Latest Odisha News

କଳାପାହାଡ଼ ଭୂମିକାରେ ଅଭିନୟ କରିବେ ଚନ୍ଦନ

ଭୁବନେଶ୍ୱର : ଆଜି ପର୍ଯ୍ୟନ୍ତ ଓଲିଉଡ଼ରେ ଚାଲିଆସିଥିବା ଚିରାଚରିତ ଲଭ, ରୋମାଞ୍ଚ ଭଳି ସିନେମାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଭାବରେ ଓଡ଼ିଶାର ସଂସ୍କୃତି ଓ ଇତିହାସକୁ ନେଇ ମୋସନ ପିକଚ୍‌ର ଓଡ଼ିଆ ଚଳଚ୍ଚିତ୍ର ‘କଳା ପାହାଡ଼’ ନିର୍ମାଣ କରିବାକୁ ଯାଉଛି । ଏହି ଚଳଚ୍ଚିତ୍ରର ପୋଷ୍ଟର ଗୀତଗୋବନ୍ଦ ସଦନରେ ଲୋକାର୍ପିତ ହୋଇଯାଇଛି । ଏହି ଚଳଚ୍ଚିତ୍ରରେ ଅଭିନେତା ଚନ୍ଦନଙ୍କୁ ଦର୍ଶକ ଏକ ଭିନ୍ନ ଭୂମିକାରେ ଦେଖିବାକୁ ପାଇବେ ।

ଏମ୍‌. ଏ. ଅଲ୍ଳୀଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ପ୍ରଦୋଷ ପଟ୍ଟନାୟକ, ପୂର୍ବତନ ବିଧାୟକଦିଲ୍ଲୀପ ଶ୍ରୀଚନ୍ଦନ, ବରିଷ୍ଠ ଅଭିନେତ୍ରୀ ପ୍ରତିଭା ପଣ୍ଡା, ଅମିୟ ପାଣ୍ଡବ ଓ ଶକ୍ତି ପ୍ରକାଶ ପତି ପ୍ରମୁଖ ଯୋଗ ଦେଇଥିଲେ ।

Comments are closed, but trackbacks and pingbacks are open.