Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ମାଆ ହେବାକୁ ଯାଉଛନ୍ତି ଟିଭି ଅଭିନେତ୍ରୀ ଦୀପିକା କକ୍କର

ମୁମ୍ବାଇ: ଜଣାଶୁଣା ଟିଭି ଅଭିନେତ୍ରୀ ଦୀପିକା କକ୍କର ଖୁବ୍‌ଶୀଘ୍ର ମାଆ ହେବାକୁ ଯାଉଛନ୍ତି । ଦୀପିକା ସୋସିଆଲ ମିଡିଆରେ ଫଟୋ ସେୟାର କରିବା ସହ ଏକଥା ସ୍ୱଷ୍ଟ କରିିଛନ୍ତି । କେବଳ ସେତିକି ନୁହେଁ ଦୀପିକା ଏହି ଭିଡିଓରେ ତାଙ୍କର ଡେଲିଭରି ତାରିଖ ମଧ୍ୟ ପ୍ରକାଶ କରଛନ୍ତି । ଏହି ଭିଡ଼ିଓ ଏବେ…

ଛୋଟ ପରଦାରେ ରାଜ କରୁଥିବା ଅଙ୍କିତାଙ୍କୁ ଏବେ ମିଳୁନି କାମ

ମୁମ୍ବାଇ: ବହୁ ବର୍ଷ ଧରି ଅନେକ ଅଭିନେତା ଏବଂ ଅଭିନେତ୍ରୀ ଟିଭି ଓ ବଲିଉଡ ଇଣ୍ଡଷ୍ଟ୍ରିରେ ଧମାଲ କରୁଥିଲେ । ହେଲେ ଦୁଃଖର ବିଷୟ ସେମାନଙ୍କୁ ଏବେ କାମ ମିଳୁନାହିଁ । ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ଘର ଓ କାର୍ଯ୍ୟାଳୟକୁ ଦୌଡ଼ୁଥିଲେ ମଧ୍ୟ ମିଳୁନି କାମ । ଆଉ କିଛି କଳାକାର ନିଜ ସ୍ୱାଭିମାନ ପାଇଁ…

ସଲମାନଙ୍କୁ ଧମକ ନେଇ ଚିନ୍ତାରେ ପରିବାର

ମୁମ୍ବାଇ: ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ଧମକରେ ଏବେ ସଲମାନ ଖାଁଙ୍କ ପରିବାର ଲୋକେ ଭୟଭୀତ । କୃଷ୍ଣସାର ମୃଗ ହତ୍ୟା କରି ସଲମାନ ବିଶ୍ନୋଇ ସମ୍ପ୍ରଦାୟର ଶତ୍ରୁ ପାଲଟି ଯାଇଛନ୍ତି । ଧମକ ପରେ ଏବେ ସଲମାନଙ୍କ ଘର ଆଗରେ ପୋଲିସ ନିୟୋଜିତ କରାଯାଇଛି । ରିପୋର୍ଟ ମୁତାବକ ସଲମାନଙ୍କୁ ଅନ ଗ୍ରାଉଣ୍ଡ…

ଧମକପୂର୍ଣ୍ଣ ମେଲ୍‌ ପରେ ବଢ଼ିଲା ବଲିଉଡ ଷ୍ଟାର୍‌ ସଲ୍‌ମାନ ଖାନଙ୍କ ସୁରକ୍ଷା ବ୍ୟବସ୍ଥା

ମୁମ୍ବାଇ : ବଲିଉଡ ଷ୍ଟାର୍ ସଲ୍‌ମାନ ଖାନଙ୍କୁ ମିଳିଛି ହତ୍ୟା ଧମକ । ଏଥିପାଇଁ ମୁମ୍ବାଇ ପୋଲିସ ପକ୍ଷରୁ ସଲମାନ ଖାନଙ୍କ ବାସଭବନ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସଲମାନଙ୍କୁ  Y+ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେଉଛି ମୁମ୍ବାଇ ପୋଲିସ  । ଗ୍ୟାଙ୍ଗଷ୍ଟର ଲରେନ୍ସ…

ଜେଆର ଏନଟିଆରଙ୍କ ସହ କାମ କରିବେ ଜାହ୍ନବୀ

ମୁମ୍ବାଇ: ‘ଆରଆରଆର’ ଚଳଚ୍ଚିତ୍ର ସହିତ ବିଶ୍ୱବାସୀଙ୍କ ମନ କିଣିଥିବା ଅଭିନେତା ଜୁନିୟର ଏନଟିଆରଙ୍କ ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି । ଆଉ ତାଙ୍କ ସହିତ ସମସ୍ତେ କାମ କରିବାକୁ ସବୁ ଅଭିନେତ୍ରୀ ଆଗ୍ରହୀ ଥିବା ଦେଖିବାକୁ ମିଳିଛି । ଏବେ ଏହି ସୁଯୋଗ ପାଇଛନ୍ତି ବଲିଉଡ ଅଭିନେତ୍ରୀ ଜାହ୍ନବୀ…

