Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଆମେରିକାରେ ଶୁଟିଂ ଅବସରରେ ଶାହାରୁଖ ଆହତ, ମୁମ୍ବାଇ ଫେରିଲେ

ମୁମ୍ବାଇ: ଯବାନ ଫିଲ୍ମ ନେଇ ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ପୁନର୍ବାର ଚର୍ଚ୍ଚାରେ ଅଛନ୍ତି । ଲସ ଏଞ୍ଜେଲ୍ସରେ ଶାହାରୁଖ ତାଙ୍କର ଏକ ଫିଲ୍ମ ଶୁଟିଂ କରୁଥିବା ଅବସରରେ ଆହତ ହୋଇଛନ୍ତି । ତାଙ୍କ ନାକ ଫାଟି ଯାଇ ରକ୍ତ ବାହାରିଥିଲା । ଶାହାରୁଖଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଡାକ୍ତରଖାନାରେ…

କିଏ ସେ କହିଲେ ବିକ୍ରମଙ୍କ ସହ ପ୍ରେମ ସମ୍ପର୍କ ମୋ କ୍ୟାରିୟରକୁ ବର୍ବାଦ କରିଦେଲା

ମୁମ୍ବାଇ: ଗଦର ୨ ଫିଲ୍ମକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସନୀ ଦେଓଲ ଓ ଅମୀଷା ପଟେଲ ଅଭିନୀତ ଏହି ଫିଲ୍ମର ପ୍ରଥମ ସଂସ୍କରଣ ଐତିହାସିକ ବ୍ୟବସାୟ କରିଥିଲା । ଏବେ ଏହାର ସିକ୍ୱେଲ ମଧ୍ୟ ଦର୍ଶକଙ୍କୁ ଆକୃଷ୍ଟ କରିଛି । ଦୀର୍ଘ ଦିନ ପରେ ସାକିନା ଭୂମିକାରେ ଅମୀଷା ଅଭିନୟ କରୁଛନ୍ତି । ନିକଟରେ…

ଦମଦାର ଚରିତ୍ରରେ ନଜର ଆସିବେ ଓଲିଉଡ୍ କୁଇନ୍ ବର୍ଷା

ଭୁବନେଶ୍ୱର:ଫିଲ୍ମ ନିମକୀ, କୁଇନ୍‌, ବିଜୟିନୀ ପରେ ପୁଣି ଥରେ କିଛି ଭିନ୍ନ ଅନ୍ଦାଜରେ, ଏକ ଦମଦାର ଚରିତ୍ରରେ ପୁଣି ନଜର ଆସୁଛନ୍ତି ଓଲିଉଡ୍ କୁଇନ୍ ବର୍ଷା ପ୍ରିୟଦର୍ଶିନୀ । ସମ୍ପୂୂର୍ଣ୍ଣ ଭିନ୍ନ ଧରଣର କାହାଣୀକୁ ନେଇ ନିର୍ମାଣ ହେବାକୁ ଯାଉଥିବା ନାରୀକୈନ୍ଦ୍ରିକ ଫିଲ୍ମ ‘ବସ’ ରେ ବର୍ଷା…

ଓଡ଼ିଆ ଫିଲ୍ମ “ନିୟତି’ର ଟ୍ରେଲର ଓ ଅଡିଓ ଲୋକାର୍ପଣ

ଭୁବନେଶ୍ୱର: ଜୁଲାଇ ୨୧ରେ ରିଲିଜ୍ ହେବାକୁ ଯାଉଛି ଓଡ଼ିଆ ଫିଲ୍ମ ‘ନିୟତି’ । ଏହି ଫିଲ୍ମରେ ମୁଖ୍ୟ ଭୂମିକା ରେ ଅଭିନେତା ସାନୁ, ଅଭିନେତ୍ରୀ ଦିବ୍ୟା ମହାନ୍ତି ଓ ଅଭିନେତା ସମରେଶ ରାଉତରାୟ ଅଛନ୍ତି । ଏକ ମୌଳିକ କାହାଣୀ କୁ ନେଇ ନିର୍ମାଣ ହୋଇଛି ଏହି ଭିନ୍ନ ସ୍ୱାଦର ଫିଲ୍ମ "ନିୟତି’ । ଏହାକୁ…

ବିବାହ ବନ୍ଧନରେ ବାନ୍ଧିହେଲେ ଅଭିନେତ୍ରୀ ଶ୍ରୀଜିତା ଦେ

ମୁମ୍ବାଇ:ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଜିତା ଦେ । ସେ ତାଙ୍କ ବିଦେଶୀ ପ୍ରେମିକ ମାଇକେଲ୍ ହେମ୍ବ୍ରମ୍‌ଙ୍କୁ ବିବାହ କରିଛନ୍ତି । ୟୁରୋପରେ ଏକ ଚର୍ଚ୍ଚରେ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ଦୁହେଁ ବିବାହ କରିଛନ୍ତି । ବିବାହ ସମୟର ଫଟୋ ଓ ଭିଡ଼ିଓ…

