Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କେବିସି-୧୪ ର ପ୍ରଥମ କୋଟିପତି ହେଲେ ମହାରାଷ୍ଟ୍ରର କବିତା

ମୁମ୍ବାଇ: କଥାରେ ଅଛି ଇଚ୍ଛା ଶକ୍ତି ଥିଲେ ଉପାୟ ଆପେ ବାହାରେ। ବାରମ୍ବାର ହାରିବା ସତ୍ତ୍ୱେ ମନବଳ ଭାଙ୍ଗିନଥିଲେ ସେ । ସେ ପୁଣିଥରେ କୌନ ବନେଗା କରୋଡ୍‌ପତିର ୧୪ତମ ସିଜିନରେ ଅଂଶ ଗ୍ରହଣ କରିଛନ୍ତି ଏବଂ ଖେଳୁଛନ୍ତି। ସେ ହେଉଛନ୍ତି ମହାରାଷ୍ଟ୍ରର କୋଲହାପୁରରେ ରହୁଥିବା କବିତା ଚାୱଲା। କବିତା…

ପୁରୁଣା ଅଡିଓକୁ ନେଇ ସୋସିଆଲ୍ ମିଡିଆରେ ବର୍ଷାଙ୍କୁ ପ୍ରଶ୍ନ କଲେ ଅନୁଭବ

ଭୁବନେଶ୍ୱର: ବର୍ଷା ତୁମେ କୁହ… ଏ ସ୍ୱର କାହାର ? ଫୋନରେ ତୁମେ ଓ ତୁମ ଭଉଣୀ ମୋ ପରିବାର ବିରୋଧରେ କଣ ଏମିତି ଗପୁଥିଲ । ୨ ବର୍ଷର ପୁରୁଣା ଅଡିଓକୁ ପୁଣି ପ୍ରସଙ୍ଗ କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାହ ବିଚ୍ଛେଦ ମାମଲାରେ କୋର୍ଟରେ…

ନିଜ ଷ୍ଟାଇଲିସ୍ ଲୁକ୍ ଦ୍ୱାରା ଫ୍ୟାନ୍ସଙ୍କ ହୃଦୟରେ ନିଆଁ ଲଗେଇଲେ ନର୍ଗିସ୍

ମୁମ୍ବାଇ: ସର୍ବୋତ୍ତମ ପୋଷାକ ହେଉ କିମ୍ବା ହେୟାର ଷ୍ଟାଇଲ୍, ନର୍ଗିସ୍ ଫାଖ୍‌ରୀ ସର୍ବଦା ତାଲିକାର ଶୀର୍ଷରେ। ପ୍ରତ୍ୟେକ ଷ୍ଟାଇଲକୁ କିପରି ବହନ କରିବେ ସେ ଭଲ ଭାବେ ଜାଣନ୍ତି ଏବଂ ସମୟର ତାଳେ ତାଳେ ତାଙ୍କ ଫ୍ୟାଶନ୍ ସେନ୍ସ ମଧ୍ୟ ଭଲ ହୋଇଯାଏ। ବଲିଉଡର ଷ୍ଟାଇଲ୍ ଡିଭା ମଧ୍ୟରୁ ନର୍ଗିସ୍…

ଜାତୀୟ ଫିଲ୍ମ ଦିବସରେ ମାତ୍ର ୭୫ ଟଙ୍କାରେ ଦେଖିପାରିବେ ସିନେମା

ମୁମ୍ବାଇ: 23 ସେପ୍ଟେମ୍ବର 2022 ରେ ଆର ମାଧବନ୍, ଖୁଶାଲୀ କୁମାର, ଅପାର ଶକ୍ତି ଖୁରାନା ଏବଂ ଦର୍ଶନ କୁମାରଙ୍କ ଆଗାମୀ ଥ୍ରୀଲର 'ଧୋକା ରାଉଣ୍ଡ ଦି କର୍ଣ୍ଣର' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଦିନ ଜାତୀୟ ସିନେମା ଦିବସ ଭାବେ ମଧ୍ୟ ପାଳନ କରାଯାଏ। ଏହି ବିଶେଷ ଦିନେ…

ବ୍ରହ୍ମାସ୍ତ୍ର ପ୍ରଚାର ପାଇଁ ରାଜମୌଲି ନେଇଥିଲେ ୧୦ କୋଟି !

