Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଡିସେମ୍ବରରେ ବିବାହ ଯୋଜନାକୁ ନେଇ ସ୍ପଷ୍ଟ କଲେ କ୍ୟାଟ୍ରିନା; କହିଲେ…

ମୁମ୍ବାଇ: ଆସନ୍ତା ଡିସେମ୍ବରରେ କ୍ୟାଟ୍ରିନା କୈଫ ଓ ଭିକି କୌଶଲଙ୍କ ବିବାହ ଗୁଜବକୁ ଖଣ୍ଡନ କରିଛନ୍ତି କ୍ୟାଟ୍ରିନା। ଚଳିତ ବର୍ଷ ଉଭୟଙ୍କ ହେବନି ବୋଲି କ୍ୟାଟ୍ରିନା ସ୍ପଷ୍ଟ କରିଛନ୍ତି। ନିକଟରେ ଏକ ରିପୋର୍ଟରେ ଦର୍ଶାଯାଇଥିଲା ଯେ ଦୁହେଁ ନିଜ ବିବାହ ଉତ୍ସବ ପାଇଁ ପ୍ରସ୍ତୁତ ହେଉଛନ୍ତି।…

ବିଜ୍ଞାପନରେ ସଧବା ନାରୀର ପ୍ରତୀକକୁ ଅପମାନ କଲେ ସବ୍ୟସାଚୀ!

ମୁମ୍ବାଇ: ହିନ୍ଦୁଙ୍କ ଆସ୍ଥା ଉପରେ ବାରମ୍ବାର କୁଠାରଘାତ ହେଉଛି । କରୱାଚୌଥରେ ସମଲିଙ୍ଗୀ ପ୍ରୋତ୍ସାହନ ପରେ ଏବେ ସଧବା ନାରୀର ସମ୍ମାନ ତଥା ପ୍ରତୀକ ମଙ୍ଗଳସୂତ୍ରକୁ କଦର୍ଥ ଭାବେ ଉପସ୍ଥାପନ କରାଯାଇଛି । ବଲିଉଡର ପ୍ରତିଷ୍ଠିତ ଡିଜାଇନର ସବ୍ୟସାଚୀ ମୁର୍ଖାଜୀ ନୂତନ ଅଳଙ୍କାର ବିଜ୍ଞାପନ ଏହି…

ଖୁବ୍‌ ଶୀଘ୍ର ଓଟିଟିରେ ରିଲିଜ କରିବ ‘ବଣ୍ଟି ଔର୍‌ ବବ୍‌ଲି ୨’, ‘ପୃଥୀରାଜ’

ନୂଆଦିଲ୍ଲୀ: ସୈଫ ଅଲ୍ଲୀ ଖାନ, ରାନୀ ମୁଖାର୍ଜୀଙ୍କ ଅଭିନୀତ 'ବଣ୍ଟି ଔର୍‌ ବବଲି ୨', ଅକ୍ଷୟ କୁମାରଙ୍କ ପୃଥୀରାଜ, ରଣବୀର ସିଂଙ୍କ ଜୟଶଭାଇ ଏବଂ ରଣବୀର କପୁରଙ୍କ ଶମ୍‌ଶେର ନିର୍ଦ୍ଧାରିତ ରିଲିଜ ତାରିଖରେ ପ୍ରେକ୍ଷାଳୟକୁ ଆସିବା ପରେ ଆମାଜନ ପ୍ରାଇମ ଭିଡିଓରେ ପ୍ରସାରିତ ହେବେ। ବହୁ…

ପୁଣି ଆର୍ୟନଙ୍କ ସପକ୍ଷରେ ମୁହଁ ଖୋଲିଲେ ହ୍ରିତିକ

ନୂଆଦିଲ୍ଲୀ: ଆଜି ଆର୍ୟନଙ୍କ ଭାଗ୍ୟ ପରୀକ୍ଷା। ଆର୍ୟନଙ୍କୁ ବେଲ୍‌ ମିଳିବ ନା ଜେଲ୍‌ ତାର ନିଷ୍ପତ୍ତି ନେଇପାରନ୍ତି କୋର୍ଟ। ତେବେ ଏହାରି ଭିତରେ ବଲିଉଡ ଷ୍ଟାର୍‌ ହ୍ରିତିକ ରୋଶନ ପୁଣି ଥରେ ଆର୍ୟନଙ୍କ ସପକ୍ଷରେ ମୁହଁ ଖୋଲିଛନ୍ତି। ଜଣେ ସାମ୍ବାଦିକା ଏବଂ ସୁପ୍ରିମକୋର୍ଟର ଜଣେ ବରିଷ୍ଠ…

କାହିଁକି ରବୀନାଙ୍କ ସହ କାମ କରିବାକୁ ପସନ୍ଦ କରୁ ନଥିଲେ ସଲ୍‌ମାନ?

