Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ତିରୁପତିରେ ବିବାହ କରିବେ ପ୍ରଭାସ: କିଏ ହେବେ ତାଙ୍କ କନ୍ୟା

ମୁମ୍ବାଇ: ଫିଲ୍ମ ‘ଆଦିପୁରୁଷ’କୁ ନେଇ ସାଉଥ ସୁପରଷ୍ଟାର ପ୍ରଭାସ ଏବେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । କିଛି ଦିନ ତଳେ ପ୍ରଭାସଙ୍କର ଅଭିନେତ୍ରୀ କ୍ରିତି ସାନନଙ୍କ ସହ ସମ୍ପର୍କ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଏହି ଗୁଜବକୁ ପ୍ରଭାସ ନିଜେ ଖଣ୍ଡନ କରିଥିଲେ । ହେଲେ ଏବେ ସେ ତାଙ୍କ…

ବିବାହ ବନ୍ଧନରେ ବାନ୍ଧିହେଲେ ଅଭିନେତ୍ରୀ ସୋନାଲି ସେହଗଲ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧିହେଲେ ବଲିଉଡ଼ ଅଭିନେତ୍ରୀ ସୋନାଲି ସେହଗଲ । ସେ ତାଙ୍କ ପ୍ରେମିକ ଆଶିଷ ସଜନାନୀଙ୍କୁ ବିବାହ କରିଛନ୍ତି । ଦୀର୍ଘ ୫ ବର୍ଷ ଧରିି ଉଭୟ ଉଭୟଙ୍କୁ ଡ଼େଟ୍ କରୁଥିଲେ । ଶେଷରେ ବିବାହ କରିଛନ୍ତି । ବୁଧବାର ମୁମ୍ବାଇରେ ସୋନାଲିଙ୍କ ବିବାହ ଉତ୍ସବ ଧୁମ୍‌ଧାମରେ…

ମନ୍ଦିର ପରିସରରେ କ୍ରିତିଙ୍କୁ ଚୁମ୍ବନ ଦେଲେ ନିର୍ଦ୍ଦେଶକ ଓମ୍ ରାଉତ

ମୁମ୍ବାଇ: ତିରୁପତି ବାଲାଜୀ ମନ୍ଦିର ପରିସରରେ ଅଭିନେତ୍ରୀ କ୍ରିତି ସାନନଙ୍କୁ ଚୁମ୍ବନ ଦେଲେ ନିର୍ଦ୍ଦେଶକ ଓମ୍ ରାଉତ । ଏହାକୁ ନେଇ ଏବେ ବିବାଦ ଦେଖାଦେଇଛି । ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି,ଯାହାକୁ ଦେଖି ପ୍ରଶଂସକମାନେ ନାପସନ୍ଦ କରିଛନ୍ତି । ମଙ୍ଗଳବାର…

ସପ୍ତାହକୁ ଥରେ ବଜେଟ ମିଟିଂ କରନ୍ତି କ୍ୟାଟ୍

ମୁମ୍ବାଇ: ବିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ବିବାହ ଏକ ବର୍ଷରୁ ଅଧିକ ସମୟ ହୋଇଯାଇଛି। ତେବେ ଯେକୌଣସି ଇଭେଣ୍ଟ କିମ୍ବା ଚଳଚ୍ଚିତ୍ର ପ୍ରମୋସନ ସମୟରେ ଉଭୟ ସର୍ବଦା ଏକାଠି ଥିବାର ନଜର ଆସନ୍ତି। ବେଳେବେଳେ ଉଭୟ ନିଜ ପ୍ରେମ କାହାଣୀ ଏବଂ ବେଳେବେଳେ ତାଙ୍କ ଘରୋଇ ଜୀବନ ବିଷୟରେ ଆଲୋଚନା ମଧ୍ୟ…

ଦୁଇ ଘଣ୍ଟା ମଧ୍ୟରେ ୧୩୦ଟି ଡ୍ରେସ ପିନ୍ଧିଥିଲେ କରିନା, ଜାଣନ୍ତୁ ପରଦା ପଛର କାହାଣୀ

ନୂଆଦିଲ୍ଲୀ: ଜବ୍ ୱି ମେଟ୍, ଓମକାରା, ଚମେଲି ଏବଂ ହିରୋଇନ୍ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା କରିନା କପୁରଙ୍କର ବଲିଉଡରେ ଭିନ୍ନ ଭିନ୍ନ ଆଭିମୁଖ୍ୟ ରହିଛି। ନିଜର ସୌନ୍ଦର୍ଯ୍ୟ, ଷ୍ଟାଇଲ ଏବଂ ଅଭିନୟ ସହିତ ସେ ଦୀର୍ଘ ବର୍ଷ ଧରି ପ୍ରଶଂସକଙ୍କ ହୃଦୟ ଜିତି ଆସୁଛନ୍ତି। ଯେକୌଣସି ଗମ୍ଭୀର…

