Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଏମଟିଭି ରୋଡିଜ୍-୧୯: ଗ୍ୟାଙ୍ଗ୍ ଲିଡର୍ସଙ୍କୁ ମିଳିଲା ଦମଦାର ରୋଡିଜ୍, ଆରମ୍ଭ ହେଲା ଖେଳ

ମୁମ୍ବାଇ: ଲୋକପ୍ରିୟ ରିଆଲିଟି ସୋ’ 'ଏମଟିଭି ରୋଡିଜ୍ ୧୯ - କର୍ମ୍‌ ୟା କାଣ୍ଡ୍‌' ଆଜିକାଲି ବହୁ ଚର୍ଚ୍ଚାରେ ରହିଛି। କାରଣ ଗ୍ୟାଙ୍ଗ ଲିଡର୍ସ ଏବଂ ମନୋନୀତ ରୋଡିଜ ଏହି ସୋ’ର ଚର୍ଚ୍ଚାବିନ୍ଦୁ ପାଲଟିଛନ୍ତି। ଟିଭିର ଲୋକପ୍ରିୟ ଷ୍ଟଣ୍ଟ୍ ବେସ୍‌ଡ ରିଆଲିଟି ସୋ 'ଏମଟିଭି ରୋଡିଜ୍ ୧୯ - କର୍ମ୍‌ ୟା…

ଆରପାରିରେ ଲୋକପ୍ରିୟ ନିର୍ଦ୍ଦେଶକ ତୃପ୍ତି ବିଶ୍ୱାଳ

ଭୁବନେଶ୍ୱର: ଆରପାରିରେ ଓଡ଼ିଆ ଫିଲ୍ମ, ଯାତ୍ରା ଓ ଧାରାବାହିକର ଲୋକପ୍ରିୟ ନିର୍ଦ୍ଦେଶକ ତୃପ୍ତି ବିଶ୍ୱାଳ । ରବିବାର ଏକ ମୋଟର ସାଇକେଲ ଦୁର୍ଘଟଣାର ଶିକାର ହୋଇ କଟକସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସୋମବାର ତାଙ୍କର ପରଲୋକ ଘଟିଛି । ତୃପ୍ତି…

ରାଞ୍ଚି କୋର୍ଟରେ ହାଜର ହେଲେ ଅମିଷା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅମିଷା ପଟେଲ ଫିଲ୍ମ ‘ଗଦର-୨’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ବହୁ ବର୍ଷ ହେଲାଣି ତାଙ୍କୁ କୌଣସି ଫିଲ୍ମରେ ଦେଖିବାକୁ ମିଳି ନ ଥିଲା । ଆଗକୁ ସେ ଫିଲ୍ମ ‘ଗଦର-୨’ରେ ନଜର ଆସିବେ । କିନ୍ତୁ ଅମିଷାଙ୍କ ବିରୋଧରେ ଚେକ ବାଉନ୍ସ ମାମଲା ଚାଲିଛି । ଯାହାକୁ ନେଇ ସେ…

ବାହୁବଳୀ, ଆରଆରଆରଠାରୁ ଆହୁରି ଭବ୍ୟ ହେବ ରାଜମୌଲୀଙ୍କ ପରବର୍ତୀ ଫିଲ୍ମ

ମାଡ୍ରାସ: ଲୋକପ୍ରିୟ ଫିଲ୍ମ ନିର୍ମାତା ଏସଏସ ରାଜମୌଲୀ ଓ ମହେଶ ବାବୁଙ୍କ ଆଗାମୀ ପ୍ୟାନ ଇଣ୍ଡିଆ ପ୍ରୋଜେକ୍ଟ ଏବେଠାରୁ ପ୍ରଶଂସକଙ୍କ ମନରେ ଉତ୍କଣ୍ଠା ସୃଷ୍ଟି କରିଲାଣି । ସ୍କ୍ରିପ୍ଟ ରାଇଟର କେଭି ବିଜୟେନ୍ଦ୍ର ପ୍ରସାଦ କହିଛନ୍ତି ଏହି ପ୍ରୋଜେକ୍ଟ ବାହୁବଳୀ ଓ ଆରଆରଆରଠାରୁ ଆହୁରି ଭବ୍ୟ ହେବ ।…

ଝିଅ ସହ ପ୍ରଥମଥର ବିମାନ ଯାତ୍ରା କଲେ ବିପାଶା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ବିପାଶା ବସୁ ବିବାହର ୬ ବର୍ଷ ପରେ ମାଆ ହୋଇଛନ୍ତି । ତେଣୁ ଅଭିନୟ ଦୁନିଆରୁ ଦୂରେଇ ରହି ନିଜ ଝିଅ ଦେବୀକୁ ସମୟ ଦେଉଛନ୍ତି । ଏବେ ସେ ତାଙ୍କ ଝିଅକୁ ନେଇ ପ୍ରଥମଥର ବିମାନ ଯାତ୍ରା କରିଛନ୍ତି । ଏହାକୁ ନେଇ ଉଭୟ ବିପାଶା ଓ କରଣ ସିଂ ଗ୍ରୋଭର ବହୁତ ଖୁସି ଥିବା ନଜର…