ନୂଆଦିଲ୍ଲୀ: ନିକଟରେ ୪୭ତମ ଜନ୍ମଦିନ ପାଳନ କରିଛନ୍ତି ବଲିଉଡ୍‌ ବିୟୁଟି ରବୀନା ଟଣ୍ଡନ। ଏହି ସମୟରେ ରବୀନା ତାଙ୍କର ଡେବ୍ୟୁ ଚଳଚ୍ଚିତ୍ର ଏବଂ ତାଙ୍କର ପ୍ରଥମ କୋ-ଷ୍ଟାର ସଲମାନ ଖାନଙ୍କ ସହ କାମ କରିବାର ଅଭିଜ୍ଞତା ବିଷୟରେ ଖୁଲାସା କରିଥିଲେ। ରବୀନା ୧୯୯୧ରେ ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିଲେ।…

ବାଦୁଡି ଯୋଗୁ ଚିନ୍ତାରେ ବିଗ୍‌ ବି

ନୂଆଦିଲ୍ଲୀ: ନିକଟରେ ଅମିତାଭ ବଚ୍ଚନ ଏକ ପ୍ରସଙ୍ଗ ସେୟାର କରିଛନ୍ତି ଯାହା ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ସମସ୍ୟାରେ ପକାଇଛି। ତାଙ୍କ ବ୍ଲଗରେ ବିଗ୍ ବି ପ୍ରକାଶ କରିଛନ୍ତି ଯେ ସମସ୍ତ ପଦକ୍ଷେପ ଗ୍ରହଣ କରିବା ସତ୍ତ୍ବେ ବାଦୁଡିମାନେ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନ ଜଲସା ଉପରେ…

ନଭେମ୍ବରରେ ବାହା ହେବେ ଆଲିଆ ଓ ରଣବୀର!

ମୁମ୍ବାଇ: ବି-ଟାଉନର ସବୁଠାରୁ ଚର୍ଚ୍ଚିତ ତଥା ବିବାହ ଯୋଗ୍ୟ ଦମ୍ପତିମାନଙ୍କ ମଧ୍ୟରୁ ଆଲିଆ  ଏବଂ ରଣବୀର  ଅନ୍ୟତମ। ଦୀର୍ଘ ଦିନ ଧରି ସେମାନଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ତେବେ ପୁଣି ଥରେ ଏହି ଦମ୍ପତିଙ୍କ ବିବାହ ଯୋଜନାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଯେଉଁଥିରେ ଦାବି…

ଇଶ୍କ ଭିସ୍କର ସିକ୍ୱେଲ ଖୁବ୍ ଶୀଘ୍ର !

ମୁମ୍ବାଇ: ଶାହୀଦ କାପୁରଙ୍କ ପଦାର୍ପଣ ଫିଲ୍ମ ଇଶ୍କ ଭିସ୍କର ସିକ୍ୱେଲ ପାଇଁ ପ୍ରଡ୍ୟୁସର ରମେଶ ତୌରାନୀ ଆଗ୍ରହ ପ୍ରକାଶ କରିଛନ୍ତି । ଏହାର ସ୍କ୍ରିପ୍ଟ ଉପରେ ସେ କାମ ଆରମ୍ଭ କରି ଦେଇଛନ୍ତି । ୨୦୦୩ରେ ରିଲିଜ ହୋଇଥିବା ଏହି ଫିଲ୍ମ ପରେ ଶାହୀଦ ଷ୍ଟାର ପାଲଟି ଯାଇଥିଲେ । ଶାହୀଦ ଏବଂ ଅମ୍ରିତ ରାଓ…

ଡ୍ରଗ୍ସ କେସ: କାଲିକୁ ଘୁଂଚିଲା ଆର୍ଯ୍ୟନଙ୍କ ଜାମିନ ଆବେଦନ ଶୁଣାଣୀ

ମୁମ୍ବାଇ: ଡ୍ରଗ୍ସ କେସ ମାମଲାରେ ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନଙ୍କୁ ଆଜି(୨୭ା୧୦) ବି ଜାମିନ ମିଳିଲା ନାହିଁ । ବମ୍ବେ ହାଇକୋର୍ଟ ଆସନ୍ତା କାଲି ୩ଟା ବେଳେ ଏ ନେଇ ଶୁଣାଣୀ କରିବେ । ଉଭୟ ପକ୍ଷ ସେମାନଙ୍କ ଯୁକ୍ତି କୋର୍ଟରେ ଉପସ୍ଥାପନ କରିଛନ୍ତି । ଅକ୍ଟୋବର ୨ରେ କ୍ରୁଜ ରେଭ ପାର୍ଟି…

‘କ୍ରିଶ୍ ୪’ ପାଇଁ ଗୀତ ଗାଇବେ ହ୍ରିତିକ୍

ମୁମ୍ବାଇ: ଅଭିନେତା ହ୍ରିତିକ୍ ରୋଶନ୍ ବର୍ତ୍ତମାନ ତାଙ୍କ ଆଗାମୀ ମୁଭି ଫାଇଟର୍ ଏବଂ ବିକ୍ରମ ବେଦ ସୁଟିଂରେ ବ୍ୟସ୍ତ ଅଛନ୍ତି। କିନ୍ତୁ ତାଙ୍କ ପ୍ରଶଂସକମାନେ ତାଙ୍କୁ 'କ୍ରିଶ୍ ୪' ରେ ସୁପରହିଟ୍ ଅବତାରରେ ଦେଖିବାକୁ ଅପେକ୍ଷା କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ମ୍ୟୁଜିକ୍ କମ୍ପୋଜର ରାଜେଶ…