Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ମାର୍ଚ୍ଚରେ ବାହା ହେବେ ଫରହାନ୍‌ ଓ ଶିବାନୀ!

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା,ନିର୍ମାତା ତଥା ନିର୍ଦ୍ଦେଶକ ଫରହାନ ଅଖତର ଏବଂ ଶିବାନୀ ଦଣ୍ଡେକର ଲିଭ୍‌-ଇନ୍ ରିଲେସନସିପରେ ଅଛନ୍ତି। ତେବେ ଖବର ମୁତାବକ ଉଭୟ ହାତକୁ ଦି ହାତ ହେବାକୁ ଯାଉଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି ବୋଲି ଶୁଣିବାକୁ ମିଳୁଛି।…

ଜଲ୍‌ସାରେ ପଶିଲା କରୋନା

ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ମୁମ୍ବାଇସ୍ଥିତ ବାସଭବନ ଜଲ୍‌ସାରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜାନୁଆରୀ ୨ରେ ତାଙ୍କ ବାସଭବନରେ ଥିବା ୩୧ ଜଣ କର୍ମଚାରୀଙ୍କ କରୋନା ଟେଷ୍ଟ କରାଯାଇଥିଲା। ସେଥିରୁ ୩୦ ଜଣଙ୍କର ରିପୋର୍ଟ ନେଗେଟିଭ ଆସିଥିବା ବେଳେ…

ସୋନୁ ନିଗମ କରୋନା ପଜିଟିଭ

ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଗାୟକ ସୋନୁ ନିଗମ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କ ସହିତ ତାଙ୍କ ପରିବାର ସଦସ୍ୟ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସୋନୁ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ପତ୍ନୀ ମଧୁରିମା,…

ପ୍ରେମ ଚୋପ୍ରା ଆଉ ପତ୍ନୀଙ୍କୁ କରୋନା

ମୁମ୍ବାଇ:ବଲିଉଡରେ କରୋନାରେ ତାର କାୟା ବିସ୍ତାର କରିବା ଆରମ୍ଭ କରିଛି । ଖ୍ୟାତନାମା ଖଳନାୟକ ଅଭିନେତା ପ୍ରେମ ଚୋପ୍ରା ଏବଂ ତାଙ୍କ ପତ୍ନୀ ଉମା ଚୋପ୍ରା କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ୨ଜଣଙ୍କୁ ଲୀଳାବତୀ ଡାକ୍ତରଖାନାରେ ଭର୍ତି କରାଯାଇଛି । ପୂର୍ବରୁ ଏକତା କାପୁର, ଜନ ଆବ୍ରାହାମ,…

ବ୍ରହ୍ମାସ୍ତ୍ରରେ ନାଗାର୍ଜୁନ, ଶାହାରୁଖଙ୍କ କାମିଓ

ମୁମ୍ବାଇ: ବ୍ରହ୍ମାସ୍ତ୍ରରେ ନାଗାର୍ଜୁନ ଓ ଶାହାରୁଖଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଏହାର ପ୍ରଡ୍ୟୁସର କରନ ଜୋହର କହିଛନ୍ତି । ଏହାକୁ କେବଳ କାମିଓ କହିବା ଠିକ ନୁହେଁ ବୋଲି ସେ କହିଛନ୍ତି । ରଣବୀର କାପୁର ଓ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଆମେ ଏ ଭଳି ଏକ…

ଏକତା କପୁର କରୋନା ପଜିଟିଭ

ମୁମ୍ବାଇ: ଏକତା କପୁର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନେକ ବଲିଉଡ ଏବଂ ଟେଲିଭିଜନ ସେଲିବ୍ରିଟି ଏହି ମାରାତ୍ମକ ଭୂତାଣୁ ଦ୍ବାରା ସଂକ୍ରମିତ କରିଛନ୍ତି। ସେ ବର୍ତ୍ତମାନ କ୍ବାରେଣ୍ଟାଇନ୍‌ରେ ଅଛନ୍ତି। ଏକତା ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବନ୍ଧୁ ଏବଂ ପରିବାରବର୍ଗଙ୍କୁ କରୋନା…

ଏକତା କପୁର କରୋନା ପଜିଟିଭ

ମୁମ୍ବାଇ: ଓମିକ୍ରନ୍‌ ଭାରିଆଣ୍ଟକୁ ଦୃଷ୍ଟିରେ ରଖି କରୋନା ତୃତୀୟ ତରଙ୍ଗ ଆଗମନ ନେଇ ଆଶଙ୍କା କରାଯାଉଛି।ଅନେକ ବଲିଉଡ ଏବଂ ଟେଲିଭିଜନ ସେଲିବ୍ରିଟି ଏହି ମାରାତ୍ମକ ଭୂତାଣୁର ଶିକାର ହେଲେଣି। ସେ ବର୍ତ୍ତମାନ ସଙ୍ଗରୋଧରେ ରହିଛନ୍ତି। ଏକତା ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବନ୍ଧୁ ଏବଂ…

ଓଟିଟିରେ ରିଲିଜ କରିବ ଫିଲ୍ମ ‘୮୩’!

ନୂଆଦିଲ୍ଲୀ: ଲୋକମାନେ କବୀର ଖାନଙ୍କ ନିର୍ଦ୍ଦେଶିତ ଫିଲ୍ମ '୮୩' କୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ, କିନ୍ତୁ ଏହା ଦର୍ଶକଙ୍କୁ ‌ସେତେଟା ଆଦୃତ କରିପାରିନାହିଁ। ଏହା ଦର୍ଶକଙ୍କୁ ନିରାଶ କରିଥିବା ଜଣାପଡ଼ିଛି। ରଣଭୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ବର୍ତ୍ତମାନ…

୩୦୦ କୋଟି କ୍ଲବ୍‌ରେ ସାମିଲ ହେଲା ଫିଲ୍ମ ‘ପୁଷ୍ପା’

ନୂଆଦିଲ୍ଲୀ: ସାଉଥ୍‌ ସୁପରଷ୍ଟାର ଆଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ 'ପୁଷ୍ପା'ର ଲୋକପ୍ରିୟତା ବଢିବାରେ ଲାଗିଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ସୁକୁମାର। ଏହି ଚଳଚ୍ଚିତ୍ର ସାଉଥ୍‌ରେ ଯେତିକି ଲୋକପ୍ରିୟ ହାସଲ କରିଛି ବଲିଉଡ୍‌ରେ ମଧ୍ୟ ‌ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରୁଛନ୍ତି।…

ଜନ୍ ଆବ୍ରାହମ୍ ଓ ପତ୍ନୀ କରୋନା ପଜିଟିଭ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଜନ୍ ଆବ୍ରାହମଙ୍କୁ କରୋନା । ତାଙ୍କ ପତ୍ନୀ ପ୍ରିୟା ରୁଞ୍ଚଲ ବି କରୋନା ସଂକ୍ରମିତ ହୋଇଛନ୍ତି । ଦୁଇ ଜଣଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ଏହାପରେ ଦୁହେଁ ହୋମ୍ ଆଇସୋଲେସନରେ ଅଛନ୍ତି । ଏନେଇ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି ସେଲିବ୍ରିଟି କପୁଲ । ଜନ୍…