Latest Odisha News

BREAKING NEWS

Browsing Category

ମନୋରଞ୍ଜନ

[ଦେଖନ୍ତୁ ଭିଡିଓ] ୧୦୦ କୋଟି ହରାଇଲେ ଆମୀର୍ ଖାନ

ମୁମ୍ବାଇ: ବକ୍ସ ଅଫିସରେ ସଂଘର୍ଷ କରୁଛି ଆମୀର ଖାନଙ୍କ ଡ୍ରିମ୍ ପ୍ରୋଜେକ୍ଟ ‘ଲାଲ୍ ସିଂହ ଚଡ୍ଡା’ । ଦୀର୍ଘ ୪ ବର୍ଷ ପରେ ଆମୀର ବଡ଼ ପରଦାକୁ ଫେରିଥିବା ବେଳେ ବଡ଼ ଧକ୍କା ଲାଗିଛି । ‘ଲାଲ୍ ସିଂହ ଚଡ୍ଡା’ ରିଲିଜ୍ ପୂର୍ବରୁ ଆରମ୍ଭ ହୋଇଥିବା ବୟକଟ୍ ଟ୍ରେଣ୍ଡ ବକ୍ସ ଅଫିସରେ ପ୍ରଭାବ ପକାଇଛି ।…

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବଡ଼ ଅପଡେଟ୍

ନୂଆଦିଲ୍ଲୀ: ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଗତ ୧୦ ଦିନ ଧରି ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଥିବା ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ତାଙ୍କର ପ୍ରଶଂସକ ଅପେକ୍ଷା କରିଛନ୍ତି। ଏବେ ତାଙ୍କ ସାନଭାଇ ଦୀପୁ ଶ୍ରୀବାସ୍ତବ ହାସ୍ୟ ଅଭିନେତାଙ୍କ ସ୍ୱାସ୍ଥ୍ୟ…

୪୦୦ କୋଟି ବଜେଟରେ ନିର୍ମିତ ହେବ ମୋହନଲାଲଙ୍କ ଲୁସିଫର ୨

ମାଡ୍ରାସ: ସାଉଥ ସୁପରଷ୍ଟାର ମୋହନଲାଲଙ୍କ ଆଗାମୀ ଫିଲ୍ମ ଲୁସିଫର ୨ : ଇମ୍ପୁରାନା ଏକ ବିଗ ବଜେଟ ଫିଲ୍ମ ହେବ । ପୃଥ୍ୱୀରାଜ ସୁକୁମାରନ ନିର୍ଦ୍ଦେଶିତ ଏହି ଫିଲ୍ମ ୪୦୦ କୋଟି ବ୍ୟୟରେ ନିର୍ମିତ ହେବ । ବୁଧବାର ମେକର୍ସଙ୍କ ପକ୍ଷରୁ ଏହା ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ମାଲାୟଲମ ଫିଲ୍ମ…

ଅମୀରଙ୍କ ଲାଲ ସିଂ ଚଢ଼ାକୁ ପସନ୍ଦ କଲେନି ଦର୍ଶକ

ମୁମ୍ବାଇ: ବିଭିନ୍ନ ସେଲିବ୍ରେଟିଙ୍କ ପ୍ରଚାର ଏବଂ ଉଦ୍ୟମ ସତ୍ୱେ ଅମୀର ଖାଁଙ୍କ ଲାଲ ସିଂ ଚଢ଼ା ଫିଲ୍ମକୁ ଦର୍ଶକ ପ୍ରତ୍ୟାଖ୍ୟାନ କରିଛନ୍ତି। ବୟକଟ ଟ୍ରେଣ୍ଡ ଯୋଗୁ ଫିଲ୍ମ ଫ୍ଲପ ହେବା କୁହାଯାଉଥିଲେ ମଧ୍ୟ ଏଥିରେ କେତେକ କ୍ରିଟିକ୍ସ ସହମତି ହୋଇ ନାହାନ୍ତି । ସେମାନଙ୍କ ମତରେ ପୂର୍ବରୁ ବି…

ଓସ୍କାର ଶ୍ରେଷ୍ଠ ଅଭିନେତା ଦୌଡରେ ଜୁନିୟର ଏନଟିଆର ?

ମୁମ୍ବାଇ: ଆରଆରଆର ଫିଲ୍ମ ଦେଶ ଓ ବିଦେଶରେ ବ୍ଲକବଷ୍ଟର ହୋଇପାରିଛି । ଏସ ରାଜମୌଲୀଙ୍କ ଏହି ଫିଲ୍ମରେ ଜୁନିୟର ଏନଟିଆର ଓ ରାମଚରଣଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା । ଇତି ମଧ୍ୟରେ ଏକ ଖବର ହସ୍ତଗତ ହୋଇଛି ଯେ, ଜୁନିୟର ଏନଟିଆରଙ୍କ କୋମରାମ ଭୀମ ଅଭିନୟରେ ବିଭିନ୍ନ ବିଦେଶୀ ମିଡିଆ ପ୍ରଭାବିତ…

