Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସ୍ୱର୍ଣ୍ଣ ମନ୍ଦିରରେ ସେବା ଉଦ୍ଦେଶ୍ୟରେ ବାସନ ଧୋଇଲେ ପରିଣୀତି ଓ ରାଘବ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ୍ ସାଂସଦ ରାଘବ ଚଢ଼ା ଦୀର୍ଘ ଦିନ ହେଲାଣି ଚର୍ଚ୍ଚାରେ ରହିଛନ୍ତି । ଆଗକୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଏହି ପ୍ରେମୀଯୁଗଳ ନିକଟରେ ଅମୃତସରର ଗୋଲ୍‌ଡେନ୍ ଟେମ୍ପୁଲ୍‌ରେ ନଜର ଆସିଥିଲେ । ସେମାନେ ମନ୍ଦିରରେ ଇଶ୍ୱରଙ୍କ ଆଶୀର୍ବାଦ…

ବ୍ରେକ୍‌ଅପ୍ ପରେ ଏକାଠି ନଜର ଆସିଲେ ଟାଇଗର-ଦିଶା

ମୁମ୍ବାଇ: ବ୍ରେକ୍‌ଅପ୍ ପରେ ପୁଣି ଏକାଠି ନଜର ଆସିଲେ ଅଭିନେତା ଟାଇଗର ଶ୍ରଫ ଓ ଅଭିନେତ୍ରୀ ଦିଶା ପଟାନୀ । ନିକଟରେ ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଦିଶା ଓ ଟାଇଗରଙ୍କୁ ଏକାଠି ଦେଖିବାକୁ ମିଳିଛି । ସେମାନଙ୍କ ବ୍ରେକ୍‌ଅପ୍ ପରେ ପ୍ରଥମଥର ପାଇଁ ସର୍ବସାଧାରଣରେ ଏକାଠି ନଜର ଆସିଛନ୍ତି । ଏହାର…

ଡନ ୩ରେ ଶାହାରୁଖଙ୍କ ସ୍ଥାନରେ ଅଭିନୟ କରିବେ ରଣବୀର !

ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ଉପରେ ଆଧାରିତ ଫରହାନ ଅଖତାରଙ୍କ ଡନ ଫିଲ୍ମର ତୃତୀୟ ସଂସ୍କରଣ ନେଇ ବିଭିନ୍ନ ଖବରମାନ ପ୍ରକାଶ ପାଉଛି । ଶାହାରୁଖ ଖାଁ ଅଭିନୀତ ପ୍ରଥମ ୨ଟି ସଂସ୍କରଣ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଏବେ କିନ୍ତୁ ଶାହାରୁଖଙ୍କ ବଦଳରେ ରଣବୀର ସିଂ ଡନ ହେବେ ବୋଲି ଜଣାପଡିଛି । ୬…

ଚା’ ଦୋକାନୀ ସାମ୍ନାରେ ଆଲିଆଙ୍କୁ ଉପଦେଶ ଦେଇ ଟ୍ରୋଲର ଶିକାର ହେଲେ ରଣବୀର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଜଣେ ଶ୍ରେଷ୍ଠ ଅଭିନେତ୍ରୀ ହେବା ସହ ଜଣେ ଶ୍ରେଷ୍ଠ ମାଆ ମଧ୍ୟ ଅଟନ୍ତି। ଅଭିନେତ୍ରୀ ଆଲିଆ ଭଟ୍ଟ ଧୀରେ ଧୀରେ ସର୍ବଭାରତୀୟ ସ୍ତରରେ ନିଜ ପାଇଁ ଏକ ନାମ ସୃଷ୍ଟି କରୁଛନ୍ତି ଏବଂ ତାଙ୍କର ମେଟ ଗାଲା ଡେବ୍ୟୁ କରିଛନ୍ତି। ପରେ ଗୁଚ୍ଚି ପାଇଁ ପ୍ରଥମ ଭାରତୀୟ…

ବିଗ୍ ବସ୍ ଓଟିଟି-୨ ରେ ହାଇଡ୍ରାମା: ସୋ’ ମଝିରେ ନିଜ ପ୍ୟାଣ୍ଟ ଖୋଲିଲେ ଜାଦ୍ ହଦିଦ୍, ଭିଡିଓ ଭାଇରାଲ

ମୁମ୍ବାଇ: ବିଗ୍ ବସ୍ ଓଟିଟି-୨ ପ୍ରସାରିତ ହେବାର ୧୨ ଦିନ ବିତିଲାଣି। ଏହି ସୋ’ରେ ଅନେକ ପ୍ରତିଯୋଗୀଙ୍କ ମଧ୍ୟରେ ତର୍କ ବିତର୍କ ହେଉଥିବା ଦେଖିବାକୁ ମିଳିଛି। ସୋ’ର ଏକ ଲାଇଭ୍ ଫିଡ୍ ଷ୍ଟ୍ରିମିଂ ମଧ୍ୟ ଅଛି, ଯେଉଁଠାରେ ଦର୍ଶକମାନେ ପ୍ରତିଯୋଗୀମାନଙ୍କୁ ସବୁବେଳେ ଲାଇଭ୍ ଦେଖୁଛନ୍ତି। ସଲମାନ…

