Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଆଜି ଅନନ୍ୟାଙ୍କ ଜନ୍ମଦିନ, ସାମିଲ ହେବେ କି ଆର୍ୟନ ?

ମୁମ୍ବାଇ : ଆଜି ବଲିଉଡ୍ ବିୟୁଟି ଅନନ୍ୟା ପାଣ୍ଡେଙ୍କ ଜନ୍ମଦିନ  । ୨୪ ବର୍ଷ ବୟସରେ ପାଦ ଦେଇଛନ୍ତି ଅନନ୍ୟା । ଏନେଇ ଅନନ୍ୟାଙ୍କୁ ବଲିଉଡ୍ ଜଗତରୁ ଶୁଭେଚ୍ଛାର ସୁଅ ଛୁଟିଛି । ହେଲେ ଆଜିର ବର୍ଥ ଡେ କୁ ଅନନ୍ୟା ପାଣ୍ଡେ ଡିଫେରେଣ୍ଟ ୱରେ ସେଲିବ୍ରେସନ କରିବେ ବୋଲି ଜଣାପଡ଼ିଛି। କାହିଁକି ନାଁ…

ଶାହାରୁଖ୍‌ଙ୍କୁ ମିଳିଲା ବାର୍ଥ ଡେ ଓ ଦିୱାଲୀ ଉପହାର; ଜେଲ୍‌ରୁ ବାହାରିଲେ ଆର୍ୟନ୍‌

ନୂଆଦିଲ୍ଲୀ: ୨୨ ଦିନ ପରେ ଜେଲ୍‌ରୁ ମୁକୁଳିଲେ ଆର୍ୟନ୍‌ ଖାନ। ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଆର୍ୟନ୍‌ ୨୨ ଦିନ ପରେ ଆର୍ଥର ରୋଡ୍ ଜେଲରୁ ମୁକ୍ତ କରାଯାଇଛି। ଶାହାରୁଖଙ୍କ ଅଙ୍ଗରକ୍ଷୀ ରବି ଜେଲ ବାହାରେ ପହଞ୍ଚିଥିଲେ। ଜେଲ ପ୍ରଶାସନ ଆର୍ୟନ୍‌ଙ୍କୁ ହସ୍ତାନ୍ତର କରିଥିଲେ।…

ପାୱାର ଷ୍ଟାର ପୁନିତଙ୍କ ମୃତ୍ୟୁ ପରେ ୩୧ ଯାଏ ସହରର ସମସ୍ତ ମଦ ଦୋକାନ ବନ୍ଦ

ବେଙ୍ଗାଲୁରୁ: ଶୁକ୍ରବାର ଦିନ ପାୱାର ଷ୍ଟାର ପୁନିତ ରାଜକୁମାରଙ୍କ ଦେହାନ୍ତ ପରେ ଏହାର ତୁରନ୍ତ ପ୍ରଭାବ ଦେଖିବାକୁ ମିଳିଥିଲା। ବେଙ୍ଗାଲୁରୁ ପୋଲିସ ସହରର ସମସ୍ତ ମଦ ଦୋକାନକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି। ଆଦେଶ ଅନୁଯାୟୀ, ଆଇନ ଏବଂ ଶୃଙ୍ଖଳା ବଜାୟ ରଖିବା…

ଭେଟେରାନ୍‌ ଅଭିନେତା ୟୁସୁଫ୍‌ ହୁସେନ୍‌ଙ୍କ ପରଲୋକ

ମୁମ୍ବାଇ: ଭେଟେରାନ ଅଭିନେତା ୟୁସୁଫ ହୁସେନ୍‌ଙ୍କ ଦେହାନ୍ତ ହୋଇଛି। ଚଳଚ୍ଚିତ୍ର ନିର୍ଦ୍ଦେଶକ ହନସଲ ମେହେଟ୍ଟା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ଲେଖି ଏହି ସୂଚନା ଦେଇଛନ୍ତି। ହନସଲ ତାଙ୍କ ଟ୍ୱିଟ୍‌ରେ କହିଛନ୍ତି ଯେ ଆଜି ସେ ଅନୁଭବ କରୁଛନ୍ତି ଯେ ସେ ଅନାଥ ହୋଇଯାଇଛନ୍ତି। ଅନ୍ୟମାନଙ୍କ…

୨୨ ଦିନ ପରେ ଆଜି ମୁକୁଳିବେ ଆର୍ୟନ୍, ପୁଅକୁ ଆଣିବାକୁ ଜେଲ୍ ଗଲେ ଶାହାରୁଖ

ମୁମ୍ବାଇ: ଆଜି ଜେଲରୁ ବାହାରି ପାରନ୍ତି ଜୁନିଅର୍ କିଙ୍ଗ ଖାନ୍ । ୨୨ ଦିନ ପରେ ମୁମ୍ବାଇ ଆର୍ଥର ରୋଡ୍ ଜେଲରୁ ମୁକୁଳିଲେ ଆର୍ୟନ୍ ଖାନ୍ । ଦିନ ୧୦ଟାରେ ସେ ମୁକୁଳି ପାରନ୍ତି । ଜେଲର ଜାମିନ ବାକ୍ସରେ ରିଲିଜ ଅର୍ଡର ଦିଆଯାଇଛି । ଅର୍ଥାତ୍ ଏବେ ଆର୍ୟନଙ୍କର ଜେଲରୁ ମୁକୁଳିବା ପ୍ରକ୍ରିୟା ଆରମ୍ଭ…

ଜୁହି ଚାଓ୍ଵଲା ହେଲେ ଆର୍ଯ୍ୟନଙ୍କ ଜାମିନଦାର

ମୁମ୍ବାଇ: ଶାହାରୁଖଙ୍କ ପୁଅ ଆର୍ଯ୍ୟନଙ୍କ ଜାମିନଦାର ହେଲେ ଜୁହି। ବମ୍ବେ ହାଇକୋର୍ଟ ବଲିଉଡ ଷ୍ଟାର୍ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ବେଲ ଅର୍ଡର ଜାରି କରିଛନ୍ତି । ଅଭିନେତ୍ରୀ ଜୁହି ଚାଓ୍ଵଲା ଏକ ଲକ୍ଷ ଟଙ୍କାର ମୁଚଲିକାରେ ଆର୍ୟନଙ୍କ ଜାମିନ କରାଇଛନ୍ତି।। ମିଳୁଥିବା ସୂଚନା ଅନୁସାରେ…

ୟଶରାଜ ଫିଲ୍ମର ୪ ଫିଲ୍ମକୁ ଓଟିଟିରେ ରିଲିଜ କରିବା ପାଇଁ ଆମାଜନ ପ୍ରାଇମ ଦେଲା ୨୫୦ କୋଟି

ମୁମ୍ବାଇ: ଆମାଜନ ପ୍ରାଇମ ଓ ୟଶରାଜ ଫିଲ୍ମସରେ ମଧ୍ୟରେ ଓଟିଟି ରିଲିଜ ନେଇ ବଡ ଚୁକ୍ତି ହୋଇଛି । ୟଶରାଜ ଫିଲ୍ମର ବଂଟି ଔର ବବଲୀ ୨(ସୈଫ ଅଲୀ ଖାଁ, ରାଣୀ ମୁର୍ଖାଜୀ), ଶମଶେରା(ରଣବୀର କାପୁର, ସଂଜୟ ଦତ, ବାଣୀ କାପୁର), ଜୟେଶ ଭାଇ ଜୋରଦାର(ରଣବୀର ସିଂ) ଓ ପୃଥ୍ୱୀରାଜ( ଅକ୍ଷୟ କୁମାର, ସଂଜୟ ଦତ)…

ଆହାନଙ୍କୁ ଅକ୍ଷୟ କୁମାରଙ୍କ ପ୍ରଶଂସା; କହିଲେ…

ନୂଆଦିଲ୍ଲୀ: ସୁନୀଲ ଶେଟ୍ଟୀଙ୍କ ପୁଅ ଆହାନ ଶେଟ୍ଟୀ ପ୍ରଥମ ଥର ପାଇଁ ବଲିଉଡ୍‌ରେ ପାଦ ଦେଇଛନ୍ତି। ଅହାନଙ୍କ ପ୍ରଥମ ଡେବ୍ୟୁ ଫିଲ୍ମ ତଡପ୍‌ର ଟ୍ରେଲର ରିଲିଜ ହୋଇସାରିଛି। ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଅଭିନେତା ଅକ୍ଷୟ କୁମାର ଟ୍ୱିଟରରେ ତାଙ୍କ ବନ୍ଧୁ ସୁନୀଲ ଶେଟ୍ଟୀଙ୍କୁ ଅଭିନନ୍ଦନ…

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଅଭିନେତା ରଜନୀକାନ୍ତ

ଚେନ୍ନାଇ: ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଅଭିନେତା ରଜନୀକାନ୍ତ। ତାଙ୍କୁ ଚେନ୍ନାଇର କୌଭେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଟିମ୍‌ର କହିବାନୁସାରେ, ତାଙ୍କୁ 'ରୁଟିନ୍ ଚେକଅପ୍' ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁବାର ଅପରାହ୍ନ ସମୟରେ ତାଙ୍କୁ ଡାକ୍ତରଖାନା…

ନାଗା ଚୈତନ୍ୟଙ୍କ ସହ ଫଟୋକୁ ଡିଲିଟ କରୁଛନ୍ତି ସମନ୍ଥା

ମୁମ୍ବାଇ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଯୋଡି ନାଗା ଚୈତନ୍ୟ ଓ ସମନ୍ଥାଙ୍କ ବୈବାହିକ ଜୀବନ ବିଧିବଦ୍ଧ ଭାବେ ଭାଙ୍ଗିଛି । ଉଭୟ ପରସ୍ପରର ସହମତରେ ଅଲଗା ହୋଇଛନ୍ତି । ସମନ୍ଥା ଧିରେ ଧିରେ ନାଗାଙ୍କ ସମସ୍ତ ସ୍ମୃତିକୁ ହଟାଇବାରେ ଲାଗିଛନ୍ତି । ୫ ବର୍ଷ ମଧ୍ୟରେ ସୋସିଆଲ ସାଇଟରେ…