Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ୟୁ ଟ୍ୟୁବରେ ଲିକ ହେଲା ଆଦିପୁରୁଷ, ୨.୩ ମିଲିୟନ ଲୋକ ଦେଖି ସାରିଲେଣି

ମୁମ୍ବାଇ: ବକ୍ସ ଅଫିସରେ ପ୍ରଭାସ, କୃତି ସେନନ ଓ ସୈଫ ଅଲି ଖାଁ ଅଭିନୀତ ଆଦିପୁରୁଷ ଆଶାନୁରୂପ ବ୍ୟବସାୟ କରିପାରି ନାହିଁ । ମହାକାବ୍ୟ ରାମାୟଣ ଉପରେ ଆଧରିତ ଏହି ଫିଲ୍ମକୁ ମେକର୍ସ ପକ୍ଷରୁ ଯେଉଁ ଭଳି ଭାବେ ପରିବେଷଣ କରାଯାଇଥିଲା ତାହା ଦର୍ଶକଙ୍କୁ ପସନ୍ଦ ଆସି ନ ଥିଲା । ଏବେ ପାଇରସୀ ୱେବସାଇଟ…

ରିଲିଜ୍ ହେଲା ‘ବୱାଲ’ର ଟ୍ରେଲର : ପ୍ରଥମଥର ନଜର ଆସିଲେ ଜାହ୍ନବୀ- ବରୁଣ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଓ ବରୁଣ ଧୱନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବୱାଲ’ର ଟ୍ରେଲର ରିଲିଜ ହୋଇଯାଇଛି । ଏଥିରେ ବରୁଣ ଓ ଜାହ୍ନବୀଙ୍କ ବେହତରିନ କେମେଷ୍ଟ୍ରି ଦେଖିବାକୁ ମିଳିଛି ଦର୍ଶକଙ୍କୁ । ଏହି ଫିଲ୍ମରେ ଉଭୟ ସ୍ୱାମୀ-ସ୍ତ୍ରୀ ଭୂମିକାରେ ଅଭିନୟ କରୁଛନ୍ତି । ଫିଲ୍ମର…

ନୂଆ ଲୁକ୍‌ରେ ଅକ୍ଷୟ: ୧୧ରେ ରିଲିଜ୍ ହେବ ‘ଓ ମାଇ ଗଡ୍ ୨’ର ଟିଜର

ମୁମ୍ବାଇ: ବଲିଉଡ୍ ଫିଲ୍ମ ‘ଓ ମାଇ ଗଡ୍ ୨’କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଜୁଲାଇ ୧୧ ତାରିଖରେ ଏହି ଫିଲ୍ମର ଟିଜର ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମରେ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମରେ ଅକ୍ଷୟଙ୍କ ନୂଆ ଲୁକ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି…

‘ଅପାଠୁଆ’ ନେତାଙ୍କ ଦ୍ୱାରା ଶାସିତ ଦେଶ ମନ୍ତବ୍ୟ ଦେଇ ସମାଲୋଚନାର ଶୀକାର ହେଲେ କାଜଲ

ମୁମ୍ବାଇ : ଭାରତ ‘ଅପାଠୁଆ’ ନେତାମାନଙ୍କ ଦ୍ୱାରା ଶାସିତ ହେଉଛି । ତେଣୁ ଭାରତରେ ପରିବର୍ତ୍ତନର ଗତି ମନ୍ଥର । ଏପରି କିଛି ମନ୍ତବ୍ୟ ଦେଇଛନ୍ତି ବଲିଉଡ୍ ଅଭିନେତ୍ରୀ କାଜଲ । ଏହାକୁ ନେଇ ସେ ସୋସିଆଲ ମିଡ଼ିଆରେ ସମାଲୋଚନାର ଶିକାର ହୋଇଛନ୍ତି । ନିକଟରେ ଏକ ସାକ୍ଷାତ୍‌କାରରେ କାଜଲ କହିଥିଲେ…

ଫିଲ୍ମ ‘ସ୍ତ୍ରୀ ୨’ର ଶୁଟିଂ ଆରମ୍ଭ, ଭିଡିଓ ସେୟାର କଲେ ଶ୍ରଦ୍ଧା କପୁର

ମୁମ୍ବାଇ: ଶ୍ରଦ୍ଧା କପୁର ସର୍ବଦା ନିଜର ସରଳତା ସହିତ ପ୍ରଶଂସକଙ୍କ ହୃଦୟ ଜିତନ୍ତି। ବି-ଟାଉନର ସବୁଠାରୁ ପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଶ୍ରଦ୍ଧା ଅନ୍ୟତମ। ଏହି ଅଭିନେତ୍ରୀଙ୍କର ଅନେକ ପ୍ରଶଂସକ ଅଛନ୍ତି। ବର୍ତ୍ତମାନ ସେ ଫିଲ୍ମ 'ସ୍ତ୍ରୀ ୨' ଶୁଟିଂ ପାଇଁ ବ୍ୟସ୍ତ ଅଛନ୍ତି। ବଲିଉଡ ଷ୍ଟାର…