‘ଜରା ହଟକେ ଜରା ବଚକେ’କୁ ମିଳୁଛି ଭଲ ରେସପନ୍ସ, ୫ଦିନରେ କଲାଣି ଏତିକି ଆୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବକ୍ସ ଅଫିସରେ ବିକି କୌଶଲ ଓ ସାରା ଅଲି ଖାନଙ୍କ ଫିଲ୍ମ 'ଜରା ହଟକେ ଜରା ବଚକେ'କୁ ମିଳୁଛି ଭଲ ରେସପନ୍ସ। ଚଳଚ୍ଚିତ୍ରଟି ରିଲିଜ ହେବାର କିଛି ଦିନ ମଧ୍ୟରେ ଭଲ ରୋଜଗାର କରିଛି। ୱିକେଏଣ୍ଡ ଅପେକ୍ଷା ସୋମବାର ଓ ମଙ୍ଗଳବାର ଫିଲ୍ମର ରୋଜଗାରରେ ହ୍ରାସ ଘଟିଛି। ଏହା…

ବାପାଙ୍କ ମୃତ୍ୟୁ ପରେ ମାଆଙ୍କୁ ମୁମ୍ବାଇ ଆଣିଲେ ଅଭିନେତା ଆୟୁଷ୍ମାନ

ମୁମ୍ବାଇ:ନିଜ ପ୍ରିୟଜନଙ୍କୁ ହରାଇବାର ଦୁଃଖ କ’ଣ ତାକୁ ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ । ଆଉ ଯିଏ ଆମ ସହ ଅଛନ୍ତି ତାଙ୍କୁ ନେଇ ଆଗକୁ ବଢିବାକୁ ପଡ଼ିବ ବୋଲି କହିଛନ୍ତି ଅଭିନେତା ଆୟୁଷ୍ମାନ ଖୁରାନା । ତାଙ୍କ ବାପାଙ୍କ ମୃତ୍ୟୁ ପରେ ନିକଟରେ ସେ ପ୍ରଥମ ଥର କ୍ୟାମେରା ସାମ୍ନାକୁ ଆସି…

ତବୁଙ୍କ ସହ କାମ କରିବାକୁ ମୁଁ ଉତ୍ସାହିତ ଥିଲି: ଏମିତି କିଛି କହିଲେ କରିନା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ କରୀନା କପୁର ଆଜିକାଲି ଫିଲ୍ମ ‘ଦ କ୍ରୁ'ର ସୁଟିଂରେ ବ୍ୟସ୍ତ ଅଛନ୍ତି । ତାଙ୍କ ବ୍ୟତୀତ ଅଭିନେତ୍ରୀ ତବୁ ଏବଂ କ୍ରିତି ସାନନ୍ ମଧ୍ୟ ଏହି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ମାର୍ଚ୍ଚ ମାସରୁ ଫିଲ୍ମର ସୁଟିଂ ଆରମ୍ଭ ହୋଇଛି । ସୁଟିଂ ସମୟରେ…

ଆସୁଅଛି ଶେଖର କାପୁରଙ୍କ କ୍ଲାସିକ ଫିଲ୍ମ ମାସୁମର ସିକ୍ୱେଲ

ମୁମ୍ବାଇ:ଭାରତୀୟ ସିନେମା ଇତିହାସରେ ଫିଲ୍ମମେକର ଶେଖର କାପୁର ଦର୍ଶକଙ୍କୁ ଅନେକ ଭଲ ଫିଲ୍ମ ଭେଟି ଦେଇଛନ୍ତି । ଏହା ମଧ୍ୟରେ ୧୯୮୩ରେ ରିଲିଜ ହୋଇଥିବା ମାସୁମ ଅନ୍ୟତମ । ଦର୍ଶକଙ୍କୁ ଏହି ଫିଲ୍ମ ସର୍ବଦା ପସନ୍ଦ ଆସିଅଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଶେଖର କାପୁର ଏହାର…

ନାମ ବଦଳାଇଲେ ବଲିଉଡ ଅଭିନେତା ପ୍ରତୀକ ବାବର

ମୁମ୍ବାଇ: ରାଜ ବାବର ଓ ସ୍ମିତା ପାଟିଲଙ୍କ ପୁତ୍ର ପ୍ରତୀକ ବାବର ନିଜ ନାମରେ ବଡ ଧରଣର ପରିବର୍ତନ କରିଛନ୍ତି । ପ୍ରତୀକ ତାଙ୍କ ନାମରେ ମାଆଙ୍କ ନାମ ଯୋଡିଛନ୍ତି । ଏବେ ସେ ନିଜ ନାମ ପ୍ରତୀକ ପାଟିଲ ବାବର ରଖିଛନ୍ତି । ସେ କହିଛନ୍ତି ମୁଁ କିଛି ମାତ୍ରାରେ ଅନ୍ଧବିଶ୍ୱାସୀ ଓ ଭାବୁକ । ମାଆଙ୍କ…