Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଫିଲ୍ମରୁ ଅବସର ନେଇ ମତେ ବାଧ୍ୟ କରାଯାଇପାରେ: ସୁପରଷ୍ଟାର ଅଜିତ କୁମାର

ଚେନ୍ନାଇ: ତାମିଲ ସୁପରଷ୍ଟାର ଅଜିତ କୁମାରଙ୍କ ତାଙ୍କ ଫିଲ୍ମ କ୍ୟାରିଅର ମଧ୍ୟ ରେ ଅନେକ ଉତ୍ଥାନ-ପତନର ସାମ୍ନା କରିଛନ୍ତି। ନିଜର କଠିନ ପରିଶ୍ରମ ଓ ଇଛା ଶକ୍ତି ବଳରେ ହିଁ ଆଜି ସଫଳତାର ଶୀର୍ଷ ରେ ପହଞ୍ଚି ପାରିଛନ୍ତି। ତାଙ୍କର ପ୍ରଶଂସକ ମାନେ ତାଙ୍କୁ ପ୍ରେରଣା ବୋଲି ମାନିଥାନ୍ତି। ଏକ…

ଚର୍ଚ୍ଚାରେ ପରେଶ ରାଓ୍ବଲଙ୍କ ରେମେଡି: ରୋଗ ଭଲ କରିବ ପରିସ୍ରା!

ମୁମ୍ବାଇ: ବଲିଉଡ ଅଭିନେତା ପରେଶ ରାୱଲ ଆଜିକାଲି ଚର୍ଚ୍ଚାରେ ରହିଛନ୍ତି । ହେରାଫେରି ସିନେମାରେ ବାବୁ ରାଓର ଚରିତ୍ରରେ ନଜର ଆସିଥିବା ପରେଶଙ୍କୁ , ଏବେ ବି ସେହି ଚରିତ୍ର ଦ୍ବାରା ହିଁ ଚିହ୍ନନ୍ତି ଲୋକେ । କିନ୍ତୁ ସବୁଠୁ ରୋଚକ କଥା ହେଉଛି, କୌଣସି ସିନେମା କିମ୍ବା କୌଣସି ବୟାନ ପାଇଁ…

କେଉଁଟା ସତ?: ପୁଣି ଭାଇରାଲ ହେଲା ହାନିଆ ଆମିରଙ୍କ ପୋଷ୍ଟ, ଏଥର ଭାରତ…

ନୂଆଦିଲ୍ଲୀ: ଲୋକପ୍ରିୟ ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିରଙ୍କ ଭାରତରେ ବହୁତ ଲୋକପ୍ରିୟତା ରହିଛି। ହେଲେ ପହଲଗାମ ଆକ୍ରମଣ ପରେ ବର୍ତ୍ତମାନ ଭାରତ ପାକିସ୍ତାନ ଭିତରେ ବଢ଼ିଥିବା ତିକ୍ତତା କାରଣରୁ ଦେଶ ସମସ୍ତ ପାକିସ୍ତାନୀ ଅଭିନେତାଙ୍କ ସୋସିଆଲ ମିଡ଼ିଆ ବ୍ୟନ୍ କରିବା ପରେ ପହଲଗାମ୍ ଆକ୍ରମଣ…

ଫିଲ୍ମ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ର ରିଲିଜ ତାରିଖ ଘୋଷଣା

ଭୁବନେଶ୍ବର: ଘୋଷଣା ହେଲା ଓଡିଆ ଫିଲ୍ମ 'ଶ୍ରୀଜଗନ୍ନାଥଙ୍କ ନବକଳେବର' ର ରିଲିଜ ତାରିଖ । ସାଇ ଶ୍ରଦ୍ଧା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହୋଇଛି ଏହି ଫିଲ୍ମ । ଇନଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟର ସେୟାର କରି ଏହାର ଘୋଷଣା କରିବା ସହ ଫିଲ୍ମର ରିଲିଜ ତାରିଖ ମଧ୍ୟ ପ୍ରକାଶ କରିଛନ୍ତି ନିର୍ମାତା ଓ…

ହସ୍ପିଟାଲରେ ଭର୍ତ୍ତି ହେଲେ ସାଉଥ୍ ସୁପରଷ୍ଟାର ଅଜିତ କୁମାର

ଚେନ୍ନାଇ: ସାଉଥ୍ ସୁପର ଷ୍ଟାର ଅଜିତ କୁମାର ଚେନ୍ନାଇ ବିମାନବନ୍ଦରରୁ ବାହାରିବା ସମୟରେ ତାଙ୍କ ଗୋଡ଼ରେ ଆଘାତ ଲାଗିଛି। ଯାହା ଫଳରେ ତାଙ୍କୁ ତୁରନ୍ତ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେ ସୁସ୍ଥ ଥିବା ନେଇ ଡକ୍ଟର ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ତାଙ୍କୁ କିଛି…

ଓଟିଟିରେ ବ୍ୟାନ ହେବ ଅଶ୍ଳୀଳ କଣ୍ଟେଣ୍ଟ!