ଲୋକପ୍ରିୟତାକୁ ନେଇ ବିଗ୍ ବସ୍ ଓଟିଟି-୨ ନିର୍ମାତାଙ୍କ ବଡ଼ ନିଷ୍ପତ୍ତି, ଜଣନ୍ତୁ କଣ…

ମୁମ୍ବାଇ: ବହୁଚର୍ଚ୍ଚିତ ରିଆଲିଟି ସୋ’ ବିଗ୍ ବସ୍ ଓଟିଟି-୨ ପ୍ରସାରିତ ହେବାର ୩ ସପ୍ତାହ ବିତିଲାଣି। ସୋ’ରେ ଅନେକ ତର୍କ ବିତର୍କ ଦେଖିବାକୁ ମିଳୁଥିବା ବେଳେ ଲାଇଭ୍ ଫିଡ୍ ଷ୍ଟ୍ରିମିଂ ମଧ୍ୟ ରହିଛି। ଯେଉଁଠାରେ ଦର୍ଶକମାନେ ପ୍ରତିଯୋଗୀମାନଙ୍କୁ ସବୁବେଳେ ଲାଇଭ୍ ଦେଖୁଛନ୍ତି। ସଲମାନ ଖାନଙ୍କ…

ଡେଟ୍ କରୁଛନ୍ତି ଅର୍ଜ୍ଜୁନ-ମଲାଇକା, ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ମଲାଇକା ଆରୋରା ଓ ଅର୍ଜ୍ଜୁନ କପୁରଙ୍କ ଭିତରେ ଥିବା ସମ୍ପର୍କକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଉଭୟଙ୍କୁ ବିଭିନ୍ନ ସ୍ଥାନରେ ଏକାଠି ଦେଖିବାକୁ ମିଳୁଛିି । ନିକଟରେ ମୁମ୍ବାଇର ବାନ୍ଦ୍ରାଠାରେ ନଜର ଆସିଛନ୍ତି । ଡ଼ିନର ଡ଼େଟ୍ କରି ଉଭୟେ ଏକ ରେଷ୍ଟରାଣ୍ଟରୁ…

ସୁରଜ-ସଲମାନ ଯୋଡିଙ୍କ ପ୍ରେମ କି ଶାଦୀର ଆରମ୍ଭ ହେବ ଶୁଟିଂ

ମୁମ୍ବାଇ: କିସି କା ଭାଇ କିସି କା ଜାନ ବକ୍ସ ଅଫିସରେ ଧରାଶୟୀ ହେବା ପରେ ସଲମାନ ଖାଁ ଚିନ୍ତିତ ହୋଇ ପଡିଛନ୍ତି । ସେ ଏବେ ସୁରଜ ବଡଜାତ୍ୟାଙ୍କ ଆଗାମୀ ଫିଲ୍ମ ପ୍ରେମ କି ଶାଦୀ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଯଦି ସବୁ କିଛି ଠିକଠାକ ରୁହେ ତାହାହେଲେ ଏହା ୨୦୨୪ରେ ରିଲିଜ ହେବ ।…

ରବୀନ୍ଦ୍ରନାଥ ଟାଗୋର ଭୂମିକାରେ ଅନୁପମ ଖେର, ଫାଷ୍ଟ ଲୁକ ସେୟାର କଲେ

ମୁମ୍ବାଇ: ରବୀନ୍ଦ୍ରନାଥ ଟାଗୋର ଭୂମିକାରେ ନଜର ଆସିଲେ ଭେଟେରାନ ଅଭିନେତା ଅନୁପମ ଖେର । ଏହାର ଫାଷ୍ଟ ଲୁକ୍ ଅନୁପମ ନିଜେ ସୋସିଆଲ ମିଡ଼ିଆରେ ସେୟାର କରିବା ସହିତ ଆଗାମୀ ଫିଲ୍ମ ବିଷୟରେ ମଧ୍ୟ ଘୋଷଣା କରିଛନ୍ତି । ସେୟାର ହୋଇଥିବା ଭିଡିଓଟି କଳା-ଧଳା ଅଟେ । ଏଥିରେ ଅନୁପମଙ୍କୁ ରବୀନ୍ଦ୍ରନାଥ…

ମୁମ୍ବାଇରେ ବିଳାସପୂର୍ଣ୍ଣ ଘର କିଣିଲେ କାର୍ତ୍ତିିକ

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆରୟନ ଏବେ ଖୁବ୍ ଚର୍ଚ୍ଚାରେ । ନିକଟରେ ରିଲିଜ୍ ହୋଇଥିବା କାର୍ତ୍ତିକ ଏବଂ ଅଭିନେତ୍ରୀ କିଆରା ଆଡଭାନୀଙ୍କ ଅଭିନିତ ଫିଲ୍ମ ‘ସତ୍ୟପ୍ରେମ କି କଥା’ ଦର୍ଶକଙ୍କ ମନ କିଣିଛି । ଏବେ କାର୍ତ୍ତିକ ମୁମ୍ବାଇରେ ଏକ ବିଳାସପୂର୍ଣ୍ଣ ଘର କିଣିଛନ୍ତି । ଜୁହୁର…