Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଉତ୍ତମ ମହାନ୍ତିଙ୍କ ଦେହ ଖରାପ; ଘର ଆଗରେ ଭିଡ଼ ନକରିବାକୁ ମିଡିଆକୁ ଅନୁରୋଧ କଲେ ଅପରାଜିତା

ଭୁବନେଶ୍ୱର: ବାବୁସାନ-ପ୍ରକୃତି-ତୃପ୍ତି କଳିର ଟିକିନିକି ଖବର ଦେଖାଇବାକୁ ଓଡ଼ିଶାର ବିଭିନ୍ନ ଗଣମାଧ୍ୟମ ସଂସ୍ଥା ବାବୁସାନଙ୍କ ଘର ଆଗରେ ଦିନ ରାତି ଡେରା ପକାଇ ବସୁଛନ୍ତି । ବାଲୋକୀନ, ଘର ଅଗଣା, ଛାତ ଉପରେ ଆଦି ବାହାରୁ ଦେଖାଯାଉଥିବା କେଉଁ ବି କୋଣ ମିଡିଆ କ୍ୟାମେରାରୁ ବାଦ୍ ପଡୁନି ।…

ରାମସେତୁ ବିବାଦ: ମେକର୍ସ, ଅକ୍ଷୟଙ୍କ ବିରୋଧରେ କେସ କରିବେ ସୁବ୍ରମଣ୍ୟମ ସ୍ୱାମୀ

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ରାମସେତୁକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଅଭିଯୋଗ କରିଛନ୍ତି ଯେ, ଏହି ଫିଲ୍ମରେ ଭୁଲ ତଥ୍ୟ ପ୍ରଦାନ କରାଯାଇଛି । ଶନିବାର ସେ ମେକର୍ସ ଏବଂ ଅକ୍ଷୟଙ୍କ ବିରୋଧରେ କେସ କରିବେ ବୋଲି ସୋସିଆଲ ସାଇଟରେ ସୂଚନା…

ଭୟ ଛାଡୁନି ସଲମାନଙ୍କୁ, କାରକୁ କଲେ ଅପଗ୍ରେଡ

ମୁମ୍ବାଇ: ହତ୍ୟା ଧମକ ପରେ ସଲମାନଙ୍କ ଭୟ ବଢ଼ିବାରେ ଲାଗିଛି । ଅସ୍ତ୍ର ରଖିବା ଲାଇସେନ୍ସ ଆବେଦନ କରିବା ପରେ ଏବେ ତାଙ୍କ କାରକୁ ଅପଗ୍ରେଡ କରିଛନ୍ତି । ଏହା ବ୍ୟତୀତ ନିଜର ବ୍ୟକ୍ତିଗତ ସୁରକ୍ଷା ଆହୁରି ବୃଦ୍ଧି କରିଛନ୍ତି । ସେ ଏବେ ଲ୍ୟାଣ୍ଡ କ୍ରୁଜର (ବୁଲେଟ ପ୍ରୁଫ) ଗାଡିରେ ଯିବା ଆସିବା…

ବାହାଘରର ୬ ବର୍ଷ ପରେ ମାଆ ହେବେ ବିପାଶା ?

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଯୋଡି ବିପାଶା ବସୁ ଓ କରଣ ସିଂ ଗ୍ରୋଭର ଖୁବ ଶୀଘ୍ର ପ୍ରଶଂସକଙ୍କୁ ଖୁସି ଖବର ଦେବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ବାହାଘରର ୬ ବର୍ଷ ପରେ ବିପାଶା ମାଆ ହେବାକୁ ଯାଉଛନ୍ତି । ଉଭୟ ୩୦ ଏପ୍ରିଲ ୨୦୧୬ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ତେବେ ଏ ନେଇ ସେମାନେ…

ନାଗା ଚୈତନ୍ୟଙ୍କ ଘର କିଣିଲେ ସାମନ୍ଥା

ହାଇଦ୍ରାବାଦ: ଦକ୍ଷିଣ ଭାରତ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୂ ହାଇଦ୍ରାବାଦରେ ଏକ ଘର କରିଛନ୍ତି । ଏହି ଘରେ ସେ ପୂର୍ବତନ ପତି ନାଗା ଚୈତନ୍ୟଙ୍କ ସହ ରହୁଥିଲେ । ଫିଲ୍ମ ପ୍ରଡ୍ୟୁସର ମୁରଲୀ ମୋହନ ଏକ ସାକ୍ଷାତକାରରେ ଏହି ଖୁଲାସା କରିଛନ୍ତି । ମୋର ଅନେକଗୁଡିଏ ସ୍ମୃତି ଏହି ଘର ସହିତ ଜଡିତ…

