Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଇନଷ୍ଟାଗ୍ରାମର ସମସ୍ତ ପୋଷ୍ଟ ଡିଲିଟ କଲେ ଜନ ଆବ୍ରାହମ

ମୁମ୍ବାଇ: ବଲିଉଡ ଅଭିନେତା ଜନ ଆବ୍ରାହମ ତାଙ୍କର ଇନଷ୍ଟାଗ୍ରାମ ଆକାଂଉଟର ସମସ୍ତ ପୋଷ୍ଟ ଡିିଲିଟ କରିଛନ୍ତି । ପ୍ରଥମେ ଏହା କୌଣସି ହ୍ୟାକର କରିଥିବା ଅନୁମାନ କରାଯାଉଥିଲା । ମାତ୍ର ପରେ ଅଭିନେତା ନିଜେ ଏହାକୁ ଡିଲିଟ କରିଥିବା ଜଣା ପଡିଥିଲା । ସତ୍ୟମେବ ଜୟତେ ୨ର ସଫଳତା ପରେ ଜନଙ୍କ ଏହି…

ବିବାହ ସମୟରେ କେବଳ ପଞ୍ଜାବୀରେ କଥା ହେଉଥିଲେ କ୍ୟାଟ୍ରିନା!

ମୁମ୍ବାଇ: କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର୍‌ଥିଲା। ସେମାନଙ୍କ ବିବାହର କିଛି ଫଟୋ ଦେଖିବା ପାଇଁ ପ୍ରଶଂସକ ଉତ୍କଣ୍ଠାର ସହ ଅପେକ୍ଷା କରିରହିଥିଲେ। ଡିସେମ୍ବର ୯ରେ, ସେଲିବ୍ରିଟି ଦମ୍ପତି ଆନୁଷ୍ଠାନିକ ଭାବରେ ବିବ‌ାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।…

କରୀନା, ଅମୃତା କରୋନା ପଜିିଟିଭ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରୀନା କାପୁର କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସେ ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ନିଜର କୋଭିଡ ଟେଷ୍ଟ କରାଇଥିଲେ । ଏଥିରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ସେ ନିଜକୁ ଆଇସୋଲେଟ କରି ଦେଇଛନ୍ତି । କରୀନାଙ୍କ ପ୍ରିୟ ବାନ୍ଧବୀ ଅମୃତା ଆରୋରଙ୍କ…

ନେଟଫ୍ଲିକ୍ସରେ ରିଲିଜ କରିବ ତାପସୀଙ୍କ ‘ଲୁପ୍ ଲପେଟା’

ମୁମ୍ବାଇ: ସୋମବାର ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ ପ୍ରକାଶ କରିଛନ୍ତି ଯେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଲୁପ୍ ଲପେଟା' ନେଟଫ୍ଲିକ୍ସରେ ଡିଜିଟାଲ୍ ରିଲିଜ୍ ହେବାକୁ ଯାଉଛି। 'ଲୁପ୍ ଲପେଟା' ହେଉଛି ଜର୍ମାନ ଚଳଚ୍ଚିତ୍ର 'ରନ୍ ଲୋଲା ରନ୍' ର ଅଫିସିଆଲ୍ ହିନ୍ଦୀ ରିମେକ୍। ଏଥିରେ ତାହିର ରାଜ…

ମିସ୍ ୟୁନିଭର୍ସ ୨୦୨୧ ହେଲେ ପଞ୍ଜାବ ସୁନ୍ଦରୀ ହରନାଜ୍ କୌର

ନୂଆଦିଲ୍ଲୀ: ମିସ୍ ୟୁନିଭର୍ସ ୨୦୨୧ରେ ଜଲଓ୍ୱା ଦେଖାଇଲେ ଭାରତୀୟ ସୁନ୍ଦରୀ । ପଞ୍ଜାବର ଝିଅ ହରନାମ କୌର ସାନ୍ଧୁ ମିସ୍ ୟୁନିଭର୍ସ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଛନ୍ତି । ୮୦ ସୁନ୍ଦରୀଙ୍କୁ ପଛରେ ପକାଇ ମିସ୍ ୟୁନିଭର୍ସ ଟାଇଟଲ ଜିତିଛନ୍ତି । ୨୦୨୦ର ମିସ୍ ୟୁନିଭର୍ସ ମେକ୍ସିକୋର ଆଣ୍ଚ୍ରିୟା…

