Latest Odisha News

BREAKING NEWS

Browsing Category

ମନୋରଞ୍ଜନ

୭୫ ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ ବିଚାରକ ମଣ୍ଡଳୀ ତାଲିକାରେ ଦୀପିକା ସାମିଲ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୋକନ  ଅର୍ନ୍ତଜାତୀୟ ସିନେମା ଫେଷ୍ଟିଭାଲ ‘କାନ୍ସ’ରେ ଦୀପିକା ବିଚାରକ ମଣ୍ଡଳୀ ତାଲିକାରେ ସାମିଲ ହୋଇଛନ୍ତି ।  କାନ୍ସ ଫେଷ୍ଟିଭାଲ ତରଫରୁ ବଲିଉଡ ସୁପରଷ୍ଟାର ଦୀପିକାଙ୍କୁ ଏହି ଅର୍ନ୍ତରାଷ୍ଟ୍ରୀୟ ପ୍ରତିଯୋଗିତାର ୮ ଜଣ ବିଚାରକ ମଣ୍ଡଳୀ ମଧ୍ୟରେ ସାମିଲ କରାଯାଇଛି…

ପରଦାରେ ଜମିବ ଆକ୍ସନ, ଥ୍ରୀଲରର ଭରପୁର ମଜା :ଭୁଲ୍ ଭୁଲେୟା-୨ର ଟ୍ରେଲର୍ ରିଲିଜ୍

ମୁମ୍ୱାଇ : ବହୁ ପ୍ରତିକ୍ଷାର ଘଟିଛି ଅନ୍ତ । ୧୫ ବର୍ଷ ପରେ ମଞ୍ଜୁଲିକାର କମବ୍ୟାକ୍ । ବର୍ଷର ହରର୍ କମେଡି ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି । କାର୍ତ୍ତିକ ଆର୍ଯ୍ୟନ୍, କିଆରା ଆଡଭାନୀ ଏବଂ ତବୁ ଅଭିନୀତ ଭୁଲ୍ ଭୁଲେୟା-୨ର ଟ୍ରେଲର୍ ଲଞ୍ଚ କରାଯାଇଛି । ଚଳଚ୍ଚିତ୍ରର ଟ୍ରେଲରରେ ଦେଖିବାକୁ ମିଳିଛି…

ଭାରତ ଛାଡ ଆନ୍ଦୋଳନ ଉପରେ ଆଧାରିତ ଫିଲ୍ମରେ ଅଭିନୟ କରିବେ ସାରା

ମୁମ୍ବାଇ: କୁଲୀ ନମ୍ବର ୱାନ ଓ ଅତରଙ୍ଗୀ ରେ ଫିଲ୍ମ ପରେ ସାରା ଅଲୀ ଖାଁଙ୍କ ଅଭିନୟକୁ ପ୍ରଶଂସା କରାଯାଇଥିଲା । ଏବେ ସେ ୧୯୪୨ ଭାରତ ଛାଡ ଆନ୍ଦୋଳନ ଉପରେ ଆଧାରିତ ଏକ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ଏକ ଥି ଡାୟନ ନିର୍ଦ୍ଦେଶକ କାନନ ଆୟାର ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ । କରନ ଜୋହର…

ଆୟୋଜକଙ୍କୁ ଠକିଦେଲେ ଅମୀଷା, ୪ ଲକ୍ଷ ନେଇ ୩ ମିନିଟ କାର୍ଯ୍ୟକ୍ରମ କରି ଖସିଗଲେ

ଖଣ୍ଡୱା: ବଲିଉଡ ଅଭିନେତ୍ରୀ ଅମୀଷା ପଟେଲଙ୍କ ନାମରେ ଥାନାରେ ମାମଲା ରୁଜୁ କରାଯାଇଛି । ରିପୋର୍ଟ ମୁତାବକ ମାଆ ନବଚଣ୍ଡୀ ଦେବୀଧାମରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିଲା । ଏଥିପାଇଁ ଅମୀଷା ପଟେଲଙ୍କୁ ଡକା ଯାଇଥିଲା । ୧ ଘଂଟାର ମନୋରଞ୍ଜନ କାର୍ଯ୍ୟକ୍ରମ କରିବା ପାଇଁ ଆୟୋଜକଙ୍କ…

ବରୁଣଙ୍କ କାନ୍ଦ ସହି ନ ପାରି ଓମଲେଟ ଖୁଆଇଥିଲେ ଦିବ୍ୟା ଭାରତୀ

ମୁମ୍ବାଇ: ଅଭିନେତା ବରୁଣ ଧାୱନ ୨୪ ଏପ୍ରିଲରେ ତାଙ୍କର ୩୫ତମ ଜନ୍ମଦିନ ପାଳନ କରିଛନ୍ତି । ସେ ଏହି ଅବସରରେ ଏକ ପୁରୁଣା ସ୍ମୃତି ଶେୟାର କରିଛନ୍ତି । ବାପା ଡେଭିଡ ଧାୱନଙ୍କ ସହ ସେ ପ୍ରାୟ ଫିଲ୍ମ ସେଟକୁ ଯାଇଥାନ୍ତି । ଗୋବିନ୍ଦା ଓ ଦିବ୍ୟା ଭାରତୀ ଅଭିନୀତ ଶୋଲା ଔର ଶବନମ ଶୁଟିଂ ବେଳେ ୪…