ଅନୁରାଗ କାଶ୍ୟପଙ୍କ ଫିଲ୍ମରେ ଅଭିନୟ କରିବେ ସନ୍ନି ଲିୟୋନୀ

ମୁମ୍ବାଇ: ଅନୁରାଗ କାଶ୍ୟପ ଖୁବ ଶୀଘ୍ର ସନ୍ନି ଲିୟୋନୀଙ୍କୁ ନେଇ ଏକ ଫିଲ୍ମ କରିବାକୁ ଯାଉଛନ୍ତି । ଏଥିନେଇ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଛି । ଅନୁରାଗଙ୍କ ସହ ସନ୍ନି ଏକ ଫଟୋ ଶେୟାର କରି କହିଛନ୍ତି, ମୋ ସ୍ୱପ୍ନ ସାକାର ହେବାକୁ ଯାଉଛି । ଅନୁରାଗଙ୍କ ଭଳି ଜଣେ ନିର୍ଦ୍ଦେଶକଙ୍କ ଫିଲ୍ମ କରିବା…

ଡଙ୍କି ସେଟରୁ ଲିକ ହେଲା ଶାହାରୁଖ-ତାପସୀଙ୍କ ଲୁକ

ମୁମ୍ବାଇ: ସୁପରଷ୍ଟାର ଶାହାରୁଖ ଖାଁ ଓ ତାପସୀ ପନ୍ନୁଙ୍କ ଡଙ୍କି ଫିଲ୍ମର ଶୁଟିଂ ଜୋରସୋରରେ ଚାଲିଛି । ରାଜକୁମାର ହିରାନୀଙ୍କ ଏହି ଫିଲ୍ମ ପ୍ରତି ଦର୍ଶକଙ୍କ ବେଶ ଉତ୍କଣ୍ଠା ରହିଛି । ଇତି ମଧ୍ୟରେ ଡଙ୍କି ଫିଲ୍ମରେ ଶାହାରୁଖ ଓ ତାପସୀଙ୍କ ଲୁକ ଲିକ ହୋଇଛି । ଏହା ଯେପରି ଲିକ ନ ହେବ ସେଥିପ୍ରତି…

ଜେମ୍ସ ବଣ୍ଡ ଫିଲ୍ମରେ ଅଭିନୟ କରିବେ ରାମଚରଣ ?

ମାଡ୍ରାସ: ଭାରତର ଚର୍ଚ୍ଚିତ ହୀରୋ ରାମଚରଣଙ୍କ ଉପରେ ଏବେ ହଲିଉଡର ନଜର ପଡିଛି । ମାର୍ଭଲ ସିନେମେଟିକ ୟୁନିଭର୍ସର ଏକ କ୍ରିଟେର ରାମଚରଣଙ୍କ ନାମ ଜେମ୍ସ ବଣ୍ଡ ଫିଲ୍ମ ପାଇଁ ଉଠାଇଛନ୍ତି । ଆରଆରଆରରେ ତାଙ୍କ ପ୍ରଦର୍ଶନ ଦେଖି ଲ୍ୟୁକ କେଜ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛନ୍ତି । ଆଗାମୀ ଜେମ୍ସ…

ସମାରିଟାନରେ ବିଗ୍ ବି ଅମିତାଭ; ଅବିକଳ ସିଲ୍ଭେସ୍ଟର ଷ୍ଟେଲନ

ଭୁବନେଶ୍ୱର: ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବାକୁ ଥିବା ୱେବସିରିଜ ସମାରିଟାନରେ ବିଗ୍ ବି ଅମିତାଭ ବଚ୍ଚନଙ୍କୁ ଦେଖିଛନ୍ତି ଫ୍ୟାନ୍ । ବୁଧବାର ସମାରିଟାନର ଟ୍ରେଲର ରିଲିଜ୍ ହୋଇଛି । ଟ୍ରେଲର ରିଲିଜର ପ୍ରଥମ ଦିନରେ ଲକ୍ଷାଧିକ ଫ୍ୟାନ୍ ଏହାକୁ ଦେଖିଛନ୍ତି । ଟ୍ରେଲର ରିଭିୟୁରେ କିଛି…

ବରୁଣ କ୍ୟାରିୟରର ସବୁଠାରୁ ବ୍ୟୟ ବହୂଳ ଫିଲ୍ମ ବବାଲ ଶୁଟିଂରେ ବ୍ୟସ୍ତ, ୭ ଏପ୍ରିଲରେ ହେବ ରିଲିଜ

ମୁମ୍ବାଇ: ବଲିଉଡ ଅଭିନେତା ବରୁଣ ଧାୱନ ତାଙ୍କ ଆଗାମୀ ଫିଲ୍ମ ବବାଲ ଶୁଟିଂରେ ଏବେ ସମ୍ପୂର୍ଣ୍ଣ ଭାବେ ବ୍ୟସ୍ତ ହୋଇ ପଡିଛନ୍ତି । ଏହା ତାଙ୍କ କ୍ୟାରିୟରର ଏ ପର୍ଯ୍ୟନ୍ତ ସବୁଠାରୁ ବ୍ୟୟ ବହୂଳ ଫିଲ୍ମ । ଏହି ଫିଲ୍ମ ଶୁଟିଂରେ ପ୍ରତିଦିନ ୨.୫ କୋଟି ଟଙ୍କା ବ୍ୟୟ ହେଉଛି । ଏହାର ୧୦ ଦିନର ଶିଡ୍ୟୁଲ…