Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଗଦର ୨ ପ୍ରମୋଶନ ପାଇଁ କପିଲ ଶର୍ମା ଶୋରେ ପହଞ୍ଚିଲେ ସନ୍ନି-ଅମିଶା

ମୁମ୍ବାଇ: ବଲିଉଡ଼ ଅଭିନେତା ସନ୍ନି ଦେଓଲ ଓ ଅଭିନେତ୍ରୀ ଅମିଶା ପଟେଲ ସେମାନଙ୍କ ଆଗାମୀ ଫିଲ୍ମ ‘ଗଦର-୨’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଆଜିକାଲି ଉଭୟେ ସେମାନଙ୍କ ଫିଲ୍ମ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ନିକଟରେ ଦୁହେଁ କପିଲ ଶର୍ମାଙ୍କ ଶୋ’ରେ ପହଞ୍ଚିଥିଲେ । ଛୋଟପରଦାର ସବୁଠୁ…

ଦଶହରାରେ ଅରିନ୍ଦମଙ୍କ କମ୍ ବ୍ୟାକ୍‌

ଭୁବନେଶ୍ୱର : ଏଥର ଦଶହରାରେ ବ୍ୟାକ କରୁଛନ୍ତି ଓଲିଉଡର ଆଗଧାଡ଼ିର ଅଭିନେତା ଅରିନ୍ଦମ ରାୟ । ନିଜସ୍ୱ ଫିଲ୍ମ ପ୍ରଯୋଜନା ସଂସ୍ଥା ‘ରତ୍ନା ଫିଲ୍ମସ\'ର ଭିନ୍ନ ସ୍ୱାଦର ନୂଆ ଓଡ଼ିଆ ଫିଲ୍ମ ଜରିଆରେ ଅରିନ୍ଦମଙ୍କ ଧମାକାଦାର କମ୍ ବ୍ୟାକ୍ ହେଉଛି ବୋଲି ଚର୍ଚ୍ଚା ହେଉଛି । ଏଥର ଦଶହରାକୁ ମୁକ୍ତିଲାଭ…

ଧୁମ୍‌ଧାମ୍‌ରେ ଜନ୍ମଦିନ ପାଳିଲେ କ୍ୟାଟ୍ରିନା: ରୋମାଣ୍ଟିକ୍ ଅନ୍ଦାଜର ଫଟୋ ସେୟାର କଲେ ଭିକି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ୪୦ତମ ଜନ୍ମଦିନ ଧୂମ୍‌ଧାମରେ ପାଳନ କରିଛନ୍ତି । ଜନ୍ମଦିନକୁ ସ୍ୱତନ୍ତ୍ର କରିବା ପାଇଁ ସେ ତାଙ୍କ ସ୍ୱାମୀ ଭିକି କୌଶଲଙ୍କ ସହ ମୁମ୍ବାଇ ବାହାରକୁ ଯାଇଛନ୍ତି । ଏହି ଅବସରରେ ଭିକି ବିଶେଷ ମୁହୂର୍ତ୍ତର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରି…

୨୯ ବର୍ଷ ପରେ ‘ନୋ କିସ୍ ପଲିସି’ ଭାଙ୍ଗିଲେ କାଜଲ, ଭିଡ଼ିଓ ଭାଇରାଲ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ କାଜଲ ଏବେ ଖୁବ୍ ଚର୍ଚ୍ଚାରେ । ସେ ଡିଜନି ପ୍ଲସ ହଟ ଷ୍ଟାରର ୱେବ ସିରିଜ ‘ଦ ଟ୍ରାଏଲ’ ମାଧ୍ୟମରେ ତାଙ୍କର ଓଟିଟି ଡେବ୍ୟୁ କରିଛନ୍ତି । ନିକଟରେ ଏହି ୱେବ ସିରିଜ୍ ରିଲିଜ୍ ହୋଇଛି । ଏହାକୁ ଲୋକେ ଖୁବ୍ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ଏଥିରେ କାଜଲ ଜଣେ ଓକିଲ…

ଫ୍ରାନ୍ସ ରାଷ୍ଟ୍ରପତି, ମୋଦିଙ୍କ ସହ ମାଧବନ: ଫଟୋ କଲେ ସେୟାର

ମୁମ୍ବାଇ: ଅଭିନେତା ଆର ମାଧବନ ତାଙ୍କର ଆଗାମୀ ଫିଲ୍ମ ‘ଟେଷ୍ଟ’ ପାଇଁ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଏହି ଫିଲ୍ମର ଶୁଟିଂ ଶେଷ କରିଛନ୍ତି । ଏହି ଫିଲ୍ମ ରିଲିଜ୍‌କୁ ନେଇ ଅପେକ୍ଷାରେ ରହିଛନ୍ତି । ଏହି ଫିଲ୍ମକୁ ଲୋକେ ଖୁବ୍ ପସନ୍ଦ କରିବେ ବୋଲି ସେ ଆଶା ରଖିଛନ୍ତି । ନିକଟରେ ସେ…

ନିନାଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେଲା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନିନା ଗୁପ୍ତା ତାଙ୍କ ସ୍ୱାମୀ ବିବେକ ମେହେରଙ୍କ ସହ ଲଣ୍ଡନରେ ଆୟୋଜିତ ୱିମ୍ବଲଡେନ ଟେନିସ ମହିଳା ଫାଇନାଲ ମ୍ୟାଚ ଦେଖିବାକୁ ଯାଇଥିଲେ । ମ୍ୟାଚ ଦେଖିବା ପରେ ଦୀର୍ଘଦିନର ସ୍ୱପ୍ନ ପୂରଣ ହୋଇଛି ବୋଲି କହିଛନ୍ତି । ସୋସିଆଲ ମିଡ଼ିଆରେ ଏକ ଭିଡିଓ ସେୟାର କରି ଏହି…

ପୁଅର ପ୍ରଥମ ଝଲକର ଭିଡ଼ିଓ ସେୟାର କଲେ ସନା ଖାନ୍‌

ମୁମ୍ବାଇ: ମୁମ୍ବାଇ: ଗତ ୫ ତାରିଖରେ ମାଆ ହୋଇଥିଲେ ବଲିଉଡ଼ ଅଭିନେତ୍ରୀ ସନା ଖାନ୍ । ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ସନା ନିଜେ ସୋସିଆଲ ମିଡ଼ିଆରେ ଏହି ଖୁସି ଖବର ସେୟାର କରିବା ସହ ଉଭୟଙ୍କ ପରିବାର ଲୋକେ ବହୁତ ଖୁସି ଥିବା କହିଥିଲେ । ଏବେ ସନା ତାଙ୍କ ନବଜାତ ଶିଶୁପୁତ୍ରର ପ୍ରଥମ ଝଲକ…

ବଦଳିଲା ପ୍ରଭାସଙ୍କ ‘ପ୍ରୋଜେକ୍ଟ କେ’ର ନାମ

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସ ତାଙ୍କ ଆଗାମୀ ଫିଲ୍ମ ‘ପ୍ରୋଜେକ୍ଟ କେ’କୁ ନେଇ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମରେ ପ୍ରଭାସଙ୍କ ବ୍ୟତୀତ ବିଗ୍ ବି ଅମିତାଭ ବଚ୍ଚନ, ଅଭିନେତ୍ରୀ ଦୀପିକା ପାଦୁକୋନ ଓ ସୁପରଷ୍ଟାର କମଲ ହସନ ମୁଖ୍ୟ ଭୂମିକାରେ ନଜର ଆସିବେ । ହେଲେ ରିଲିଜ୍ ପୂର୍ବରୁ ଏହି…

ପୁଣି ଏକାଠି ନଜର ଆସିଲେ କରନ୍‌-ତେଜସ୍ୱୀ

ମୁମ୍ବାଇ:ବ୍ରେକ୍‌ଅପ୍ ପରେ ପୁଣି ଏକାଠି ନଜର ଆସିଲେ ଛୋଟ ପରଦାର ଲୋକପ୍ରିୟ ଅଭିନେତା କରନ୍ କୁନ୍ଦ୍ରା ଏବଂ ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ । ନିକଟରେ ଉଭୟ ଜୁହୁସ୍ଥିତ ଏକ ମନ୍ଦିର ଦର୍ଶନ କରିବାକୁ ଯାଇଥିବା ଦେଖିବାକୁ ମିଳିଛି । ଏହାର ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ…

ଫିଲ୍ମ ‘ମେଁ ଅଟଲ୍ ହୁଁ’ର ବିଟିଏସ ଭିଡିଓ ସେୟାର କଲେ ପଙ୍କଜ ତ୍ରିପାଠୀ

ମୁମ୍ବାଇ: ଅଭିନେତା ପଙ୍କଜ ତ୍ରିପାଠୀ ଶନିବାର ଫିଲ୍ମ 'ମେଁ ଅଟଲ୍ ହୁଁ'ର ଅନ୍ତିମ କାର୍ଯ୍ୟସୂଚୀ ଶେଷ କରିବାକୁ ଘୋଷଣା କରିଛନ୍ତି। ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ରବି ଯାଦବଙ୍କ ଦ୍ୱାରା ନିର୍ଦ୍ଦେଶିତ 'ମେଁ ଅଟଲ୍ ହୁଁ' ଫିଲ୍ମରେ ପଙ୍କଜ ତ୍ରିପାଠୀ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ…