Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବିରୁଷ୍କାଙ୍କ ପଡୋଶୀ ହେବେ ଭିକ୍କି-କ୍ୟାଟ୍ରିନା

ମୁମ୍ବାଇ: ଡିସେମ୍ବର ୯ରେ ବଲିଉଡ ଅଭିନେତା ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଏହି ଅବସରରେ ଅନୁଷ୍କା ଶର୍ମାଙ୍କ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ ଲେଖିଛନ୍ତି ଭିକ୍କି ଏବଂ କ୍ୟାଟ୍ରିନା ଖୁବ ଶୀଘ୍ର ଆମ ପଡୋଶୀ ହେବାକୁ ଯାଉଛନ୍ତି ।…

ବିବାହ ମଣ୍ଡପକୁ ଆକର୍ଷଣୀୟ ଏଣ୍ଟ୍ରି କରିବେ କ୍ୟାଟ୍ରିନା- ଭିକି, କାଚରେ ତିଆରି ହୋଇଛି ମଣ୍ଡପ

ମୁମ୍ବାଇ : କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲ ଆଜି ବିବାହ ବନ୍ଧନରେ ବାନ୍ଧିହେବେ । ହେଲେ ଏହି ଷ୍ଟାର କପୁଲଙ୍କ ବିବାହ ରାଜସ୍ଥାନର ସୱାଇ ମାଧପୁରରେ ସିକ୍ସ ସେନ୍ସ ରିସର୍ଟରେ ଲକଜୁରିୟସ୍ ଷ୍ଟାଇଲରେ ହେବ। କ୍ୟାଟ୍ରିନା ଓଭିକି ନିଜ ବିବାହକୁ ପ୍ରାଇଭେଟ ରଖିବାକୁ ଚାହୁଁଛନ୍ତି। ଭିକି-କ୍ୟାଟଙ୍କ…

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ କଟ୍ରିନା-ଭିକି କୌଶଲ

ମୁମ୍ବାଇ: ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡର ସେଲିବ୍ରିଟି ଲଭ ବର୍ଡ । କଟ୍ରିନା କୈଫ ଓ ଭିକି କୌଶଲଙ୍କ ବାହାଘର । ଏଥିପାଇଁ ରାଜସ୍ଥାନର ମାଧୋପୁର ସ୍ଥିତ ବରଓ୍ୱାରା ଦୁର୍ଗରେ ସମସ୍ତ ପ୍ରସ୍ତୁତି ସରିଛି । ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ସିକ୍ସ ସେନ୍ସେସ ରିସର୍ଟ । ୭ ତାରିଖରେ…

‘ଡାଲଚିନି’ର ପ୍ରୟୋଜକ ଓ କଳାକାର ସମ୍ବର୍ଦ୍ଧିତ

ଭୁବନେଶ୍ୱର : ଓଡ଼ିଶା ସିନେ କ୍ରିଟିକ ଆସୋସିଏସନ ପକ୍ଷରୁ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ଏକ ଉତ୍ସବରେ, ଓଡ଼ିଆ ଚଳଚ୍ଚିତ୍ର 'ଡାଲଚିନି'ର ପ୍ରୟୋଜକ ଓ ଟିମକୁ ସମ୍ବର୍ଦ୍ଧିତ କରାଯାଇଛି। ସିମଲାଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ୧୭ଟି ଦେଶର ୫୮ଟି ଚଳଚ୍ଚିତ୍ର…

କ୍ୟାଟ୍ରିନାଙ୍କ ହାତରେ ଲାଗିଲା ମେହେନ୍ଦି, ଆଜି ହଳଦୀ ସେରିମନି

ମୁମ୍ବାଇ : ବଲିଉଡ ବିୟୁଟି କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲ ୯ ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧିହେବୋ ୭ ତାରିଖରେ କ୍ୟାଟଙ୍କ ସଙ୍ଗୀତ ମେହେନ୍ଦି ସେରିମନି ରାଜସ୍ଥାନର ସିକ୍ସଥ ସେନ୍ସ ଲକଜୁରିୟସ୍ ଫୋର୍ଟରେ କରାଯାଇଥିଲା। ଆଜି ଦ୍ୱିପ୍ରହରେ ହଳଦୀ ସେରିମନି ସହ ନାଇଟରେ ସଙ୍ଗୀତ ଫଙ୍କସନ୍…

ସଚିନଙ୍କ ଝିଅ ସାରାଙ୍କ ମଡେଲ ଲୁକ ଚର୍ଚ୍ଚାରେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ପୁନର୍ବାର ଚର୍ଚ୍ଚାରେ । ତାଙ୍କର ଏକ ଗ୍ଲାମରସ ଲୁକ ଏବେ ସମସ୍ତଙ୍କ ମନ କିଣିଛି । ତାଙ୍କର ମଡେଲିଂ ଲୁକ କୌଣସି ହିରୋଇନଠାରୁ କମ ନୁହେଁ । ଇନଷ୍ଟାଗ୍ରାମରେ ସାରା ତାଙ୍କ ମଡେଲିଂ ଫଟୋ ଏବଂ ଭିଡିଓ…

