Latest Odisha News
Browsing Category

ମନୋରଞ୍ଜନ

ଏନସିବି ମୂଖ୍ୟଙ୍କୁ ନବାବଙ୍କ ଧମକ, ବର୍ଷକ ଭିତରେ ଚାକିରୀ ହରାଇବେ

ମୁମ୍ବାଇ: ଡ୍ରଗ୍ସ କେସର ତଦନ୍ତ କରୁଥିବା ଏନସିବି ଉପରେ ଏନସିପି ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ନବାବ ମାଲିକ ବାରମ୍ବାର ଟାର୍ଗେଟ କରୁଛନ୍ତି । ଆଜି ସେ ଚ୍ୟାଲେଞ୍ଜ ଦେଇ କହିଛନ୍ତି ବର୍ଷକ ଭିତରେ ଏନସିବି ମୁଖ୍ୟ ସମୀର ୱାଙ୍ଖଡେ ତାଙ୍କ ଚାକିରୀ ହରାଇବେ । ସେ ଜେଲ ନ ଗଲେ ସାଧାରଣ ଜନତାଙ୍କ…

ଓସ୍କାର ଆୱାର୍ଡ ୨୦୨୨ ପାଇଁ ‘ଶେରନି’ ଓ ‘ସରଦାର ଉଧମ ସିଂହ’ ଫିଲ୍ମ ମନୋନୀତ

ମୁମ୍ବାଇ : ଏକେଡ଼େମୀ ଆୱାର୍ଡ ରେସରେ ଭାରତୀୟ ସିନେମା ଆଗରେ । ୨୦୨୨ ଓସ୍କାର ଆୱାର୍ଡ ପାଇଁ ‘ଶେରନି’ ଓ ‘ସରଦାର ଉଧମ ସିଂହ’ ମନୋନୀତ ହୋଇଛି । କରୋନା ମହାମାରୀ ଯୋଗୁଁ ବଲିଉଡ ଇଣ୍ଡଷ୍ଟ୍ରି ଅନେକାଂଶରେ ପ୍ରଭାବିତ ହୋଇଛି । ଲକଡାଉନ ଯୋଗୁଁ  ସିନେମାହଲ ବନ୍ଦ ରହିଲ । ଏସବୁ ମଧ୍ୟରେ…

ଗୋଟିଏ ଟିଭି ସିରିଜରେ ୩୦୦ ଚରିତ୍ର, ବିଶ୍ୱ ରେକର୍ଡ ସ୍ଥାପନ କଲେ ଆସିଫ୍

ମୁମ୍ବାଇ: ପପୁଲାର୍ କମେଡି ଟିଭି ସିରିଜ୍ ଭାବିଜୀ ଘର ପର୍ ହୈ । ଏହି ସିରିଜର ଜଣାଶୁଣା ଚରିତ୍ର ବିଭୂତି ନାରାୟଣ ମିଶ୍ର ଓରଫ ଆସିଫ୍ ଶେଖଙ୍କୁ କିଏ ବା ନ ଜାଣେ । ପଡିଶାଙ୍କ ସ୍ତ୍ରୀ ସହ ଫ୍ଲର୍ଟିଂ ଓ ମଜାକିଆ ଅନ୍ଦାଜରେ ବିଭୂତିଙ୍କ ଚରିତ୍ର ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି । ହେଲେ ଅନେକ…

ଏନସିବି ଅଫିସରେ ଅନନ୍ୟା: ମୋବାଇଲ, ଲ୍ୟାପଟପ ଜବତ

ମୁମ୍ବାଇ: ଚଙ୍କି ପାଣ୍ଡେ ଝିଅ ଅନନ୍ୟା ପାଣ୍ଡେ ଏନସିବି ଅଫିସରେ ହାଜର ହୋଇଛନ୍ତି । ଆର୍ଯ୍ୟନ ଖାଁ ଡ୍ରଗ୍ସ କେସରେ ଅନନ୍ୟା ନାମ ସମ୍ମୁଖକୁ ଆସିଛି । ସକାଳେ ଅନନ୍ୟାଙ୍କ ଘରେ ଏନସିବି ଅଧିକାରୀ ଚଢ଼ାଉ କରିବା ପରେ ଅଫିସକୁ ଆସିବା ପାଇଁ କହିଥିଲେ । ଚଙ୍କି ପାଣ୍ଡେ ଓ ଓକିଲଙ୍କ ସହ ସେ ହାଜର…

ଶାହାରୁଖ, ଅନନ୍ୟାଙ୍କ ଘରେ ଏନସିବି ଚଢ଼ାଉ

ମୁମ୍ବାଇ: ନାର୍କୋଟିସ କଂଟ୍ରୋଲ ବ୍ୟୁରୋ (ଏନସିବି) ଆଜି ବଲିଉଡ ଅଭିନେତା ଶାହାରୁଖ ଖାଁ ଓ ଅନନ୍ୟା ପାଣ୍ଡେଙ୍କ ଘରେ ଚଢ଼ାଉ କରିଛି । ଏହା ପରେ ଅପରାହ୍ନ ୨ଟା ବେଳେ ଏନସିବି ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟାଙ୍କୁ ପଚରାଉଚରା ପାଇଁ ଡକାଇଛି । ସୂଚନାଯୋଗ୍ୟ, ବୁଧବାର ଡ୍ରଗ୍ସ କେସରେ ଜାମିନ ଅବେଦନ…