ଫିଲ୍ମ ‘ଲାଗେ ପ୍ରେମ ନଜର’ର ଅଡିଓ ରିଲିଜ, ମୁକ୍ତିଲାଭ ଅପେକ୍ଷାରେ

ଭୁବନେଶ୍ୱର : ବହୁ ପ୍ରତିକ୍ଷୀତ ଓଡିଆ ଚଳଚ୍ଚିତ୍ର 'ଲାଗେ ପ୍ରେମ ନଜର'ର ମ୍ୟୁଜିକ ରିଲିଜ ହୋଇଯାଇଛି । ଭୁବନେଶ୍ୱରର ଏକ ତାରକା ହୋଟେଲରେ ଏହି ଫିଲ୍ମର ସଙ୍ଗୀତ ରିଲିଜ ହୋଇଛି । ଓଲିଉଡର ଜଣାଶୁଣା ଅଭିନେତା ଓ ଅଭିନେତ୍ରୀ ମାନେ ଏହି ସଙ୍ଗୀତ ଲୋକାର୍ପଣ ଉତ୍ସବରେ ଦେଖିବାକୁ ମିଳିଥିଲା ।  ସଙ୍ଗୀତ…

ଇଂଟରନେଟରେ ଝଡ ସୃଷ୍ଟି କଲା ଆରଆରଆର ଟ୍ରେଲର: ୨୪ ଘଂଟାରେ ୫୦ ମିଲିୟନ ଭ୍ୟୁଜ

ମୁମ୍ବାଇ: ଏସଏସ ରାଜମୌଲୀଙ୍କ ଆରଆରଆର ଫିଲ୍ମର ଟ୍ରେଲର ଇଂଟରନେଟ ଓ ସୋସିଆଲ ସାଇଟରେ ଝଡ ସୃଷ୍ଟି କରିଛି । ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟଲମ ଓ କନ୍ନଡ ଭାଷାରେ ଏହାର ଟ୍ରେଲରକୁ ୨୪ ଘଂଟାରେ ୫୧.୧୨ ମିଲିୟନ ଭ୍ୟୁଜ ମିଳିଯାଇଛି । ଯାହାକି ଏକ ରେକର୍ଡ । ଏହା କେଜିଏଫ ଚ୍ୟାପ୍ଟର ୨ର ଟେଲର ୨…

ରାଜସ୍ଥାନରେ ସରିଲା ବାହାଘର, ପ୍ରାଇଭେଟ ହେଲିକପ୍ଟରରେ କୁଆଡେ ଗଲେ ଭିକି-କ୍ୟାଟ୍ !

ମୁମ୍ବାଇ : ସରିଲା  ଭିକି-କ୍ୟାଟ୍ରିନାଙ୍କ ବାହାଘର । ଗୁରୁବାର ରାଜସ୍ଥାନର ସିକ୍ସ ସେନ୍ସ ରିସର୍ଟରେ ବିବାହ ବନ୍ଧନରେ ବାନ୍ଧି ହେଲେ ଭିକି କୌଶାଲ ଓ କ୍ୟାଟ୍ରିନା କୈଫ୍। ବିହାର ସରିବା ପରେ ଆଜି ସକାଳୁ ଭିକିଓ କ୍ୟାଟ୍ରିନାଙ୍କୁ ଏକ ପ୍ରାଇଭେଟ୍ ହଲିକପ୍ଟରରେ ଯାଉଥିବା ଦେଖିବାକୁ ମିଳିଥିଲା।…

ବିରୁଷ୍କାଙ୍କ ପଡୋଶୀ ହେବେ ଭିକ୍କି-କ୍ୟାଟ୍ରିନା

ମୁମ୍ବାଇ: ଡିସେମ୍ବର ୯ରେ ବଲିଉଡ ଅଭିନେତା ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଏହି ଅବସରରେ ଅନୁଷ୍କା ଶର୍ମାଙ୍କ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ ଲେଖିଛନ୍ତି ଭିକ୍କି ଏବଂ କ୍ୟାଟ୍ରିନା ଖୁବ ଶୀଘ୍ର ଆମ ପଡୋଶୀ ହେବାକୁ ଯାଉଛନ୍ତି ।…

ବିବାହ ମଣ୍ଡପକୁ ଆକର୍ଷଣୀୟ ଏଣ୍ଟ୍ରି କରିବେ କ୍ୟାଟ୍ରିନା- ଭିକି, କାଚରେ ତିଆରି ହୋଇଛି ମଣ୍ଡପ

ମୁମ୍ବାଇ : କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲ ଆଜି ବିବାହ ବନ୍ଧନରେ ବାନ୍ଧିହେବେ । ହେଲେ ଏହି ଷ୍ଟାର କପୁଲଙ୍କ ବିବାହ ରାଜସ୍ଥାନର ସୱାଇ ମାଧପୁରରେ ସିକ୍ସ ସେନ୍ସ ରିସର୍ଟରେ ଲକଜୁରିୟସ୍ ଷ୍ଟାଇଲରେ ହେବ। କ୍ୟାଟ୍ରିନା ଓଭିକି ନିଜ ବିବାହକୁ ପ୍ରାଇଭେଟ ରଖିବାକୁ ଚାହୁଁଛନ୍ତି। ଭିକି-କ୍ୟାଟଙ୍କ…