ଜେଏନୟୁରେ ସ୍କ୍ରିନିଂ କରାଯିବ ବିବାଦୀୟ ଫିଲ୍ମ ୭୨ ହୁଁରେ

ନୂଆଦିଲ୍ଲୀ: ପାଂଚ ବର୍ଷ ତଳେ ଭାରତର ଆନ୍ତର୍ଜାତୀୟ ଫିଲ୍ମ ସମାରୋହରେ ୭୨ ହୁଁରେ ଫିଲ୍ମ ଦେଖା ଯାଇଥିଲା । ଏହି ଫିଲ୍ମ ଏବେ ୭ ଜୁଲାଇରେ ଫିଲ୍ମ ହଲରେ ରିଲିଜ ହେବାକୁ ଯାଉଛି । ଫିଲ୍ମକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏବେ ଏହାକୁ ଜେଏନୟୁରେ ସ୍କ୍ରିନିଂ ପାଇଁ ଯୋଜନା…

‘ଗଦର ୨’କୁ ଭାରତୀୟ ସେନାର ସବୁଜ ସଙ୍କେତ, ଫିଲ୍ମକୁ ମିଳିଲା ଏନଓସି

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସନ୍ନି ଦେଓଲ ଏବଂ ଅମିଶା ପଟେଲଙ୍କ ଅଭିନୀତ ଚଳଚ୍ଚିତ୍ର 'ଗଦର ୨'କୁ ନେଇ ନୂଆ ସୂଚନା ସାମ୍ନାକୁ ଆସୁଛି। 'ଗଦର ୨' ରିଲିଜ ହେବା ପୂର୍ବରୁ ଏହାକୁ ନେଇ ବିବାଦ ହୋଇସାରିଛି। ଅନ୍ୟପଟେ ପ୍ରଶଂସକମାନେ ଫିଲ୍ମର ଟିଜର ଦେଖି ବହୁତ ଖୁସି ମଧ୍ୟ ହୋଇଛନ୍ତି। ଅଗଷ୍ଟ ୧୧ ରେ…

ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଭେଟିଲେ ଅଭିନେତା ବିବେକ ଓବରୋଏ

ମୁମ୍ବାଇ: ବଲିଉଡ଼ ଅଭିନେତା ବିବେକ ଓବରୋଏ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି । କିନ୍ତୁ ଏବେ ସେ ଫିଲ୍ମ ଦୁନିଆରୁ ଦୂରେଇ ରହିଛନ୍ତି । ନିକଟରେ ବିବେକ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନାକଙ୍କୁ ଭେଟିଛନ୍ତି । ଏହାର ଏକ ଫଟୋ ସେ ସୋସିଆଲ ମିଡ଼ିଆରେ ନିଜେ ସେୟାର କରିଛନ୍ତି । ଇଂଲଣ୍ଡରେ…

ଫିଲ୍ମ ‘ଗଦର-୨’ ନିର୍ମାତାଙ୍କ ବିରୋଧରେ ଅଭିଯୋଗ ଆଣିଲେ ଅମିଶା

ମୁମ୍ବାଇ: ଆଗକୁ ରିଲିଜ୍ ହେବାକୁ ଯାଉଛି ଫିଲ୍ମ ଗଦର-୨ । ଏହି ଫିଲ୍ମର ପ୍ରମୋସନକୁ ନେଇ ଅଭିନେତା ସନ୍ନି ଦେଓଲ ଏବଂ ଅଭିନେତ୍ରୀ ଅମିଶା ପଟେଲ ଖୁବ୍ ବ୍ୟସ୍ତ ଅଛନ୍ତି । କିନ୍ତୁ ଏସବୁ ଭିତରେ ଫିଲ୍ମର ନିର୍ମାତାଙ୍କ ବିରୋଧରେ ଗୁରୁତର ଅଭିଯାଗ ଆଣିଛନ୍ତି ଅଭିନେତ୍ରୀ ଅମିଶା । ଅମିଶା ସୋସିଆଲ…

ରାମ ଚରଣଙ୍କ ଝିଅକୁ ସୁନାର ଝୁଲଣା ଉପହାର ଦେଲେ ମୁକେଶ ଅମ୍ବାନୀ

ମୁମ୍ବାଇ: ଦୀର୍ଘ ୧୧ ବର୍ଷ ପରେ ତେଲୁଗୁ ସୁପରଷ୍ଟାର ରାମ ଚରଣ ବାପା ହୋଇଛନ୍ତି । ଜୁନ୍ ୨୦ ତାରିଖରେ ତାଙ୍କ ସ୍ତ୍ରୀ ଉପାସନା କୋନିଡେଲା ହାଇଦ୍ରାବାଦର ଏକ ଘରୋଇ ହସପଟାଲରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ଏନେଇ ଉଭୟଙ୍କ ଘରେ ଖୁସିର ଲହରି ଖେଳିଯାଇଛି । ଶୁକ୍ରବାର ରାମଚରଣ ଏବଂ ଉପାସନାଙ୍କ…