Latest Odisha News
Browsing Category

ମନୋରଞ୍ଜନ

ୱାଇଆରଏଫ ସ୍ପାଇ ୟୁନିଭର୍ସରେ ଆଗକୁ ବି ଅଭିନୟ କରିବେ ଜୁନିୟର ଏନଟିଆର

ମୁମ୍ବାଇ: ଚଳିତ ବର୍ଷ ବହୂ ପ୍ରତିକ୍ଷୀତ ୱାର ୨ ଫିଲ୍ମ ରିଲିଜ ହେବାକୁ ଯାଉଛି । ୟଶରାଜ ବ୍ୟାନରର ଏହି ଫିଲ୍ମରେ ହ୍ରିତିକ ରୋଶନ, କିୟାରା ଆଡଭାନୀ ଓ ଜୁନିୟର ଏନଟିଆର ଅଭିନୟ କରୁଛନ୍ତି । ରିପୋର୍ଟ ମୁତାବକ ୟଶରାଜ ସ୍ପାଇ ୟୁନିଭର୍ସର ଏହି ସିରିଜରେ ଆଗକୁ ଜୁନିୟର ଏନଟିଆରଙ୍କୁ ଦେଖିବାକୁ ମିଳିବ…

ରାହୁଲ ବୈଦ୍ୟଙ୍କୁ ଅନବ୍ଲକ୍ କଲେ କି କୋହଲି…

ନୂଆଦିଲ୍ଲୀ: କିଛି ଦିନ ତଳେ ବିରାଟ କୋହଲି ଅଭିନେତ୍ରୀ ଅବନୀତ କୌରଙ୍କ ଏକ ପୋଷ୍ଟକୁ ଭୁଲବଶତଃ ଲାଇକ୍ କରିଦେଇଥିଲେ। ଯାହାକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା। ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏପରି ହୋଇଯାଇଥିବା ବୋଲି ମଧ୍ୟ ଦର୍ଶାଯାଇଥିଲା। ନିଜର ଇନଷ୍ଟାଗ୍ରାମ ର ଫିଡ୍ କ୍ଲିୟର କରିବା…

ସରିଲା ବିବାଦ:‘ରାଣ୍ଡୀପୁଅ ଅନନ୍ତା’ ବଦଳରେ ଫିଲ୍ମର ନାଁ ରହିବ..

ଭୁବନେଶ୍ବର:ଓଡ଼ିଆ ସାହିତ୍ୟର କଥାସମ୍ରାଟ ଫକୀର ମୋହନ ସେନାପତିଙ୍କ ପ୍ରସିଦ୍ଧ କାହାଣୀ ‘ରାଣ୍ଡୀପୁଅ ଅନନ୍ତା’ର ନାମକରଣକୁ ନେଇ ଚର୍ଚ୍ଚା ଲାଗିରହିଛି। କେତେକ ଏହାକୁ ବିବାଦ ଘେରକୁ ଟାଣି ନେଇଥିଲେ। ଭାରତୀୟ ସିନେମାର ପ୍ରସିଦ୍ଧ ଚିତ୍ରନିର୍ମାତା ଓ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର…

ସି-ସେକ୍ସନକୁ ଆରାମଦାୟକ ପ୍ରସବ କହି ଟ୍ରୋଲ୍ ହେଲେ ସୁନିଲ ଶେଟ୍ଟୀ

ମୁମ୍ବାଇ: ଆଥିୟା ଶେଟ୍ଟୀ ସି-ସେକ୍ସନ ବଦଳରେ 'ପ୍ରାକୃତିକ ପ୍ରସବ' ବିକଳ୍ପକୁ ବାଛିଥିବା ନେଇ କହିଛନ୍ତି ବାପା ସୁନିଲ ଶେଟ୍ଟୀ। ତେବେ ନିକଟରେ କେଏଲ ରାହୁଲ ଏବଂ ଆଥିୟା  ଏକ କନ୍ୟା ସନ୍ତାନ ଜନ୍ମ ଦେଇ ପିତାମାତା ହୋଇଛନ୍ତି। ଆଥିୟା ତାଙ୍କ ପ୍ରଥମ ସନ୍ତାନକୁ ପ୍ରାକୃତିକ ଉପାୟରେ ଦୁନିଆ କୁ…

ମହାତ୍ମା ଗାନ୍ଧୀଙ୍କୁ ନେଇ ବିବାଦୀୟ ବୟାନ: ନୋଟରେ ଭାରତ ମାତାଙ୍କ ଫଟୋ ଲଗାଇବାକୁ ଦାବି

ମୁମ୍ବାଇ: ବଲିଉଡର ଜଣାଶୁଣା ଗାୟକ ଅଭିଜୀତ ଭଟ୍ଟାଚାର୍ଯ୍ୟ ପୁଣି ବିବାଦରେ। ମହାତ୍ମା ଗାନ୍ଧୀଙ୍କୁ ନେଇ ତାଙ୍କର ଏକ ବୟାନ ହଇଚଇ ସୃଷ୍ଟି କରିଛି। ସୋସିଆଲ ମିଡିଆରେ ତୀବ୍ର ବିତର୍କ ଚାଲିଛି। ରାଜନୈତିକ ମହଲରେ ମଧ୍ୟ ଏହା ଚର୍ଚ୍ଚାର ବିଷୟ। ଅଭିଜିତ ଭାରତୀୟ ମୁଦ୍ରାରେ ଜାତିର ପିତା ମହାତ୍ମା…

