Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଚର୍ଚ୍ଚାରେ ଅନୁପମଙ୍କ ୫୩୯ ତମ ଫିଲ୍ମ

ମୁମ୍ବାଇ: ବଲିଉଡର ଅଲରାଉଣ୍ଡର କଳାକାର ଅନୁପମ ଖେରଙ୍କ ନୂତନ ଫିଲ୍ମ ସମସ୍ତଙ୍କୁ ଆକୃଷ୍ଟ କରିଛି । ଅନୁପମ ତାଙ୍କ ୫୩୯ତମ ଫିଲ୍ମର ଘୋଷଣା ଅବସରରେ ଏକ ଫଟୋ ଶେୟାର କରିଛନ୍ତି । ଏହି ଫଟୋରେ ଅନୁପମ ନାଗ ସାପରେ ଭରପୂର ଏକ ସିଂହାସନରେ ବସିଛନ୍ତି । ସେ ଲେଖିଛନ୍ତି ଯେ, ଏହା କୌଣସି ପୌରାଣିକ କଥା…

ସୁଶାନ୍ତ ସିଂଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ନ୍ୟାୟ ଦ ଜଷ୍ଟିସ୍’ ଉପରେ ଲାଗିବନି ପ୍ରତିବନ୍ଧକ

ମୁମ୍ବାଇ: ବଲିଉଡର ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ 'ନ୍ୟାୟ ଦ ଜଷ୍ଟିସ୍' ଉପରେ ପ୍ରତିବନ୍ଧକ ଲଗାଇବାକୁ ଦିଲ୍ଲୀ ହାଇକୋର୍ଟ ଏକ ଆବେଦନକୁ ଖାରଜ କରି ଦେଇଛନ୍ତି। ସୁଶାନ୍ତ ସିଂ ରାଜପୁତଙ୍କ ପିତାଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି, ଯେଉଁଥିରେ…

ଟ୍ରାଫିକ ନିୟମ ଭାଙ୍ଗି ଜରିମାନା ଦେଲେ ବିଜୟ, ଦର୍ଶାଇଲେ ଅଜବ କାରଣ

ମୁମ୍ବାଇ: ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଜରିମାନା ଗଣଛନ୍ତି ସୁପରଷ୍ଟାର ଥଲପତି ବିଜୟ । ଗୋଟିଏ ଦିନରେ ଦୁଇରୁ ଅଧିକ ଥର ଟ୍ରାଫିକ ନିୟମ ଭାଙ୍ଗିଥିବାରୁ ତାଙ୍କ ଉପରେ ଟ୍ରାଫିକ ପୁଲିସ ଜରିମାନା ଲଗାଇିଛି । ଏହି ସମୟର ଅଭିନେତାଙ୍କ କାର ଏବଂ ଚାଲାନ୍‌ର କିଛି ଫଟୋ ସୋସିଆଲ ମିଡିଆରେ…

ଓଏମଜି୨: ରିଭ୍ୟୁ କମିଟି ପାଖକୁ ପଠାଗଲା ଫିଲ୍ମ

ମୁମ୍ବାଇ: ଆଦିପୁରୁଷ ଫିଲ୍ମର ବିବାଦ ପରେ ସେନ୍ସର ବୋର୍ଡ ସତର୍କ ହୋଇ ପଡିଛି । ନିକଟରେ ଓହ ମାଇ ଗଡ ୨ର ଟିଜର ରିଲିଜ ହୋଇଥିଲା । ଏଥିରେ ପଙ୍କଜ ତ୍ରିପାଠୀଙ୍କୂ ଭକ୍ତ ରୂପରେ ଏବଂ ଅକ୍ଷୟ କୁମାରଙ୍କୁ ଭଗବାନ ଶିବଙ୍କ ଅବତାର ଭାବେ ଚିତ୍ରଣ କରାଯାଇଛି । ୧୧ ଅଗଷ୍ଟ ୨୦୨୩ ଏହା ରିଲିଜ ହେବାକୁ ଥିଲା…

ସ୍ପେନ୍‌ରେ ଛୁଟି କାଟୁଛନ୍ତି ଆଦିତ୍ୟ-ଅନନ୍ୟା: ଫଟୋ କଲେ ସେୟାର

ମୁମ୍ବାଇ: ସ୍ପେନ୍‌ରେ ଛୁଟି କାଟୁଛନ୍ତି ବଲିଉଡ ଅଭିନେତା ଆଦିତ୍ୟ ରୟ କପୁର ଏବଂ ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ନିକଟରେ ସ୍ପେନ୍‌ରେ ଆୟୋଜିତ ଏକ ମ୍ୟୁଜିକ୍ କନସର୍ଟରେ ଯୋଗ ଦେଇଥିଲେ । ମ୍ୟୁଜିକ୍ କନସର୍ଟର ଫଟୋ ଉଭୟ ନିଜ ନିଜ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି । ଆଦିତ୍ୟ-ଅନନ୍ୟାଙ୍କ…