ନୂଆ ଘର କିଣିଲେ ରାମଚରଣ : ଯାହାର ମୂଲ୍ୟ ୩୦ କୋଟି

ମୁମ୍ବାଇ: ସାଉଥ ସୁପରଷ୍ଟାର ରାମ ଚରଣ ଏବେ ଖୁବ ଚର୍ଚ୍ଚାରେ । ବିବାହର ୧୧ ବର୍ଷ ପରେ ସେ ଏକ କନ୍ୟା ସନ୍ତାନର ବାପା ହୋଇଛନ୍ତି । ନିକଟରେ ସେ ତାଙ୍କ ଝିଅର ନାମକରଣ ଉତ୍ସବ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି । ଏବେ ହାଇଦ୍ରାବାଦରେ ଏକ ବିଳାସପୂର୍ଣ୍ଣ ବଙ୍ଗଳା କିଣିଛନ୍ତି । ଏହି ନୂଆ ଘରର ମୂଲ୍ୟ…

ଅଭିନେତା ହରିଶ ମେଗନଙ୍କ ପରଲୋକ

ମୁମ୍ବାଇ: ବଲିଉଡ ଅଭିନେତା ହରିଶ ମେଗନଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା । ବୟସାଧିକ ଅସୁସ୍ଥତା ହେତୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ବହୁ କଳାକାର ତାଙ୍କର ଅନ୍ତିମ ଦର୍ଶନ କରିଥିଲେ । ଏନେଇ ବଲିଉଡ଼ ଇଣ୍ଡଷ୍ଟିଜ୍‌ରେ ଶୋକର ଛାୟା ଖେଳିଯାଇଛି । ୧୯୪୬…

ଦର୍ଶକଙ୍କ ଅପେକ୍ଷା ଶେଷ, ଘୋଷଣା ହେଲା ଫିଲ୍ମ ‘ଜୱାନ’ର ରିଲିଜ ତାରିଖ

ମୁମ୍ବାଇ: ଶାହରୁଖ ଖାନଙ୍କ ଫିଲ୍ମ 'ଜୱାନ'କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଫିଲ୍ମ 'ପଠାନ' ଦେଖିବା ପରେ ପ୍ରଶଂସକମାନେ ଶାହାରୁଖ ଖାନଙ୍କୁ ପୁଣିଥରେ ଦେଖିବାକୁ ଆଗ୍ରହୀ ଅଛନ୍ତି। ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଶାହରୁଖ ଖାନଙ୍କ କେମିଷ୍ଟ୍ରି ଦେଖିବାକୁ ବହୁତ ଭଲ।…

ଅଟଲୀଙ୍କ ଫିଲ୍ମରେ ବରୁଣ, ଆସନ୍ତା ବର୍ଷ ମେ ୩୧ରେ ହେବ ରିିଲିଜ

ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ଫିଲ୍ମ ମେକର୍ସ ଅଟଲୀ କୁମାର ଏବେ ଶାହାରୁଖ ଖାଁ ଯବାନ ଅଭିନୀତ ଫିଲ୍ମ ନେଇ ଚର୍ଚ୍ଚାରେ ଅଛନ୍ତି । ଇତି ମଧ୍ୟରେ ଅଟଲୀଙ୍କ ଆଗାମୀ ଫିଲ୍ମ ସମ୍ପର୍କରେ ଅପଡେଟ ଆସିଛି । ଏହି ଆକ୍ସନ ଡ୍ରାମାରେ ବରୁଣଙ୍କୁ ମୂଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମର ନାମ…

ୱେବ ସିରିଜ୍ ‘ଚମକ’ରେ ନଜର ଆସିବେ ଇଶା

ମୁମ୍ବାଇ: ବଲିଉଡ଼ି ଅଭିନେତ୍ରୀ ଇଶା ତଲୱାର ଏବେ ଖୁବ୍ ଚର୍ଚ୍ଚାରେ । ତାଙ୍କ ଅଭିନିତ‘ମୀର୍ଜାପୁର ସିଜିନ୍‌-୨’ରେ ସେ ବେଶ୍ ଲୋକପ୍ରିୟ ହୋଇଥିଲେ । ଏଥିରେ ତାଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଏବେ ଏହାର ସିଜିନ୍‌-୩ ପରଦାକୁ ଆସିବ । ଏଥିରେ ବି ଈଶାଙ୍କୁ ନାୟିକା ହେବାର ସୁଯୋଗ…