Latest Odisha News

BREAKING NEWS

Browsing Category

ମନୋରଞ୍ଜନ

Parineeti & Raghav announce pregnancy: ମାଆ ହେବେ ପରିଣୀତି ଚୋପ୍ରା, ଇନଷ୍ଟାରେ ଖୁସି ଖବର ଦେଇ ଲେଖିଲେ-…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ପାଇଁ ଶିରୋନାମାରେ ରହିଥାନ୍ତି। ଏବେ ଏହି ଦମ୍ପତି ପ୍ରଶଂସକମାନଙ୍କୁ ଏପରି ଏକ ଖୁସି ଖବର ଦେଇଛନ୍ତି ଯାହାର ଅପେକ୍ଷା ବହୁତ ଦିନ ଧରି ଥିଲା। ବିବାହର ୨ ବର୍ଷ ପରେ, ପରିଣୀତି ଚୋପ୍ରା ଏବଂ ରାଘବ…

ଦୀର୍ଘ ଦିନ ପରେ ଏକତ୍ର ଫିଲ୍ମ କରିବେ ଅକ୍ଷୟ, ସୈଫ

ମୁମ୍ବାଇ: ବଲିଉଡର ଦୁଇ ଲୋକପ୍ରିୟ ଷ୍ଟାର ଅକ୍ଷୟ କୁମାର ଓ ସୈଫ ଅଲୀ ଖାଁ ଆରଜୁ, ତୁ ଚୋର ମେଁ ସିପାହୀ ଓ କୀମତ ପରି ଫିଲ୍ମ କରି ବେଶ ଲୋକପ୍ରିୟତା ହାସଲ କରିଥିଲେ । ଏହା ପରେ ଅବଶ୍ୟ ସେମାନଙ୍କୁ ଆଉ ଏକତ୍ର ଦେଖିବାକୁ ମିିଳି ନ ଥିଲା । ବଲିଉଡରେ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ୧୮ ବର୍ଷ…

ଗୋବିନ୍ଦା ଏବଂ ସୁନୀତାଙ୍କ ମଧ୍ୟରେ ଛାଡ଼ପତ୍ର ଚର୍ଚ୍ଚା…

ମୁମ୍ବାଇ: ନିକଟରେ ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନୀତା ଆହୁଜାଙ୍କ ମଧ୍ୟରେ ଛାଡ଼ପତ୍ର ହେବା ନେଇ ଚର୍ଚ୍ଚା ହୋଇଥିଲା। ଏହି ସମସ୍ତ ଚର୍ଚ୍ଚା ମଧ୍ୟରେ ସୁନୀତା ଏକ ଭାବପ୍ରବଣ ପୋଷ୍ଟ ମଧ୍ୟ କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସୁନୀତା ଗୋବିନ୍ଦାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ମୁହଁ…

ଅଧାରେ ଅଟକିଲା ଧୁରନ୍ଧର ସୁଟିଂ…

ମୁମ୍ବାଇ: ଅଭିନେତା ରଣବୀର ସିଂହ ନିଜର ଆଗାମୀ ଫିଲ୍ମ ଧୁରନ୍ଧରର ସୁଟିଂରେ ବ୍ୟସ୍ତ ଅଛନ୍ତି। ଯାହାକି ଲଦାଖରେ ସୁଟିଂ କରାଯାଉଛି। ଏହି ଫିଲ୍ମଟି ଆଦିତ୍ୟ ଧରଙ୍କ ଦ୍ଵାରା ନିର୍ଦ୍ଦେଶିତ ହେଉଥିବା ରିପୋର୍ଟରୁ ଜଣାପଡ଼ିଛି। ତେବେ ଫିଲ୍ମ ସେଟରେ ଏପରି କିଛି ଘଟିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ…

୨୦ ବର୍ଷ ପରେ ପୂନର୍ବାର ଏକତ୍ର ଫିଲ୍ମ କରିବେ ସଞ୍ଜୟ ଆଉ ମହେଶ

ମୁମ୍ବାଇ: ୨୦ ବର୍ଷ ପରେ ବଲିଉଡର ପ୍ରତିଷ୍ଠିତ ଅଭିନେତା ସଞ୍ଜୟ ଦତ ଓ ନିର୍ଦ୍ଦେଶକ ମହେଶ ମଂଜେରକର ପୂନର୍ବାର ଏକତ୍ର ହୋଇଛନ୍ତି । ୧୯୯୯ରେ ଏହି ଯୋଡି ବାସ୍ତବ ପରି ସୁପରହିଟ ଫିଲ୍ମ ଦେଇଥିଲେ । ଏହା ପରେ ସଞ୍ଜୟଙ୍କୁ ନେଇ ମହେଶ କୁରୁକ୍ଷେତ୍ର, ହଥିୟାର, ପିତାହ, ରକ୍ତ, ବିରୁଦ୍ଧ ଓ ୱାହ ଲାଇଫ…