ସୁପ୍ରିମକୋର୍ଟ ଗଲେ ‘ଆଦିପୁରୁଷ’ ନିର୍ମାତା

ମୁମ୍ବାଇ: ରାମାୟଣ କାହାଣୀକୁ ନେଇ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ରିଲିଜ୍ ହେଉ ହେଉ ଦେଖାଦେଇଥିଲା ବିବାଦ । ଫିଲ୍ମର କାହାଣୀ ଓ ସଂଳାପକୁ ନେଇ ବିବାଦ ମୁଣ୍ଡ ଟେକିଥିଲା । ଫିଲ୍ମର ବହୁ ସିନ୍ ହଲିଉଡ଼ରୁ କପି ହୋଇଥିବା…

ଓସ୍କାର ଲାଇବ୍ରେରୀରେ ସ୍ଥାନ ପାଇଲା ନନ୍ଦିତା ଦାସଙ୍କ ‘ଜ୍ୱିଗାଟୋ’

ମୁମ୍ବାଇ: ଓସ୍କାର ଲାଇବ୍ରେରୀରେ ସ୍ଥାନ ପାଇଲା କମେଡି କିଙ୍ଗ୍ କପିଲ ଶର୍ମାଙ୍କ ଫିଲ୍ମ ଜ୍ୱିଗାଟୋ । ଓସ୍କାର(ମୋସନ ପିକ୍ଚର ଆର୍ଟ ଆଣ୍ଡ ସାଇନ୍ସ ଏକାଡେମୀ)ରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଥିବାରୁ ଫିଲ୍ମର ନିର୍ଦ୍ଦେଶିକା ତଥା ଅଭିନେତ୍ରୀ ନନ୍ଦିତା ଦାସ ସୋସିଆଲ ମିଡ଼ିଆରେ ନିଜର ଖୁସି ଜାହିର…

୧୦୦ କୋଟି କ୍ଲବରେ ସାମିଲ ହେଲା ସତ୍ୟପ୍ରେମ କି କଥା

ମୁମ୍ବାଇ: ଗତ ୨୯ ତାରିଖରେ ରିଲିଜ୍ ହୋଇଥିବା ବଲିଉଡ ଅଭିନେତା କାର୍ତ୍ତିକ ଆରୟନ୍ ଏବଂ କିଆରା ଆଡଭାନୀଙ୍କ ଅଭିନିତ ଫିଲ୍ମ ‘ସତ୍ୟପ୍ରେମ କି କଥା’ ବକ୍ସ ଅଫିସରେ ସୁପରହିଟ୍ ହୋଇଛି । ଏହି ଯୋଡ଼ିକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି । ରିଲିଜ୍ ପରଠାରୁ ଏହି ଫିଲ୍ମ ଭଲ ବ୍ୟବସାୟ କରିଛି । ଏବେ ଏହି…

ହାତରେ ସିଗାରେଟ୍ ଧରି ଶୋ’ ହୋଷ୍ଟ କଲେ ସଲମାନ

ବମ୍ବେ: ବଲିଉଡ଼ର ଭାଇଜାନ୍ ତଥା ସଲମାନ ଖାନ୍ ଏବେ ଖୁବ୍ ଚର୍ଚ୍ଚାରେ । ବିଗ୍‌ବସ୍ ଓଟିଟି ସିଜିନ ୨ ଶୋକୁ ସଲମାନ ହାତରେ ସିଗାରେଟ୍ ଧରି ହୋଷ୍ଟ କରିଥିବା ନଜର ଆସିଛନ୍ତି । ଏହାର ଅନେକ ଭିଡିଓ ଏବଂ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡ଼ିଓ ଓ ଫଟୋ ଦେଖିବା ପରେ ଭାଇଜାନଙ୍କ ଏପରି…

ମନାଲିରେ ବନ୍ୟାଜଳରେ ଫସିଲେ ଅଭିନେତା ରୁସଲାନ: କଲେ ଭିଡିଓ ସେୟାର

ମୁମ୍ବାଇ: ପ୍ରବଳବର୍ଷା ଯୋଗୁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ଲୋକ ଜଳବନ୍ଦୀରେ ରହିଛନ୍ତି । ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ମନାଲିରେ ବନ୍ୟାଜଳରେ ଫସି ରହିଛନ୍ତି ଛୋଟ ପରଦାର ଲୋକପ୍ରିୟ ଅଭିନେତା ରୁସଲାନ ମୁମତାଜ । ସେ…