ନୂଆଦିଲ୍ଲୀ: ଓଟିଟି ଏବଂ ସୋସିଆଲ ମିଡଆରେ ଅଶ୍ଳୀଳ ବିଷୟ ବସ୍ତୁ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା। କେନ୍ଦ୍ର ସରକାରଙ୍କୁ ଜବାବ ମାଗିଲେ ଦୁଇ ଜଣିଆ ଖଣ୍ଡପୀଠ। ପ୍ରମୁଖ ପ୍ଲାଟଫର୍ମ ଗୁଡିକୁ ବି ନୋଟିସ। ଓଟିଟି ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅଶ୍ଳୀଳ ବିଷୟବସ୍ତୁର…

ବର୍ଷାଙ୍କ ଆବେଦନକୁ ଖାରଜ କଲେ କୋର୍ଟ; ଅନୁଭବ ଦେବେନି କୌଣସି କ୍ଷତିପୂରଣ

କଟକ: ବହୁ ଚର୍ଚ୍ଚିତ ଓଲିଉଡ ଷ୍ଟାର ଦମ୍ପତି ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ପୁଣି ଖବର ସାମ୍ନାକୁ ଆସିଛି । ଅନୁଭବ ଓ ତାଙ୍କର ପରିବାର ବିରୋଧରେ ଅଭିଯୋଗ ଆଣି ବର୍ଷା କରିଥିବା ମାମଲାକୁ କୋର୍ଟ ଖାରଜ କରିଦେଇଛନ୍ତି । ତେଣୁ ବର୍ଷାଙ୍କୁ ଅନୁଭବ…

ପାକିସ୍ତାନ କଳାକାର କାମ କରୁଥିବା ଏହି ବଲିଉଡ ପିଲ୍ମ ରିଲିଜ ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ଅଭିନେତ୍ରୀ ବାନି କପୁର ଓ ପାକିସ୍ତାନୀ ଅଭିନେତା ଫୱାଦ ଖାନଙ୍କ ଅଭିନୀତ ଆଗାମୀ ଫିଲ୍ମ 'ଅବୀର ଗୁଲାଲ' ଯାହା ମେ ମାସ ୯ ତାରିଖରେ ରିଲିଜ୍ ହେବାର ଥିଲା ତାହା ଉପରେ ଏବେ ଲାଗିଲା ପ୍ରତିବନ୍ଧକ । ଫେଡେରେସନ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୋଇଜ୍ (FWICE) ପାକିସ୍ତାନୀ…

ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କୁ ଇଡି ସମନ

ହାଇଦ୍ରାବାଦ: ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳ (ଇଡି)ର ସମନ । ରିଅଲ-ଇଷ୍ଟେଟ ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ଇଡି ସମନ କରାଯାଇଛି । ଏପ୍ରିଲ ୨୮ ତାରିଖ ଦିନ ହାଇଦ୍ରାବାଦ ସ୍ଥିତି ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଠିକ୍ ସମୟରେ…

ଫିଲ୍ମ ‘ସ୍ତ୍ରୀ ୨’ ଏବଂ ‘ପୁଷ୍ପା ୨’ ପରେ ୬୦୦ କୋଟି କ୍ଲବରେ ସାମିଲ ହେଲା…

ମୁମ୍ବାଇ: 'ଛାଭା' ପ୍ରଥମେ ୧୪ ଫେବୃଆରୀ ୨୦୨୫ରେ ଦେଶର ସମସ୍ତ ସିନେମା ହଲ୍ ରେ ରିଲିଜ ରିଲିଜ ହୋଇଥିଲା, ଏହାପରେ ୧୧ ଏପ୍ରିଲରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ୍ ହୋଇସାରିଛି । ଏଥିରେ, ଭିକି କୌଶଲ ଏବଂ ରଶ୍ମିକା ମନ୍ଦାନାଙ୍କ ଉତ୍କୃଷ୍ଟ ଅଭିନୟକୁ ଦର୍ଶକ ବହୁତ ପ୍ରଶଂସା କରିଥିଲେ ।…