ଶାହାରୁଖଙ୍କ ଡଙ୍କି ସହ ବକ୍ସ ଅଫିସରେ ସାମ୍ନା ସାମ୍ନି ହେବ ଅକ୍ଷୟ,ଟାଇଗରଙ୍କ ବଡେ ମିଆଁ ଛୋଟେ ମିଆଁ

ମୁମ୍ବାଇ: ସୁପରଷ୍ଟାର ଶାହାରୁଖ ଖାଁ ରାଜକୁମାର ହିରାନୀଙ୍କ ଆଗାମୀ ଫିଲ୍ମରେ କାମ କରୁଛନ୍ତି । ଏହି ଫିଲ୍ମର ନାମ ଡଙ୍କି ରଖାଯାଇଛି । ଗତବର୍ଷ କ୍ରିଷ୍ଟମାସ ଶାହାରୁଖଙ୍କ ଡଙ୍କି ଏବଂ ଅକ୍ଷୟ କୁମାର ଓ ଟାଇଗର ଶ୍ରଫ ଅଭିନୀତ ବଡ ମିଆଁ ଓ ଛୋଟେ ମିଆଁ ଆମ୍ନା ସାମ୍ନି ହେବେ । ୧୯୯୮ରେ ଆସିଥିବା…

ଚାପୁଡା କାଣ୍ଡ ପରେ ଅଲଗା ହେବେ କି ୱିଲ ସ୍ମିଥ ଓ ଜେଡା !

ନୂଆଦିଲ୍ଲୀ: ହଲିଉଡରୁ ଏକ ଅବିଶ୍ୱସନୀୟ ଖବର ସମ୍ମୁଖକୁ ଆସିଛି । ୱିଲ ସ୍ମିଥ ଏବଂ ଜେଡା ପିଂକେଟ ପରସ୍ପରକୁ ଛାଡପତ୍ର ଦେବା ପାଇଁ ଚିନ୍ତା କରୁଛନ୍ତି ବୋଲି ଦି ନ୍ୟୁଜ ଇଂଟରନ୍ୟାଶନାଲର ଖବର ପ୍ରକାଶ ପାଇଛି । ଓସ୍କାର ପୁରସ୍କାର ବିତରଣ କାର୍ଯ୍ୟକ୍ରମର ଚାପୁଡା କାଣ୍ଡ ଯୋଗୁ ଏହି ତିକ୍ତତା…

ରିଲିଜ ହେଲା ସାହିଦ କପୁରଙ୍କ ଫିଲ୍ମ ‘ଜର୍ସି’

ମୁମ୍ବାଇ : ସାହିଦ କପୁରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ 'ଜର୍ସି' ଆଜି ରିଲିଜ ହୋଇଛି । ବଲିଉଡ ଆକ୍ଟର ସାହିଦ କପୁର ନିଜ ଫିଲ୍ମ 'ଜର୍ସି' ରିଲିଜକୁ ନେଇ ବହୁ ଦିନ ହେଲେ ଅପେକ୍ଷା କରିଥିଲେ ।ହେଲେ ଆଜି ପ୍ରତୀକ୍ଷାର ଅନ୍ତ ଘଟିଛି । କରୋନା କଟକଣା କାରଣରୁ ଏହି ଫିଲ୍ମ ରିଲିଜ ହୋଇପାରିନଥିଲା ।…

ବିବାହ ପରେ ସମୂଦ୍ରକୂଳିଆ ଆପାର୍ଟମେଂଟରେ ରହିବେ ରାହୁଲ-ଆଥିୟା

ମୁମ୍ବାଇ: କ୍ରିକେଟର କେଏଲ ରାହୁଲ ଓ ଅଭିନେତ୍ରୀ ଆଥିୟା ଶେଟ୍ଟୀ ମୁମ୍ବାଇରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଂଟ ଭଡାରେ ନେଇଥିବା ରିପୋର୍ଟ ପ୍ରକାଶ ପାଇଛି । ବିବାହ ପରେ ଉଭୟ ଏଠାରେ ରହିବାକୁ ମନ ବଳାଇଛନ୍ତି । ଏହା ସି ଫେସିଂ ଏବଂ ୪ ବିଏଚକେ ଆପାର୍ଟମେଂଟ ଅଟେ । ବିଲ୍ଡିଂରେ ୮ମ ଫ୍ଲୋରରେ ଥିବା…

କେଜିଏଫ୨ ଫିଲ୍ମ ଦେଖୁଥିବା ବେଳେ ହଲରେ ଫୁଟିଲା ଗୁଳି

ବାଙ୍ଗାଲୋର: କର୍ଣ୍ଣାଟକର ହାଭେରୀ ଜିଲ୍ଲାରେ କେଜିଏଫ୨ ଫିଲ୍ମ ଦେଖିବା ବେଳେ ହଲରେ ଫୁଟିଛି ଗୁଳି । ଫିଲ୍ମ ଦେଖିବାକୁ ଆସିଥିବା ୨୭ ବର୍ଷୀୟ ବସନ୍ତ କୁମାର ସହ ଜଣେ ଅଜଣା ବ୍ୟକ୍ତିର କୌଣସି କାରଣ ନେଇ ଯୁକ୍ତି ତର୍କ ହୋଇଥିଲା । କିଛି ସମୟ ପରେ ଅଜଣା ଯୁବକ ଜଣକ ବସନ୍ତ ଉପରକୁ ଗୁଳି ଚାଳନା…