ଅନେକ ବଲିଉଡ଼ ତାରକା। ବର୍ତ୍ତମାନ କଙ୍ଗନା ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସ୍ପଷ୍ଟ ଜଣାପଡୁଛି ଯେ କଙ୍ଗନାଙ୍କ ଟାର୍ଗେଟରେ ଅଛନ୍ତି ଆଲିଆ ଭଟ୍ଟ ଏବଂ ରଣବୀର କପୁର। ଯଦିଓ କଙ୍ଗନା ଉକ୍ତ ଦମ୍ପତିଙ୍କ ନାମ କହି ନାହାଁନ୍ତି,…

ଶାହାରୁଖ ଖାନଙ୍କ ଫିଲ୍ମ ‘ଡଙ୍କି’ କୁ ନେଇ ତାପସୀ ପନ୍ନୁ କଲେ ବଡ଼ ଖୁଲାସା

ମୁମ୍ବାଇ: ଆଜିକାଲି ଲାଇମଲାଇଟଠାରୁ ଦୂରରେ ଅଛନ୍ତି ତାପସୀ ପନ୍ନୁ। ଜଣେ ଦମଦାର ଅଭିନେତ୍ରୀ ଭାବେ ଜଣାଶୁଣା ତାପସୀ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କ୍ୱଚିତ୍ ଆଲୋଚନା କରନ୍ତି। ନିକଟରେ ସେ ଇନଷ୍ଟାଗ୍ରାମରେ 'ଆସ୍କ ମି ଏନିଥିଂ ସେଶନ' କରିଥିଲେ। ବେଶ କିଛି ଦିନ ହେବ ବଲିଉଡ ତାରକା ତାପସି ପନ୍ନୁ…

ଓଟିଟି ପ୍ଲାଟଫର୍ମରେ ନୀଳମାଧବ ପଣ୍ଡାଙ୍କ ‘ଦ ଜେଙ୍ଗାବୁରୁ କର୍ସ’

ଭୁବନେଶ୍ୱର : ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଓ ଜାତୀୟ ପୁରସ୍କାରପ୍ରାପ୍ତ ପ୍ରଯୋଜକ ଓ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ଭାରତର ପ୍ରଥମ କ୍ଲାଇମେଟ୍ ଫିକ୍ସନ (କ୍ଲି-ଫି) ଥ୍ରିଲର ସିରିଜ୍ ‘ଦ ଜେଙ୍ଗାବୁରୁ କର୍ସ’ର ରିଲିଜ୍ ପାଇଁ ପ୍ରସ୍ତୁତ ହୋଇଛନ୍ତି । ଏହି ସିରିଜ୍ ଆସନ୍ତା ଅଗଷ୍ଟ ୯ ତାରିଖ…

ସଲମାନଙ୍କ ନାଁରେ ଲୋକଙ୍କୁ ଠକୁଥିବା ଅଭିଯୋଗ: ଚେତାବନୀ ଦେଲେ ସଲମାନ

ମୁମ୍ବାଇ: ବଲିଉଡ୍‌ର ଭାଇଜାନ ସଲମାନ ଖାନ ଏବେ ପୁଣି ଚର୍ଚ୍ଚାରେ । ଗତ କିଛି ଦିନ ହେବ ତାଙ୍କୁ ହତ୍ୟା ଧମକ ଦିଆଯାଉଥିବା ବେଳେ ଏବେ ତାଙ୍କ ନାଁକୁ ବ୍ୟବହାର କରି ଲୋକଙ୍କୁ ଠକାଯାଉଥିବା ଅଭିଯୋଗ ହୋଇଛି । ଏ ବିଷୟରେ ସଲମାନଙ୍କ ଟିମ୍ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । କିଛି ଲୋକ…

ଗଦର ୨ ପ୍ରମୋଶନ ପାଇଁ କପିଲ ଶର୍ମା ଶୋରେ ପହଞ୍ଚିଲେ ସନ୍ନି-ଅମିଶା

ମୁମ୍ବାଇ: ବଲିଉଡ଼ ଅଭିନେତା ସନ୍ନି ଦେଓଲ ଓ ଅଭିନେତ୍ରୀ ଅମିଶା ପଟେଲ ସେମାନଙ୍କ ଆଗାମୀ ଫିଲ୍ମ ‘ଗଦର-୨’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଆଜିକାଲି ଉଭୟେ ସେମାନଙ୍କ ଫିଲ୍ମ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ନିକଟରେ ଦୁହେଁ କପିଲ ଶର୍ମାଙ୍କ ଶୋ’ରେ ପହଞ୍ଚିଥିଲେ । ଛୋଟପରଦାର ସବୁଠୁ…

ଦଶହରାରେ ଅରିନ୍ଦମଙ୍କ କମ୍ ବ୍ୟାକ୍‌

ଭୁବନେଶ୍ୱର : ଏଥର ଦଶହରାରେ ବ୍ୟାକ କରୁଛନ୍ତି ଓଲିଉଡର ଆଗଧାଡ଼ିର ଅଭିନେତା ଅରିନ୍ଦମ ରାୟ । ନିଜସ୍ୱ ଫିଲ୍ମ ପ୍ରଯୋଜନା ସଂସ୍ଥା ‘ରତ୍ନା ଫିଲ୍ମସ\'ର ଭିନ୍ନ ସ୍ୱାଦର ନୂଆ ଓଡ଼ିଆ ଫିଲ୍ମ ଜରିଆରେ ଅରିନ୍ଦମଙ୍କ ଧମାକାଦାର କମ୍ ବ୍ୟାକ୍ ହେଉଛି ବୋଲି ଚର୍ଚ୍ଚା ହେଉଛି । ଏଥର ଦଶହରାକୁ ମୁକ୍ତିଲାଭ…