ଲାଲ ସିଂ ଚଢ଼ାକୁ ପ୍ରଶଂସା କରି ଫସିଗଲେ ହ୍ରିତିକ

ମୁମ୍ବାଇ: ଅମୀର ଖାଁଙ୍କ ଲାଲ ସିଂ ଚଢ଼ାକୁ ପ୍ରଶଂସା କରି ଫସିଲେ ହ୍ରିତିକ ରୋଶନ । ହ୍ରିତିକଙ୍କ ଆଗାମୀ ଫିଲ୍ମ ବିକ୍ରମବେଧାକୁ ସୋସିଆଲ ମିଡିଆରେ ବୟକଟ କରାଯିବା ଆରମ୍ଭ ହୋଇଛି । ଏପରିକି ବୟକଟବିକ୍ରମବେଧା ଏବେ ଟ୍ରେଣ୍ଡ କରିବାରେ ଲାଗିଛି । ଅମୀରଙ୍କ ଫିଲ୍ମ ଦର୍ଶକ ନାପସନ୍ଦ କରିବା ପରେ ଏହା…

ସୋସିଆଲ ମିଡିଆରେ ପନ୍ତ-ଉର୍ବଶୀଙ୍କ ବିବାଦ ବଢ଼ୁଛି

ମୁମ୍ବାଇ: କ୍ରିକେଟର ରିଷଭ ପନ୍ତ ଓ ବଳିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ମଧ୍ୟରେ ସୋସିଆଲ ମିଡିଆରେ ବିବାଦ ବଢ଼ିବାରେ ଲାଗିଛି । ପନ୍ତଙ୍କ ଏକ ମେସେଜ ଉପରେ ପ୍ରତିକ୍ରିୟା ଦେଇ ଉର୍ବଶୀ ଲେଖିଛନ୍ତି ଛୋଟୁ ଭୈୟାକୁ ସିର୍ଫ ବ୍ୟାଟ ବଲ ଖେଲନା ଚାହିୟେ । ମେଁ କୋଇ ମୁନ୍ନୀ ନେହି ହୁଁ ଯୋ ବଦନାମ ହୋ…

ବକ୍ସ ଅଫିସରେ ଖରାପ ପ୍ରଦର୍ଶନ ପରେ ଲାଲ ସିଂ ଚଢ଼ାର ୧୩୦୦ ଶୋ ବାତିଲ

ମୁମ୍ବାଇ: ବଲିଉଡ ପ୍ରତି ଦର୍ଶକ ବିମୁଖ ହେବାରେ ଲାଗିଛନ୍ତି । କ୍ରମାଗତ ଫ୍ଲପ ଫିଲ୍ମ ଯୋଗୁ ଏବେ ଚିନ୍ତାରେ ରହିଛି ଇଣ୍ଡଷ୍ଟ୍ରି । ରାକ୍ଷୀ ପୂର୍ଣ୍ଣିମା ଅବସରରେ ଅମୀର ଖାଁଙ୍କ ଲାଲ ସିଂ ଚଢ଼ା ଓ ଅକ୍ଷୟ କୁମାରଙ୍କ ରକ୍ଷା ବନ୍ଧନ ବକ୍ସ ଅଫିସରେ ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଥିଲା ।…

[ଦେଖନ୍ତୁ ଭିଡିଓ] ଭେଣ୍ଟିଲେଟର ସପୋର୍ଟରେ କମେଡିଆନ୍ ରାଜୁ ଶ୍ରୀବାସ୍ତବ

ନୂଆଦିଲ୍ଲୀ: ହୃଦଘାତ ପରେ ଅସୁସ୍ଥ କମେଡିଆନ୍ ରାଜୁ ଶ୍ରୀବାସ୍ତବ । ରାଜୁ ଶ୍ରୀବାସ୍ତବଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ରାଜୁ ଶ୍ରୀବାସ୍ତବ ଭେଣ୍ଟିଲେଟରରେ ଅଛନ୍ତି । ଏମ୍ସର ଏକ ଡାକ୍ତରୀ ଦଳ ତାଙ୍କ…

ଡେଙ୍ଗୁରେ ଆକ୍ରାନ୍ତ ହେବା ସତ୍ୱେ କାମ କରୁଛନ୍ତି କଙ୍ଗନା

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରାନାୱତ ଏବେ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ଏହା ସତ୍ୱେ ତାଙ୍କ ବ୍ୟାନର ମଣି କର୍ଣ୍ଣିକା ଫିଲ୍ମସରେ ନିର୍ମିତ ହେଉଥିବା ଆଗାମୀ ଫିଲ୍ମ ସେଟରେ କାର୍ଯ୍ୟ ବ୍ୟସ୍ତ ଥିବା ଫଟୋ ସୋସିଆଲ ମିଡିଆରେ ପ୍ରକାଶ ପାଇଛି । ଏର୍ମଜେନ୍ସି ଉପରେ ଆଧାରିତ ଏହି ଫିଲ୍ମରେ…