କରୋନା ମହାମାରୀ ପରେ ପ୍ରଥମ ବଲିଉଡ ଫିଲ୍ମ ଭାବେ ଚୀନରେ ରିଲିଜ ହେବ ସୁଶାନ୍ତଙ୍କ ଛିଛୋରେ

ମୁମ୍ବାଇ: କରୋନା ମହାମାରୀ ପରେ ଚୀନରେ ପ୍ରଥମ ବଲିଉଡ ଫିଲ୍ମ ଭାବେ ରିଲିଜ ହେବାକୁ ଯାଉଛି ସ୍ୱର୍ଗତଃ ସୁଶାନ୍ତ ସିଂ ରାଜପୁତଙ୍କ ଛିଛୋରେ । ୬୭ତମ ଜାତୀୟ ପୁରସ୍କାର ପାଇଥିବା ଛିଛୋରେର ଚୀନ ଭାଷା ପୋଷ୍ଟର ମଧ୍ୟ ରିଲିଜ ହୋଇସାରିଛି । ଭାରତୀୟ ବକ୍ସ ଅଫିସରେ ସୁଶାନ୍ତଙ୍କ ଏହି ଫିଲ୍ମ ୧୫୦ କୋଟିରୁ…

ଆସନ୍ତା ବର୍ଷ ଦଶହରାରେ ରିଲିଜ ହେବ କଙ୍ଗନାଙ୍କ ତେଜସ

ମୁମ୍ବାଇ:ବଲିଉଡ କୁଇନ କଙ୍ଗନା ରାନାୱତଙ୍କ ତେଜସ ଫିଲ୍ମର ରିଲିଜ ତାରିଖ ଘୋଷଣା କରାଯାଇଛି । ଏହି ୱାର ଡ୍ରାମା ଆସନ୍ତା ବର୍ଷ ଦଶହରା ଦିନ (ଅକ୍ଟୋବର ୫) ପରଦାକୁ ଆସିବ । କଙ୍ଗନା ମଧ୍ୟ ସୋସିଆଲ ସାଇଟରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଉରୀ:ଦି ସର୍ଜିକାଲ ଷ୍ଟ୍ରାଇକ ପରେ ସେନାଙ୍କ ଉପରେ…

ଖୁବ୍ ଶିଘ୍ର ରିଲିଜ ହେବ ”ଲାଗେ ପ୍ରେମ ନଜର”

ଭୁବନେଶ୍ୱର : ଖୁବ୍ ଶୀଘ୍ର ରିଲିଜ ହେବ ଓଲିଉଡ ଫିଲ୍ମ  'ଲାଗେ ପ୍ରେମ ନଜର'। ଡିସେମ୍ବର ଶେଷ ବେଳକୁ ପରଦାକୁ ଆସିବ ନୂଆ ସିନେମା 'ଲାଗେ ପ୍ରେମ ନଜର'। ନୂଆ ବର୍ଷ ଉପଲକ୍ଷେ ଏହି ଫିଲ୍ମ ରିଲିଜ ହେବ । ଫିଲ୍ମର ଲିଡ୍ ରୋଲରେ ନଜର ଆସିବେ ଅମ୍ଲାନ ରିୟା, ପ୍ରିୟା, ରାଗିଣୀ, ରାକେଶ ଓ ବବିମିଶ୍ର। ।…

ଆଜି କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲଙ୍କ ସଙ୍ଗୀତ, ସାମିଲ ହେବେ ବଲିଉଡର ସେଲିବ୍ରେଟି

ମୁୁମ୍ବାଇ : କ୍ୟାଟ୍ରିନା କୈଫ୍ ଓ ଭକି କୌଶଲ ବିହାର ପାଇଁ ସଜବାଜ ଆରମ୍ଭ ହେଲାଣି। ସଜେଇ ହୋଇଛି ରାଜସ୍ଥାନର ସିକ୍ସଥ ସେନ୍ସ ଫୋର୍ଟ। ଆଜି ଏହି ଫୋର୍ଟରେ ଚିକିନ ଚମେଲି ଓ ଭିକିଙ୍କ ସଙ୍ଗୀତ ସେରିମନି ଆୟୋଜନ କରାଯାଇଛି। ଏହି ଫଙ୍କସନରେ କ୍ୟାଟ୍-ଭିକିଙ୍କ ପିରବାର ଲୋକ ରହିବେ ବୋଲି ସୂଚନା…