ଗୋଟେ ମିନିଟ୍‌କୁ ଗୋଟେ କୋଟି ଟଙ୍କା ପାରିଶ୍ରମିକ ନିଅନ୍ତି ଉର୍ବଶୀ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତଲା ଅଧିକାଂଶ ସମୟ ନିଜର ପ୍ରଫେସନ ବା ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ ସବୁଠାରୁ ମହଙ୍ଗା ଅଭିନେତ୍ରୀ ଭାବେ ବେଶ୍ ପରିଚିତ । ଏବେ ସେ ଫିଲ୍ମର ଆଇଟମ୍ ଡ଼୍ୟାନ୍ସ ପାଇଁ ଅଧିକ ଚାର୍ଜ କରୁଛନ୍ତି । ସେ ଅନେକ ଶୋ’ରେ ବିଚାରକ…

ପୁଅ ହସ୍ପିଟାଲରେ, ଦୀପିକା ଓ ତାଙ୍କ ସ୍ୱାମୀ ଭଡ଼ା ଘରେ

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଦୀପିକା କକ୍କର ଗତ ଜୁନ ୨୧ ତାରିଖରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଏହାକୁ ନେଇ ଦୀପିକା ଓ ତାଙ୍କ ସ୍ୱାମୀ ସୋଏବ ଖୁସି ହେବା ସହ ଉଭୟଙ୍କ ପରିବାରରେ ଆନନ୍ଦ ଦେଖାଦେଇଥିଲା । କିନ୍ତୁ ତାଙ୍କର ପ୍ରିମେଚୋର ଡେଲିଭରୀ ହୋଇଥିବାରୁ ତାଙ୍କ…

ଫିଲ୍ମ ‘ଜୱାନ’ର ପ୍ରିଭ୍ୟୁ ରିଲିଜ୍‌, ଶାହରୁଖଙ୍କ ସ୍ୱାଗ୍ ଏଣ୍ଟ୍ରିକୁ ପ୍ରଶଂସା କଲେ ଫ୍ୟାନ୍ସ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଦର୍ଶକଙ୍କୁ ନିଜ ଷ୍ଟାଇଲେ ଦିୱାନା କରନ୍ତି। ଶାହରୁଖଙ୍କ ଫିଲ୍ମ 'ଜୱାନ'ର ଆଜି ପ୍ରିଭ୍ୟୁ ରିଲିଜ ହୋଇଛି। ଏହା ରିଲିଜ୍ ହେବା ମାତ୍ରେ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଛି। ଜାୱାନ୍, ଏକ ଉଚ୍ଚ-ଅକ୍ଟେନ୍ ଆକ୍ସନ୍ ଥ୍ରୀଲର୍ ଫିଲ୍ମ ଅଟେ, ଯାହା ଜଣେ…

ସର୍ବାଧିକ ହଲିଉଡ ଚଳଚ୍ଚିତ୍ର କରି ଗିନିଜ ୱାର୍ଲ୍ଡ ରେକର୍ଡ କରିଛନ୍ତି ଏହି ଭାରତୀୟ ଅଭିନେତା

ମୁମ୍ବାଇ: ଇରଫାନ୍ ଖାନ୍ ଆଉ ଆମ ସହିତ ନାହାଁନ୍ତି, କିନ୍ତୁ ଆଜି ବି ତାଙ୍କ ପ୍ରଶଂସକମାନେ ତାଙ୍କୁ ବହୁତ ମିସ୍ କରନ୍ତି। ବର୍ଷ ବର୍ଷ ଧରି ବଲିଉଡ ଆମକୁ ଅନେକ ମହାନ ଚଳଚ୍ଚିତ୍ର ଦେଇଛି। ଆଲିଆ ଭଟ୍ଟ, ସାମନ୍ଥା ଋଥ ପ୍ରଭୁ, ପ୍ରିୟଙ୍କା ଚୋପ୍ରା, ଇରଫାନ ଖାନ, ଦୀପିକା ପାଦୁକୋନଙ୍କ ସମେତ ଅନେକ…

କୋଟିପତି ହେଲେ ମହେଶ ବାବୁଙ୍କ ଝିଅ

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ମହେଶ ବାବୁଙ୍କ ଝିଅ ସୀତାରା ଆଜିକାଲି ଖୁବ୍ ଚର୍ଚ୍ଚାରେ । ୧୧ ବର୍ଷିୟା ସିତାରା କୌଣସି ଷ୍ଟାରଠାରୁ କମ୍ ନୁହଁନ୍ତି । ଖୁବ୍ ଛୋଟ ବେଳୁ ସେ ସୋସିଆଲ ମିଡ଼ିଆରେ ବେଶ୍ ଲୋକପ୍ରିୟ ହୋଇପାରିଛନ୍ତି । ଇନ୍‌ଷ୍ଟାଗ୍ରାମରେ ତାଙ୍କର ୧.୩ ମିଲିୟନରୁ ଅଧିକ ଫଲୋଅର୍ସ ଅଛନ୍ତି…