Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବନ୍ୟା ପାଇଁ ସୁଟିଂ ବାତିଲ୍ କଲେ ଜାହ୍ନବୀ

ମୁମ୍ବାଇ: ପ୍ରବଳ ବର୍ଷା ଯୋଗୁ ରାଜଧାନୀ ଦିଲ୍ଲୀରେ ବନ୍ୟା ପରିସ୍ଥିତି ଉପୁଜିଛି । ଯମୁନା ନଦୀ ପାଣି ସହରରେ ପ୍ରବେଶ କରିଛି । ଫଳରେ ତଳିଆ ଅଞ୍ଚଳ ଅଧିକ ଜଳମଗ୍ନ ଥିବା ବେଳେ ଅନେକ ସ୍ଥାନରେ ପାଣି ଜମି ରହିଛି । ଅନେକ ଅଞ୍ଚଳ ଜଳମଗ୍ନ ହେତୁ ଲୋକଙ୍କ ଜୀବନ ପ୍ରଭାବିତ ହୋଇଛି । ଏହାକୁ ଦୃଷ୍ଟିରେ…

ସୁଟିଂ ସେଟ୍‌ରେ ଅସୁସ୍ଥ ହୋଇପଡ଼ିଲେ ଟିନା, ହସ୍ପିଟାଲ୍‌ରେ ଭର୍ତ୍ତି

ମୁମ୍ବାଇ: ସୁଟିଂ ସମୟରେ ଅସୁସ୍ଥ ହୋଇପଡ଼ିଲେ ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ଟିନା ଦତ୍ତ । ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଖବର ପାଇବା ପରେ ତାଙ୍କ ପ୍ରଶଂସକମାନେ ଟିନା ଶୀଘ୍ର ସୁସ୍ଥ ହେବା ନେଇ ପ୍ରାର୍ଥନା କରିଛନ୍ତି । ଏବେ ତାଙ୍କ…

ସୁବାସ ଘାଇଙ୍କ ନୂଆ ଫିଲ୍ମ ସଲାଖେଁରେ ଅଭିନୟ କରିବେ ଜ୍ୟାକି

ମୁମ୍ବାଇ: ଫିଲ୍ମମେକର ସୁବାସ ଘାଇ ଦୀର୍ଘଦିନ ପରେ ସଲାଖେଁ ନାମକ ଫିଲ୍ମ କରିବାକୁ ଯାଉଛନ୍ତି । ଏଥିରେ ଜ୍ୟାକି ଶ୍ରଫ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ପୂର୍ବରୁ ୧୯୯୩ର ସୁପରହିଟ ଫିଲ୍ମ ଖଳନାୟକର ସ୍ୱିକ୍ୱେଲ କରିବା ନେଇ ସୁବାସ ଯୋଜନା କରୁଛନ୍ତି ବୋଲି ଖବର ପ୍ରକାଶ ପାଇଥିଲା । ଏହି…

ଅଭିନେତା ରବିନ୍ଦ୍ରଙ୍କ ସନ୍ଦେହଜନକ ମୃତ୍ୟୁ: ଫ୍ଲାଟରୁ ମିଳିଲା ମୃତଦେହ

ମୁମ୍ବାଇ: ମରାଠୀ ସିନେମାର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ରବିନ୍ଦ୍ର ମହାଜନୀଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛିି । ମୃତ୍ୟୁ ବେଳକୁ ତାଙ୍କୁ ୭୭ବର୍ଷ ବୟସ ହୋଇଥିଲା । ପୁଣେର ତଲେଗାଓଁ ଦାଭାଡେସ୍ଥିତ ତାଙ୍କ ଫ୍ଲାଟରୁ ମୃତଦେହ ଉଦ୍ଧାର କରାଯାଇଛି । ୨/୩ ଦିନ ପୂର୍ବରୁ ତାଙ୍କର ମୃତ୍ୟୁ…

ନାଁ ପୁରୁଣା,କାହାଣୀ ନୂଆ : ଉଦଣ୍ଡୀ ସୀତା ନାଁ କୁ ନେଇ ନିର୍ମାଣ ହେଲା ନୂଆ “ଉଦଣ୍ଡୀ ସୀତା”

ଭୁବନେଶ୍ୱର: ପୁରୁଣା ଓଡ଼ିଆ ଫିଲ୍ମ ‘ଉଦଣ୍ଡୀ ସୀତା ' ନାଁ କୁ ନେଇ ନୂଆ କାହାଣୀରେ ନିର୍ମିତ ହେଲା ନୂଆ ଫିଲ୍ମ "ଉଦଣ୍ଡୀ ସୀତା" । ଚାଷୀ ଜୀବନୀ ଓ ସଂଘର୍ଷ ଉପରେ ଏ କାହାଣୀ ଆଧାରିତ । ଚାଷୀ ଆତ୍ମହତ୍ୟା ଓ ରାଜନୀତିର ସମ୍ପର୍କକୁ ବଖାଣିବାର ପ୍ରୟାସ କରିଛି ଏ କାହାଣୀ । ଏହି ଫିଲ୍ମରେ ସୀତା…