ଟ୍ରମ୍ପଙ୍କ ସହ ଜଡିତ ପୋଷ୍ଟ ଡିଲିଟ୍ କଲେ କଙ୍ଗନା, କହିଲେ- ମୁଁ ଦୁଃଖିତ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆପଲ ସିଇଓ ଟିମ୍ କୁକଙ୍କୁ ଭାରତରେ ଆଉ ଆଇଫୋନ ପ୍ରସ୍ତୁତ କରିବାକୁ ମନା କରିଛନ୍ତି । ସେ କହିଥିଲେ ଯେ, ସେ ଚାହାଁନ୍ତି ନାହିଁ ଯେ ଆପଲ୍ ଭାରତରେ ଆଇଫୋନ୍ ଉତ୍ପାଦନ କରୁ । ଟ୍ରମ୍ପଙ୍କ ଏହି ବୟାନକୁ ବଲିଉଡ୍ ଅଭିନେତ୍ରୀ ଏବଂ ଭାରତୀୟ ଜନତା…

୩ ଦଶନ୍ଧି ପରେ ଏକାଠି ନଜର ଆସିବେ ଜ୍ୟାକି ଶ୍ରଫ, ଅନିଲ କପୁର…

ମୁମ୍ବାଇ: ସିଦ୍ଧାର୍ଥ ଆନନ୍ଦଙ୍କ ଆଗାମୀ ଆକ୍ସନ୍ ଥ୍ରୀଲର୍ ଫିଲ୍ମ କିଙ୍ଗ ରେ ତିନି ଦଶନ୍ଧି ପରେ ଏକାଠି ନଜର ଆସିବେ ଅନ୍ ସ୍କ୍ରିନ୍ ହିଟ୍ ଯୋଡି ଜ୍ୟାକି ଶ୍ରଫ ଓ ଅନିଲ କପୁର। ଏହି ଫିଲ୍ମରେ ଶାହରୁଖ ଖାନ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଫିଲ୍ମର ସୁଟିଂ ୨୦ ମେ ୨୦୨୫ରୁ ଆରମ୍ଭ ହେବାକୁ…

ଦାଦା ସାହେବ ଫାଲକେଙ୍କ ଉପରେ ଫିଲ୍ମ କରିବେ ଅମୀର-ହିରାନୀ ଯୋଡି

ମୁମ୍ବାଇ: ଭାରତୀୟ ସିନେମାର ପିତା କୁହାଯାଉଥିବା ଦାଦା ସାହେବ ଫାଲକେଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମିତ ହେବାକୁ ଯାଉଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ରାଜକୁମାର ହୀରାନୀ ଏହାକୁ ନିର୍ମାଣ କରିବେ ଏବଂ ଅମୀର ଖାଁ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ । ଅକ୍ଟୋବର ୨୦୨୫ରୁ ଫିଲ୍ମର…

ମହଙ୍ଗା ପଡିଲା ପାକ୍ ପ୍ରେମ; ତୁର୍କୀରେ ହେବନି ଭାରତୀୟ ଫିଲ୍ମର ସୁଟିଂ

ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନରେ ଥିବା ଅନେକ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲା ଭାରତ। ଏହି ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ସମୟରେ ପାକିସ୍ତାନକୁ ସମର୍ଥନ କରିଥିଲା ତୁର୍କୀ। ଯାହା ପରେ ସୋସିଆଲ…

ଓଡିଶାର ସବୁଠୁ ବ୍ୟୟବହୁଳ ସିନେମା ହେବ ‘ଲ୍ୟାଣ୍ଡଫଲ୍’

ଭୁବନେଶ୍ଵର: 'ଦମନ' ସଫଳତା ପରେ ନିର୍ଦ୍ଦେଶକ ଯୋଡି ଦେବୀ ପ୍ରସାଦ ଲେଙ୍କା ଓ ବିଶାଲ ମୌର୍ଯ୍ୟ ପୁଣି ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି। ପିକ୍ସେଲ ମୁଭିଜ ନିବେଦିତ ତଥା ପ୍ରଭାତ କୁମାର ପ୍ରଧାନଙ୍କ ପ୍ରଯୋଜିତ ଏହି ନୂଆ ଓଡ଼ିଆ ସିନେମାର ଶୀର୍ଷକ ରହିଛି 'ଲ୍ୟାଣ୍ଡଫଲ୍'। ପରଦାରେ ୯୯…