ବକ୍ସ ଅଫିସରେ ଧମାଲ କଲା ‘ତୁ ଝୁଠି ମୈ ମକ୍କାର’

ମୁମ୍ବାଇ: ରଣବୀର କପୁର ଓ ଶ୍ରଦ୍ଧା କପୁରଙ୍କ ଫିଲ୍ମ ‘ତୁ ଝୁଠି ମେ ମକ୍କାର’ ବକ୍ସ ଅଫିସରେ ଧମାଲ କରିଛି । ରଣବୀର ଓ ଶ୍ରଦ୍ଧା କପୁରଙ୍କ ଯୋଡ଼ିକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ପ୍ରଥମ ସପ୍ତାହରେ ମୁଭି ଭଲ ବିଜନେସ କରିଥିବା ବେଳେ ଦ୍ୱିତୀୟ ସପ୍ତାହରେ ବ୍ୟବସାୟ ଟିକେ ଧିମା ହୋଇଥିଲା । ହେଲେ…

ଓସ୍କାର ପୁରସ୍କାର: ଆରଆରଆର ଟିମ କାର୍ଯ୍ୟକ୍ରମ ପାଇଁ କିଣିଥିଲେ ସିଟ

ନୂଆଦିଲ୍ଲୀ: ଆରଆରଆରର ସଙ୍ଗୀତ ନାଟୁ ନାଟୁ ଓସ୍କାର ପୁରସ୍କାର ହାସଲ କରି ଭାରତକୁ ଗୌରବାନ୍ୱିତ କରିଛି । ତେବେ ଓସ୍କାର ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେବା ପାଇଁ ଆରଆରଆର ଟିମକୁ ସିଟ କିଣିବାକୁ ପଡିଥିଲା । ଏହା ବିଶ୍ୱାସ ନ ହେଲେ ବି ସତ । ଏସଏସ ରାଜମୌଲୀ ନିଜେ ଏହା ପ୍ରକାଶ କରିଛନ୍ତି ।…

କପିରାଇଟ୍ ଉଲ୍ଲଂଘନ ଅଭିଯୋଗ, ଗିରଫ ହେଲେ ପବିତ୍ର ଏଣ୍ଟରଟେନମେଣ୍ଟର ମାଲିକ

ଭୁବନେଶ୍ୱର: କପିରାଇଟ ଉଲ୍ଲଙ୍ଘନ ଅଭିଯୋଗରେ ଗିରଫ ହେଲେ ଓଡିଶାର ଜଣାଶୁଣା ମନୋରଞ୍ଜନ ସଂସ୍ଥା ପବିତ୍ର ଏଣ୍ଟରଟେନମେଣ୍ଟର ମାଲିକ। ଜାଲ୍ କାଗଜପତ୍ର ଓ ତଥ୍ୟକୁ ଆଧାର କରି ଅନ୍ୟର ଭିନ୍ନ ଭିନ୍ନ ଗୀତକୁ ବ୍ୟବହାର ପବିତ୍ର ନାୟକ ବ୍ୟବହାର କରୁଥିଲେ ବୋଲି ଜଣାପଡ଼ିଛି। ୨୦୧୨ ମସିହାରୁ ସେ ଏହି କାମ…

ଏପ୍ରିଲ ୭ରେ ମୁକ୍ତିଲାଭ କରିବ “ଡେଲିଭରୀ ବୟ’

ଭୁବନେଶ୍ୱର: ନୂଆ ଓଡିଆ ଚଳଚ୍ଚିତ୍ର "ଡେଲିଭରୀ ବୟ’ ଏପ୍ରିଲ ୭ରେ ମୁକ୍ତିଲାଭ କରିବ । ଏହାର ଟ୍ରେଲର ରିଲିଜ୍ ହେବା ପରେ ସିନେ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି । ଆଉ ଏହି ଉତ୍କଣ୍ଠାର ପୂର୍ଣ୍ଣଚ୍ଛେଦ ଟାଣିବାକୁ ଯାଉଛି ପ୍ରଯୋଜନା ସଂସ୍ଥା । ଏହି ଚଳଚ୍ଚିତ୍ରରେ ଅନେକ ଲୋକପ୍ରିୟ…

ପୁଣି ଥରେ ବିବାହ କଲେ ଦଲଜିତ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଦଲଜିତ କୌର । ପ୍ରେମିକ ନିଖିଲ ପଟେଲଙ୍କୁ ବିବାହ କରିଛନ୍ତି ସେ । ଏହି ବିବାହ ଉତ୍ସବରେ ଦଲଜିତଙ୍କ ପରିବାର ଲୋକେ ଏବଂ ବନ୍ଧୁମାନେ କେବଳ ସାମିଲ ହୋଇଥିଲେ । ବିବାହ ପୋଷାକରେ ନିଖିଲ ଓ ଦଲଜିତ ଖୁବ୍ ସୁନ୍ଦର…