ମୁମ୍ବାଇ: ବ୍ରହ୍ମାସ୍ତ୍ର ଫିଲ୍ମ ବକ୍ସ ଅଫିସରେ ଏ ପର୍ଯ୍ୟନ୍ତ ଭଲ କରୋବାର କରୁଛି । ଅବଶ୍ୟ ଏହାର କଲେକ୍ସନ ଡାଟା ନେଇ କିଛି ସଂଶୟ ସୃଷ୍ଟି ହୋଇଥିଲେ ମଧ୍ୟ ତାହା ପ୍ରମାଣିତ ହୋଇପାରି ନାହିଁ । ଏହା ମଧ୍ୟରେ ଆଉ ଏକ ଖବର ସମସ୍ତଙ୍କୁ ଚକିତ କରିଛି । କରନ ଜୋହର ତାଙ୍କ ଫିଲ୍ମର ପ୍ରଚାର ପାଇଁ…

ଅନନ୍ୟା ପାଣ୍ଡେଙ୍କ ଭଉଣୀ ଆଲାନା ପାଣ୍ଡେଙ୍କ ହଟ୍ ଅନ୍ଦାଜକୁ ନେଇ ଚର୍ଚ୍ଚା

ମୁମ୍ବାଇ: ବଲିଉଡର ସୁନ୍ଦର ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ସମ୍ପର୍କୀୟ ଆଲାନା ପାଣ୍ଡେ ଅନେକ ସମୟରେ ଫଟୋ ସେୟାର କରି ଚର୍ଚ୍ଚାରେ ଥାନ୍ତି। କିଛି ଦିନ ପୂର୍ବେ ଆଲାନା ବିକିନି ପିନ୍ଧା ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଯାହା ଦେଖିବା ପରେ କିଛି ୟୁଜର୍ସ କହିଥିଲେ ଯେ ଆଲାନା ତାଙ୍କ…

ବ୍ରିଟିଶ ସଂଗ୍ରହାଳୟକୁ ଅପରାଧ ସ୍ଥାନ ଘୋଷଣା କରାଯିବା ଉଚିତ୍: ରବିନା ଟଣ୍ଡନ

ମୁମ୍ବାଇ: ବ୍ରିଟେନର ରାଣୀ ଏଲିଜାବେଥ-2ଙ୍କ ମୃତ୍ୟୁ ପରେ କୋହିନୁର ହୀରାକୁ ନେଇ ଚାଲିଛି ଚର୍ଚ୍ଚା। କୋହିନୁର ହୀରା ଭାରତକୁ ଫେରାଇ ଆଣିବାକୁ ଅନେକ ଭାରତୀୟ ଦାବି କରିଛନ୍ତି। ବର୍ତ୍ତମାନ ଏଥିରେ ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ନାମ ମଧ୍ୟ ଯୋଡି ହୋଇଛି। ସୋମବାର ରବିନା ଟଣ୍ଡନ ଏକ ଶୋ…

ଓଡ଼ିଆ ଝିଅଙ୍କ ଚିଠିରେ ଭାବପ୍ରବଣ ହେଲେ ଅମିତାଭ ବଚ୍ଚନ, କେବିସି ହଟ୍ ସିଟରେ ଭଦ୍ରକର ଜ୍ୟୋତିର୍ମୟୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି କେବିସି ସିଜିନ 14ର ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଅମିତାଭ ବଚ୍ଚନଙ୍କ ସହ ଦେଖିବାକୁ ମିଳିବ ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ମଲ୍ଲିକଙ୍କୁ। ଯିଏକି ଭଦ୍ରକ ପୋଷ୍ଟ ଅଫିସର ଆସିଷ୍ଟାଣ୍ଟ ସୁପରିଟେଣ୍ଡାଣ୍ଟ । ଏହାପୂର୍ବରୁ ଏକ ପ୍ରୋମା ରିଲିଜ ହୋଇଛି।…

ଜ୍ୟାକଲିନଙ୍କୁ ଜେରା କରୁଛି ପୁଲିସ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଆଜି ଇଓଡବ୍ଲ୍ୟ ଅଫିସରେ ହାଜର ହୋଇଛନ୍ତି। ଠକ ସୁକେଶ ଚନ୍ଦ୍ରଶେଖର ମାମଲାରେ ସେ ହାଜର ହୋଇଛନ୍ତି। ପୋଲିସ ଏବେ ଏହି ସିଂହଳୀ ଅଭିନେତ୍ରୀଙ୍କୁ ଜେରା କରୁଛି। ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଜେରା ପାଇଁ ଏକ ଲମ୍ବା ପ୍ରଶ୍ନ ତାଲିକା…

ଦୁଷ୍କର୍ମର ଶିକାର ହେଲେ ଅଭିନେତ୍ରୀ

ଓଡିଶା ସମ୍ବାଦ ବ୍ୟୁରୋ: ତେଲୁଗୁ ସିନେମା ଇଣ୍ଡଷ୍ଟ୍ରିରୁ ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ତେଲୁଗୁ ଅଭିନେତ୍ରୀ ସାଉଥ୍ ମୁମ୍ବାଇର ଜଣେ ଫିଟନେସ୍ ଟ୍ରେନରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ରିପୋର୍ଟ ଅନୁଯାୟୀ, ବିବାହ କରିବାର ପ୍ରଲୋଭନ ଦେଖାଇ ଅଭିନେତ୍ରୀଙ୍କ ସହ ଶାରୀରିକ…