୩୦ ବର୍ଷ ପରେ ୟଶ ରାଜ ଅଫିସକୁ ଗଲେ ସନୀ ଦେଓଲ

ମୁମ୍ବାଇ: ୧୯୯୩ରେ ସନୀ ଦେଓଲ ଓ ଶାହାରୁଖ ଖାଁ ଅଭିନୀତ ଡର ଫିଲ୍ମ ବକ୍ସ ଅଫିସରେ ଝଡ ସୃଷ୍ଟି କରିଥିଲା । ତେବେ ଫିଲ୍ମରେ ଭୂମିକାକୁ ନେଇ ସନୀ ଅସନ୍ତୁଷ୍ଟ ଥିଲେ । ସେବେଠାରୁ ସେ ୟଶରାଜ ବ୍ୟାନରରେ ଆଉ କୌଣସି ଫିଲ୍ମ କରି ନ ଥିଲେ । ୩୦ ବର୍ଷ ପରେ ସନୀଙ୍କୁ ଏବେ ୟଶ ରାଜ ଅଫିସରୁ ବାହାରକୁ…

ରାଜସ୍ଥାନର ମନିକା ବିଶ୍ୱକର୍ମା ହେଲେ ମିସ୍‌ ୟୁନିଭର୍ସ ଇଣ୍ଡିଆ ୨୦୨୫

ଜୟପୁର: କଥାରେ ଅଛି କଷ୍ଟ କଲେ କୃଷ୍ଣ ମିଳେ। ଆଉ ଯଦି ଜଣେ ବ୍ୟକ୍ତଙ୍କ ସ୍ୱପ୍ନ ବଡ଼ ହୁଏ ଏବଂ ଜିତିବାର ଉତ୍ସାହ ଅକ୍ଷୁର୍ଣ୍ଣ ରହେ, ତେବେ ମନରେ ଯାହା ସ୍ଥିର ହୁଏ ତାହା ପୁରଣ ହୋଇପାରେ। ଆଉ ଏହାକୁ ସତ ପ୍ରମାଣ କରିଛନ୍ତି ରାଜସ୍ଥାନର ୨୨ବର୍ଷୀୟା ସୁନ୍ଦରୀ ମନିକା ବିଶ୍ବକର୍ମା। ରାଜସ୍ଥାନର…

ଆଉ ନାହାନ୍ତି ବହୁଚର୍ଚ୍ଚିତ ଫିଲ୍ମ ୩ ଇଡିୟଟ୍ସର ପ୍ରଫେସର ଅଚ୍ୟୁତ୍ ପୋତଦାରଙ୍କ

ମୁମ୍ବାଇ: ଆଉ ନାହାନ୍ତି ଲୋକପ୍ରିୟ ଫିଲ୍ମ ୩ ଇଡିୟଟ୍ସର ପ୍ରଫେସର ଅଚ୍ୟୁତ ପୋତଦାର୍ । ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତଥା ସୋମବାର ଥାନେର ଜୁପିଟର ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ଜଣାଯାଇଛି ।…

ସମ୍ପତ୍ତି ବିବାଦ ମଧ୍ୟରେ ମୁଁହ ଖୋଲିଲେ ସଞ୍ଜୟ କପୁରଙ୍କ ଭଉଣୀ…

ମୁମ୍ବାଇ: ବଲିଉଡର ୯୦ ଦଶକର ପ୍ରସିଦ୍ଧ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ସଞ୍ଜୟ କପୁରଙ୍କର ଗତ ଜୁନ୍ ମାସ ୧୨ରେ ଇଂଲଣ୍ଡରେ ହୃଦଘାତରେ ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରଠାରୁ ତାଙ୍କର ୩୦୦୦୦ କୋଟି ଟଙ୍କାର ସମ୍ପତ୍ତିକୁ ନେଇ ବିବାଦ ଥମିବାର ନାମ ନେଉନାହିଁ। ଏପରିକି ସଞ୍ଜୟ…

‘ଆନିମଲ’କୁ ପଛରେ ପକାଇ ରେକର୍ଡ କଲା ଆନିମେସନ ଫିଲ୍ମ’ମହାବତାର ନରସିମହା’, ୨୪ ଦିନରେ…

ମୁମ୍ବାଇ: ଆନିମେଟେଡ୍ ଫିଲ୍ମ 'ମହାବତାର ନରସିମହା' ରିଲିଜ୍ ହେବାର ଗୋଟିଏ ମାସ ପୂରଣ କରିବାକୁ ଯାଉଛି ଏବଂ ଏହା ପରେ ମଧ୍ୟ ଏହାର କଲେକ୍ସନ ଜାରି ରହିଛି । ବର୍ତ୍ତମାନ ୨୪ ଦିନରେ ଫିଲ୍ମଟି ପହଞ୍ଚିଥିବାବେଳେ, ତାର ବକ୍ସ ଅଫିସ କଲେକ୍ସନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ମାତ୍ର ୪ କୋଟି ବଜେଟ୍…