ମୁକ୍ତିଲାଭ କଲା ଅର୍ବାନ ପଞ୍ଜାବୀ ଭିଡିଓ ‘ହାର୍ଟବିଟ’

ଭୁବନେଶ୍ୱର : ବି. ଏନ ସିରିଜ ବ୍ୟାନରରେ , ସ୍ଥାନୀୟ ଏକ ହୋଟେଲରେ ଅର୍ବାନ ପଞ୍ଜାବୀ ମ୍ୟୁଜିକ ଭିଡିଓ "ହାର୍ଟବିଟ" ମୁକ୍ତିଲାଭ କରିଛି। ନୃତ୍ୟ ନିର୍ଦ୍ଦେଶକ ବିଦୁଙ୍କ ନିର୍ଦ୍ଦେଶନାରେ ଏହି ମ୍ୟୁଜିକ ଭିଡିଓରେ ଦୀପକ ରାଜ ଓ ଶେଫାଳିଙ୍କ ଅଭିନୟ କରିଥିବା ବେଳେ,  ପିନାକୀ ମିଶ୍ର ଗୀତ ରଚନା…

ଦୀପାବଳୀରେ ରିଲିଜ ହେବ ରଣବୀରଙ୍କ ସର୍କସ !

ମୁମ୍ବାଇ: ରଣବୀର ସିଂଙ୍କ କମେଡି ଫିଲ୍ମ ସର୍କସ ଆସନ୍ତା ବର୍ଷ ଦୀପାବଳୀରେ ରିଲିଜ ହେବ ବୋଲି ରୋହିତ ଶେଟ୍ଟୀ କହିଛନ୍ତି । ଏଥିରେ ମନୋରଞ୍ଜନର ସମ୍ପୂର୍ଣ୍ଣ ଫର୍ମୁଲା ରହିଛି । ଯେଉଁମାନେ ସର୍କସର ଝଲକ ଦେଖିଛନ୍ତି ସେମାନେ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛନ୍ତି । ଏ ଭଳି ଶୈଳୀରେ କୌଣସି…

‘ପ୍ୟାର୍ କା ପଞ୍ଚନାମା ୩’ରେ କାର୍ତ୍ତିକଙ୍କ ସହ ନଜର ଆସିବେ ରଣବୀର!

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନଙ୍କ ଅଭିନୀତ “ପ୍ୟାର୍ କା ପଞ୍ଚନାମା ” ରେ ଚମତ୍କାର ଅଭିନୟ କରି ବେଶ୍‌ ପ୍ରଶଂସା ସାଉଁଟିଥିଲେ। ଏହି ଚଳଚ୍ଚିତ୍ରର ଦ୍ୱିତୀୟ ଭାଗକୁ ଦର୍ଶକଙ୍କ ଭଲପାଇବା ମିଳିଥିଲା। ଏହାପରେ ପ୍ରଶଂସକ ବେଶ୍‌ ଉତ୍ସାହର ସହ ଫିଲ୍ମର ପାର୍ଟ‌୍-୩କୁ ଅପେକ୍ଷା କରି ରହିଛନ୍ତି।…

ମିଳିଲାନି ଜାମିନ; ଜେଲରେ ରହିବେ ଆର୍ୟନ

ମୁମ୍ବାଇ: ଆଜି ପୁଣି ଥରେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ। ଆର୍ୟନଙ୍କୁ ମିଳିଲାନି ଜାମିନ। ଆଜି ବି ଏନଡିପିଏସ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିନାହାଁନ୍ତି। ଦିୱାଲି ପୂର୍ବରୁ ଘରକୁ ଫେରିପାରିଲେନି ଆର୍ୟନ। ରିପୋର୍ଟ ଅନୁଯାୟୀ, ଆଜି…

ଫରଦୀନ, ରିତେଶ ଅଭିନୀତ ବିସ୍ଫୋଟ ଫିଲ୍ମର ଶୁଟିଂ ଆରମ୍ଭ

ମୁମ୍ବାଇ: ଦୀର୍ଘ ୧୧ ବର୍ଷ ପରେ ପରଦାକୁ ଫେରୁଛନ୍ତି ଫରଦୀନ ଖାଁ । କୁକି ଗୁଲଟୀଙ୍କ ବିସ୍ଫୋଟ ଫିଲ୍ମରେ ରିତେଶ ଦେଶମୁଖ ଏବଂ ଫରଦୀନ ଅଭିନୟ କରୁଛନ୍ତି । ଏହି ଫିଲ୍ମରେ ଶୁଟିଂ ଆରମ୍ଭ ହୋଇଛି । ଏ ନେଇ ସୋସିଆଲ ସାଇଟରେ ଫରଦୀନ ସୂଚନା ଦେଇଛନ୍ତି । ସଞ୍ଜୟ ଗୁପ୍ତା ଓ ଭୂଷଣ କୁମାର ଏହି ଫିଲ୍ମକୁ…