ଫିଲ୍ମ ‘ଲଭ୍ ସେକ୍ସ ଔର ଧୋକା-୨’ ରେ ଡ଼େବ୍ୟୁ କରିବେ ଉର୍ଫି ଜାଭେଦ

ମୁମ୍ବାଇ: ନିଜ ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ତଥା ମଡ଼େଲ ଉର୍ଫି ଜାଭେଦ ଏବେ ବଲିଉଡ଼ରେ ଡ଼େବ୍ୟୁ କରିବାକୁ ଯାଉଛନ୍ତି । ଏକତା କପୁରଙ୍କ ଫିଲ୍ମ ‘ଲଭ୍ ସେକ୍ସ ଔର ଧୋକା ୨’ରେ ମୁଖ୍ୟ ଭୂମିକାରେ ନଜର ଆସିବେ ଉର୍ଫି । ଏହାକୁ ନେଇ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ…

କଳାକାରଙ୍କ ଧର୍ମଘଟ ଯୋଗୁ ସମଗ୍ର ହଲିଉଡ୍ ବନ୍ଦ

ମୁମ୍ବାଇ: ହଲିଉଡ଼ର ହଜାର ହଜାର ଅଭିନେତା ଅଭିନେତ୍ରୀ ଗୁୁରୁବାର ମଧ୍ୟରାତ୍ରିରୁ ଧର୍ମଘଟ ଚଳାଇଛନ୍ତି । ଫଳରେ ସମଗ୍ର ହଲିଉଡ଼ର ଫିଲ୍ମ ଓ ଟେଲିଭିଜନ ଶିଳ୍ପ ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ହଲିଉଡ଼ ପାଇଁ ଲେଖୁଥିବା ଲେଖକମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନ ଚଳାଇଛନ୍ତି । ଏହାର ଚୂଡ଼ାନ୍ତ…

ମିନା କୁମାରୀଙ୍କ ବାୟୋପିକ୍‌ରେ ନଜର ଆସିବେ କ୍ରିତି ସାନନ

ମୁମ୍ବାଇ: ଲୋକପ୍ରିୟ ଭେଟେରାନ ଅଭିନେତ୍ରୀଙ୍କ ମଧ୍ୟରୁ ମିନା କୁମାରୀ ହେଉଛନ୍ତି ଅନ୍ୟତମ । ସେ ଫିଲ୍ମରେ ପାୱାରଫୁଲ ଚରିତ୍ରରେ ଅଭିନୟ କରୁଥିବାରୁ ତାଙ୍କୁ ବଲିଉଡ଼ରେ ‘ଟ୍ରାଜେଡି କୁଇନ’ ଭାବେ ବେଶ୍ ପରିଚିତ । ଏହି ଭେଟେରାନ ଅଭିନେତ୍ରୀଙ୍କ ଏକ ବାୟୋପିକ୍ ଉପରେ ଏକ ଫିଲ୍ମ ନିର୍ମାଣ ହେଉଛି ।…

ପାପାରାଜିଙ୍କ ଚପଲ ଉଠାଇ ହୃଦୟ ଜିତିଲେ ଆଲିଆ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ଖୁବ୍ ଚର୍ଚ୍ଚାରେ । ପାପାରାଜିଙ୍କ ଚପଲ ଉଠାଇ ହୃଦୟ ଜିତିଛନ୍ତି ଆଲିଆ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖିବା ପରେ ଅନେକ ପ୍ରଶଂସକ ତାଙ୍କର ପ୍ରଶଂସା କରିଛନ୍ତି । ବଲିଉଡ଼ର ଲୋକପ୍ରିୟ…

କଙ୍ଗନା ରଣାୱତଙ୍କ ଫିଲ୍ମ ‘ତେଜସ୍’ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ !

ମୁମ୍ବାଇ: କଙ୍ଗନା ରଣାୱତଙ୍କ ଫିଲ୍ମ 'ତେଜସ୍' ରିଲିଜ୍ ପାଇଁ ଜୋରସୋର ପ୍ରସ୍ତୁତି ଚାଲିଛି। ତେବେ ଏହି ଫିଲ୍ମ ରିଜିଲ ପୂର୍ବରୁ ଚଳଚ୍ଚିତ୍ର ଉପରେ ସଙ୍କଟ ଘୁରିବୁଲୁଥିବା ନଜର ଆସିଛି। ଚଳଚ୍ଚିତ୍ର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ଏଭଳି ମନ୍ତବ୍ୟ ଦେଇଛନ୍ତି ଉକ୍ତ ଫିଲ୍ମରେ…