ମାଡ୍ରାସ: ତେଲୁଗୁ ଅଭିନେତ୍ରୀ ପ୍ରଣୀତା ସୁବାସ ଏବେ ନିକଟରେ ପତି ନିତିନ ରାଜୁଙ୍କ ସହ ଏକ ଫଟୋ ଶେୟାର କରିଛି । ଏଥିରେ ସେ ତାଙ୍କ ପତିଙ୍କ ପାଦ ତଳେ ବସି ପୂଜା କରୁଛନ୍ତି । ଏହି ଫଟୋ କିଛି ବ୍ୟକ୍ତି ହଜମ ନ କରିପାରି ପ୍ରଣୀତାଙ୍କୁ ଟ୍ରୋଲ କରିଥିଲେ । ହଙ୍ଗମା ୨ର ଏହି ଅଭିନେତ୍ରୀଙ୍କୁ ଟ୍ରୋଲର୍ସଙ୍କୁ ଏ ନେଇ କଡା ଜବାବ ଦେଇଛନ୍ତି । ସେ କହିଛନ୍ତି ମୁଁ ସର୍ବଦା ରୀତି ନୀତି ଓ ପାରମ୍ପାରିକତାକୁ ବିଶ୍ୱାସ କରେ ଏବଂ ମାନେ । ଜଣେ ଅଭିନେତ୍ରୀ ହେଇଯିବା ମାନେ ନୁହେଁ ଯେ, ମୁଁ ମୋ ସଂସ୍କୃତିକୁ ଭୁଲି ଯିବ । ଏହା କରିବା ପାଇଁ ମୋତେ କେହି ବାଧ୍ୟ କରି ନ ଥିଲେ ବୋଲି ସେ କହିଛନ୍ତି । ମୋ ପରିବାରର ସମସ୍ତ ସଦସ୍ୟ ଏହି ରୀତି ନୀତି ଗର୍ବର ସହ ପାଳନ କରିଥାଉ ବୋଲି ସେ କହିଛନ୍ତି । ଭୀମନା ଅମାବାସ୍ୟାରେ ପତ୍ନୀମାନେ ପତିଙ୍କୁ ପୂଜା କରିଥାନ୍ତି । ୨୦୨୧ରେ ପ୍ରଣୀତା ଓ ନିତନ ପରସ୍ପରକୁ ବିବାହ କରିଥିଲେ ।
BREAKING NEWS
- Bank unions defer 3-day:ବ୍ୟାଙ୍କ ଧର୍ମଘଟ ପ୍ରତ୍ୟାହାର ; IBA ଏବଂ UFBU ମଧ୍ୟରେ ବୈଠକ ପରେ ନିଷ୍ପତ୍ତି
- ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ମାରି ଜାଳିଦେଲେ!
- ମହାନଦୀରେ ବଢୁଛି ବନ୍ୟା ଭୟ: ବଡ଼ମ୍ବା ଭଟ୍ଟାରିକା ପୀଠରେ ୧୬୩ ଧାରା ଲାଗୁ, ମନ୍ଦିର ଛୁଇଁଲା ବନ୍ୟାଜଳ
- ଅତିଭୌତିକ ଗଳ୍ପ‘ଇନ୍ଦ୍ରଜାଲ’ ପୁସ୍ତକ ଉନ୍ମୋଚନ
- ବିବାହର ୪ ବର୍ଷ ପରେ ଜାସ୍ମିନ ମାଝୀଙ୍କ ସନ୍ଦେହଜନକ ମୃତ୍ୟୁ: ସ୍ୱାମୀଙ୍କ ସହ ଝଗଡ଼ା ପରେ ବିଷ ପିଇଥିବା ସନ୍ଦେହ
- CM Majhi targets Congress:SIR ଅଭିଯୋଗକୁ ନେଇ କଂଗ୍ରେସକୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ; କହିଲେ- ପ୍ରସ୍ତୁତ ହୋଇଥିବା ଭୋଟର ତାଲିକାରେ ତ୍ରୁଟି ନାହିଁ
- MMDR Amendment Act:ଏମଏମଡିଆର ସଂଶୋଧନ ଆଇନ ପ୍ରତ୍ୟାହାର ଦାବି ପ୍ରସଙ୍ଗ;ବିକ୍ଷୋଭରେ ଜନସାଧାରଣଙ୍କୁ ସାମିଲ ହେବାକୁ ବିଜେଡିର ନିବେଦନ
- ନିର୍ଭୟରେ କରନ୍ତୁ ଭଗବଦ୍ ଗୀତା ପାଠ, ବଙ୍ଗଳାରେ ବଦଳିଛି ସ୍ଥିତି: ହିନ୍ଦୁ ବିରୋଧୀଙ୍କୁ ଶୁଭେନ୍ଦୁଙ୍କ ଟାର୍ଗେଟ
- ଦିଲ୍ଲୀରେ ଖରାପ ରାସ୍ତାକୁ ନେଇ ବବାଲ: ଭିଡିଓ କରୁଥିବା ଯୁବକଙ୍କୁ ଥାପ୍ପଡ଼ ମାରିଲେ ମନ୍ତ୍ରୀ ପ୍ରବେଶ ବର୍ମା
- କୋହଲି,ଗିଲ୍ଙ୍କ ଶତକ: ପ୍ରଥମ ଏକଦିବସୀୟରେ ୱେଷ୍ଟଇଣ୍ଡିଜ୍କୁ ୮ ୱିକେଟ୍ରେ ହରାଇଲା ଭାରତ

Comments are closed.